ଓଡ଼ିଶାରୁ ସଫା ହୋଇଯିବ କି କଂଗ୍ରେସ ? କାଲି ସୁର ଚୁମ୍ବକରେ କହିଥିଲେ, ଆଜି ତାରା-ମୋକିମ୍ ଖୋଲା ଖୋଲି ଆଶଙ୍କା କଲେ । ସଦ୍ୟସମାପ୍ତ ପଦ୍ମପୁର ସହ ଗୋଟିଏ ପରେ ଗୋଟିଏ ଉପନିର୍ବାଚନରେ ଖାଲି ଲଜ୍ଜାଜନକ ପରାଜୟ ନୁହେଁ, କଂଗ୍ରେସର ରହୁନି ଅମାନତ ।
Published: Manoranjan Behera
Last updated: 09 December 2022, 10:28 PM IST
ଖାଲି କୋଠା ଠିଆ ହୋଇଛି । ରୋଗୀ ସେବା ପାଇଁ ନା ଅଛନ୍ତି ଆବଶ୍ୟକୀୟ ଡାକ୍ତର, କର୍ମଚାରୀ, ଆନୁସଙ୍ଗିକ ଯନ୍ତ୍ରପାତି ନା ଅଛନ୍ତି ମେଡିକାଲ୍ ପାଠ ପଢ଼ାଇବାକୁ ଆବଶ୍ୟକ ସଂଖ୍ୟକ ପ୍ରଫେସର ।