• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Special Story

Special story
ଏହି ଗାଁରେ କେହି ଖାଆନ୍ତିନି ମାଛ,ମାଂସ କି ଅଣ୍ଡା ! ଆମିଷ ଖାଇଲେ ଚୋଟ ମାରିବ ବିଷାକ୍ତ ଗୋଖର

ଢେଙ୍କାନାଳ ଜିଲ୍ଲାରେ ଏପରି ଏକ ଗାଁ ଅଛି, ଯେଉଁଠାରେ କେହି ଆମିଷ ଖାଆନ୍ତି ନାହିଁ। ଏମିତି କି ବାହାଘର ଭୋଜିରେ ବି ଆମିଷ ହୁଏ ନାହିଁ।

Jaya Bachchan
ବାହା ନହୋଇ ମାଆ ହେଲେ କୌଣସି ଅସୁବିଧା ନାହିଁ: ଜୟା ବଚ୍ଚନ

ବିବାହ ନକରି ଆଗୁଆ ମାଆ ହେଲେ କୌଣସି ଅସୁବିଧା ନାହିଁ। ଏମିତି କହିଛନ୍ତି ବଲିଉଡ୍‌ ଅଭିନେତ୍ରୀ ଜୟା ବଚ୍ଚନ...

Youtube
ୟୁଟ୍ୟୁବ ଦେଉଛି ୭ ଲକ୍ଷ ନିଯୁକ୍ତି

ରୋଜଗାରର ନୂଆ ପନ୍ଥା ପାଲଟିଲାଣି ୟୁଟ୍ୟୁବ

brother took the responsibility of 2 sisters
ମା’ ପରି ସେ ଭାଇଟିଏ; ଛାଇ ପରି ଜଗିଥାଏ

ଭାଇ ଥିଲେ ଭୟ ନାହିଁ। କେତେବେଳେ ହାତ ଧରି ବାଟ କଢେଇ ନେବ, କେତେବେଳେ ଅବାଟରୁ ଟାଣି ଆଣିବ। ବାଟ ହେଉ ବା ଅବାଟ, ଛାଇ ପରି ରହିଥିବ ଭାଇ।

special story
ବିପଦ ସତ୍ୱେ ୪୦ ବର୍ଷ ଧରି ଲୋକପ୍ରିୟ ଅଗ୍ନିପେଣ୍ଡୁ ଖେଳ

ଫୁଟବଲ୍ ଖେଳ ପରି ଅଗ୍ନପେଣ୍ଡୁ ଖେଳ। ଝୋଟଅଖା ତିଆରି ଏକ ବଲ୍ ରେ ନିଆଁ ଲଗାଇ ଖେଳନ୍ତି ଦୁଇଦଳ। ୪୦ ବର୍ଷ ତଳର ଏହି ଖେଳକୁ ଏବେବି ବଞ୍ଚାଇ ରଖିଛନ୍ତି ଗାଁ ଲୋକ।

special story
ଭାଇ ଖେଳ ଦେଖିବ ପଛରେ...ଆଗେ ନିଜ ଦେଶର ପତାକାକୁ ଠିକ୍‌ରେ ଧର

ଚାଲିଥିଲା ଭାରତ-ପାକିସ୍ତାନ୍‌ ମ୍ୟାଚ୍‌...ବାସ୍‌ ଏତିକିବେଳେ ପାକିସ୍ତାନ ପ୍ରଶଂସକ ନିଜ ଦେଶକ ପତାକାକୁ ଓଲଟା ଉଡାଉଥିଲେ। ହେଲେ ଏହାକୁ ଦେଖି ଓଲଟା ଉଡାଉଛ ବୋଲି କହିଲେ ଭାରତୀୟ...ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ

special story
ବସ୍‌ଷ୍ଟାଣ୍ଡ ନୁହେଁ ଯମଦ୍ୱାରକୁ ରାସ୍ତା

ଏଇଠି ବସ୍‌ ଯାତ୍ରା କରିବାକୁ ହେଲେ କେତେବେଳେ ବି ହୋଇପାରନ୍ତି ଶେଷଯାତ୍ରାର ଶିକାର। ବାରମ୍ବାର ପ୍ରଶାସନକୁ କହିବା ପରେ ବି ନିଦାବିଷ୍ଣୁ ଅଫିସର୍‌...ହଇରାଣ ହେଉଛନ୍ତି ଯାତ୍ରୀ

special story
ରସିକିଆ ସ୍କୁଲ ସାର୍‌...ପାଠ କମ୍‌, ଅଧିକ ପଢାଉଛନ୍ତି ପ୍ରେମପାଠ

ରସିକିଆ ସ୍କୁଲ ସାର୍‌...ଗୋଟିଏ ନାବାଳିକା ପଛରେ ଦୁଇ ଶିକ୍ଷକ ପ୍ରେମରେ ପାଗଳ। ପୁଣି ଧମକ ଦେଉଛନ୍ତି ଯଦି ତୁମେ ଆମ କଥାରେ ରାଜି ନହେବ ତେବେ ପରୀକ୍ଷାରେ ଫେଲ ହେବ।

Special story
ବିଚ୍‌ ରାସ୍ତାରେ ଲୋକ ପ୍ରତିନିଧିଙ୍କ ଦାଦାଗିରି ! ଯୁବକଙ୍କୁ ମାଡ଼ ମାରି ଲହୁଲୁହାଣ କରି ପକାଇଲେ . .

କୁହାଯାଉଛି କି ସମ୍ପୃକ୍ତ ସରପଂଚ ଜଣକ କୁଆଡେ ବିଧାୟକଙ୍କ ଖାସ୍‌ ଲୋକ

Special story
‘ଉଚ୍ଚତା ୫.୭ ଫୁଟ୍‌ରୁ ଅଧିକ ଥିବ, ପିଲା ଆଇଆଇଟିର ପଢୁଥିଲେ ହିଁ ମୁଁ ବାହାହେବି’

କନ୍ୟାପକ୍ଷରୁ ଦିଆଗଲା ବିଜ୍ଞାପନ, କେମିତି ପିଲା ହେଲେ ସେମାନେ ଝିଅକୁ ବାହଦେବେ ।

Special story
ପେଷାରେ ଜଣେ ବ୍ୟବସାୟୀ ! ନିଶା ବିଭିନ୍ନ ଦେଶର ମୁଦ୍ରା ଓ ନୋଟ ସଂଗ୍ରହ

ପ୍ରତିଦିନ ବ୍ୟବସାୟ କରିବା ସହିତ ମୁଦ୍ରା ଓ ନୋଟ ସଂଗ୍ରହ କରିବା ପାଇଁ ମଧ୍ୟ ସମୟ ବାହାର କରନ୍ତି ପି.ବାଲଜି ସୁବୁଦ୍ଧି ।

Special story
ଦୁଇ ଶିକ୍ଷୟିତ୍ରୀଙ୍କ ମଧ୍ୟରେ ଘମାଘୋଟ୍‌ ଲଢ଼େଇ ! କ୍ଲାସରୁମରେ ବିଧା, ଗୋଇଠା ବର୍ଷା

ପିଲାଙ୍କ ସମ୍ମୁଖରେ ମାଡ଼ ହେଲେ ଦୁଇ ଦିଦି, କମ୍ପିଲା ବିଦ୍ୟାଳୟ ।

PM Modi
ଖେଚୁଡ଼ି ରାନ୍ଧିଲେ ଶ୍ରମିକ, ମୋଦି ଖାଇଲେ...ଟିଣ ଘରେ ରାତି କାଟିଲେ

କେଦାରନାଥ ଓ ବଦ୍ରିନାଥ ମନ୍ଦିର ଗସ୍ତରେ ଯାଇ ୩ ହଜାର ୪ ଶହ କୋଟିର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାସହ ସମୁଦ୍ରତଟରୁ ୧୧,୩୦୦ ଫୁଟ୍‌ ଉଚ୍ଚତାରେ ରହିଥିବା ଭାରତୀୟ ସେନା କ୍ୟାମ୍ପରେ ରାତି କଟାଇଛନ୍ତି ।

Pet Dog
‘ଯିଏ ପୁଅର ସ୍ଥାନ ନେଇଥିଲା, ସେ ବି ଆମକୁ ଛାଡ଼ି ଚାଲିଗଲା’

ଡୁଗୁ ପାଇଁ ଶୋକାକୁଳ ପରିବେଶ । ୪ ଦିନ ହେବ ଚୁଲି ଜଳିନି, କି ପେଟକୁ ଦାନା ବି ଯାଇନି । ଘରର ପ୍ରତ୍ୟକ ସଦସ୍ୟଙ୍କ ଓଦା ଆଖି ଓ ଭଙ୍ଗା ମନ ଦେଖିଲେ ଯେ କେହି ବି ଠଉରାଇ ପାରିବ ଯେ ଡୁଗୁ ବିନା କେତେ ଦୁଃଖ, ଯନ୍ତ୍ରଣାରେ ବିତୁଛି ଜୀବନ ।

Single mother success story gic principal
ସିଙ୍ଗଲ୍ ମଦରଙ୍କ ସଂଘର୍ଷର କାହାଣୀ; UPPCS ରେ ସଫଳତା

ସିଙ୍ଗଲ ମଦର ହୋଇ ସେ କରିଛନ୍ତି ଅନେକ ସଂଘର୍ଷ। ସ୍ୱାମୀ ଛାଡିଦେଲା ପରେ ପିଲାର ଯତ୍ନ ସାଙ୍ଗକୁ ଜାରି ରଖିଥିଲେ ପାଠପଢା। ଶେଷରେ ମିଳିଲା ସଫଳତା। ଜାଣନ୍ତୁ ପୁନମ୍‌ ଚୌଧୁରୀଙ୍କ ସେହି ସଂଘର୍ଷର କାହାଣୀ।

Special story
ଚଳନ୍ତା ଟ୍ରେନ୍‌ରେ ବଚସା : ଯୁବକଙ୍କୁ ଠେଲିଦେଲେ ସହଯାତ୍ରୀ

ସୋସିଆଲ ମିଡିଆରେ ସେହି ସମୟର ଲୋମହର୍ଷଣକାରୀ ଭିଡିଓ ଭାଇରାଲ୍‌ ହେଉଛି ।

diyas making
ସରିନାହିଁ ସରିତାଙ୍କ ସଙ୍ଘର୍ଷ, ଏକା ଏକା ଚାଲୁଛନ୍ତି ଜୀବନ ପଥ

ରାଉରକେଲାର ୨୨ବର୍ଷିୟ ଯୁବତୀ ସରିତା, ଜନ୍ମରୁ ଦିବ୍ୟାଙ୍ଗ। ହୁଇଲ ଚେୟାର ତାଙ୍କ ସାଥୀ, ହେଲେ ସେ ହାରି ନାହାନ୍ତି। ୟୁଟ୍ୟୁବ ଦେଖି ଦେଖି ସବୁ ଶିଖିଛନ୍ତି। ଦୀପାବଳି ପାଇଁ ନିଜ ହାତରେ ତିଆରିଛନ୍ତି ରଙ୍ଗିନ ଦୀପ, ରଙ୍ଗିନ ମହମବତୀ…

BDO
ବିଡିଓ ହେବ ତ ଏମିତି…ପାହାଡ ଚଢି ବୁଝିଲେ ଲୋକଙ୍କ ଦୁଃଖ

ଏମିତି ବିଡିଓ ଥିଲେ ଲୋକଙ୍କର ଅସୁବିଧା ହେବ କଣ? ଖାତିର କଲେନି ବଣଜଙ୍ଗଲ ରାସ୍ତାକୁ...୧୦ କିମି ପାହାଡ ଚଢିଲେ....ଲୋକଙ୍କ ଦୁଃଖ ବୁଝିଲେ

Cyclone
ମାଡି ଆସୁଛି ବାତ୍ୟା। ଉପକୂଳ ଛୁଇଁବା ପୂର୍ବରୁ ନେବ କି ମହାବାତ୍ୟାର ରୂପ?

ସୁ ସୁ ଗର୍ଜନ କରି ମାଡିଆସୁଛି ବାତ୍ୟା। ଉପକୂଳ ଛୁଇଁବା ପୂର୍ବରୁ ମହାବାତ୍ୟାର ରୂପ ନେବା ନେଇ ବଢିଲା ଚର୍ଚ୍ଚା....ପାଣିପାଗ ବିଭାଗ କହିଲା

Aruna Mishra
୪୩ ବର୍ଷରେ ୪୨ କିମି ଦଉଡ଼ି ଚର୍ଚ୍ଚାରେ ଓଡ଼ିଆ ଝିଅ, ୨ଥର ଜିତିଛନ୍ତି ମୁମ୍ବାଇ ହାଫ୍ ମାରାଥନ୍

ମୁମ୍ବାଇରେ ରହୁଥିବା ଓଡ଼ିଆ ଝିଅ ଅରୁଣାଙ୍କ ପାଇଁ ବୟସ କେବଳ ଏକ ସଂଖ୍ଯା। ପିଲାବେଳେ କେବେ ଦୌଡ଼କୁଦ କରିନଥିବା ଅରୁଣା, ୪୩ ବର୍ଷ ବୟସରେ ୪୨ କିଲୋମିଟର ମାରାଥନ୍ ଦଉଡ଼ି ସଫଳତା ପାଇଛନ୍ତି। ମୁମ୍ବାଇ ହାଫ୍ ମାରାଥନରେ ସେ ଥରେ ଦ୍ୱିତୀୟ ଓ ଥରେ ତୃତୀୟ ସ୍ଥାନ ହାସଲ କରିଛନ୍ତି।

Special story
ନିଷ୍ଠାପର ଦିବ୍ୟାଙ୍ଗ ଗୁରୁ ! ମାଗଣାରେ ପିଲାଙ୍କୁ ଶିଖାଉଛନ୍ତି ସଙ୍ଗୀତ

ପିଲାଙ୍କୁ ମାଗଣାରେ ପଢ଼ାଇ ଚର୍ଚ୍ଚାରେ ଦିବ୍ୟାଙ୍ଗ ଶିକ୍ଷକ

Monkeys Are Landowners
ଏହି ଗାଁରେ ବାହାଘର ଭୋଜି ପାଇଁ ପ୍ରଥମେ ମାଙ୍କଡ଼ଙ୍କୁ ଦିଆଯାଏ ନିମନ୍ତ୍ରଣ

ପ୍ରତ୍ୟେକ ଦିନ କିଛି ନା କିଛି ଅଜବ ଗଜବ ଘଟଣା ସାମ୍ନାକୁ ଆସିଥାଏ । ଏମିତି ଏକ ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବ, ଯାହାକି ଗାଁରେ ରହୁଥିବା ମାଙ୍କଡ଼ଙ୍କ ପାଇଁ ଏକର ଏକର ଜମି ପଞ୍ଜୀକୃତ ହୋଇଛି ।

Special story
ବିଲେଇ, କୁକୁରଙ୍କୁ ନେଇ ଉପେନ୍ଦ୍ର ମଉସାଙ୍କ ପରିବାର ! ଏକାକୀ ଜୀବନର ସାହାରା ସାଜିଛନ୍ତି ନୀରିହ

ପ୍ରାଣୀ ପ୍ରେମରେ ବନ୍ଧା ଉପେନ୍ଦ୍ର ମଉସା । କୁକୁର, ବିଲେଇଙ୍କୁ ଘଡ଼ିଏ ନଦେଖିଲେ ଅନ୍ଧ , ଯେପରି ସେମାନେ ଜଣେ ଜଣେ ପରିବାର ସଦସ୍ୟ ।

Special story
‘ମା’କୁ ଜେଲ୍‌ରେ ଭର୍ତ୍ତି କର’ : ବାପାଙ୍କୁ ସାଥୀରେ ନେଇ ଥାନାରେ ଅଭିଯୋଗ କଲା କୁନି ପୁଅ

ବାପାଙ୍କୁ ନେଇ ଥାନାରେ ପହଞ୍ଚିଲା କୁନି ପୁଅ, ହସି ହସି ଅଭିଯୋଗ ରଖିଲା ପୋଲିସ୍‌

Special story
ଯେଉଁଠି ବର୍ଷ ବର୍ଷ ଧରି ରହି ଆସୁଥିଲେ, ଆଜି ସେଠି ବେସାହାରା

ପିଲା ଛୁଆଙ୍କୁ ଧରି ଏମିତି ଭଙ୍ଗା କାନ୍ଥ ଓ ରାସ୍ତା ଉପରେ ଶୋଇ ରହିଛନ୍ତି ଛୋଟ ପିଲା, ମହିଳା ଓ ବୟସ୍କ ।