• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Special Story

Special Story
ଜମିବାଡ଼ି ଘର ଯାଉଛି, ମିଳୁନି ଉପଯୁକ୍ତ ପ୍ରାପ୍ୟ; କିଏ ଶୁଣିବ ବିସ୍ଥାପିତଙ୍କ ଦୁଃଖ ? 

କୁଆଡ଼େ ଯିବେ ବିସ୍ଥାପିତ ? କିଏ ଶୁଣିବ ବିସ୍ଥାପିତଙ୍କ ଦୁଃଖ ? କଟକ ନରସିଂହପୁର ବ୍ଲକ ଓଲବ ପଞ୍ଚାୟତରେ ବଢ଼ିଚାଲିଛି ବିସ୍ଥାପିତଙ୍କର ଦୁଃଖ । 

Tribal Villagers
ଭୋକ ମେଣ୍ଟାଇବାକୁ ଝରି ପୋକ ହିଁ ସାହାରା...

ଆଦିବାସୀ ପରିବାରର ଭୋକ ମେଣ୍ଟାଇବାକୁ ଝରି ପୋକ ହିଁ ସାହାରା ହୋଇଛି । ବିକାଶ ଦେଖି ନଥିବା ନିରୀହ ଆଦିବାସୀମାନେ ନିଜର ପେଟ ପାଇଁ ଯେମିତି ଏ ବିକଳ୍ପକୁ ବାଛି ନେଇଛନ୍ତି ।

Divyang Children
ଦାରିଦ୍ର୍ୟର କରୁଣ କାହାଣୀ; ୫ ବର୍ଷ ହେଲା ଶଯ୍ୟାଶାୟୀ ବଢ଼ିଲା ପୁଅ,ଝିଅ... 

ଜଗତସିଂହପୁର ଜିଲ୍ଲା ଫୁଲାହାର ଗାଁର ମୁରଲୀଧର ବିଶ୍ୱାଳ । ମୂଲପାତି ଲାଗି ପରିବାର ଚଳାନ୍ତି । ବଡ଼ଝିଅ ସୋନାଲିକା ନବମ ଶ୍ରେଣୀରେ ପାଠ ପଢ଼ୁଥିବା ବେଳେ ହଠାତ ଶଯ୍ୟାଶାୟୀ ହୋଇଗଲା ।

Special Story
ହୃଦୟ ବିଦାରକ ଦୃଶ୍ୟ: ଭଙ୍ଗାଘରେ ୬ ପ୍ରାଣୀ କୁଟୁମ୍ବ, ସରକାରୀ ଆବାସରୁ ବଞ୍ଚିତ ପରିବାର 

ଘର ଭିତରୁ ଦେଖିଲେ ଦିଶୁଛନ୍ତି ସୂର୍ଯ୍ୟ ଚନ୍ଦ୍ର। ବର୍ଷା ଦିନର ସ୍ଥିତି ତ ନକହିଲେ ଭଲ। କେବଳ ଇଟା ଥୁଆ ହୋଇ କାନ୍ଥ ତିଆରି ହୋଇଛି, ସେଥିରେ ପୁଣି ଏକାଧିକ ଫାଟ। ଏମିତି ଭଙ୍ଗାଘରେ ରହୁଛନ୍ତି ୬ ପ୍ରାଣୀ କୁଟୁମ୍ବ।

Woman Rescues Snake
ସାହସର ସହ ହାତରେ ସାପ ଧରୁଛନ୍ତି ମହିଳା

ଦେଖୁଛନ୍ତି ତ, ନା ହାତରେ ଗ୍ଲୋବସ୍ ଅଛି... ନା ମନରେ ଭୟ । କେମିତି ଅତି ସାହସର ସହ ସାପ ଧରୁଛନ୍ତି ଏ ମହିଳା ଜଣକ । ଆପଣ ଏ ମହିଳାଙ୍କୁ ଦେଖି ନିଶ୍ଚୟ ସାପ ଧରାଳି ବୋଲି ଭାବୁଥିବେ । ହେଲେ ନାଇଁ, ଏ ମହିଳା ଜଣକ ସାପ ଧରାଳି ନୁହଁନ୍ତି ।

Special Story
ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର; ଗୋବର ଗନ୍ଧରେ ପଢ଼ୁଛନ୍ତି ପିଲା...

ସରକାରୀ ସ୍କୁଲର ଅବ୍ୟବସ୍ଥାକୁ ପଦାରେ ପକେଇଛି ଶ୍ରେଣୀଗୃହର ସଗୀନ ଅବସ୍ଥା। ଝିପିଝିପି ବର୍ଷାରେ ଗୁହାଳରେ ପାଠ ପଢ଼ୁଛନ୍ତି କୁନିକୁନି ଛାତ୍ରଛାତ୍ରୀ ।

Lalita Madhab Temple
ମନ୍ଦିର ତୋଳିବାକୁ ମତେ ସ୍ବପ୍ନ ହୋଇଥିଲା

ଇଏ ଦେବରାଜ ଜେନା। ଦିନେ ଏଇ ଗାଁରେ ଶିକ୍ଷକତା କରୁଥିଲେ। କିନ୍ତୁ ଆପଣ ୟାଙ୍କୁ ଆଉଜଣେ ବିଶ୍ବାବସୁ କହିପାରନ୍ତି। ଯାହାଙ୍କୁ ଦିନେ ସ୍ବପ୍ନାଦେଶ ହୋଇଥିଲା ଏମନ୍ଦିରର ନିରେମାଣ କରିବାକୁ ।

Mahanadi River
ବଢିରେ ଭାସି ଆସିଲେ ଛତିଗଡ଼ରୁ ଓଡ଼ିଶା

ନଦୀରେ ଭରି ରହିଥିଲା ଅକାତ କାତ ବଢିପାଣି। ଏହି ସମୟରେ ଭାସିଆସିଥିଲେ ଜଣେ ମହିଳା। ପାଦରେ ତାଙ୍କ ଶିକୁଳି ପଡିଥିଲା। ପାଖାପାଖି ୫୦ କିମି ସେ ନଦୀ ଜଳରେ ଭାସି ଆସିଥିଲେ। ଦେଖନ୍ତୁ ଏହି ରିପୋର୍ଟ ।

Koraput
କୋରାପୁଟରେ କାଶ୍ମୀରର ଅନୁଭବ

ଆପଣ ଓଡ଼ିଶାରେ କାଶ୍ମୀର ଓ ମସୁରୀ ପରି ପରିବେସର ମଜା ନେବାକୁ ଚାହୁଁଛନ୍ତି କି? ତେବେ ଥରେ କୋରାପୁଟ ଯାଆନ୍ତୁ । ଥରେ ଦେଖନ୍ତୁ ବର୍ଷାଋତୁରେ କେମିତି ଦେଖାଯାଏ କୋରାପୁଟ ।

Dog
୨୫୦ କିଲୋମିଟର ଦୂରରୁ ଫେରିଲା ହଜିଲା କୁକୁର, ଗାଁରେ ହେଲା ଭୋଜି ଭାତର ଆସର

କମଲେଶଙ୍କ କହିବାନୁଯାୟୀ, ମହାରାଜକୁ ସର୍ବଦା ଭଜନ ଶୁଣିବାକୁ ଭଲ ଲାଗେ । ଏଥର ସେ ମୋ ସାଙ୍ଗରେ ମହାବାଲେଶ୍ୱର ନିକଟ ଜ୍ୟୋତିବା ମନ୍ଦିରକୁ ପଦଯାତ୍ରାରେ ଯାଇଥିଲା ।

Need Help for Livelihood
ଜନ୍ମ ଦେଇ ଚାଲିଗଲେ ବାପା-ମା’: କିଏ ଦେବେ ଏମାନଙ୍କୁ ସାହାରା

ଏ ଦି‘ ଭଉଣୀଙ୍କ ଦୁଃଖ ଆପଣଙ୍କୁ ବି କନ୍ଦେଇ ଦେବ । ଆପଣ ବି ସେମାନଙ୍କ କାହାଣୀ ଶୁଣିଲେ କହିବେ, ଈଶ୍ବର ଏମିତି ଦୁଃଖ କାହାକୁ ନ ଦିଅନ୍ତୁ । ଏ କୁନି ଛୁଆ ଦି’ ଜଣ ହେଉଛନ୍ତି ପ୍ରମିଳା ଆଉ ଦମୟନ୍ତି ।

Manu Bhaker
ଏତେ ସହଜ ନଥିଲା ମନୁଙ୍କ ଅଲିମ୍ପିକ ଯାତ୍ରା; ଜାଣନ୍ତୁ କେମିତି ଭାଗ୍ୟ ଦେଇନଥିଲା ସାଥ୍...

୨୨ ବର୍ଷୀୟ ମନୁଙ୍କ ଏହି ଅଲିମ୍ପକ ଯାତ୍ରା ଏତେ ସହଜ ନ ଥିଲା । ଦିନ ଏମିତି ବି ଥିଲା, ଯେତେବେଳେ ତାଙ୍କ ମା’ଙ୍କୁ ମନୁଙ୍କ ସାମ୍ନାରୁ ଲୁଚାଇ ନେବାକୁ ପଡିଥିଲା ତାଙ୍କ ପିସ୍ତଲ । ହେଲେ କ’ଣ ପାଇଁ  ? ଜାଣନ୍ତୁ...

Special Story
ଭକ୍ତି ଆଗରେ ହାର ମାନିଛି ଭୟ; ଗୋଟିଏ ଘରେ ଏକାଠି ରହୁଛନ୍ତି ମଣିଷ ଓ ସାପ...

ଘର ଭିତରେ ଭରି ରହିଛି ଶହ ଶହ ସାପ ହୁଙ୍କା। ଗୋଟିଏ ସ୍ଥାନରେ ଏକାଠି ରହୁଛନ୍ତି ମଣିଷ ଓ ବିଷାକ୍ତ ନାଗସାପ। 

Kishore Jena
ପ୍ୟାରିସ ଯିବ ପୁଅ... ଖୁସିରେ ମା’ ମନ କୁଣ୍ଢେମୋଟ

ମୋ ପୁଅ ନିଶ୍ଚୟ ଏଥର ପଦକ ପାଇବ । ସମସ୍ତେ ଗର୍ବ ଗରିବେ । ମୁଁ ଠାକୁରଙ୍କ ପାଖକୁ ଯାଉଛି ଠାକୁର ନିଶ୍ଚୟ ମୋ ଡାକ ଶୁଣିବେ । ହୃଦୟରୁ ଏ ମା’ ଆଜି ତା’ ପୁଅକୁ ଆଶୀର୍ବାଦ ଦେଉଛି ।

90-Year-Old Man
ବୟସ ସିନା ୯୦ ବର୍ଷ, ଏବେ ବି ଚେରମୂଳୀରେ କରୁଛନ୍ତି ରୋଗୀ ସେବା

ପରିଣତ ବୟସରେ ହାର ମାନି ନାହାଁନ୍ତି ବୈଦ୍ୟରାଜ ଗୋଲେଖ ସାହୁ । ଚାକିରି ଛାଡି ସେବାକୁ ବ୍ରତ ଭାବେ ଆପଣେଇ ନେଇଛନ୍ତି ୯୦ ବର୍ଷୀୟ ବୃଦ୍ଧ । ରାଜ୍ୟ ତଥା ଦେଶରେ ସାଉଁଟିଛନ୍ତି ଅନେକ ପ୍ରଶଂସା ।

National Broadcasting Day 2024 know the date history theme
National Broadcasting Day 2024: ଆଜି ‘ଜାତୀୟ ପ୍ରସାରଣ ଦିବସ’; ୩ ଉପାୟରେ ପାଳନ କରନ୍ତୁ ଏହି ଦିନ

କେବଳ ଭାରତରେ ନୁହେଁ ବିଶ୍ୱରେ ରେଡିଓର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି। ଏହାର ଉଦାହରଣ ଆଜି ବି ଗ୍ରାମାଞ୍ଚଳରେ ରେଡିଓ ଦେଖିବାକୁ ମିଳେ। ଭାରତରେ ରେଡିଓ ପ୍ରସାରଣ ୮୮ ବର୍ଷରୁ ଅଧିକ ସମୟ ଧରି ଚାଲିଛି। ଭାରତରେ ପ୍ରଥମ ପ୍ରସାରଣର ମାଧ୍ୟମ ହେଉଛି ଅଲ୍ ଇଣ୍ଡିଆ ରେଡିଓ।

Why is world chess day celebrated know where it first started
World Chess Day 2024: ଦୁନିଆର ଏହି ସ୍ଥାନରେ ୨୧୯ଘଣ୍ଟା ୫ ମିନିଟ୍ ପର୍ଯ୍ୟନ୍ତ ଚାଲିଥିଲା ଚେସ୍ ଖେଳ

ଚେସ୍ ହେଉଛି ଏକ ପ୍ରାଚୀନ ଖେଳ, ଯାହା ଷଷ୍ଠ ଶତାବ୍ଦୀରେ ଭାରତରେ ଚତୁରଙ୍ଗ ଏକ ଖେଳ ସହିତ ଆରମ୍ଭ ହୋଇଥିଲା। ଏହା ଧୀରେ ଧୀରେ ପଶ୍ଚିମ ଦିଗକୁ ବ୍ୟାପିଥିଲା ଏବଂ ପଞ୍ଚଦଶ ଶତାବ୍ଦୀ ପର୍ଯ୍ୟନ୍ତ ଏହା ୟୁରୋପର ସବୁଠାରୁ ଲୋକପ୍ରିୟ ଖେଳ ହୋଇପାରିଥିଲା।

Pahandi in Evening
ଭିନ୍ନ ପରମ୍ପରା...ସଂଜ ନଇଁଲେ ଏଠି ପହଣ୍ଡି ହୁଏ,ରଥାରୁଢ଼ ହୁଅନ୍ତି ଚତୁର୍ଦ୍ଧା ମୂରତି

ସଂଜ ନଇଁଲେ ଧାଡି ପହଣ୍ଡିରେ ଆସି ରଥାରୁଢ଼ ହୁଅନ୍ତି ଚତୁର୍ଦ୍ଧା ମୂରତି। ୪ଦିନ ରଥ ଟଣା। ଜାଣନ୍ତୁ ଏହି ନିଆରା ରଥଯାତ୍ରା ସମ୍ପର୍କରେ ।

Mandela Day
Nelson Mandela International Day: ଗରିବୀ ଜୀବନ ବିତାଉଥିବା ଲୋକଙ୍କୁ ସାହାଯ୍ୟ କରିବାକୁ ପାଞ୍ଚଟି ମୁଖ୍ୟ ଦିଗ ପ୍ରତି ଧ୍ୟାନ

ମଣ୍ଡେଲା ଦିବସ ୨୦୧୯-୨୦୨୯ ପାଇଁ ପାଞ୍ଚଟି ମୁଖ୍ୟ ଦିଗ ପ୍ରତି ଧ୍ୟାନ ଏବଂ ଲକ୍ଷ୍ୟର ରୂପଦେଖ ପ୍ରସ୍ତୁତ କରିଛି, ଯାହା ଦକ୍ଷିଣ ଆଫ୍ରିକା ଏବଂ ବିଶ୍ୱର ଗରିବୀ ଜୀବନ ବିତାଉଥିବା ଲୋକଙ୍କୁ ସାହାଯ୍ୟ କରିବ। ଆସନ୍ତୁ ସେ ବିଷୟରେ ଜାଣିବା।

World youth skills day 2024 how to increase youth skills
World Youth Skills Day 2024: ଯୁବକମାନଙ୍କ ଦକ୍ଷତା ବଢାଇବା ପାଇଁ ୧୦ଟି ସହଜ ଉପାୟ

ଯୁବକମାନଙ୍କୁ ସଶକ୍ତ କରିବା ଏବଂ ସେମାନଙ୍କୁ ଏକ ଉତ୍ତମ ଭବିଷ୍ୟତ ଗଠନ ପାଇଁ ଆବଶ୍ୟକ କୌଶଳ ଯୋଗାଇଦେବା ଜରୁରୀ। ତେବେ ଆସନ୍ତୁ ଏମିତି ୧୦ଟି ଉପାୟ ବିଷୟରେ ଜାଣିବା ଯାହା ଯୁବକଙ୍କ ଦକ୍ଷତାକୁ ବଢାଇଥାଏ।

 Kidnapping
ବାପା ଲୋ ମୁଁ କିଡନାପ୍‌ ହେଉଛି; ଟଙ୍କା ପଠା

ବାପାଙ୍କ ପାଖରୁ ଟଙ୍କା ନେବାକୁ ପୁଅର ଜବରଦସ୍ତ ପ୍ଲାନ୍। ସାଙ୍ଗ ସହ ମିଶିକଲା କିଡ୍ନାପ୍ନାଟକ । ଦେଖନ୍ତୁ କେମିତି ବୁଲୁଛି ଛୁରି, ଭାଙ୍ଗୁଛି ମଦ ବୋତଲ...

Job Interview
ବଢ଼ୁଛି କି ବେକାରୀ ସମସ୍ୟା ? ୧୦ ପଦବୀକୁ ୧୮ଶହ ଆଶାୟୀ

ପ୍ରବଳ ହୋହଲ୍ଲା... କମ୍ପୁଛି ପରିବେଶ... ଭାଙ୍ଗୁଛି ଷ୍ଟିଲ୍ ରେଲିଂ... ଜଣକ ଉପରେ ଆଉ ଜଣେ ଚଢ଼ି ଯାଉଛନ୍ତି । ଏ ଦୃଶ୍ୟ ଦେଖି ଆପଣ କ’ଣ ଭାବୁଛନ୍ତି ଦର୍ଶକ ବନ୍ଧୁ ?

ISRO
ପୁଅ ମୋର ନାଁ ରଖିବ, ISRO ଯିବ ବଡ଼ ବୈଜ୍ଞାନିକ ହେବ

ପାଠପଢା ବେଳେ ପଢାପଢ଼ିରେ ବ୍ୟସ୍ତ l କିନ୍ତୁ ସମୟ ଟିକେ ମିଳିଗଲେ ଲାଗି ପଡନ୍ତି ବିଭିନ୍ନ ଯନ୍ତ୍ରାଂଶକୁ ନୂଆ ରୂପ ଦେବାରେ l କୌଣସି ଗାଣିତିକ ସୁତ୍ରର ସମାଧାନ ପାଇଁ ହେଉ କି କୌଣସି ମହାକାଶର ଡାଇଗ୍ରାମ କରିବାରେ l

Bhadrak Artiste
ଦିଆସିଲି କାଠିରେ ଭବ୍ୟ ରାମମନ୍ଦିର

ଦିଆସିଲି କାଠିରେ ଭବ୍ୟ ରାମମନ୍ଦିର । ୬୦ ହଜାର ଦିଆସିଲି କାଠିକୁ ଏକାଠି କରି ଅତି ନିଖୁଣ ଭାବେ ଅଯୋଧ୍ୟାର ରାମ ମନ୍ଦିର ତଆରି କରାଯାଇଛି । ମନ୍ଦିରକୁ ଆହୁରି ସୁନ୍ଦର କରିବାକୁ ସେଥିରେ ଖଞ୍ଜାଯାଇଛି ଇଲେକ୍ଟ୍ରି ଲାଇଟ ।

Matchsticks
୬୦ ହଜାର ଦିଆସିଲି କାଠିରେ ରାମମନ୍ଦିର, କଳାକାରଙ୍କ ହାତର ସ୍ପର୍ଶ ପାଇ ଦିଶୁଛି ମନୋରମ

ଦିଆସିଲି କାଠିରେ ଭବ୍ୟ ରାମମନ୍ଦିର । ୬୦ ହଜାର ଦିଆସିଲି କାଠିକୁ ଏକାଠି କରି ଅତି ନିଖୁଣ ଭାବେ ଅଯୋଧ୍ୟାର ରାମ ମନ୍ଦିର ତିଆରି କରାଯାଇଛି ।