• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Special Story

Nuakhai
‘ଟଙ୍କା ଥାଉ କି ନଥାଉ ମିଳିମିଶି ନୂଆ ଖାଇବା’

ଏମିତି ସରପଞ୍ଚ ଥିଲେ ଚିନ୍ତା କଣ? ସମସ୍ତେ ସାଙ୍ଗ ହୋଇ ନୂଆ ଖାଇବେ ବୋଲି ପଞ୍ଚାୟତ ସବୁ ଗରିବ ଲୋକଙ୍କୁ ମାଗଣାରେ ବାଣ୍ଟିଲେ ଶାଢି ସହିତ ଡାଲି, ଚାଉଳ ଓ ଚିନି। କାଲି ସମସ୍ତେ ସାଙ୍ଗ ହୋଇ ନୂଆ ଖାଇବାକୁ ଦେଲେ ପ୍ରତିଶ୍ରୁତି।

Idol Making
ରାସ୍ତାକଡ଼ରେ ମୂର୍ତ୍ତି ବିକ୍ରି କରି ପାଠ ପଢ଼ିବାକୁ ଟଙ୍କା ସଞ୍ଚୁଛନ୍ତି ଊଷା

ଊଷା ଜାତୀୟ ରାଜପଥରେ କଡରେ ଥିବା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପାର୍ଶ୍ୱରେ ଗଢୁଛନ୍ତି ଗଣେଶ ମୂର୍ତ୍ତି ।

5 Die in Mishap
ଉଜୁଡ଼ିଗଲା ୫ ପରିବାର..କାନ୍ଦବୋବାଳିରେ ଫାଟି ପଡ଼ିଲା ଗାଁ ଦାଣ୍ତ

ଏ ଦୃଶ୍ୟ ଦେଖିଲେ ଛାତି ଫାଟିଯିବ। ଏକା ସାଙ୍ଗରେ ୫ ଜଣଙ୍କ ପାଇଁ କୋକେଇ ବନ୍ଧା ହେଲା, ଗାଁ ଶ୍ମଶାନରେ ଜୁଇ ବି ଜଳିଲା। ମହୁଲ ତେଲ ପେଡିବା ହେଲା କାଳ...ରାସ୍ତା ଉପରେ ଚାଲି ଗଲା ୫ ଜଣଙ୍କ ପ୍ରାଣ। ଦେଖନ୍ତୁ ଆତ୍ମୀୟ ସୋଜନଙ୍କୁ ହରାଇ କେମିତି କାନ୍ଦୁଛି ପୂରା ପରିବାର..

Odia Girl Grabs Attention
ବଲିଉଡ୍‌ରେ ଓଡ଼ିଆ ଝିଅଙ୍କ କମାଲ; ସଲମାନ ଅଲ୍ଲୀଙ୍କ ସହ କଲେ ପ୍ରୋମୋ ସୁଟ୍‌..

ଭଦ୍ରକର ଝିଅ ସିନା କିନ୍ତୁ ମୁମ୍ବାଇ ମଞ୍ଚରେ ଏମିତି ଗୀତ ଗାଇଲେ ଯେ ସମସ୍ତେ ଆବାକ୍‌ ହୋଇଗଲେ । ଖାଲି ଆବାକ୍‌ ହେଲେ ତାହା ନୁହେଁ ବରଂ ସଲ୍‌ମାନ୍ ଅଲ୍ଲୀଙ୍କ ସହ ଏକ ରିୟଲିଟି ସୋ ପାଇଁ ପ୍ରମୋ ସୁଟ୍ ବି କଲେ ।

Ganesh Puja
ଚଳଚଞ୍ଚଳ ଭଦ୍ରକ ସହର; ମାସେ ପର୍ଯ୍ୟନ୍ତ ପୂଜା ପାଇବେ ବୁଢ଼ା ଗଣେଶ

ରାତି ପାହିଲେ ଗଣେଷ ପୂଜା। କିନ୍ତୁ ଏଠିକାର ପରମ୍ପରା ବହୁ ପୁରୁଣା...ସେଇଥି ପାଇଁ ତ ଦିନେ ନୁହେଁ କି ଦୁଇ ନୁହେଁ ବରଂ ପୂରା ମାସେ କାଳ ପୂଜା ପାଇବା ପରେ ବିସର୍ଜନ ହୁଅନ୍ତି ଶ୍ରୀଗଣେଷ। ମାନସିକ କଲେ ପୂର୍ଣ୍ଣ ହୁଏ ମନସ୍କାମନା..

Pakistan Flood
ଆକାଶଛୁଆଁ ପରିବା ଦର; ଟମାଟୋ କିଲୋ ୫୦୦ ବେଳେ ପିଆଜ କିଲୋ ୪୦୦ ଟଙ୍କା

ବନ୍ୟା ପରେ ସଙ୍ଗୀନ ସ୍ଥିତିରେ ପାକିସ୍ତାନ। ଟମାଟୋ କିଲୋ ୫୦୦ ବେଳେ ପିଆଜ କିଲୋ ୪୦୦...କଣ ଖାଇବେ? କେମିତି ଖାଇବେ? ଚିନ୍ତାରେ ପାକ୍‌ବାସୀ..

Wooden Bridge
ପହଞ୍ଚିପାରୁନି ସରକାରୀ ଯୋଜନା; କାଠପୋଲ ହିଁ ସାହା ଭରସା

ଦୈନନ୍ଦିନ ଯାତ୍ରା ପାଇଁ ସହଜ ବାଟଟିଏ ନାହିଁ, ତେଣୁ ଭାଗ୍ୟକୁ ଆଦରି ନିଜେ ନିର୍ମାଣ କରିଥିବା ଏହି ଅସୁରକ୍ଷିତ କାଠପୋଲ ହିଁ ସାହା ଭରସା ।

Illegal Stone Mining
ଖୋଳ ହେଉଛି ଖୋର୍ଦ୍ଧା ଜିଲ୍ଲାର ଖଣିଜ ସଂପଦ; ବିରୋଧ କରିବାକୁ ଯାଇ ଲହୁଲୁହାଣ ହେଉଛନ୍ତି ସରକାରୀ ବାବୁ

ଖୋଳା ଚାଲିଛି ମାଙ୍କଡା ପଥର ଖଣି । ଦିନ ଦ୍ୱିପହରେ ନିୟୋଜିତ ହୋଇଛି ପାୱାର ଟିଲର । ବେଧଡ଼କ କଟା ଚାଲିଛି ପଥର । ଏଭଳି ପଥର ଖୋଳା ଯୋଗୁଁ ସୃଷ୍ଟି ହେଲାଣି ବିରାଟ ବିରାଟ ଖାଲ । କେବଳ ମାଙ୍କଡ଼ା ପଥର ନୁହଁ, ଜାତୀୟ ରାଜପଥ କଡ଼ର କେଉଁ ପାହାଡ଼ରୁ ମୁଗୁନି ପଥର ତ ଆଉ କେଉଁଠି ମୋରମ ଖୋଳି ଚାଲାଣ ହେଉଛି । 

Illegal Stone Mining
ଖୋର୍ଦ୍ଧା ଜିଲ୍ଲାରେ ବଢୁଛି ପଥର ମାଫିଆଙ୍କ ରାଜୁତି

ସରକାରୀ ଅଧିକାରୀଙ୍କୁ ନାଲି ଆଖି ଦେଖାଇ ଦୌରାତ୍ମ୍ୟ ଚଳାଇଛନ୍ତି ପଥର ମାଫିଆ । ଇତିମଧ୍ୟରେ ଜିଲ୍ଲାର ବହୁ ଅଫିସର ମାଫିଆଙ୍କ ଆକ୍ରମଣର ଶୀକାର ହୋଇ ଲହୁଲୁହାଣ ହେଲେଣି ।

Illegal Structures
ନୋଏଡ଼ା ଭଳି ଓଡ଼ିଶାରେ ବି ଭଙ୍ଗାଯିବ କି ବେଆଇନ କୋଠା ?

ଆଇନଗତ ଲଢ଼େଇ ପରେ ଶେଷରେ ଧୂଳିସାତ ହେଲା ନୋଏଡାର ବହୁ ଚର୍ଚ୍ଚିତ ଟ୍ୱିନ୍ ଟାଓ୍ୱାର । ଭୁବନେଶ୍ୱରରେ ବେଆଇନ ନିର୍ମାଣ ନେଇ ବିଭିନ୍ନ ସମୟରେ ଅଭିଯୋଗ ଆସୁଛି । କାର୍ଯ୍ୟାନୁଷ୍ଠାନର ଧମକ ବି ଦେଉଛି ବିଡିଏ । କିନ୍ତୁ ବାସ୍ତବ କ୍ଷେତ୍ରରେ ଫଳ ଓଲଟା । ଏପର୍ଯ୍ୟନ୍ତ ବେଆଇନ ଭାବେ ନିର୍ମାଣ ହୋଇଥିବା କୌଣସି ବଡ଼ ବିଲ୍ଡିଂ ଉଚ୍ଛେଦ କରିନି ବିଡିଏ ।

Illegal Structures
ଆକ୍ସନରେ ବିଳମ୍ବକୁ ନେଇ ବିଡିଏ-ବିଏମ୍‌ସି ଦୋଷ ଠେଲାଠେଲି

ଭୁବନେଶ୍ୱରରେ ଥିବା ବେଆଇନ ଅଟ୍ଟାଳିକାର ଭବିଷ୍ୟତ କଣ ହେବ? କଣ ଟ୍ୱିନ୍ ଟାଓ୍ୱାର ଭଳି ସେଗୁଡ଼ିକୁ ଭାଙ୍ଗି ଦିଆଯିବ? ସୂଚନା ଅନୁସାରେ ରାଜଧାନୀରେ ପାଖାପାଖି ୬ ହଜାର ଆପାର୍ଟମେଣ୍ଟ ବିରୋଧରେ କିଛି ନା କିଛି ବେଆଇନ ନିର୍ମାଣର ଅଭିଯୋଗ ଆସିଛି ।

Noida’s Supertech Twin Towers
ଭାଙ୍ଗିବାକୁ ମାତ୍ର ୯ ସେକେଣ୍ତ, ହେଲେ ସଫା କରିବାକୁ ଲାଗିବ ପୂରା ୩ ମାସ!

ମାତ୍ର ୯ ସେକେଣ୍ଡରେ ମାଟିରେ ମିଶିଲା ଟ୍ୱିନ ଟାୱାର। ଏତେ ମାତ୍ରାରେ ଅଳିଆ ବାହାରିଛି ଯେ ସଫା କରିବାକୁ ଲାଗିବ ପୂରା ୩ ମାସର ସମୟ..

people celebrate last Nuakhai
ମୁଣ୍ତ ଉପରେ ପର୍ବ, ଯେଉଁଠି କୋଳାହଳ ରହିବା କଥା ଖେଳିଗଲାଣି ଶୂନ୍ୟ ନିରବତା

ଏବର୍ଷ ଏ ଗାଁର ଶେଷ ନୂଆଖାଇ। ଦିନ କେଇଟା ପରେ ଏଇ ପଡା ପୂରା ପାଣିରେ ବୁଡିଯିବ। ପ୍ରତିବର୍ଷ ପରି ଏଥର ଉତ୍ସାହ ନାହିଁ, ହେଲେ ବି ପରମ୍ପରାକୁ ବଜାୟ ରଖିବା ପାଇଁ ଘର ଲିପା ଚାଲିଛି…ଧୁଆ ପଖଳା ବି ହେଉଛି। ଦେଖନ୍ତୁ ଗ୍ରାଉଣ୍ଡ ଜିରୋରୁ କେମିତି ଶେଷ ନୂଆଖାଇ ପାଇଁ ଚାଲିଛି ପ୍ରସ୍ତୁତି…

WVN Mosquito Net
ମଶାରୀରେ ଶହେ କଣା, ହେଲେ ପଶିପାରିବନି ମଶା

ମଶାଙ୍କ କବଳରୁ ମିଳିବ ମୁକ୍ତି। ଇଏ ଏମିତି ସେମିତି ମଶାରୀ ନୁହେଁ ବଂର ଏଇ ମଶାରୀରେ ଥରେ ମଶା ପଡ଼ିଲେ ଆଉ ପଦାକୁ ଆସିପାରିବେନି। ବରଂ ଚାହୁଁ ଚହୁଁ ସବୁ ମଶାଙ୍କ ଜୀବ ପ୍ରାଣ...ଦାମ୍‌ ମାତ୍ର ଏତିକି ଟଙ୍କା

LED Bulb
LED ବଲବ୍‌ରେ କ୍ୟାମେରା, ଏଣିକି ଆଲୋକ ସାଙ୍ଗକୁ ମିଳିବ ସୁରକ୍ଷା

CCTV ର ଯୁଗ ଶେଷ !! ଏଣିକି LED ବଲବ୍‌ରେ ରେକର୍ଡ ହେବ ସବୁ ଭିଡ଼ିଓ। ଦାମ୍‌ ମାତ୍ର ଏତିକି ଟଙ୍କା...ଜାଣନ୍ତୁ କଣ କଣ ରହିଛି ଫିଚର୍ସ..

Special story
ମା’ ଶିକ୍ଷୟିତ୍ରୀ, ହେଲେ ସ୍କୁଲରେ ପାଠ ପଢ଼ାଉଛି ଝିଅ

ରାଜକନିକା ବ୍ଲକ ରାଉତବର୍ତ୍ତନି ସ୍କୁଲରେ ଏପରି ଅଭାବନୀୟ ଘଟଣା ଘଟିଛି ।

Special story
ମନ୍ଦିରରେ ସ୍କୁଲ : ଯେଉଁଠି ଭକ୍ତ ଆସି ପୂଜାପାଠ କରନ୍ତି, ସେଇଠି ବସି ପାଠ ପଢ଼ନ୍ତି ଛୋଟ ଛୋଟ ପିଲା

ପୂଜାପାର୍ବଣ ଆସିଲେ, ମନ୍ଦିରରେ ଗହଳି ବଢ଼େ, ତେଣୁ ସ୍କୁଲ ବନ୍ଦ। ଆଉ ମଧ୍ୟାହ୍ନ ଭୋଜନ ହୁଏ ମନ୍ଦିର ପ୍ରାଙ୍ଗଣରେ।

Special story
ଦିବ୍ୟାଙ୍ଗ ପ୍ରେମିକଙ୍କ ହାତ ଧରିଲେ ଚାନ୍ଦିନୀ : ନିରୋଳା ପ୍ରେମ ପାଇଁ ଅଢ଼େଇ ଲକ୍ଷ ଉପହାର ଦେଲେ ସରକାର

ଦିଲ୍ଲୀପ ଓ ଚାନ୍ଦିନୀଙ୍କ ପ୍ରେମକାହାଣୀ ଦିନେ ଚର୍ଚ୍ଚାରେ ଥିଲା। ଏବେ ପୁଣି ସେମାନେ ଚର୍ଚ୍ଚାର ପରିଧିକୁ ଆସିଛନ୍ତି ।

Special story
କାହିଁକି ବିଜେଡି ଯୁବ ଓ ଛାତ୍ର ସଂଗଠନର ଜୁମ୍ବୋ ଟିମ୍ ? ଯୁବ ନେତାଙ୍କୁ ଥଇଥାନ ନା ଦଳୀୟ ଅସନ୍ତୋଷର ପ୍ରଶମନ ଚେଷ୍ଟା

ରାଜନୈତିକ ବିଶେଷଜ୍ଞ କହିଲେ ୨୫ ବର୍ଷ ପୂର୍ତ୍ତି ପାଳନ ଓ ୨୪ ନିର୍ବାଚନ ପାଇଁ ଜରୁରୀ ଯୁବ ଚେହେରା

Special story
ଫ୍ଲାଟ୍ ଦେବା ନାଁରେ ରାଜଧାନୀରେ ପୁଣି ମହାଠକେଇ : ୫୦ ଗ୍ରାହକଙ୍କୁ ୨୦ କୋଟିର ଚୁନା ଲଗାଇଲା ଓଡ଼ିଶା ହୋମ୍ସ

ଅଭିଯୋଗ ପରେ ଏମଡିଙ୍କୁ ଗିରଫ କଲା ଇଓଡବ୍ଲୁ, ସଂସ୍ଥାର ୨ ନିର୍ଦ୍ଦେଶକଙ୍କୁ ଖୋଜୁଛି ଇଓଡବ୍ଲୁ

Special story
ସ୍ତ୍ରୀକୁ ଏମିତି ଭୟ ! ୧୦୦ ଫୁଟ ଉଚ୍ଚ ତାଳ ଗଛ ଉପରେ ସ୍ୱାମୀ . . . ଖାଇବା, ପିଇବା, ଶୋଇବା ସବୁ ସେଇଠି

ଘରକୁ ଆସିଲେ ଗାଳିଗୁଲଜ କରିବା ସହିତ ମାରପିଟ୍‌ କରୁଛି ସ୍ତ୍ରୀ । ଭୟରେ ଗଛ ଉପରେ ରହୁଛନ୍ତି ସ୍ୱାମୀ ।

Special story
ପରୀକ୍ଷାର୍ଥୀଙ୍କ ଦୁର୍ବୁଦ୍ଧି ! ଚାକିରି ପାଇବାକୁ ତତଲା ତାୱାରେ ଅଙ୍ଗୁଳି ରଖିଲେ

ହାତ ଟିପକୁ ନକଲ କରିବାକୁ ପ୍ରୟାସ । ବନ୍ଧୁ ପାଇଁ ପରୀକ୍ଷା ଦେଇଗଲେ । ଶେଷରେ ଉଭୟ ବନ୍ଧୁ ବନ୍ଧା ହୋଇଛନ୍ତି ।

land scam
ଗୋଟିଏ ମ୍ୟୁଟେସନ ନମ୍ୱରରେ ଦୁଇଟି ଜମିର ଦାଖଲ ଖାରଜ, ମିଳିଛି ପଟ୍ଟା

କନିକା ତହସିଲରେ ଜମି ଜାଲିଆତି ଅଭିଯୋଗ। ଜମିବିକ୍ରି ହୋଇଥିବା ନେଇ ମୃତ ଜମି ମାଲିକଙ୍କ ପରିବାର ଲୋକେ ଜାଣିନାହାନ୍ତି। ତହସିଲ ଅଫିସରେ ଚଞ୍ଚକତା କରାଯାଇ ୧ ଏକର ମୂଲ୍ୟବାନ ଜମିକୁ ଅନ୍ୟ ଜଣଙ୍କ ନାଁରେ ପଟ୍ଟା କରାଯାଇଥିବା ଅଭିଯୋଗ ହୋଇଛି…