• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Total "1952" result for "କଂଗ୍ରେସ" in https://otvkhabar.in

Narendra Modi
ପୁଣି ବିରୋଧୀ କଂଗ୍ରେସକୁ କଡ଼ା ସମାଲୋଚନା କଲେ ମୋଦି

ହେଲେ ଦୀର୍ଘ ୪୦ ବର୍ଷ ହେଲା ସେମାନେ କିଛି କରିନଥିଲେ । ହେଲେ ଆମେ ଦେଶର ଲୋକଙ୍କ ଇଚ୍ଛାକୁ ଲକ୍ଷ ରଖି କଠିନ ପରିଶ୍ରମ ଜାରି ରଖିଛୁ ।

Narendra Modi
ଆଟାକିଂ ମୋଡ୍‌କୁ ଫେରିଲେ ମୋଦି, ସଂସଦରେ କଂଗ୍ରେସକୁ ପ୍ରବଳ ଧୋଇଲେ

ଡିଫେନ୍ସ ଡିଲ୍, ହେଲିକପ୍ଟର ଘୋଟାଲା ସାରା ଦେଶକୁ ନିନ୍ଦିତ କଲା ।

Bijay Pattnaik
ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ କଂଗ୍ରେସରେ ହେବେ ସାମିଲ !

୨୦୧୦ ମସିହା ସେପ୍ଟେମ୍ବର ମାସରେ ରାଜ୍ୟର ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ନେଇଥିଲେ ।

Health Minister Naba Das
ମନେ ପଡ଼ନ୍ତି ନବ... କଂଗ୍ରେସରୁ ବିଜେଡି ଯାଏଁ ଲମ୍ବା ଯାତ୍ରା

ରାଜ୍ୟ ରାଜନୀତିରେ ପ୍ରଭାବଶାଳୀ ନେତା । ଝାରସୁଗୁଡ଼ା ଜିଲ୍ଲାରେ ନବଙ୍କ ଥିଲା ଦବଦବା ।

senior leader  satya nayak quits from congress
କଂଗ୍ରେସ ଛାଡ଼ିଲେ ବରିଷ୍ଠ ନେତା ସତ୍ୟ ନାୟକ

କଂଗ୍ରେସ ଉପରେ ଅସନ୍ତୋଷ ଝାଡ଼ିଲେ ସତ୍ୟ।

Congress MP  Santokh Singh Chaudhary Dies During Bharat Jodo Yatra
ଦୁଃଖଦ ଘଟଣା: ‘ଭାରତ ଯୋଡ଼ୋ ଯାତ୍ରା’ରେ ଚାଲୁ ଚାଲୁ ଚାଲିଗଲା କଂଗ୍ରେସ ସାଂସଦଙ୍କ ଜୀବନ

ପରଲୋକର କଂଗ୍ରେସ ସାଂସଦ ସନ୍ତୋଖ ସିଂ ଚୌଧୁରୀ। ଭାରତ ଯୋଡ଼ୋ ଯାତ୍ରା ବେଳେ ହାର୍ଟ ଆଟାକ୍‌ ଆସିବାରୁ ତାଙ୍କର ଦେହାନ୍ତ ହୋଇଛି।

Congress MLA
ହାତରେ ବନ୍ଧୁକ ଧରି ନାଚିଲେ କଂଗ୍ରେସ ବିଧାୟକ, କଲେ ଓପନ୍ ଫାୟାରିଂ

ଏମିତି ଏକ ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି ।

Rahul Gandhi
ରାହୁଲ ଗାନ୍ଧିଙ୍କୁ କଡ଼ା ସୁରକ୍ଷା ଦେବାକୁ ଦାବି ! ଶାହଙ୍କୁ ଚିଠି ଲେଖିଲେ କଂଗ୍ରେସ ସାଧାରଣ ସଂପାଦକ

ଦିଲ୍ଲୀରେ ରାହୁଲ ଗାନ୍ଧିଙ୍କର ସୁରକ୍ଷା ଉଲ୍ଲଂଘନ ହୋଇଥିବା ଅଭିଯୋଗ

Govinda Sahu
କ୍ରାଇମବ୍ରାଞ୍ଚ ତଦନ୍ତକୁ ଭରସା ନାହିଁ ! ବିଜେପି କହୁଛି CBI, କଂଗ୍ରେସ କହୁଛି SIT କରୁ ତଦନ୍ତ

କାହିଁକି ଅସହଜ ଲାଗୁଛି ଗୋବିନ୍ଦ ସାହୁର ଆତ୍ମହତ୍ୟା ? ଜେଲ୍ ପରିସରରେ ସୁଇସାଇଡ୍‌କୁ କାହିଁକି ସହଜରେ ଗ୍ରହଣ କରିପାରୁ ନାହାନ୍ତି ଆତ୍ମୀୟ କି ଗୋବିନ୍ଦଙ୍କ ଓକିଲ ? ଗୋବିନ୍ଦ ସାହୁ କଣ୍ଟାବାଞ୍ଜି ଜେଲ୍‌ରେ ସୁଇସାଇଡ୍ କରିବା ଘଟଣାକୁ ୩୬ ଘଣ୍ଟାରୁ ଅଧିକ ସମୟ ବିତିଯାଇଥିବା ବେଳେ ସନ୍ଦେହର ସୀମା ବଢ଼ି ବଢ଼ି ଚାଲିଛି । ଏମିତିକି ଗୋବିନ୍ଦଙ୍କ ଓକିଲ ପ୍ରଶ୍ନ କରିଛନ୍ତି-ଯଦି ଏହା ଏକ ସାଧାରଣ ଆତ୍ମହତ୍ୟା ତେବେ ଶବ ପଞ୍ଚନମା ପାଇଁ ୮ ଘଣ୍ଟା ଲାଗିଲା କେମିତି ? କଣ୍ଟାବାଞ୍ଜିରେ ପଞ୍ଚନାମା ନ କରି ବଲାଙ୍ଗିର ନେବାର କାରଣ କଣ ? ପଞ୍ଚନାମା ପାଇଁ ବୁର୍ଲାରୁ FMT ଡାକ୍ତରଙ୍କୁ ଡକାଯିବା ପଛରେ କି ରହସ୍ୟ ?

Govinda Sahu
କ୍ରାଇମବ୍ରାଞ୍ଚ ତଦନ୍ତକୁ ଭରସା ନାହିଁ ! ବିଜେପି କହୁଛି CBI, କଂଗ୍ରେସ କହୁଛି SIT କରୁ ତଦନ୍ତ

ବିଜେପିର ସିବିଆଇ ଓ କଂଗ୍ରେସର ଏସଆଟି ତଦନ୍ତ ଦାବି । ରାଜ୍ୟ ସରକାର ଆଇନ୍ ସହ ସାଲିସ୍ କରନ୍ତିନି କହିଲା ବିଜେଡି ।

Show Cause Notice To Congress MLA Mohammed Moquim And Sura Routray
କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍‌ ଓ ସୁର ରାଉତରାୟଙ୍କୁ କାରଣ ଦର୍ଶାଅ ନୋଟିସ୍‌

ପିସିସି ଶୃଙ୍ଖଳା କମିଟି ଅଧ୍ୟକ୍ଷ କିଶୋର ପଟେଲ ବିଧାୟକ ମହମ୍ମଦ ମୋକିମ ଓ ସୁରେଶ ରାଉତରାୟଙ୍କୁ କାରଣ ଦର୍ଶାଅ ନୋଟିସ୍‌ କରିଛନ୍ତି।

twitter war
ଅମିତାଭଙ୍କ ବୟାନକୁ ନେଇ ବିବାଦ : ମୁହାଁମୁହିଁ ବିଜେପି ଓ ତୃଣମୂଳ କଂଗ୍ରେସ

ବଢିଲା ତୁତୁ ମେମେ, ଘମାଘୋଟ ଟ୍ୱିଟର ଓ୍ୱାର୍, ଅଭିବ୍ୟକ୍ତିର ସ୍ୱାଧୀନତା ପ୍ରସଙ୍ଗରେ କହିଥିଲେ ଅମିତାଭ

Raghuram Rajan Joined Rahul Gandhi Bharat Jodo Yatra
ଭାରତ ଯୋଡ଼ୋ ଯାତ୍ରାରେ ପୂର୍ବତନ RBI ଗଭର୍ଣ୍ଣର ରଘୁରାମ ରାଜନ, କଂଗ୍ରେସ ଟ୍ୱିଟ୍‌ କଲା ହମ୍ ହୋଙ୍ଗେ କାମୟାବ୍

ଆଜି ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ଭାରତ ଯୋଡ଼ୋ ଯାତ୍ରାରେ ସାମିଲ ହୋଇଛନ୍ତି ।

Congress leader arrested statement over ‘kill PM Modi’ remark
କଂଗ୍ରେସ ନେତାଙ୍କୁ ମହଙ୍ଗା ପଡ଼ିଲା 'ମୋଦିଙ୍କୁ ହତ୍ୟା' ବୟାନ

ଏହି ବୟାନ୍ ସାମ୍ନାକୁ ଆସିବା ପରେ ବିଜେପି ଏହାକୁ ନେଇ କଂଗ୍ରେସକୁ ଟାର୍ଗେଟ କରିଥିଲା।

Odisha Politics
ଭୁବନେଶ୍ୱରରେ କଂଗ୍ରେସ ସହ ବିଜେଡିର ଡିଲ୍ ! ଦିଲ୍ଲୀରେ ବିଜେପି ସହ ମ୍ୟାନେଜ୍ !

ପଦ୍ମପୁର ଫଳ ଆସିବା ପରଠୁ ସବୁ ଦଳରେ ଗୋହି ଖୋଳା ଖୋଳି । ଜୋର ଧରିଲା ରାଜ୍ୟରେ ଆଗୁଆ ନିର୍ବାଚନ ଚର୍ଚ୍ଚା ।

Congress
ପଦ୍ମପୁରରେ ଶଙ୍ଖ-ହାତ ଡିଲକୁ ନେଇ କଂଗ୍ରେସରେ ଝଡ଼ ! ଜୟନାରାୟଣଙ୍କ ଅଭିଯୋଗକୁ କିଛିକାଂଶରେ ସତ କହିଲେ ସୁର

ପିସିସି ସଭାପତିଙ୍କ ଚ୍ୟାଲେଂଜ୍-ପ୍ରମାଣ ଦେଲେ ସନ୍ନ୍ୟାସ ନେବି ।୨୪ ନିର୍ବାଚନରେ କଂଗ୍ରେସ ଭୋଟ୍ କିଏ ନେବ? ତାକୁ ନେଇ ଚର୍ଚ୍ଚା

Sura Routray
ପଦ୍ମପୁର ଆସନ ପାଇଁ କଂଗ୍ରେସ ଓ ବିଜେଡି ମଧ୍ୟରେ ଡିଲ ହୋଇଥିଲା: ସୁର ରାଉତରାୟ

ପଦ୍ମପୁର ଉପନିର୍ବାଚନରେ ବିଜେଡିକୁ ଜିତାଇବାକୁ ବିଜେଡି ଓ କଂଗ୍ରେସ ମଧ୍ୟରେ ଡିଲ୍ ହୋଇଥିଲା କି ନାହିଁ ବୋଲି ପ୍ରଶ୍ନ ଉଠୁଥିବା ବେଳେ ଆଜି ଏହା ସତ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ ।

Padampur bypoll
ପଦ୍ମପୁରରେ ଜିତିବା ପାଇଁ କଂଗ୍ରେସ ସହ ମୂଲଚାଲ କରିଥିଲା ବିଜେଡି: ଜୟନାରାୟଣ

ଡାଇଭର୍ଟ ନୁହେଁ ଡିଲ୍। ଖୋଦ୍ ବିଜେଡି କରିଛି ମୂଲଚାଲ। ଏକ ବଡ଼ ବୁଝାମଣା ପରେ ହିଁ ପଦ୍ମପୁରରେ ବିଜେଡି ଖାତାକୁ ଯାଇଛି କଂଗ୍ରେସ ଭୋଟ୍। ବିରୋଧୀଦଳ ନେତା ଜୟନାରାୟଣ ମିଶ୍ରଙ୍କର ଏଭଳି ବିସ୍ଫୋରକ ବୟାନକୁ ନେଇ ରାଜ୍ୟ ରାଜନୀତିରେ କଂପନ। ସିଧା ମୁଖ୍ୟମନ୍ତ୍ରୀଙ୍କୁ ନିଶାନା କରିଛନ୍ତି। ଜୟନାରାୟଣ କହିଛନ୍ତି ପଦ୍ମପୁରକୁ ପ୍ରଚାରରେ ଯିବା ପୂର୍ବରୁ ଡିଲ୍ କରିଥିଲା ବିଜେଡି। ଭୁବନେଶ୍ୱରରେ କଂଗ୍ରେସର ଶୀର୍ଷ ନେତୃତ୍ୱଙ୍କ ସହ ହୋଇଥିଲା ମୂଲଚାଲ।

Padampur bypoll
ପଦ୍ମପୁରରେ ଜିତିବା ପାଇଁ କଂଗ୍ରେସ ସହ ମୂଲଚାଲ କରିଥିଲା ବିଜେଡି: ଜୟନାରାୟଣ

ଯେଉଁ ଅଭିଜ୍ଞ ନେତା ସତ୍ୟଭୂଷଣ ସାହୁ ଏଥର ପ୍ରାର୍ଥୀ ହୋଇଥିଲେ, ତାଙ୍କ ପକେଟ୍ ଭୋଟ୍ ବି ଗଲା କୁଆଡ଼େ?

himachal
ପଦ ଏକ, ଆଶାୟୀ ଅନେକ ! କଂଗ୍ରେସ ହାତରୁ ଚାଲିଯିବନି ତ ହିମାଚଳ ପ୍ରଦେଶ ?

ବିଧାନସଭା ନିର୍ବାଚନରେ କଂଗ୍ରେସର ବିଜୟ ପରେ ଏବେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବାଛିବାକୁ ଚାଲିଛି କସରତ

Congress
ଓଡ଼ିଶାରୁ ସଫା ହୋଇଯିବ କି କଂଗ୍ରେସ?

ଓଡ଼ିଶାରୁ ସଫା ହୋଇଯିବ କି କଂଗ୍ରେସ ? କାଲି ସୁର ଚୁମ୍ବକରେ କହିଥିଲେ, ଆଜି ତାରା-ମୋକିମ୍ ଖୋଲା ଖୋଲି ଆଶଙ୍କା କଲେ । ସଦ୍ୟସମାପ୍ତ ପଦ୍ମପୁର ସହ ଗୋଟିଏ ପରେ ଗୋଟିଏ ଉପନିର୍ବାଚନରେ ଖାଲି ଲଜ୍ଜାଜନକ ପରାଜୟ ନୁହେଁ, କଂଗ୍ରେସର ରହୁନି ଅମାନତ ।