• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Total "1952" result for "କଂଗ୍ରେସ" in https://otvkhabar.in

Special story
ବଦଳିବେ କି କଂଗ୍ରେସ ମୁଖିଆ? ଗାନ୍ଧୀ ପରିବାର ନା ଆଉ କିଏ ସମ୍ଭାଳିବେ କଂଗ୍ରେସ ଦାୟିତ୍ୱ ?

ଗାନ୍ଧୀ ପରିବାରକୁ ପୁଣି ଥରେ ହାଇକମାଣ୍ଡ ଦାୟିତ୍ୱ ମିଳିବ ନା ଦଳର ମଙ୍ଗ ଆଉ କିଏ ସମ୍ଭାଳିବେ ତାହା ଆଜି ପରଠୁ ସ୍ପଷ୍ଟ ହେବ

Special story
କଂଗ୍ରେସ ମଙ୍ଗ ଧରିବା ପାଇଁ ରାହୁଲ ଗାନ୍ଧୀଙ୍କୁ ବାଧ୍ୟ କରାଯିବ : ମଲ୍ଲିକାର୍ଜୁନ ଖଡ଼ଗେ

କଂଗ୍ରେସ ମୁଖିଆ ହେବାକୁ ରାଜି ହେବେ କି ରାହୁଲ ଗାନ୍ଧୀ ? ସଭାପତି ପଦ ପାଇଁ ତାଙ୍କୁ ବାଧ୍ୟ କରାଯିବ ବୋଲି କହିଛନ୍ତି ବରିଷ୍ଠ ନେତା।

Special story
୫୦ ବର୍ଷର ସମ୍ପର୍କ ତୁଟାଇ କଂଗ୍ରେସରୁ ‘ଆଜାଦ୍’ ହେଲେ ଆଜାଦ୍

ନେତା ନିର୍ବାଚନ ଲାଗି CWC ବୈଠକ ପୂର୍ବରୁ କଂଗ୍ରେସକୁ ବଡ଼ ଝଟକା । ଦଳ ସହ ସମସ୍ତ ପଦପଦବୀ ସହ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ଏକଦା ଗାନ୍ଧି ପରିବାରର ଅତି ଘନିଷ୍ଠ ବରିଷ୍ଠ ନେତା ଗୁଲାମ୍ ନବୀ ଆଜାଦ୍ । ସୋନିଆଙ୍କୁ ଲେଖିଥିବା ୫ ପୃଷ୍ଠାର ଇସ୍ତଫାପତ୍ରରେ ସେ ରାହୁଲଙ୍କ ପିଲାଳିଆମୀ ଓ ଅପରିପକ୍ୱତାକୁ ନେଇ ବର୍ଷିଛନ୍ତି ।

Special story
କଂଗ୍ରେସରୁ ‘ଆଜାଦ୍’ ହେଲେ ଆଜାଦ୍ : ଦଳ ଛାଡ଼ିଲେ, ରାହୁଲଙ୍କ ଉପରେ ଧୁମ୍ ବର୍ଷିଲେ

ଇସ୍ତଫାପତ୍ରରେ ରାହୁଲଙ୍କ ପିଲାଳିଆମୀ ଓ ଅପରିପକ୍ୱତାକୁ କଡ଼ା ସମାଲୋଚନା

Special story
ନୂଆ ନେତା ଖୋଜୁଛି କଂଗ୍ରେସ : ମଙ୍ଗ ଧରିବେ କି ଗେହଲୋଟ୍ ?

ଗେହଲୋଟ୍ ଗାନ୍ଧୀ ପରିବାରର ଅତି ବିଶ୍ୱସ୍ତ ହୋଇଥିବା ବେଳେ ଦଳର ବି ଜଣେ ସର୍ବମାନ୍ୟ ନେତା । ତେଣୁ ତାଙ୍କୁ ଆଗରେ ରଖି ଦଳ ପରିଚାଳନା ଲାଗି ଗାନ୍ଧୀ ପରିବାର ଚିନ୍ତା କରୁଥିବା କୁହଯାଉଛି ।

Special story
କଂଗ୍ରେସର ଶୋଚନୀୟ ଅବସ୍ଥା ! ଦଳ ଛାଡ଼ୁଛନ୍ତି ଜଣେ ପରେ ଜଣେ ପୁରୁଖା ନେତା

କପିଲ ସିବଲଙ୍କଠୁ ଗୁଲାମନବୀ ଯାଏଁ ଦଳ ଛାଡ଼ିଛନ୍ତି ।

Senior leader Ghulam Nabi Azad resigns from Congress
‘ରାହୁଲ ଗାନ୍ଧିଙ୍କ ପ୍ରବେଶ ପରେ କଂଗ୍ରେସରେ ସବୁ ଗଡ଼ବଡ଼ି ଆରମ୍ଭ ହେଲା’

ଗୁଲାମନବୀ, ରାହୁଲ ଗାନ୍ଧିଙ୍କୁ ଟାର୍ଟେଟ କରିବା ସହ କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ, ‘ରାହୁଲ ଗାନ୍ଧିଙ୍କ ପ୍ରବେଶ ପରେ କଂଗ୍ରେସରେ ସବୁ ଗଡ଼ବଡ଼ି ଆରମ୍ଭ ହେଲା।

Md Moquim
କଂଗ୍ରେସରେ କଳି ! ମୋକିମ୍ ମୁଣ୍ଡ ବ୍ୟାଥା କାହିଁକି ?

କେବେ ତୁଟିବ କଂଗ୍ରେସରେ କଳି। ଗୋଡ଼ିଆ ଗୋଡି ହୋଇ କଳି ଲାଗି ରହିଛି। ଏବେ ଅଡୁଆ ସୂତାରେ ଘାଣ୍ଟି ହେଉଛନ୍ତି କଟକର କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍। କାହିଁକି, କଣ ପାଇଁ ବିବାଦ ପିଛା ଛାଡୁନି..

Gulam Nabi Azad
କଂଗ୍ରେସକୁ ବଡ଼ ଝଟକା; ହାତ ଛାଡ଼ିଲେ ଗୁଲାମନବୀ ଆଜାଦ

CWC ବୈଠକ ପୂର୍ବରୁ କଂଗ୍ରେସକୁ ବଡ଼ ଝଟକା ।

Jaydev Jena
୨୦୨୪ରେ ରାଜ୍ୟରେ କ୍ଷମତାକୁ ଫେରିବ କି କଂଗ୍ରେସ?

୨୦୨୪ରେ ରାଜ୍ୟରେ କ୍ଷମତାକୁ ଫେରିବ କି କଂଗ୍ରେସ? ୯ରୁ ୯୦ ବିଧାନସଭା ଆସନର ଟାର୍ଗେଟ୍ ରଖିଥିବା ଦଳ ଏଥିରେ କେତେଦୂର ସଫଳ ହେବ? ଏଭଳି ଚର୍ଚ୍ଚା ଭିତରେ ଆଲୋଡନ ସୃଷ୍ଟି କରିଛି ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କ ବୟାନ। କହିଛନ୍ତି, ୨୦୨୪ କଂଗ୍ରେସ ପାଇଁ ଶେଷ ସୁଯୋଗ ପାଇଁ ଏକଜୁଟ୍ ନହେଲେ ଭଗବାନ ବି ଦଳକୁ ବଞ୍ଚାଇ ପାରିବେନି।    

Jaydev Jena
ଜୟଦେବଙ୍କ ସତର୍କବାଣୀ ! ବିଜେଡି-ବିଜେପି ଏକ, କଂଗ୍ରେସ ଏକମାତ୍ର ବିକଳ୍ପ; ୨୦୨୪ ଶେଷ ସୁଯୋଗ

ରାଜ୍ୟ କଂଗ୍ରେସ ପାଇଁ ଶେଷ ସୁଯୋଗ କି ୨୦୨୪ ? ଏକଜୁଟ୍ ନହେଲେ ଭଗବାନ ବି ସାହାଯ୍ୟ କରିବେନି-ଜୟଦେବ ଜେନା ।

2024 Is The Last Chance For Congress Says Senior Congress Leader Jayadev Jena
‘୨୦୨୪ କଂଗ୍ରେସ ପାଇଁ ଶେଷ ସୁଯୋଗ,ଏକଜୁଟ୍‌ ନହେଲେ ଭଗବାନ ମଧ୍ୟ ସାହାଯ୍ୟ କରିପାରିବେନି’

‘୨୦୨୪ ପାଇଁ ଏକଜୁଟ୍‌ ନହେଲେ ଆମକୁ କେହିବି ସାହାଯ୍ୟ କରିପାରିବେନି। ଏପରିକି ଭଗବାନ ମଧ୍ୟ ସାହାଯ୍ୟ କରିପାରିବେନି।’ ରାଜ୍ୟ କଂଗ୍ରେସର ଭବିଷ୍ୟତ ନେଇ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଏଭଳି ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି

Rahul Gandhi
ଅଣଗାନ୍ଧି ପରିବାର ହାତକୁ ଯିବ କଂଗ୍ରେସ ! ରାହୁଲ-ସୋନିଆ ଅରାଜି, ପ୍ରିୟଙ୍କା ଫ୍ଲପ୍

ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧି ଆଉଥରେ ଦଳର ସଭାପତି ହେବାକୁ ଦାବି ହେଉଥିଲେ ବି ସେ ରାଜି ହେଉନାହାନ୍ତି ।

Rahul Gandhi
୨୦୨୪ ନିର୍ବାଚନ ବୈତରଣୀରେ କଂଗ୍ରେସ ମଙ୍ଗ ଧରିବ କିଏ?

ଗୁରୁତ୍ୱପୂର୍ଣ୍ଣ କଥା ହେଲା କଂଗ୍ରେସର ଗୋଟିଏ ଗୋଷ୍ଠୀ ଚାହୁଁଛନ୍ତି ରାହୁଲ ଗାନ୍ଧୀ ସଭାପତି ହୁଅନ୍ତି। ହେଲେ ଖୋଦ୍‌ ରାହୁଲ ସଭାପତି ଦାୟିତ୍ୱ ନେବା ପାଇଁ ଅରାଜି ହେଉଛନ୍ତି ଯାହାକୁ ନେଇ ଏବେ ବଢୁଛି ଚର୍ଚ୍ଚା

Congress Set To Launch Protest Over Prise Rise On August 28
ଦରଦାମ ବୃଦ୍ଧି ପ୍ରତିବାଦରେ ପୁଣି ରାଜରାସ୍ତାରେ ଗର୍ଜିବ କଂଗ୍ରେସ

 ଦରଦାମ ବୃଦ୍ଧି ନେଇ ସର୍ବଭାରତୀୟ ସ୍ତରରେ ପ୍ରତିବାଦ କରିବା ପାଇଁ ଅଗଷ୍ଟ ୨୮ ତାରିଖରେ କଂଗ୍ରେସ ଦିଲ୍ଲୀ ଚଲୋ ଡାକରା ଦେଇଛି।

Bihar Politics
Bihar Politics: BJPକୁ ବାଏ, ପୁଣି RJD ଓ କଂଗ୍ରେସ ହାତ ଧରିଲେ ପଲ୍‌ଟୁରାମ ନୀତୀଶ

ମେଣ୍ଟ ନେତା ନିର୍ବାଚିତ ପରେ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ଦାବି । ବିଜେପି କହିଲା ଧୋକା, ବୁଦ୍ଧି ଶିଖାଇବେ ଜନତା ।

'Democracy is dead in India': Congress leaders choose black outfits to protest against price rise
ଦରବୃଦ୍ଧି ପ୍ରତିବାଦରେ କଂଗ୍ରେସର ଉଗ୍ର ଆନ୍ଦୋଳନ: ବିଜେପିର ଅଭିଯୋଗ ଇଡି ଯାଞ୍ଚରୁ ବର୍ତ୍ତିବାକୁ ଆଳ

ଦିଲ୍ଲୀରେ ବ୍ୟାରିକେଡ୍ ଡେଇଁ ପ୍ରଦର୍ଶନ ବେଳେ ପ୍ରିୟଙ୍କାଙ୍କୁ ଟେକିନେଲା ପୋଲିସ, ରାହୁଲଙ୍କ ସମେତ ବହୁ ନେତା ଅଟକ…

Rahul Gandhi Detained Amid Massive Congress Protest
କଂଗ୍ରେସ ନେତା ରାହୁଲ ଗାନ୍ଧି ଅଟକ, ବାରିକେଡ୍‌ ଡେଇଁଲେ ପ୍ରିୟଙ୍କା

ବିକ୍ଷୋଭ ପ୍ରଦର୍ଶନ ବେଳେ ଦିଲ୍ଲୀ ପୋଲିସ୍‌ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଅଟକ ରଖିଥିବା ସୂଚନା ମିଳିଛି। ଏହାର ପ୍ରତିବାଦ କରି କଂଗ୍ରେସ ସାଂସଦ ବିଜୟ ଚୌକରେ ଧାରଣା ଦେଇଛନ୍ତି। 

Special story
ଦରବୃଦ୍ଧି, ବେକାରୀ ଓ ଜିଏସଟି ବୃଦ୍ଧିର ପ୍ରତିବାଦ : ଦେଶବ୍ୟାପୀ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ନୂଆଦିଲ୍ଲୀରେ କଂଗ୍ରେସ ପକ୍ଷରୁ ଜୋରଦାର ଆନ୍ଦୋଳନ, ଦିଲ୍ଲୀ ପୋଲିସ ଅନୁମତି ନ ଦେବାରୁ କଂଗ୍ରେସର ଅସନ୍ତୋଷ

ED
ଇଡି ରାଜନୀତି ! କେନ୍ଦ୍ର ସରକାରଙ୍କୁ ଟାଗେର୍ଟ କଲେ ବିଜେଡି-କଂଗ୍ରେସ 

କ୍ଷମତା ଲୋଭୀ ହୋଇ ଏପରି କରାଯାଉଛି । ଇଡିକୁ ବ୍ୟବହାର କରି ଆକ୍ରୋଶମୂଳକ ରାଜନୀତି ହେଉଛି କହିଲା କଂଗ୍ରେସ ।

Special story
ଟଙ୍କା ଭର୍ତ୍ତି କାର ସହ ଧରାପଡ଼ିଲେ ୩ କଂଗ୍ରେସ ବିଧାୟକ : ଗଣିବାକୁ ଆସିଲା ମେସିନ୍‌

କଂଗ୍ରେସ ବିଧାୟକଙ୍କ କାର୍‌ରୁ ମିଳିଲା ବିଡ଼ା ବିଡ଼ା ନୋଟ୍‌

Maharashtra Governor
ମହାରାଷ୍ଟ୍ର ରାଜ୍ୟପାଳଙ୍କ ବିବାଦୀୟ ବୟାନକୁ ଶିବସେନା ଓ କଂଗ୍ରେସର କଡ଼ା ନିନ୍ଦା

ମହାରାଷ୍ଟ୍ରର ରାଜ୍ୟପାଳଙ୍କ ବିବାଦୀୟ ବୟାନ । ଗୁଜରାଟୀ ଓ ରାଜସ୍ଥାନୀ ନ ରହିଲେ ମହାରାଷ୍ଟ୍ରରେ ଅର୍ଥର ଅଭାବ ହେବ । ମୁମ୍ବାଇ ଆଉ ଦେଶର ଆର୍ଥିକ ରାଜଧାନୀ ହୋଇ ରହିବନି ।

Why congress protest for Sonia and Rahul Gandhi in national herald case
କଂଗ୍ରେସ ପାଇଁ କାଳ ହେଉଛି କି ଅତ୍ୟଧିକ ସମର୍ପଣ ଭାବ

କଂଗ୍ରେସର ନେତାମାନେ ପୂର୍ବରୁ ଅନେକ ଥର ବିଭିନ୍ନ ଜେରାର ସାମ୍ନା କରିଛନ୍ତି। ଅନେକ ମଧ୍ୟ ଗିରଫ ହୋଇଛନ୍ତି। ହେଲେ ଦଳ ସେଭଳି କିଛି ଆଖିଦୃଶିଆ ପଦକ୍ଷେପ ନେଇନି। ହେଲେ ଆଜି ଯେତେବେଳେ ସୋନିଆ ଓ ରାହୁଲଙ୍କ ବେଳ ପଡିଛି ଦଳ କାହିଁକି ଜୋରଦାର ବିରୋଧ କରୁଛି? ଏହା ପଛରେ ରହିଛି କି ଗିରଫଦାରୀ ଭୟ?