• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Special Story

Special story
ମହିଳାଙ୍କ ମୃତ୍ୟୁ ପରେ...କେହି ଆସିଲେନି, ଶବ କାନ୍ଧେଇ ଶ୍ମଶାନ ନେଲେ ପୋଲିସ ASI

ସାବାସ୍‌ ପୋଲିସ ASI । ଜୀବନ ଯିବା ପରେ ପାଖ ମାଡିଲେନି...ଖବର ପାଇବା ପରେ ସ୍ୱେଚ୍ଛାସେବୀ ସଂଗଠନଙ୍କ ସହ ମିଶି ଶ୍ମଶାନରେ ମହିଳାଙ୍କ କଲେ ଶବ ସତ୍କାର। ସବୁଆଡୁ ଛୁଟିଲା ପ୍ରଶଂସାର ସୁଅ

Special story
ଏମିତି ମେଡିକାଲ !! ଯିଏ ଡାକ୍ତର ସିଏ ପୁଣି ନର୍ସ ?

ସାମ୍ନାକୁ ଆସିଲା ସ୍ୱାସ୍ଥ୍ୟ ସେବାର ସତ। ଯିଏ ଡାକ୍ତର ହୋଇ ରୋଗୀ ଦେଖିବ, ସିଏ ପୁଣି ନର୍ସ ହୋଇ ଇଂଜେକସନ୍‌ଠୁ ଆରମ୍ଭ କରି ରୋଗୀଙ୍କୁ ସାଲାଇନ୍‌ ଦେବ। ଆଉ ଯଦି ରାତି ଅଧରେ ପ୍ରସବ ଜନିତ ମାମଲା ଆସେ...ତେବେ ଏଇ ଡାକ୍ତର ହିଁ ସାହାଭରସା

Special story
କଂଗ୍ରେସର ଅଧ୍ୟକ୍ଷ ହେବେ କି ରାହୁଲ ଗାନ୍ଧୀ?

କିଏ ହେବ କଂଗ୍ରେସ ସଭାପତି? ରାହୁଲ କହିଲେ, ମୁଁ ବି ହୋଇପାରେ...୨୦୨୪ରେ ହେବ ସବୁ ନିଷ୍ପତ୍ତି। ସଭାପତି ପଦକୁ ନେଇ କଂଗ୍ରେସରେ କମ୍ପନ

Migrant Son Gold Medalist
ବାପାମାଆ ଯାଇଥିଲେ ଦାଦନ ଖଟି, ପୁଅ ପାଇଲା ଗୋଲ୍ଡ ମେଡାଲ୍

ବାପା ଦାଦନ ଖଟୁଥିବା ବେଳେ ପୁଅ ଯେତେବେଳେ ଗୋଲ୍ଡ ମେଡାଲ ପାଇ ଘରକୁ ଫେରିବ, ତେବେ କେତେ ଖୁସି ନ ହେବେ ପିତାମାତା ।

matric fail farmer scripts success
ଦିନ ମଜୁରିଆରୁ ସଫଳ ଚାଷୀ..ଦିନେ ରୋଜଗାର କରୁଥିଲେ ୫୦ଟଙ୍କା..ଆଜି ୫୦ ଲକ୍ଷ ଟଙ୍କା ଫାର୍ମ ହାଉସ୍‌ର ମାଲିକ

ଦିନେ ୫୦ ଟଙ୍କା ପାଇଁ ପର ଦୁଆରେ ମୂଲ ଲାଗୁଥିଲେ ସହଦେବ। ଆଉ ଆଜି ପରିଶ୍ରମ କରି ୫୦ ଲକ୍ଷ ଟଙ୍କା ଫାର୍ମ ହାଉସ୍‌ର ମାଲିକ। ହେକ୍ଟର ହେକ୍ଟର ଜମିରେ ମୁକ୍ତାଠୁ ମାଛ..ଶାଗୁଆନଠୁ ପରିବା ଯାଏଁ ଚାଷ କରୁଛନ୍ତି ଆଉ ଏଥିରୁ ରୋଜଗାର କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କା..

Cheating On Wife
ରସିକିଆ ସ୍ୱାମୀ ସାମ୍ନାରେ ଦୁଇ ଗର୍ଭବତୀ ପତ୍ନୀ ହାତାହାତି

ବାଃ ବାଃରେ ରସିକିଆ ସ୍ୱାମୀ। ଜଣଙ୍କୁ ବାହା ହୋଇ ଗର୍ଭବତୀ କରିବା ପରେ ଏବେ ଆଉ ଜଣଙ୍କ ସହ ରଖିଛନ୍ତି ପ୍ରେମ ସମ୍ପର୍କ। ଖାଲି ସମ୍ପର୍କ ନୁହେଁ ବରଂ ତାଙ୍କ ସହ ଭିଡ଼ିଓ କରି ସୋସିଆଲ ମିଡ଼ିଆରେ କରୁଛନ୍ତି ପୋଷ୍ଟ। ଇନଷ୍ଟା ଭିଡ଼ିଓ ଦେଖିବା ପରେ ଥାନାରେ ଦ୍ୱାରସ୍ଥ ହେଲେ ପ୍ରଥମ ସ୍ତ୍ରୀ..ହେଲେ ଉଭୟ ସାମ୍ନାସାମ୍ନି ହେବା ପରେ..

Red sandalwood smuggling
'ଆନ୍ଧ୍ର ସିଜ୍‌ କରୁଛି, ଓଡ଼ିଶା ଜଳକା ହୋଇ ଚାହିଁଛି'

ସଫା ହୋଇଗଲାଣି ରକ୍ତ ଚନ୍ଦନ ଜଙ୍ଗଲ। ନାଭିରେ ଯଡା ତେଲ ମାରି ଶୋଇଛି ଓଡ଼ିଶା ପୋଲିସ ଓ ବନବିଭାଗ। ସେପଟେ ଜଙ୍ଗଲ ଦସ୍ୟୁଙ୍କୁ ଧରି କାଠ ସିଜ୍‌ କରି କୋଟି କୋଟି ଟଙ୍କାର ରାଜସ୍ୱ ପାଉଛି ଆନ୍ଧ୍ର..ଆଉ ଜଳକା ହୋଇ ଚାହିଁ ରହିଛି ଓଡ଼ିଶା

Tree Plantation
ସଂସ୍କୃତ ଶିକ୍ଷକଙ୍କ ଅଜବ ନିଶା; ବୁଲି ବୁଲି ଲଗାଇଲେଣି ୫ ହଜାରରୁ ଅଧିକ ଗଛ..

ଶିକ୍ଷକଙ୍କ ନିଆରା ଉଦ୍ୟମ। ପରିବେଶ ବଂଚାଇବା ପାଇଁ ନିଜସ୍ୱ ଖର୍ଚ୍ଚରେ ବୁଲି ବୁଲି ଲଗାଇଲେଣି ୫ ହଜାରରୁ ଅଧିକ ଗଛ..

Special story
ମାସକରେ ୬୦୦ କୋଟି ଆୟ : ଉଧାର ଟଙ୍କା ନିବେଶ କରି କମାଲ କଲେ ଛାତ୍ର

ବୁଦ୍ଧିମତା ବଳରେ ଅଳ୍ପ ବୟସରେ କମାଲ୍‌ କରିଦେଲେ ଛାତ୍ର ।

US Man Turns Billionaire For Few Hours
ଖୁସି କହିଲେ ନସରେ ! ହଠାତ୍‌ ଆକାଉଣ୍ଟକୁ ଆସିଲା ୪ ଲକ୍ଷ କୋଟି

କ୍ଷଣିକରେ ଦୁନିଆର ସର୍ବାଧିକ ଧନୀ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ହୋଇଗଲେ ଆମେରିକୀୟ ଯୁବକ

Serious Traffic Jam
ବିଜେଡିକୁ କ’ଣ ସବୁ ମାଫ୍‌ ? ସେଲିବ୍ରେସନ୍‌ ବେଳେ ଅଟକି ରହିଲା ଆମ୍ବୁଲାନ୍ସ, ଚୁପ୍‌ ରହିଲା ପୋଲିସ୍ !!

ଲାଇଫ୍‌ ଟାଇମ୍‌ ଆଚିଭ୍‌ମେଂଟ୍‌ ଆୱାର୍ଡ ପରେ ଭୁବନେଶ୍ୱର ଫେରିଲେ ନବୀନ। ବାସ୍‌...ରାଜଧାନୀର ରାଜରାସ୍ତା ଏମିତି ଜାମ୍‌ ହେଲା ଯେ ଟ୍ରାଫିକ୍‌ ଅବସ୍ଥା ପୂରା ବେହାଲ ହୋଇଗଲା। ଛକ ଛକରେ ଫସିରହିଲା ଆମ୍ବୁଲାନ୍ସ। ସାଇରନ୍‌ ମାରୁଥିଲେ ବି ଯିବାକୁ ନଥିଲା ରାସ୍ତା। ଏତେ ଲୋକ ଆସିବା ନେଇ ସୂଚନା ଥିବା ପରେ ବି କାହିଁକି ଆମ୍ବୁଲାନ୍ସ ପାଇଁ କରାଯାଇନଥିଲା ଗ୍ରୀନ କରିଡର? ରୋଗୀଙ୍କ ଜୀବନ ସହ ଖେଳିବାକୁ ୟାଙ୍କୁ ଅନୁମତି ଦେଲା କିଏ?

Madhusudan Patra
ଯାହାର ଦୁଃଖ ଦେଖିଲେ, ଲୁନା ଧରି ସାହାଯ୍ୟ କରିବାକୁ ପହଞ୍ଚିଲେ

ଗଂଜାମରୁ ୩୦୦ କିଲୋମିଟର ଦୂର ନିଜେ ଗାଡି ଚଲାଇ ପହଂଚିଥିଲେ ଅଭାବୀ ପରିବାର ପାଖରେ ଏବଂ ୧୦ ହଜାର ଟଙ୍କା ସହାୟତା କରିଥିଲେ ।

Teacher’s day 2022
ସିଏ ଅଫେରା ରାଇଜର ଅତିଥି ହୋଇ ବି ଅମର

ଜ୍ଞାନ ରୂପୀ ଆଲୋକର ବର୍ତ୍ତିକା ଦେଖାଇଥିବା ଗୁରୁମାନେ ଅବର୍ତ୍ତମାନ ପରେ ବି କିଭଳି ଅପାଶୋରା, ତାହାର ଦୁଇଟି ସଦ୍ୟ ଚିତ୍ର ଆମେ ସଂଗ୍ରହ କରିଛୁ । ବିଷମ ପରିସ୍ଥିତିରେ ବି କେମିତି ଶିକ୍ଷାଦାନ ଭଳି ମହତ ଲକ୍ଷ୍ୟରୁ ବିଚ୍ୟୁତି ହୋଇନଥିବା ଦୁଇଜଣ ବଣମଲ୍ଲୀଙ୍କୁ ।

Dead nursing student was insomniac
ରାଜ୍ୟରେ କାହିଁକି ବଢୁଛି ଆତ୍ମହତ୍ୟା?

ବଢୁଥିବା ଆତ୍ମହତ୍ୟାକୁ ଦେଖିଲେ NCRB ସଦ୍ୟତମ ରିପୋର୍ଟ ବେଶ ଚିନ୍ତା ଜନକ। ରାଜ୍ୟରେ ପ୍ରତିଦିନ ହାରାହାରି ଆତ୍ମହତ୍ୟା କରୁଛନ୍ତି ୧୫ରୁ ଅଧିକ ଲୋକ।

Cyrus Mistry was not wearing seat belt
ସାମାନ୍ୟ ଅବହେଳାରୁ ଚାଲିଗଲେ ସାଇରସ୍ !

ବିଳାସପୂର୍ଣ୍ଣ ହେଉ କିମ୍ବା ଅତ୍ୟାଧୁନିକ ଜ୍ଞାନ କୌଶଳରେ ନିର୍ମିତ ଲାଟେଷ୍ଟ ମଡେଲ୍‌ର ଗାଡ଼ି। ଯଦି ଯାତ୍ରା ସମୟରେ ନିୟମ ପାଳନ କରୁନାହାଁନ୍ତି ତାହେଲେ ଆପଣ ସୁରକ୍ଷିତ ନୁହଁନ୍ତି। ହୁଏତ ଯଦି ନିୟମ ମାନି ସିଟ୍ ବେଲ୍ଟ ପିନ୍ଧିଥାନ୍ତେ, ତାହେଲେ ଆଜି ଜୀବିତ ଥାନ୍ତେ, ଟାଟାସନ୍ସର ପୂର୍ବତନ ଅଧ୍ୟକ୍ଷ ସାଇରସ୍ ମିସ୍ତ୍ରୀ।

Gang Rape Survivour
ଗଣଦୁଷ୍କର୍ମର ଶିକାର ହେବା ପରେ ଆତ୍ମହତ୍ୟା ପାଇଁ କାହିଁକି ନିଷ୍ପତ୍ତି ନେଲେ ପୀଡିତା?

ଆଶାକର୍ମୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ପରେ ଟାହିଟାପରାର ଶିକାର ହେଲେ ପୀଡିତା...ଏହା ପରେ ଆତ୍ମହତ୍ୟା ପାଇଁ ନିଷ୍ପତ୍ତି ନେଲେ ହେଲେ.

Pipili Red ant menace
ଯୁଆଡେ ଦେଖିବ ଖାଲି ପିମ୍ପୁଡି ମାଳ, ହେଲେ କାରଣ କଣ?

ଘର ଦ୍ୱାର, ବାଡ଼ି ବଗିଚା..ଯୁଆଡେ ଦେଖିବ ଖାଲି ପିମ୍ପୁଡି ମାଳ, ହେଲେ କାରଣ କଣ?…

Teacher’s day 2022
ମନେ ପଡ଼ନ୍ତି ସ୍ୱର୍ଗତ ନନ୍ଦ ସାର୍‌ ଓ ଡି. ପ୍ରକାଶ ରାଓ

ସିଏ ଅଫେରା ରାଇଜର ଅତିଥି ହୋଇ ବି ଅମର । ବଖାଣିବା ଦରକାର ନାହିଁ ତାଙ୍କ ପରିଚୟ । ବିଷମ ପରିସ୍ଥିତିରେ ବି ଏମାନେ ଶିକ୍ଷାଦାନ ଭଳି ମହତ ଲକ୍ଷ୍ୟରୁ ବିଚ୍ୟୁତ ହୋଇନାହାଁନ୍ତି।

Gang Rape Survivour
ଟିଆଇ ପରେଡ୍‌କୁ ଆସିବା ପାଇଁ ପୀଡ଼ିତାଙ୍କୁ ଅଟକାଉଛି କିଏ ?

ରହସ୍ୟଜନକ ହୋଇପଡ଼ିଛି ପାରାଦୀପ ଗଣଦୁଷ୍କର୍ମ ମାମଲା । ଆଗରୁ ୨ ଅଭିଯୁକ୍ତଙ୍କ ଟେଷ୍ଟ ଆଇଡେଣ୍ଟିଫିକେସନ୍ ବା ଟିଆଇ ପରେଡ୍ ସରିଥିବା ବେଳେ ବାକି ୨ ଅଭିଯୁକ୍ତଙ୍କ ଟିଆଇ ପରେଡ୍ ଶନିବାର ହେବାର ଥିଲା । ହେଲେ ଠିକ୍ ସେହି ଦିନ ହିଁ ପୀଡ଼ିତା ନିଖୋଜ ହୋଇଗଲେ ।

Nursing Student Death
ଲେଖି ଦେଇଗଲେ ଶେଷ ଚିଠି, କହିଲେ ‘ମୋ ମୃତ୍ୟୁ ପାଇଁ ମୁଁ ଦାୟୀ’

ଭୁବନେଶ୍ୱର ଏୟାରଫିଲ୍ଡ ଥାନା ଅନ୍ତର୍ଗତ ଜାମୁକୋଳି ନିକଟରେ ଥିବା ଏକ ନର୍ସିଂ କଲେଜର ହଷ୍ଟେଲ୍ ରୁମ୍‌ରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହେବା ପରେ ଏକ ଚିଠି ମିଳିଛି ।

Locals Seek Govt Help
କେଡ଼େ ନିଷ୍ଠୁର ତୁ ବିଧାତା! ମାଆ ଚାଲିଯିବାର ୧୦ ଦିନରେ ପିଲାଙ୍କଠୁ ବାପାକୁ ଛଡ଼ାଇନେଲୁ..

ମାଆ ଚାଲିଯିବା ପରେ ଦଶ ତୁଠରେ ଚାଲିଥିଲା ଦଶାହ କର୍ମ। ଏତିକି ବେଳେ ତୁଠକୁ ଖବର ଆସିଲା ଚାଲିଗଲେ ବାପା। ବାସ୍…୧୦ ଦିନ ତଳେ ଯେଉଁ ଘରେ କାନ୍ଦ ବୋବାଳି ପଡିଥିଲା, ପୁଣି ଥରେ ଛାଇଗଲା ଶୋକ…ବନ୍ଧା ହେଲା କୋକେଇ..

Special story
ବନ୍ୟା ପରେ ମରୁଡି ସ୍ଥିତି : ଧାନ ସବୁ ଜଳିଗଲାଣି

ଜଗତସିଂହପୁର ଜିଲ୍ଲାରେ ଚାଷୀ ମୁଣ୍ଡରେ ଚଡ଼କ ।

Maternity Leave
ଏଣିକି ମ୍ୟାଟରନିଟି ଲିଭ୍‌ ମିଳିବ ଅଧିକ ୬୦ ଦିନ !

ଚାକିରିଆ ମହିଳାଙ୍କ ପାଇଁ ବଡ଼ ଖବର। ଏଣିକି ମିଳିବ ୨ ମାସ ସ୍ୱତନ୍ତ୍ର ମ୍ୟାଟରନିଟି ଛୁଟି…ଜାଣନ୍ତୁ କାରଣ କ’ଣ..

Elderly teacher living in dilapidated cow shed in Salepur
ଗୁହାଳ ଘରେ ରହୁଛନ୍ତି ୮୫ ବର୍ଷୀୟା ମାଳତୀ ଗୁରୁମା, ଗଢ଼ିଛନ୍ତି ଶହଶହ ପିଲା

ତିନି ପିଢ଼ିର ଗୁରୁମା ମାଳତୀ ଦାସ। ବାପପୁଅ ଆଉ ପୁଅର ପୁଅଝିଅଙ୍କୁ ମଧ୍ୟ ସେ ପାଠ ପଢ଼ାଇଛନ୍ତି। ଗୁହାଳ ପାଲଟି ଯାଇଥିବା ତାଙ୍କର ଘରଟି ମଧ୍ୟ ଆଗରୁ ଖୁବ୍ ଗହଗହ ଥିଲା।