ଗୁରୁଦିବସରେ ଦିବ୍ୟାଙ୍ଗ ଶିକ୍ଷକଙ୍କ ଉତ୍ସର୍ଗୀକୃତ କାହାଣୀ
ଦିନକୁ ଦିନ ରାଜ୍ୟରେ ଆତ୍ମହତ୍ୟା ବଢ଼ି ବଢ଼ି ଚାଲିଛି , ହେଲେ କାହିଁକି ?
ଥାନାରେ ଏତଲା ପରେ ବ୍ୟବଚ୍ଛେଦ କରି ତଦନ୍ତ କରୁଛି ପୋଲିସ
ଦୁର୍ନୀତିକୁ ନେଇ ବାବୁଙ୍କ ବିରୋଧରେ ମାମଲା କ୍ଷେତ୍ରରେ ଓଡ଼ିଶା ନଂ୧
ଯେଉଁଦିନ ରଘୁଆ ଘରକୁ ଫେରିଥିଲେ, ଗାଁ ଲୋକେ ତାଙ୍କୁ କେହି ଜାଣିପାରି ନଥିଲେ ।
ଚାକିରିଆ ମହିଳାଙ୍କ ପାଇଁ ବଡ଼ ଖବର। ଏଣିକି କାରଣ ପାଇଁ ୨ ମାସ ସ୍ବତନ୍ତ୍ର ମିଳିବ ମ୍ୟାଟରନିଟି ଛୁଟି…ଜାଣନ୍ତୁ କାରଣ କଣ
ବାଃ ବାଃରେ ସରକାର। ପୋଲ ଖଣ୍ଡିଏ ତିଆରି କରିପାରିଲାନି। ଉପାୟ ନପାଇ ହଣ୍ଡାରେ ପାର ହେଉଛନ୍ତି ଲୋକ। ଆଉ ହଣ୍ଡାରେ ଯିଏ ନଗଲା ସିଏ ଏମିତି ଜଣଙ୍କ କାନ୍ଧରେ ବସି ପାର ହେଉଛନ୍ତି ନଈ…ପୋଲ ନିର୍ମାଣର ଅବଧି ସରିବାର ୩ ବର୍ଷ ହୋଇଗଲା ହେଲେ ପୋଲ ନିର୍ମାଣ ହେଲାନି
ଇଚ୍ଛା ଶକ୍ତି ଆଗରେ ହାର ମାନିଲା ଆର୍ଥିକ ପରିସ୍ଥିତି। ରାସ୍ତା କଡରେ ଠେଲାରେ ଗୁପଚୁପ ବିକି ନିଜ ପାଠ ଖର୍ଚ୍ଚ ନିଜେ ଉଠାଉଛି ଏଇ ଝିଅ। ସୋସିଆଲ ମିଡ଼ିଆରେ ଭାଇରାଲ ହେଲା ଭିଡ଼ିଓ
ଯେଉଁ ବୟସରେ ସେ ପୁଅ, ବୋହୁଙ୍କ ଠାରୁ ସେବା ପାଇଥାନ୍ତା, ସେ ବୟସରେ ସେମାନେ ତାଙ୍କୁ ଘରୁ ତଡି ଦେଇଛନ୍ତି ।
ଆରମ୍ଭ ହୋଇଯାଇଛି ସୁପର୍ ସେପ୍ଟେମ୍ବର। ଆଉ ମାସ ଆରମ୍ଭରୁ ବିଭିନ୍ନ ରାଜନୈତିକ ଦଳରେ ପ୍ରତିଯୋଗିତାମୂଳକ ଭାବେ ସ୍ଥିର ହୋଇଛି କାର୍ଯ୍ୟକ୍ରମ। କେହି କାହାକୁ ବାଟ ଛାଡ଼ିବାକୁ ପ୍ରସ୍ତୁତ ନାହାଁନ୍ତି। କାରଣ ସାଧାରଣ ନିର୍ବାଚନକୁ ରହିଲା ଦୁଇ ବର୍ଷରୁ କମ୍ ସମୟ। ସବୁଠାରୁ ବେଶୀ କାର୍ଯ୍ୟକ୍ରମ ରହିଛି ବିଜେପିର ଦଳର।
ଛଳ ଛଳ ଆଖିରେ ଶଯ୍ୟାଶାୟୀ ପୁଅର ସେବା କରୁଛନ୍ତି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଗାଦବାଗୁଡ଼ାର ୭୦ ବର୍ଷୀୟା ସୁଲୋଚନା ଖୁରା..ବୁଢ଼ୀ ବୟସରେ ପୁଅ ସାହାରା ସାଜିବ କଣ, ଓଲଟି ନିଜେ ସାହାରା ଖୋଜୁଛି..ଖିଆପିଆଠୁ ନିତ୍ୟକର୍ମ ଯାଏଁ- ସବୁ କାମ ପାଇଁ
ଗୋଟିଏ ଜାତି, ଗୋଟିଏ କୂଳ, ହେଲେ ଉଭୟଙ୍କ ପାଇଁ ନିୟମ ଭିନ୍ନ। କୌଣସି ଏକ ଅଜଣା କାରଣ ପାଇଁ ଗଞ୍ଜାମ ଖଲ୍ଲିକୋଟ ଥାନା ଫାସୁଳା ଗାଁ ଲୋକଙ୍କ ଉପରେ ଦୀର୍ଘ ୭୦ ବର୍ଷ ଧରି ଲାଗିଛି ଅଜବ ପ୍ରକାର ସାମାଜିକ କଟକଣା।
ଯିଏ ନ୍ୟାୟମୂର୍ତ୍ତି ସାଜି ନ୍ୟାୟ ଦେଉଥିଲେ, ତାଙ୍କ ମୃତ୍ୟୁ ଏବେ ବିବାଦର କାଠଗଡ଼ାରେ..ଯିଏ ଦିନେ ଦୋଷୀଙ୍କୁ ସଜ୍ଜା ଶୁଣାଉଥିଲେ..ସେହି ବିଚାରପତିଙ୍କ ମୃତ୍ୟୁ ପଛରେ ଷଡ଼ଯନ୍ତ୍ର ଅଭିଯୋଗ
୮ ବର୍ଷର ପୁଅକୁ ଫେରି ପାଇଲେ ବାପାମାଆ । ହଠାତ୍ ପୁଅକୁ ଦେଖି ବିଶ୍ୱାସ କରିପାରିଲେନି ପରିବାର ଲୋକେ । ଖୁସିରେ ଅବାକ୍ ହୋଇଗଲେ । ତାପରେ ପରିବାରରେ ଖେଳିଗଲା ଖୁସିର ଲହରୀ ।
ବଢିଲା ଭାରତୀୟ ନୌସେନାର ବଳ । ସ୍ୱଦେଶୀ ଏୟାରକ୍ରାଫ୍ଟ କ୍ୟାରିୟର ଆଇଏନ୍ଏସ୍ ବିକ୍ରାନ୍ତର କମିଶନିଂ କଲେ ପ୍ରଧାନମନ୍ତ୍ରୀ ରେନ୍ଦ୍ର ମୋଦି । କେରଳର କୋଚିରେ ଗର୍ବ ଓ ଗୌରବର ମୁହୂର୍ତ୍ତ ।
କଟକ ସ୍ୱତନ୍ତ୍ର ପକ୍ସୋ କୋର୍ଟର ଜଜ୍ ସୁବାସ କୁମାର ବିହାରୀଙ୍କ ମୃତ୍ୟୁକୁ ନେଇ ଏବେ ନାନା ପ୍ରଶ୍ନ ଛିଡ଼ା ହୋଇଛି । ଆଜି ମଧ୍ୟାହ୍ନରେ ବିଚାରପତିଙ୍କ ମୃତଦେହ ସିଡିଏ ସେକ୍ଟର-୯ ସ୍ଥିତ ସରକାରୀ କ୍ୱାଟର୍ରୁ ଝୁଲନ୍ତା ଅବସ୍ଥାରେ ମିଳିଛି ।
ଦୋଷ କଲେ ବାପା-ମାଆ। ହେଲେ ଜେଲ ଗଲା ୩ ବର୍ଷର ପୁଅ। ବାପା-ମାଆଙ୍କ ଯିବା ପରେ ଏବେ ଅନାଥ ପରି ବଂଚୁଛନ୍ତି ୪ ଛୁଆ। ଆଉ ସିନ୍ ରିକ୍ରିଏସନ୍ ପାଇଁ ମାଆ ଆସିଥିଲା ବେଳେ ପିଲାଙ୍କୁ ଦେଖି ଭୋ ଭୋ ହୋଇ କାନ୍ଦିଲା। ହେଲେ ପିଲାଙ୍କୁ ନିଜ ସାଥୀରେ ନେଇ ପାରିଲା ନାହିଁ।
ମୋରି ଆଖି ସାମ୍ନାରେ କେତେ ଡିଏଫଓ ସାର୍ ଆସିଲେଣି, କେତେ ଗଲେଣି । ହେଲେ ମୋର ଚାକିରି କେହି ସ୍ଥାୟୀ କଲେ ନାହିଁ ।
ଭୁଲରେ ଆସିଥିବା ଟଙ୍କାକୁ କେବେ ଖର୍ଚ୍ଚ କରିବା କଥା ନୁହେଁ, କାରଣ ଶେଷରେ ଟଙ୍କା ଶୁଝିବା ଥୟ ।
ମାର୍କ କମ୍ ଆସିବାରୁ ଶିକ୍ଷକଙ୍କୁ ମାଡ଼ ମାରିବା କ’ଣ ଠିକ୍ ?
ଏମିତି ସରପଞ୍ଚ ଥିଲେ ଚିନ୍ତା କଣ? ସମସ୍ତେ ସାଙ୍ଗ ହୋଇ ନୂଆ ଖାଇବେ ବୋଲି ପଞ୍ଚାୟତ ସବୁ ଗରିବ ଲୋକଙ୍କୁ ମାଗଣାରେ ବାଣ୍ଟିଲେ ଶାଢି ସହିତ ଡାଲି, ଚାଉଳ ଓ ଚିନି। କାଲି ସମସ୍ତେ ସାଙ୍ଗ ହୋଇ ନୂଆ ଖାଇବାକୁ ଦେଲେ ପ୍ରତିଶ୍ରୁତି। ଦେଖନ୍ତୁ ଏ ସବୁ ପାଇବା ପରେ କେମିତି ଖୁସି ହେଉଛନ୍ତି ଗାଁ ଲୋକେ
୮ଫୁଟ୍ ଉଚ୍ଚ, ୪ ଫୁଟ ଚଉଡା ହେବ କି ନାହିଁ ପାଇଖାନା । କିନ୍ତୁ ସେହି ପାଇଖାନା ଭିତରେ ରହୁଛନ୍ତି ଜଣେ ବୃଦ୍ଧା ।
ପୁଅ-ବୋହୂ ପଚାରୁନାହାନ୍ତି...୭୦ ବର୍ଷ ବୟସରେ କାମ କରି ଖାଇବାକୁ ଅଂଟାରେ ଆଉ ବଳ ବି ନାହିଁ। ଭାତ ସାଙ୍ଗରେ କଷ୍ଟେମଷ୍ଟେ ଖାଉଛନ୍ତି ଶାଗ। ଘରନାହିଁ କି ଦୁଆର ନାହିଁ...୮ ଫୁଟିଆ ପାଇଖାନାରେ ବିତୁଛି ଜୀବନ..