• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Special Story

Special story
‘ଦୀପ ଆମ ଜୀବନ, ଦୀପ ଆମ ଜୀବିକା’ : ଦୀପାବଳି ପାଇଁ କୁମ୍ଭକାର ଉତ୍ସାହିତ

ଆଲୋକର ପର୍ବ ଦୀପାବଳି। ଏ ପର୍ବ ଖୁସିର ପର୍ବ, ଆନନ୍ଦର ପର୍ବ। ଦୀପାବଳି ଆସିଲେ ଯେଉଁ କାରିଗରଙ୍କ ମନରେ ଉତ୍ସାହ ବଢ଼ିଯାଏ ସେମାନେ ହେଉଛନ୍ତି କୁମ୍ଭକାର।

Big brother shaves his head
କ୍ୟାନସର ପୀଡ଼ିତ ଭଉଣୀର ମନୋବଳ ବଢ଼ାଇବାକୁ ଲଣ୍ଡା ହେଲା ଭାଇ, ଭାବପ୍ରବଣ କରୁଛି ଭିଡିଓ

ଯନ୍ତ୍ରଣା ସମୟରେ ଭାଇ ସାହା ହେବନି ତ ଆଉ କିଏ ହେବ । ସୋସିଆଲ ମିଡିଆରେ ଏପରି ଏକ ହୃଦୟସ୍ପର୍ଶୀ ଭିଡିଓ ଭାଇରାଲ୍‌ ହେଉଛି, ଯାହା ଦେଖି ଲୋକଙ୍କ ଆଖିରେ ଲୁହ ଆସିଯାଉଛି ।

Special story
ମୂଷା ବନ୍ଦ କରିଦେଲା ବିଦ୍ୟୁତ୍‌ ସେବା, ଅନ୍ଧାରରେ ୮ଘଣ୍ଟା ରହିଲେ ୮ ପଞ୍ଚାୟତର ଲୋକେ

ନାକେଦମ୍‌ କଲା ମୂଷା, ଲାଗିଲା ନିଆଁ । ମୂଷା ପାଇଁ ୮ଘଣ୍ଟା ବିଦ୍ୟୁତ୍‌ ସେବା ଠପ୍‌ ହେଲା ।

monkey
ସମ୍ପର୍କ ଏ ନିବିଡ଼ତାର: ମଣିଷ ପରି ମାଙ୍କଡ଼ର ବି ହେଲା ଶବ ସତ୍କାର

ସ୍ନେହ ମମତା ଆଉ ଆଦର ପାଇଁ ଏହି ଦୁନିଆରେ ସମସ୍ତେ ପାଗଳ । ତେବେ ସେହି ସମ୍ପର୍କର ଡୋର ଛିଣ୍ଡାଇ ସବୁଦିନ ପାଇଁ ଆର ପାରିକୁ ଚାଲିଯାଇଛି ନୀରିହ ମାଙ୍କଡ଼ର ଜୀବନ ।

Special story
ଦଶହରା ଚାନ୍ଦା ନଦେବାରୁ ଗାଁ ଲୋକଙ୍କୁ ଶାସ୍ତି ! ଜଳ ଯୋଗାଣ ବନ୍ଦ କରିଦେଲେ ପମ୍ପ ଚାଳକ

ମନ ମୁତାବକ ଚାନ୍ଦା ଦେଲେନି ଗାଁ ଲୋକ, ରାଗ ଜର ଜର ହୋଇ ପାଣି ଦେଲେନି ପମ୍ପ ଚାଳକ ।

Youth Buisness Icons
ଚାକିରି ପଛରେ ନ ଧାଇଁ ଅନ୍ୟଙ୍କୁ ରୋଜଗାରର ବାଟ ଦେଖାଇଛନ୍ତି ଏହି ତିନି ଯୁବ ଉଦ୍ୟୋଗୀ

ନିଜ ଉଦ୍ୟମରେ କିଛି ଭିନ୍ନ ଓ ନିଆରା କାର୍ଯ୍ୟ କରି ଲକ୍ଷ୍ୟ ସ୍ଥଳରେ ପହଞ୍ଚନ୍ତି । ଆଉ ସୃଷ୍ଚି କରନ୍ତି ଅନ୍ୟମାନଙ୍କ ପାଇଁ ଉଦାହରଣ । ଏମିତି କିଛି ଉତ୍ସାହି, ଉଦ୍ୟମୀ ଓ ସଫଳ ଯୁବ ଉଦ୍ୟୋଗୀଙ୍କ ବିଷୟରେ ଜାଣନ୍ତୁ..

Special story
ପ୍ରିୟ ଶିକ୍ଷୟିତ୍ରୀଙ୍କ ପାଇଁ ଛାତ୍ରଛାତ୍ରୀଙ୍କ ଆଖିରେ ଲୁହ

ଶିକ୍ଷୟିତ୍ରୀଙ୍କ ଅବସରକାଳୀନ ବିଦାୟ ବେଳେ କାନ୍ଦିଲେ ଛାତ୍ରଛାତ୍ରୀ

Special story
ସ୍ୱାଭିମାନୀ ମହିଳା : ବସ୍‌ରେ ମାଗଣା ଯିବା ପାଇଁ ସିଧାସିଧା ମନା କରିଦେଲେ . .

ଏମିତି ଜଣେ ସଚ୍ଚୋଟ ତଥା ସ୍ୱାଭିମାନୀ ମହିଳାଙ୍କୁ ହୁଏତ କେହି ଦେଖି ନଥିବେ ।

Tyre Doctor kamla
ଟାୟାର ରାଣୀ କମଲାଙ୍କ କମାଲ, ସଜାଡୁଛନ୍ତି ଜେସିବି ଟାୟାର

କିଛି କାମ ଦୁଃସାଧ୍ୟ ନୁହେଁ। କିଛି ରାସ୍ତା ଅପହଞ୍ଚ ନୁହେଁ। କମଲା ନେଗିଙ୍କୁ ଦେଖିଲେ ଏକଥା ସହଜରେ ଜଣେ କହି ପାରିବ। ଏହି ବୟସ୍କା ମହିଳା ଜଣକ ଖାଲି ଯୁଗଯୁଗରୁ ଚଳିଆସୁଥିବା ପ୍ରଥାକୁ ଭାଙ୍ଗି ଦେଇ ନାହାନ୍ତି ବରଂ ପୁରୁଷଙ୍କୁ ମଧ୍ୟ ସେମାନଙ୍କ ଇଲାକାରୁ ହଟାଇ ଦେଇଛନ୍ତି।

Special story
ଛାତ୍ରଙ୍କ ମହାନତା : ୨୫ ହଜାର ଟଙ୍କା ପାଇ ଫେରାଇଦେଲେ ଶୁଭଙ୍କର

କୁନି ପୁଅକୁ ଲୋଭ ଗ୍ରାସ କରି ପାରିଲାନି । ପାଇଥିବା ଟଙ୍କାକୁ ଫେରାଇ ଦେଲେ ।

Special story
ଗାଁର ପ୍ରଥମ ସରକାରୀ ଚାକିରିଆ : ୭୫ ବର୍ଷ ପରେ ପୂରଣ ହେଲା ସ୍ୱପ୍ନ

ସ୍ୱାଧୀନତାର ଏତେ ବର୍ଷ ପରେ ସୋହଗପୁର ଗାଁର ଯୁବକ ପାଇଲେ ପ୍ରଥମ ସରକାରୀ ଚାକିରି ।

Teacher becomes farmer
ଚାକିରିରୁ ଅବସର ପରେ ସଉକ୍‌ ଭୁଲିନାହାନ୍ତି ପୂର୍ଣ୍ଣଚନ୍ଦ୍ର; ଛାତ ଉପରେ କରୁଛନ୍ତି ଅଙ୍ଗୁର ସହ ସେଓ ଚାଷ

ଚାକିରି କ୍ଷେତ୍ରରେ ଅବସର ହୁଏ, କର୍ମ କ୍ଷେତ୍ରରେ ନୁହେଁ…ବାସ୍ ଏମିତି ଭାବନା ନେଇ ଛାତରେ ଫଳ ଓ ପନିପରିବା ଚାଷ କରୁଛନ୍ତି ଅବସରପ୍ରାପ୍ତ ଶିକ୍ଷକ। ଫଳ ଦେଖି ଆଶ୍ଚର୍ଯ୍ୟ ହେଉଛନ୍ତି ପଡୋଶୀ

Modern-day Shravan Kumar
ନିଜର ସବୁ ସ୍ୱପ୍ନକୁ ଚୁର୍‌ମାର୍‌ କରି ବାପାଙ୍କ ଆଶାବାଡ଼ି ସାଜିଛି ପୁଅ

ଏ ଯୁଗର ଶ୍ରବଣ କୁମାର। ରୋଗାଗ୍ରସ୍ତ ବାପାଙ୍କୁ ଧରି ବାଣ୍ଟୁଛନ୍ତି ଡାକ...କରୋନା ସମୟରେ ପାରାଲିସିସ୍‌ ହେବା ପରେ ଚାଲି ପାରୁନାହାନ୍ତି ବାପା। ଆଉ ଚିଠି ଦେବା ପାଇଁ କ୍ୟାରିଅରକୁ ପଛରେ ପକାଇ ବାପାର ସେବା କରୁଛି ପୁଅ... ପୁଅର ଏଭଳି କାମକୁ ପ୍ରଶଂସା କରିଛନ୍ତି ଢେଙ୍କାନାଳ ମୁଖ୍ୟ ଡାକଘରର ଆସିଷ୍ଟାଣ୍ଟ ପୋଷ୍ଟ ମାଷ୍ଟର ରାମଚନ୍ଦ୍ର ବେହେରା ।

Pet Dog
ବେଇମାନ ମଣିଷ: କୁକୁର ବୁଢ଼ା ହୋଇଗଲା ବୋଲି ବାହାରେ ଛାଡ଼ିଦେଲା..

ସ୍ୱାର୍ଥପର ମଣିଷ। ଦିନେ ଏଇ କୁକୁର ତାକୁ ସୁରକ୍ଷା ଦେଉଥିଲା ହେଲେ ଆଜି ତା’ ଦେହ ଖରାପ ହେଲା ବୋଲି ଅଧା ରାସ୍ତାରେ ଛାଡି ଦେଇ ପଳାଇଲା। ଚର୍ମ ରୋଗରେ ଆକ୍ରାନ୍ତ ହୋଇ ଜୀବନ ସହ ସଂଘର୍ଷ କରୁଛି ଏଇ ବିଦେଶୀ କୁକୁର...ଏମିତି ମାଲିକଙ୍କୁ କହିବେ କଣ?

Hara Mausi
ଆଉ କେବେ ମିଳିବ ହରମାଉସୀକୁ ସହାୟତା? ଘରର କାନ୍ଥ ଉଠିଲା ହେଲେ ଛାତ ପଡ଼ିପାରିଲାନି..

୯୪ ବର୍ଷରେ ବି ହାରିନି ହରମାଉସୀ। ଘର ଖଣ୍ଡିଏ ପାଇଁ ବାରମ୍ବାର ଗୁହାରି ପରେ ବିଧାୟକ ସିନା ଘର କରିଦେଲେ ହେଲେ ଛାତ ପକାଇବାକୁ ଭୁଲି ଗଲେ। ଢୁ ଢୁ ବର୍ଷାରେ ପରପିଣ୍ଡାରେ ଶୋଉଛି ବୁଢୀ ମାଉସୀ...ଛୋଟିଆ ଦୋକାନରୁ ଯେତିକି ଲାଭ ହେଉଛି ସେତିକିରେ ପରିବାର ଚଳାଉଛନ୍ତି ହର.

Special Story | Odisha's Nuapada farmer scripts success in pisciculture
ମାଛ ଯାଆଁଳ ଚାଷ କରି ରୋଜଗାର କରୁଛନ୍ତି ଲକ୍ଷଲକ୍ଷ ଟଙ୍କା

ଯାଆଁଳ ବଦଳାଇ ଦେଲା ଜୀବନ। ମାଛ ଚାଷ କରି ନିଜେ ଲକ୍ଷପତି ହେବା ସହ ବେରୋଜଗାରିଆଙ୍କୁ ଦେଉଛନ୍ତି ରୋଜଗାର। ହୋଟେଲରୁ ଯେତିକି ନପାଇଥିଲେ ମାଛ ଚାଷରୁ ଡବଲ ଲାଭ ପାଇଲେ...

Special story
ବିଚ୍‌ ରାସ୍ତାରେ ଜୋରଦାର୍‌ ମାରପିଟ୍ : ପଛରୁ ଆସି ଗାଡ଼ି ଧକ୍କା ଦେଲା ପରେ ବି ଥମିଲାନି ଗଣ୍ଡଗୋଳ

ଦ୍ରୁତ ଗତିରେ ଆସି ଗାଡ଼ି ଧକ୍କା ଦେଲା । ତଥାପି ଦୁଇ ଛାତ୍ରଗୋଷ୍ଠୀଙ୍କ ମାଡ଼ଧର ବନ୍ଦ ହେଲାନି ।

Special Story | Odia film Chumki
ଚୁମକି କ୍ରେଜ୍‌: କିଏ ଫଟୋ ଉଠାଉଥିଲେ ତ ଆଉ କିଏ ସେଲଫି ନେଉଥିଲେ

କିଏ ଫଟୋ ଉଠାଉଥିଲେ ତ କିଏ ସେଲଫି ନେଉଥିଲେ। ମାଳଭୂମିର ଏହି ଦୁଇ ତାରକା ବଖାଣିଥିଲେ ନିଜର ଅନୁଭୂତି। ଯାହାକୁ ପ୍ରଶଂସକ ମନଭରି ଉପଭୋଗ କରି ଉଭୟଙ୍କ ସହ ସମୟ ବିତାଇଥିଲେ...

Jaipur student rewarded with Rs 38 Lakh bounty for finding bug in Instagram
୫ ମିନିଟ୍‌ରେ ଭୁଲ ଖୋଜିଲେ, ୩୮ ଲକ୍ଷ ଜିତିଲେ

ମାତ୍ର ୫ ମିନିଟ୍‌ରେ ଜମିଗଲା ଖେଳ। ଇନଷ୍ଟାଗ୍ରାମରୁ ଭୁଲ ବାଛିବା ପରେ କମ୍ପାନୀ ପକ୍ଷରୁ ମିଳିଲା ୩୮ ଲକ୍ଷର ପୁରସ୍କାର ...

Free Air Ticket Offer
ଏୟାର ଏସିଆର ବମ୍ପର ଅଫର୍‌, ୫୦ ଲକ୍ଷ ଟିକେଟ୍‌ ଫ୍ରୀ

ବିମାନ ଯାତ୍ରୀଙ୍କ ପାଇଁ ବଡ଼ ଖବର। ୫୦ ଲକ୍ଷ ଫ୍ରୀ ଟିକେଟ୍‌ ଘୋଷଣା କଲା ଏୟାର ଏସିଆ...ଏହି ସବୁ ଦେଶକୁ ଗଲେ ଦେବାକୁ ପଡ଼ିବନି ଟଙ୍କା।

Dibyang Son
ମଜୁରୀ ଖଟୁଛି ବାପା; ଖଟରେ ଶୋଇଛି ଭେଣ୍ତିଆ ପୁଅ, ସାହାଯ୍ୟ ମିଳିଲେ..

କିଟିକିଟି ଅନ୍ଧାର ଘର ଭିତରେ ଶୋଇଛି ୧୭ ବର୍ଷୀୟ ଦିବ୍ୟାଙ୍ଗ ପୁଅ। ହାତ ହଲୁନି କି ଗୋଡ ହଲୁନି...ମାଆ ଚାଲିଯିବା ପରେ ସବୁ ସେବା ଏବେ ବାପାଙ୍କ ଉପରେ। ଦିନସାରା ମଜୁରୀ ଖଟନ୍ତି...ଖରା ବେଳେ ଆସି ପୁଅର ସେବା କରନ୍ତି। ପାଖରେ ଟଙ୍କା ନଥିବାରୁ ପୁଅର ଚିକିତ୍ସା ବି ହେଇପାରୁନି କି ସରକାରଙ୍କ ପକ୍ଷରୁ ସହାୟତା ବି ମିଳୁନି...

mid day meal
ଭୋକରେ ଆଉଟୁ ପାଉଟୁ ସ୍କୁଲ୍‌ ପିଲା; ମଧ୍ୟାହ୍ନ ଭୋଜନ ବଦଳରେ ୫ ଟଙ୍କିଆ ବିସ୍କୁଟ ଦେଇ ଶିକ୍ଷକ ଛୁ...

ବାଃ ବାଃରେ ସରକାରୀ ସ୍କୁଲ। ମଧ୍ୟାହ୍ନ ଭୋଜନରେ ପିଲାଙ୍କୁ ଭାତ, ଡାଲମା ଓ ଅଣ୍ଡା ବଦଳରେ ମିଳୁଛି ୫ ଟଙ୍କିଆ ବିସ୍କୁଟ। ଅଧାଦିନ ଖାଇବା ପାଇଁ ବି ମିଳୁନି। ଖରାବେଳେ ସ୍କୁଲରେ ତାଲା ଠୁଙ୍କି ପଳାଉଛନ୍ତି ଶିକ୍ଷକ ଓ ଶିକ୍ଷୟିତ୍ରୀ।

Worm-Infested Rice
ସ୍କୁଲ୍‌ରେ ମିଳୁଛି ମଧ୍ୟାନ୍ନ ଭୋଜନ; ହେଲେ ପିଲା ଘରୁ ଟିଫିନ୍‌ ନେଇ ଆସୁଛନ୍ତି

ଛି ଛି...ଇଏ ଚାଉଳ ସାରା ପୋକ ସାଲୁବାଲୁ। ଯୋଉ ବସ୍ତା ଦେଖିବ ସେଇ ବସ୍ତାରୁ ମେଂଚା ମେଂଚା ପୋକ ବାହରିବ। ମଧ୍ୟାହ୍ନ ଭୋଜନରେ ପିଲାଙ୍କୁ ଦିଆଯାଉଥିଲା ଏମିତି ଖାଦ୍ୟ। କ୍ୟାମେରା ସାମ୍ନାରେ ଧରାପଡିବା ପରେ ଦେଖନ୍ତୁ ସ୍ଥିତି ହେଲା କଣ?

Samiti Member
ନେତା ହେବା ପରେ ବି ବଦଳି ନାହାନ୍ତି ? ବୁଲି ବୁଲି ମାଗଣାରେ ଲୋକଙ୍କ ସେବା କରୁଛନ୍ତି ରଙ୍ଗାଧର

ଏମିତି ନେତା ଥିଲେ ଲୋକଙ୍କ ଚିନ୍ତା କଣ? ରାତି ପାହିଲା ମାତ୍ରେ କାନ୍ଧରେ କଳା ବ୍ୟାଗ ଧରି ବାହାରି ପଡନ୍ତି ଲୋକଙ୍କ ଦୁଃଖ ଶୁଣିବାକୁ। ରୋଗୀଙ୍କ ଡ୍ରେସିଂ କରନ୍ତି ପୁଣି ସ୍ୱାସ୍ଥ୍ୟକର୍ମୀ ଥିବାରୁ ଇଂଜେକସନ୍‌ ବି ଦିଅନ୍ତି। କାହାଠୁ ରଖନ୍ତିନି ଟଙ୍କା...ପରିଣତ ବୟସରେ ବି ଲୋକଙ୍କ ସେବାରେ ଅଛନ୍ତି ରଙ୍ଗାଧର