• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Special Story

special story
ହଷ୍ଟେଲ୍ ତ ନାହିଁ, କୋଟିଆରେ ଆଦର୍ଶ ବିଦ୍ୟାଳୟ କାହା ପାଇଁ?

କୋରାପୁଟ ଜିଲ୍ଲାର କୋଟିଆ ଗ୍ରାମପୁଞ୍ଜ ସଦାବେଳେ ଚର୍ଚ୍ଚାରେ। କେତେବେଳେ ସୀମା ବିବାଦକୁ ନେଇ ତ କେତେବେଳେ ଲୋକଙ୍କ ସମସ୍ୟା ପାଇଁ। ଆଉ ଏବେ କୋଟିଆର ଆଦର୍ଶ ବିଦ୍ୟାଳୟରେ ହଷ୍ଟେଲ୍ ସୁବିଧା ନ ଥିବାରୁ ପିଲାଙ୍କ ସମସ୍ୟା କେତେ ଦେଖନ୍ତୁ ଏହି ଭିଡିଓରେ।

special report
ସ୍ୱାର୍ଥପର ହେଲେ ଶାଶୂଘର, ଜୀବନ ହାରିଲେ ନବବଧୂ

ଦୁଇମାସ ତଳେ ବାହାଘର ହୋଇଥିଲା। ଖୁସି ସମୟରେ ମିଳିମିଶି ଫଟୋ ଉଠାଇଥିଲେ। ହେଲେ ଏମିତି କଣ ହେଲା ଯେ ନବବଧୂ ଆତ୍ମହତ୍ୟା କଲେ

Special story
ଆସିଲାନି ଆମ୍ବ, ତିଆରି ହୋଇ ପାରିଲାନି ଚମ୍ପେତ : କିପରି ଚଳିବେ ନିୟମଗିରି ଡ଼ଙ୍ଗରିଆ କନ୍ଧ ?

ଚଳିତ ବର୍ଷ ଆମ୍ବ ନଆସିବାରୁ ତିଆରି ହୋଇ ପାରିଲାନି ଚମ୍ପେତ । ଚିନ୍ତାରେ ନିୟମଗିରି ଡ଼ଙ୍ଗରିଆ କନ୍ଧ ।

Special story
ଟ୍ରେନ୍‌ ଯାତ୍ରା କଲା ଷଣ୍ଢ : ଭିଡିଓ ଭାଇରାଲ୍‌

ଲୋକଙ୍କ ପରି ଟ୍ରେନରେ ଯାତ୍ରା କଲା ଷଣ୍ଢ । ହେଲେ କିଏ ତାକୁ ଟ୍ରେନ୍‌ରେ ପଠାଇଲା ?

 Special Story
ମା, ଝିଅଙ୍କୁ ଟ୍ରକ ମଡ଼ାଇ ହତ୍ୟା ପରର ବେଦନାଦାୟକ କାହାଣୀ: ରୋଜଗାର ନଥିବାରୁ ବଢ଼ିଲା ଚିନ୍ତା

ଦୁଇ ଦୁଇ ଜଣଙ୍କ ବିୟୋଗ ପରେ ନିଃସଙ୍ଗ ସାନଝିଅ ଓ ବାପା, ରୋଜଗାର ନଥିବାରୁ ବଢ଼ିଲା ଚିନ୍ତା…

Special story
ମାଓନେତାରୁ ଚାଷୀନେତା : ଲୋକଙ୍କ ଭରସା ଜିତିଲେ ଦସ୍ୟୁ ରତ୍ନାକରରୁ ବାଲ୍ମିକୀ ପାଲଟିଥିବା ସୁକଦେବ

ପୋଲିସ୍ ଆଖିରୁ ନିଦ ହଜାଇ ଦେଉଥିବା ମାଓନେତାଙ୍କ ପରିବର୍ତ୍ତନ ସ୍ୱାଗତଯୋଗ୍ୟ । ତାଙ୍କୁ ଦେଖି ଲୋକେ କହୁଛନ୍ତି ଦସ୍ୟୁ ରତ୍ନାକରରୁ ସେ ବାଲ୍ମିକୀରେ ପାଲଟିଯାଇଛନ୍ତି।

Special story
ଖେଳ ବିଗାଡ଼ିଲା ଢିଲା ପ୍ୟାଣ୍ଟ୍‌ : ରେସରେ ସବୁଠାରୁ ପଛରେ ପଡ଼ିଗଲେ ଖେଳାଳି

ଢିଲା ପ୍ୟାଣ୍ଟ୍‌ ପାଇଁ ରେସ୍‌ ହାରିଗଲେ ଖେଳାଳି ।

SCB Medical
SCB ମେଡିକାଲରେ ଦଲାଲଗିରି; ୭୫୦ ଦିଅ, ଅଲଟ୍ରାସାଉଣ୍ତ କର !

ପୁଣି ସାମ୍ନାକୁ ଆସିଲା ଏସସିବିର ସତ। ବିନା ଲାଞ୍ଚରେ କାମ କରୁନି କିଛି ବିଭାଗ? ହାତଗୁଞ୍ଜା ନଦେଲେ ଅଲଟ୍ରାସାଉଣ୍ଡ ହେଉଛି ସ୍ୱପ୍ନ...ମନମୁଖି ରୋଗୀ ଓ ସମ୍ପର୍କୀୟଙ୍କୁ ଲୁଟ୍‌ କରୁଛନ୍ତି ଠିକା ସଂସ୍ଥାର ସିକ୍ୟୁରିଟି। ଦେଖନ୍ତୁ ଓଟିଭିର ଗ୍ରାଉଣ୍ଡ ରିପୋର୍ଟ

Sans Bridge
ସ୍କୁଲ୍‌ ଯାଆସ ପାଇଁ ଭଙ୍ଗା ଦଦରା ସିମେଣ୍ଟ ଖୁଣ୍ଟ ହିଁ ଏକମାତ୍ର ସାହାରା

ଭଙ୍ଗା ଦଦରା ସିମେଣ୍ଟ ପୋଲ ହିଁ ପିଲାଙ୍କର ସାହା ଭରଷା। ପୋଲ୍‌ ଦେଇ ସ୍କୁଲ ଯାଉଛନ୍ତି ପିଲା । ପଞ୍ଚାୟତକୁ ମଧ୍ୟ ଯିବା ଆସିବା କରୁଛନ୍ତି ଲୋକେ । ୨୨ ବର୍ଷ ହେଲାଣି ଏମାନଙ୍କର ଗୁହାରି ଶୁଣୁନାହିଁ ପ୍ରଶାସନ।

Rashtrapati Bhawan
ରାଷ୍ଟ୍ରପତି ଭବନରେ ଦ୍ରୌପଦୀଙ୍କୁ ଭେଟି ଶୁଭେଚ୍ଛା ଜଣାଇଲେ ଓଡ଼ିଶାର ବିଧାୟକ ଟିମ୍‌

ରାଷ୍ଟ୍ରପତି ଭବନରେ ଓଡ଼ିଶାର ବିଧାୟକ ଟିମ୍ । ପ୍ରଥମ ନାଗରିକଙ୍କୁ ଭେଟିଲେ, ଅଭିନନ୍ଦନ ଜଣାଇଲେ । ଉପହାର ଦେବା ସହ ସୁଖଦୁଃଖ ବି ହେଲେ । ରାଜ୍ୟ ବିକାଶ ଲାଗି ସହଯୋଗ ଲୋଡ଼ିଲେ । ଖାଲି ସେତିକି ନୁହେଁ, ଭବ୍ୟ ରାଷ୍ଟ୍ରପତି ଭବନ ବୁଲି ଦେଖିବା ସହ ରାଷ୍ଟ୍ରପତିଙ୍କ ସହ ଫଟୋ ଉଠାଇ ଖୁସି ମନରେ ଫେରିଲେ ଓଡ଼ିଶାରୁ ଯାଇଥିବା ବିଧାୟକ ଟିମ ।

B-Tech Studnet
ଚାକିରିରୁ ପାଉଥିଲେ ୧୬ ହଜାର, ଏବେ ଚାଷରୁ ମାସିକ ରୋଜଗାର ୭୦ ହଜାର

ସାରା ଦେଶରେ ଅନେକ ଚାଷୀ ରହିଛନ୍ତି । ହେଲେ ଆଜି ଆମେ ଏଭଳି ଏକ ଚାଷୀ କଥା କହୁଛୁ, ଯିଏ ବି-ଟେକ ପାଠ ପଢି ସାରିଲା ପରେ ଏଲଆନ୍‌ଟି ଭଳି କଂପାନୀର ଚାକିରି ଛାଡି ଗାଁକୁ ଆସି ଚାଷ କାମରେ ମାତିଛନ୍ତି । ଆଜି ସେ ଚାଷ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ।

Rakhis For Jawans
ଏଥର ରାକ୍ଷୀପୂର୍ଣ୍ଣିମା ହେବ ନିଆରା, ଯବାନଙ୍କ ପାଇଁ ରାକ୍ଷୀ ପଠାଇଲେ ଯାଜପୁର ଛାତ୍ରଛାତ୍ରୀ

ଏଥର ଯାଜପୁରର ରାକ୍ଷୀ ବାନ୍ଧିବେ ଯବାନ। ସୀମାରେ ମୁତୟନ ଥିବା ଯବାନଙ୍କ ପାଇଁ ଦିନରାତି ଏକ କରି ତିଆରି ହୋଇଛି ରାକ୍ଷୀ। ସୀମାରେ ଦେଶର ସୁରକ୍ଷା କରୁଥିବା ଭାଇଙ୍କ ପାଇଁ ଠାକୁରଙ୍କ ପାଖରେ ପୂଜାର୍ଚ୍ଚନା କରିବା ପରେ ସ୍ୱତନ୍ତ୍ର ଡାକରେ ପଠାଗଲା ରାକ୍ଷୀ। ଛାତ୍ରଛାତ୍ରୀ କହିଲେ, ଆମେ ତ ସେନାରେ କାର୍ଯ୍ୟରତ ଥିବା ଭାଇଙ୍କୁ କିଛି ଦେଉନୁ, ବାସ୍‌ ଟିକିଏ ସ୍ନେହ ଦେଉଛୁ..

special report
ବଦଳିଲା ଫିଚର୍ସ...ପାୱାରଫୁଲ ହେବେ ଆଡମିନ୍...

ପୁଣି ନିଜ ଫିଚର୍ସ ବଦଳାଇଲା ହ୍ୱାଟ୍ସଆପ୍‌।

special story
ଏଇଠି ଦିନକୁ ଦୁଇ ଥର ଉଭାନ ହେଉଛି ମହାଦେବଙ୍କ ମନ୍ଦିର

ଏଇଠି ଦିନକୁ ଦୁଇ ଥର ଉଭାନ ହେଉଛି ମହାଦେବଙ୍କ ମନ୍ଦିର

special story
ମାଆ ବେହୋସ ହୋଇ ପଡ଼ିଥିଲା...ଛତା ଧରି ଝିଅ ଜଗି ବସିଲା

ଶାଶୂଘର ଲୋକଙ୍କ ଅତ୍ୟାଚାରରେ ବେହୋସ ହୋଇ ପଡ଼ିଲା ମାଆ

special story
ମିଳୁନି ପ୍ରୋତ୍ସାହନ...ଚାଷୀ ପଚାରୁଛି କାଜୁ ଚାଷ କରି ମୁଁ କଣ ଭୁଲ କଲି?

କଫି ପରେ କାଜୁକୁ ନେଇ ଏବେ ଭାରି ଚର୍ଚ୍ଚାରେ କୋରାପୁଟ।

special report
ଏଥର ରାକ୍ଷୀ ପୂନେଇରେ....ଯବାନଙ୍କ ହାତରେ ବନ୍ଧା ହେବ ଯାଜପୁରିଆ ରାକ୍ଷୀ

ସୀମାରେ ମୁତୟନ ଥିବା ଯବାନଙ୍କ ପାଇଁ ଦିନରାତି ଏକ କରି ତିଆରି ହୋଇଛି ରାକ୍ଷୀ

special report
କନକ ଦିଦିଙ୍କୁ ଧରି ଭୋ ଭୋ କାନ୍ଦିଲେ କୁନି ପିଲା...କହିଲେ, ଦିଦି ତୁମେ ଯାଅନି...

୧୯ ବର୍ଷ ପରେ ସ୍କୁଲରୁ ଅବସର ନେଲା ବେଳେ ଭୋ ଭୋ କାନ୍ଦିଲେ ପିଲା।

Afforestation Programmes
ଗଛଲଗା ନାଁରେ କୋଟି କୋଟି ଟଙ୍କା ହଡ଼ପ; ଡ୍ରୋନ୍ କ୍ୟାମେରାରେ ବନବିଭାଗର ଅପାରଗତା ଧରିଲେ ସିଏଜି

୨୦୧୩-୧୪ରୁ ୨୦୧୭-୧୮ ମଧ୍ୟରେ ରାଜ୍ୟରେ ୪୮୫ଟି ବୃକ୍ଷରୋପଣ କାର୍ଯ୍ୟକ୍ରମରୁ ୧୯୧ଟି ସଂପୂର୍ଣ୍ଣ ବିଫଳ ହୋଇଛି । ଏଥିପାଇଁ ୧୩ କୋଟି ୧୭ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲେ ବି କିଛି ଲାଭ ମିଳିନାହିଁ ।

Truck Driver
ଧୋକାବାଜ୍‌ ଡ୍ରାଇଭର, ଟଙ୍କା ପାଇଁ ମାଛ ଟ୍ରକ୍‌କୁ ଆକ୍ସିଡେଣ୍ଟର ରୂପ ଦେଲା..

୧୨ ଲକ୍ଷର ମାଛକୁ ଦେଖି ଲୋଭ ସମ୍ଭାଳିପାରିଲା ନାହିଁ ଡ୍ରାଇଭର। ୧୨ ଲକ୍ଷ ବଦଳରେ ୭ ଲକ୍ଷରେ ମାଛ ବିକ୍ରି କଲା...ଜଙ୍ଗଲ ଭିତରକୁ ଗାଡ଼ି ପୂରାଇ ନିଆଁ ଲଗାଇ ଦେଲା। ମାଲିକଙ୍କୁ କହିଲା, ଦୁର୍ଘଟଣାରେ ଜିଳିଗଲା ଟ୍ରକ୍‌। ଏବେ ତଦନ୍ତରେ କିନ୍ତୁ ସବୁ ସତ ଓଗାଳି ଦେଲା ଡ୍ରାଇଭର।

Teacher Grand Farewell
ଗୁରୁଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦେବା ପାଇଁ ୭ କିମି ପର୍ଯ୍ୟନ୍ତ ଲମ୍ବିଛି ଶୋଭାଯାତ୍ରା...

ଗୁରୁ ହେବ ତ ଏମିତି। ୪୦ ବର୍ଷର ଶିକ୍ଷୟତା ପରେ ନେଲେ ଅବସର। ବିଦାୟକାଳୀନ ସମ୍ବର୍ଦ୍ଧନା ପାଇଁ ୭ କିମି ପର୍ଯ୍ୟନ୍ତ ଲାଗିଲା ଶୋଭଯାତ୍ରାର ଲାଇନ୍‌। ସହକର୍ମୀଠୁ ଛାତ୍ରଛାତ୍ରୀ...ସମସ୍ତଙ୍କ ମୁହଁରେ ଗୋଟିଏ କଥା ଅଭିରାମ ସାର୍‌ କେବଳ ଶିକ୍ଷକ ନଥିଲେ ବରଂ ସମସ୍ତଙ୍କ ମନ ଜିତିପାରୁଥିବା ମଣିଷ ଟିଏ ଥିଲେ।

Medical Negligence
ସରକାରୀ ଡାକ୍ତରଖାନାରେ କେବଳ ୬ ଘଣ୍ଟାର ସେବା, ଅନ୍ୟ ସମୟରେ ଭଗବାନ ଭରସା

ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା। ଦିନକୁ ମାତ୍ର ୬ ଘଂଟା ପାଇଁ ଏଇ ଡାକ୍ତରଖାନାରେ ଚାଲିଛି ରୋଗୀ ଦେଖା। ଯଦି ଡାକ୍ତର ଆସିଲେନି ତାହାଲେ ଫାର୍ମାସିଷ୍ଟ ହିଁ ଦେଖୁଛନ୍ତି ରୋଗୀ..। କହିବାକୁ ଗଲେ ଭଗବାନଙ୍କ ଭରସାରେ ଏଂଇକାର ରୋଗୀ।

Grand Farewell
ଶିକ୍ଷକ ହେବ ତ ଏମିତି: ପ୍ରଧାନଶିକ୍ଷକଙ୍କୁ ବିପୁଳ ଅବସରକାଳୀନ ସମ୍ବର୍ଦ୍ଧନା

୪୦ ବର୍ଷର ଉତ୍କର୍ଷ ଶିକ୍ଷକତା ପାଇଁ କଳାହାଣ୍ଡି ଗୋଲାମୁଣ୍ଡାରେ ପ୍ରଧାନଶିକ୍ଷକଙ୍କୁ ବିପୁଳ ଅବସରକାଳୀନ ସମ୍ବର୍ଦ୍ଧନା । ସେହିପରି ନୟାଗଡରେ ସାର୍‌ଙ୍କ ବଦଳି ପରେ କାନ୍ଦି କାନ୍ଦି ପିଲାଏ ଦେଲେ ଫେୟାର ୱେଲ୍...

Special story
ରାଜ୍ୟପାଳଙ୍କୁ ଭାଷାପୁସ୍ତକ "ନାଇଲ" ପ୍ରଦାନ କଲେ ଡ଼ଃ ରଙ୍ଗାଧର ମହାପାତ୍ର

ନାଇଲ୍‌ ପୁସ୍ତକ ଭାଷାଗତ ଯୋଗାଯୋଗରେ ସହାୟକ ହୋଇପାରିବ ବୋଲି କହିଛନ୍ତି ଲେଖକ

Special story
ୟୁଟ୍ୟୁବ୍‌ ଦେଖି ମଦ ତିଆରି କଲା ୧୨ ବର୍ଷର ପିଲା : ଦୁଇ ‌ଢୋକ ପିଇବା ପରେ ହସ୍ପିଟାଲ ପହଞ୍ଚିଗଲା ବନ୍ଧୁ

ମହଙ୍ଗା ପଡ଼ିଲା ଭିଡିଓ ଦେଖି ମଦ ତିଆରି ଶିଖିବା କୌଶଳ । ଏବେ ଜେଲ୍‌ ହୋଇପାରେ ।