• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Special Story

District Council Meeting
Special Story: ଜିଲ୍ଳା ପରିଷଦ ବୈଠକରେ ବାଦିପାଲା; କଥା କଟାକଟି ହେଲେ ବିଧାୟକ-ସାଂସଦ 

ଜିଲ୍ଳା ପରିଷଦ ଅଧ୍ୟକ୍ଷା ମଧ୍ୟ ଜିଲ୍ଳା ପ୍ରଶାସନ ବିରୋଧରେ ସଂଗୀନ ଅଭିଯୋଗ ଆଣିଲେ । ଗଣତାନ୍ତ୍ରିକ ପ୍ରକିୟାରେ ଜିଲ୍ଳା ପରିଷଦ ଗଠନ ହୋଇଥିଲେ ବି ଜିଲ୍ଳା ପ୍ରଶାସନ କୌଣସି ସହଯୋଗ କରୁନଥିବା ଅଧ୍ୟକ୍ଷା କହିଛନ୍ତି । 

Captivating Creations
ମନ ଜିଣୁଛି ମାଟି ବୋତଲ

ଅଖ ବୁଲୁଛି... କଞ୍ଚା ମାଟିରୁ ତିଆରି ହେଉଛି ସୁନ୍ଦର ସୁନ୍ଦର ଘରକରଣା ଜିନିଷ । କଞ୍ଚା ମାଟିରୁ ଦୀପ, ମାଟିହାଣ୍ଡି, ଗରା, କଳସ, ପାଣି ବୋତଲ ଭଳି କେତେ କଣ ସାମଗ୍ରୀ ... ଅତି ଯତ୍ନର ସହ ଚାଲିଛି ମାଟି ପାତ୍ର ଗଢା... ଏ ହେଉଛନ୍ତି ଗଞ୍ଜାମ ଜିଲ୍ଲା ସୋରଡ଼ା କୁମ୍ଭାର ସାହିର ସୁଦୁରୁ ବେହେରା.... ମାଟି କାଦୁଅରୁ ସୁନ୍ଦର ସୁନ୍ଦର ପାତ୍ର ସହ ଘର କରଣା ସାମଗ୍ରୀ ବି ନିର୍ମାଣ କରୁଛନ୍ତି ।

Vishvakarma Puja 2024 Lord Vishwakarma, the world's first engineer
Biswakarma Puja 2024: ଦୁନିଆର ପ୍ରଥମ ଇଞ୍ଜିନିୟର ଭଗବାନ ବିଶ୍ୱକର୍ମା; ଜାଣନ୍ତୁ ତାଙ୍କ ଦ୍ୱାରା ନିର୍ମିତ କେତେକ ବଡ ସହର

ଆଜି ଦେବଶିଳ୍ପୀ ଭଗବାନ ବିଶ୍ୱକର୍ମା ପୂଜା। ଦେବତାଙ୍କ ଶିଳ୍ପୀ, ସଂସାରର ପ୍ରଥମ ଇଂଜିନିୟର, ବାସ୍ତୁଦେବଙ୍କ ସନ୍ତାନ ଭଗବାନ ବିଶ୍ୱକର୍ମା ବାସ୍ତୁଶାସ୍ତ୍ରର ପ୍ରଚଣ୍ଡ ବିଦ୍ୱାନ ଥିଲେ। ଏ ସୃଷ୍ଟି ପାଇଁ ତାଙ୍କର ରହିଛି ଅନେକ ଅବଦାନ। ତେବେ ଆସନ୍ତୁ ଜାଣିବା ଏ ବିଶାଳ ସୃଷ୍ଟି ପାଇଁ ସେ କ’ଣ କରିଛନ୍ତି?

9-Year-Old Girl
ମୋ ମାଙ୍କୁ ଭଲ କରିଦିଅ

ଦଇବ ଦାଉ ସାଧିଛି। ୯ବର୍ଷର କୁନିଝିଅର ଗୋଟିଏ ମାତ୍ର ସାହା ଭରସା, ତା ମାଆ ଆଜି ମୃତ୍ୟୁ ସହ ସଂଗ୍ରାମ କରୁଛି। ଆଉ ମାଆକୁ ବଞ୍ଚାଇ ରଖିବା ପାଇଁ ପାଠ ପଢା ଛାଡ଼ିଦେଇଛି ଏହି କୁନିଝିଅ।

 White Pig Farming
କୋଟିପତି କଲା ଘୁଷୁରୀ ଚାଷ

କୋଟିପତି କରାଇଛି ଧଳା ଘୁଷୁରୀ ଚାଷ। ନିଜେ ସ୍ୱାବଲମ୍ୱୀ ହେବା ସହ ଅନ୍ୟକୁ ରୋଜଗାର ଯୋଗାଉଛନ୍ତି ମହିଳା ଚାଷୀ। ଦେଖନ୍ତୁ ଏହି ରିପୋର୍ଟ ।

Special Story
ଦଇବ ସାଧିଛି ଦାଉ: ମା’ପାଇଁ ପାଠ ଛାଡିଦେଇଛି କୁନି ଝିଅ, ମୃତ୍ୟୁସହ ସଂଗ୍ରାମ କରୁଛନ୍ତି ଆରତୀ...

ଅନେକ ଆଶା ହୃଦୟରେ ଚାପି ରଖିଛି ୯ବର୍ଷର କୁନିଝିଅ। ହେଲେ କ’ଣ ହେବ, ଦଇବ ଦାଉ ସାଧିଛି । ଗୋଟିଏ ମାତ୍ର ସାହା ଭରସା ତାର ମାଆ ଆଜି ଘର ଭିତରେ ଶର୍ଯ୍ୟାଶାୟୀ ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଛି।

Special Story
Special Story: ମେଡିକାଲରେ ପଡିଛନ୍ତି ରୋଗୀଣା ସ୍ତ୍ରୀ ସହ ୩ ଛୁଆ, ସ୍ୱାମୀ ଫେରାର୍ 

ଯାହା ହାତ ଧରି ସାତଜନ୍ମ ପାଇଁ ଚାଲିବାର ଶପଥ ନେଇଥିଲା, ତାକୁ ଆଜି ରୋଗଗ୍ରସ୍ତ ଅବସ୍ଥାରେ ଏକୁଟିଆ ଛାଡିଗଲା।

White Pig Farming
କୋଟିପତି କରାଇଛି ଧଳା ଘୁଷୁରୀ ଚାଷ; ସ୍ୱାବଲମ୍ୱୀ ହେବା ସହ ଉଦାହରଣ ସାଜିଲେ ଝୁନା...

କୋଟିପତି କରାଇଛି ଧଳା ଘୁଷୁରୀ ଚାଷ। ନିଜେ ସ୍ୱାବଲମ୍ୱୀ ହେବା ସହ ଅନ୍ୟକୁ ରୋଜଗାର ଯୋଗାଉଛନ୍ତି ମହିଳା ଚାଷୀ। 

World Ozone Day 2024 ozone layer protects crops
World Ozone Day 2024: ଫସଲକୁ ସଂରକ୍ଷଣ କରେ ଓଜୋନ ଲେୟର; ଜାଣନ୍ତୁ କିପରି

ପ୍ରାୟ ସମସ୍ତେ ଓଜୋନ୍ ଲେୟର କଥା ଶୁଣିଥିବେ, କିନ୍ତୁ ଏହା କ’ଣ ଆପଣ ଜାଣନ୍ତି କି? ଓଜୋନ ଲେୟର ଫସଲକୁ ରକ୍ଷା କରେ। ଏହା ନ ଥିଲେ ଫସଲ ଉପରେ ବିକିରଣର ବିପଜ୍ଜନକ ପ୍ରଭାବ ଦେଖିବାକୁ ମିଳିଥାନ୍ତା। ଓଜୋନ ଲେୟର ଥିବାରୁ ଏହା ସମଗ୍ର ଫସଲ ଚକ୍ରକୁ ସୁରକ୍ଷା ଦେଇଥାଏ।

Kashatandi Appears in the Morning Glow
ହସିଲାଣି କାଶତଣ୍ଡି, ଆସୁଛନ୍ତି ମା’ ଜଗତ ଜନନୀ

ସୁନେଲି ସକାଳର ପହିଲି କିରଣ ତଳେ ଧଳା ପୋଷାକ ପିନ୍ଧି ହସୁଛି କାଶତଣ୍ଡି । ହାଲୁକା ହାଲୁକା ପବନର ଛୁଆଁରେ ଖିଲିଖିଲି ହୋଇ ହସି ଉଠୁଛି ପ୍ରକୃତିର ଏଇ ଅପୂର୍ବ ସୃଷ୍ଟି । ଆଉ ଯେମିତି କହିଯାଉଛି ପୃଥିବୀକୁ ପାର୍ବଣ ଆସିଛି... ଆସୁଛନ୍ତି ମା’ ଜଗତ ଜନନୀ ।

Special Story
ଆଶ୍ରା ଖୋଜୁଛି ୮ବର୍ଷର କୁନି ଝିଅ

ବାପା ମାଙ୍କୁ ହରାଇ ସେ ଏବେ ଅସହାୟ ଯମୁନା। ଦେଢବର୍ଷର ହୋଇଥିଲା ମାଆ ପରପୁରଷ ପ୍ରେମରେ ପାଗଳ ହୋଇ ଘର ଛାଡି ପଳାଇଲା। ବାପା ସାପ କାମୁଡାରେ ଚାଲିଗଲେ। ଏବେ କୁନିଝିଅର ସାହା କିଏ ହେବ ?

Devotees Abandon
ରାସ୍ତାକଡରେ ଗଣେଶ ଏକା

ରାସ୍ତା କଡରେ ଟ୍ରକ ଡାଲାରେ ଏକାକୀ ବସିଛନ୍ତି ପ୍ରଭୁ ଗଣନାଥ। ହେଲେ ହାତରେ ଲଡୁ ନାହିଁ କି ପାଖରେ ଭକ୍ତ ନାହାନ୍ତି। ତଥାକଥିତ ଭକ୍ତମାନେ ଠାକୁଙ୍କୁ ଏକୁଟିଆ ଛାଡି ଡିଜେ ପଛେ ପଛେ ଥାନାକୁ ଯାଇଛନ୍ତି ।

Pregnant Woman Victim of Brutal Sexual Assault
ସୀମା ଟପିଗଲା ବର୍ବରତା,୭ମାସର ଗର୍ଭବତୀଙ୍କ ସହ ଗଣ ଦୁଷ୍କର୍ମ

ସୀମା ଟପିଗଲା ବର୍ବରତା। ଅସହାୟ ଯୁବତୀଙ୍କୁ ମାସ ମାସ ଧରି କରାଯାଉଥିଲା ଗଣବଳାତ୍କାର। ପୀଡିତା ଗର୍ଭବତୀ ଥିଲେ ବି ଯୌନ ପିଶାଚ ତାଙ୍କୁ ଛାଡି ନ ଥିଲେ ।

Heavy Flood
ଆମକୁ ଉଦ୍ଧାର କର: ଅଥଳଥଳ ପାଣି ଭିତରେ ଜୀବନ ଖୋଜୁଛନ୍ତି ଦମ୍ପତି

ଯେଉଁ ଆଡ଼େ ଚାହିଁବେ ପାଣି... ଆଉ ପାଣି । ଅଥଳଥଳ ପାଣି ଭିତରେ ଜୀବନ ଖୋଜୁଛନ୍ତି ଏହି ଦମ୍ପତି । କେତେବେଳେ କ’ଣ ଯେ ଘଟିବ କହାକୁ ବି ଜଣାନାହିଁ । ମୃତ୍ୟୁ ଯେମିତି ଏମାନଙ୍କ ପାଦକୁ ଭିଡ଼ି କରି ରଖିଛି ।

Mushroom Cultivation
ଛତୁ ଚାଷ କରି ମାଲାମାଲ !

ଫୁଟିଛି ଛତୁ... ତୋଳୁଛି ଚାଷୀ... ମୁଣ୍ଡ ଝାଳ ତୁଣ୍ଡରେ ମାରି ଦିନେ ଯେଉଁ ଚାଷୀ ଚତୁ ଚାଷ ଆରମ୍ଭ କରିଥିଲା... ସେହି ଚାଷରୁ ସେ ଆଜି ଭଲ ଦୁଇ ପଇସା ରୋଜଗାର କରୁଛି ।

Lord Ganesh
ଭୁବନରେ ଶ୍ରୀମନ୍ଦିର ଭିତରେ ଗଜାନନ

ଢେଙ୍କାନାଳ ପାଲଟିଛି ଶ୍ରୀକ୍ଷେତ୍ର... ଭୁବନ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ଛିଡ଼ା ହୋଇଛି ଶ୍ରୀମନ୍ଦିର । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଶ୍ରୀମନ୍ଦିର ପରି ଦୃଶ୍ୟମାନ ହେଉଥିବା ଏ ଦେଉଳ ସତରେ କୌଣସି ସତସତିକା ମନ୍ଦିର ନୁହେଁ ।

World Suicide Prevention Day
ଆଜି ବିଶ୍ୱ ଆତ୍ମହତ୍ୟା ନିବାରଣ ଦିବସ

ଆଜି ବିଶ୍ୱ ଆତ୍ମହତ୍ୟା ନିବାରଣ ଦିବସ । ଚଳିତ ବର୍ଷର ଥିମ୍ 'ଚେଞ୍ଜିଙ୍ଗ୍ ଦ ନ୍ୟାରେଟିଭ୍ ଅନ୍ ସୁଇସାଇଡ୍' । ଆତ୍ମହତ୍ୟା ପ୍ରବଣତା ଉପରେ ବ୍ରେକ୍ ଲଗାଇବା ପାଇଁ ଉଦ୍ୟମ ।

artist
କଥା କହୁଛି ଇପ୍ସିତାଙ୍କ ଚିତ୍ର

ହାତରେ ପେନସିଲ୍‌ ଧରି ଆଙ୍କୁଛନ୍ତି ସୁନ୍ଦର ସୁନ୍ଦର ଛବି । ତାଙ୍କ ହାତର ସ୍ପର୍ଶରେ ଯେମିତି ଏହି ସବୁ ଫଟୋଚିତ୍ର ଜୀବନ୍ତ ହୋଇଉଠୁଛି । ଶ୍ରୀ ମନ୍ଦିର, ପ୍ରଭୁ ଜଗନ୍ନାଥ, ଦେବୀ କାଳୀ ଓ ଅଗ୍ରପୁଜ୍ୟ ଗଜାନନଙ୍କ ଭଳି ଅନେକ ଛବି ଆଙ୍କି ଏବେ ଚର୍ଚ୍ଚାରେ ଇପ୍ସିତା ।

World Suicide Prevention Day 2024
World Suicide Prevention Day 2024: ପିଲାମାନେ ବି ନେଉଛନ୍ତି ଆତ୍ମହତ୍ୟା ଭଳି ପଦକ୍ଷେପ; ଜାଣନ୍ତୁ ରୋକିବାର ୫ ଟିପ୍ସ

ସାରା ବିଶ୍ୱରେ ଆତ୍ମହତ୍ୟା ଏକ ବଡ ସମସ୍ୟା ପାଲଟିଛି। ଆଜିକାଲି କେବଳ ବୟସ୍କମାନେ ନୁହେଁ ଯୁବପିଢି ଓ ଛୋଟ ପିଲାମାନଙ୍କ କ୍ଷେତ୍ରରେ ମଧ୍ୟ ଆତ୍ମହତ୍ୟା ଭଳି ସାଂଘାତିକ ପଦକ୍ଷେପ ଦେଖାଦେଉଛି। ତେବେ ଆସନ୍ତୁ ଜାଣିବା ଏହାର କାରଣ ଓ ନିରାକରଣ।

 Basic Amenities
ଦୀପତଳ ଅନ୍ଧାର ବ୍ୟବସ୍ଥା କରୁଛି ଚିତ୍କାର

ଦର୍ଶକ ବନ୍ଧୁ ଏ ଦୃଶ୍ୟ କହିଦେଉଛି ଦୀପତଳ ଅନ୍ଧାର । ଆଉ ଏ ନୁଆଁଣିଆ ଚଳଘର ସବୁ ଆମ ସରକାରୀ ଯୋଜନାକୁ ଧିକ୍କାର କରୁଛି । ବାକି ରହିଲା ଏ କଚ୍ଚା ରାସ୍ତା ଏବଂ ଏ ମାଉସୀ ବାଲ୍ଟିରେ ପାଣିଛାଙ୍କିବା ଦୃଶ୍ୟ ।

Typhoon Yagi Hits China
ସବୁଠାରୁ ବଡ଼ ବାତ୍ୟାରେ ଦୋହଲି ଯାଇଛି ଚୀନର ମେରୁଦଣ୍ଡ

ଚିତ୍କାର କରୁଛି ଚାଇନା... ସବୁଠାରୁ ବଡ଼ ବାତ୍ୟାରେ ଦୋହଲି ଯାଇଛି ଚୀନର ମେରୁଦଣ୍ଡ । ଘଣ୍ଟା ପ୍ରତି ୨୨୩ କିଲୋମିଟର ପବନର କରାଳ ରୂପ ଯେମିତି ଚାଇନା ମାଟିରେ ତାଣ୍ଡବ କରିଛି । କେତେବେଳେ ଘର ଭାଙ୍ଗିଛି, ତ ପୁଣି କେତେବେଳେ ଉପୁଡ଼ାଇ ପକାଇଛି ବଡ଼ ବଡ଼ ଗଛ ।

Woman Meets With Tragic Accident
କୁନିରାଣୀ କହୁଛି ସେ କରୁଣ କାହାଣୀ

ଝିଅ ହୋଇ ନିଜ କାନ୍ଧରେ ପରିବରର ବୋଝ ଉଠାଉଥିଲା । ବାପା-ମା’ଙ୍କ ମୁହଁରେ ଦୁଇଓଳି ଦୁଇମୁଠା ଦାନା ଦେବାକୁ ଦାଦନ ଖଟୁଥିଲା । ହେଲେ ତାଲିମଲନାଡ଼ୁରେ କାମ ସାରି ବଜାରକୁ ଯିବାବେଳେ ଦୁର୍ଘଟଣା ସାରିଦେଲା ସବୁକିଛି ।

Odisha Boy Shines in Punjab
ପଞ୍ଜାବରେ ଚମକିଲା ଓଡ଼ିଆ ପୁଅ

ପଞ୍ଜାବରେ କମାଲ କଲେ ଓଡ଼ିଆ ପୁଅ । ନ୍ୟାସନାଲ ରୋଇଂ ଚାମ୍ପିୟନସିପରେ ଦେଖାଇଲେ ଜଲୱା । ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ନିମପଲ୍ଲୀ ଗାଁର ଆୟୁଷ ବଳ ନ୍ୟାସନାଲ ରୋଇଂ ଚାମ୍ପିୟନସିପରେ ସ୍ୱର୍ଣ୍ଣ ଓ କାଂସ୍ୟ ପଦକ ହାସଲ କରିଛନ୍ତି ।

Cyclone
ଚାଇନାରେ ପ୍ରକୃତିର ତାଣ୍ଡବ, ଉଡ଼ିଯାଉଛି ମଣିଷ !

ପ୍ରକୃତିର ତାଣ୍ଡବରେ ଛଟପଟ ହେଉଛି ଚାଇନା । କରାଳ ରୂପରେ ଛାରଖାର ହେଉଛି ସବୁକିଛି । ବାତ୍ୟା ‘ୟାଗୀ’ ଏବେ ଚାଇନାରେ ତାଣ୍ଡବ ରଚୁଛି । ଘଣ୍ଟା ପ୍ରତି ୨୩୪ କିଲୋମିଟରରେ ପବନ ବହିବା ସହ ସବୁ କିଛି ଚୁରମାର କରୁଛି ।

Cement Factory Destroys Crops
ଚାଷୀଙ୍କ ପେଟକୁ ଲାତ ମାରୁଛି ସିମେଣ୍ଟ କମ୍ପାନୀ, ଉଜାଡ଼ି ଦେଉଛି ଫସଲ

ଚାଷୀଙ୍କ ପେଟକୁ ଲାତ ମାରୁଛି ସିମେଣ୍ଟ କମ୍ପାନୀ । ଧୀରେ ଧୀରେ ଛଡ଼ାଇ ନେଉଛି ବେଉସା । ଚାଷ କରି ଗରିବ ଚାଷୀଟିଏ ନିଜର ପରିବାର ପ୍ରତିପୋଷଣ କରୁଥିଲା । ହେଲେ ସେ ଆଜି ମୁଣ୍ଡରେ ହାତ ଦେଇ ବସିଛି ।