ଦେହଜୀବୀଙ୍କ ସ୍ୱାଧୀନତା ଓ ସମ୍ମାନକୁ ନେଇ ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶନାମା ଜାରି କରିଛନ୍ତି
ଆଜି ମାତୃ ଦିବସ । ଏହି ଅବସରରେ ସମସ୍ତ ମା ମାନଙ୍କୁ ସମ୍ମାନ ଜଣାଇ ଅତି ନିଖୁଣ ଭାବେ ଏହି ସୁନ୍ଦର ବାଲୁକା କଳା ନିର୍ମାଣ କରିଛନ୍ତି ବାଲୁକା ଶିଳ୍ପୀ ମାନସ କୁମାର ସାହୁ ।
ଅବିକଳ ଶାହରୁଖ୍ଙ୍କ ଭଳି ଦେଖାଯାଉଥିବା ଇବ୍ରାହିମଙ୍କ ଇଚ୍ଛା ହେଉଛି ଦିନେ ସେ ଶାହାରୁଖ ଖାନଙ୍କୁ ଭେଟିବେ। ସେ ଆଶା କରନ୍ତି ଯେ ଦିନେ ନା ଦିନେ ତାଙ୍କର ଏହି ଇଛା ପୂରଣ ହେବ।
ସମ୍ବଲପୁରରୁ ଲୁଟ୍ ଟଙ୍କା ଦେବଗଡ଼ ବନକାଲୋ ଅଞ୍ଚଳରୁ ଜବତ । ତାହା ପୁଣି ମାଟି ତଳୁ । ଆଉ ଖୋଳୁ ଖୋଳୁ ମାଟି ତଳୁ ବାହାରିଲା ବିଡ଼ା ବିଡ଼ା ୫ଶହ ଟଙ୍କିଆ ନୋଟ୍ ବ୍ୟାଣ୍ଡେଲ ।
ଲୋୟର ପିଏମିଜିରେ ହଜାର ହଜାର ଡ୍ରାଇଭର
ଆଜି ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପ୍ରତିଭା ରାୟଙ୍କୁ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରିଛନ୍ତି । ସେହିଭଳି ଅଲିମ୍ପିକ୍ସରେ ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣିଥିବା ପାରା ଅଲିମ୍ପିଆନ୍ ପ୍ରମୋଦ ଭଗତଙ୍କୁ ମଧ୍ୟ ପଦ୍ମ ସମ୍ମାନରେ ସମ୍ମାନିତ କରାଯାଇଛି ।
ଏକ ଭିନ୍ନ ଶୈଳୀରେ ବଲିଉଡ୍ର ସୁପରହିଟ୍ ଗୀତଗୁଡ଼ିକରେ ଲିପ୍-ସିଙ୍କ୍ କରି ଚର୍ଚ୍ଚାରେ ଥିବା ତାଞ୍ଜାନିଆ କଳାକାରଙ୍କୁ ନିକଟରେ ଭାରତର ହାଇ କମିଶନ ସମ୍ମାନିତ କରିଛନ୍ତି। ଆଜିକାଲି ବଲିଉଡ୍ ଗୀତରେ ଚମତ୍କାର ପ୍ରଦର୍ଶନ କରି କିଲି ପଲ୍ ଓ ତାଙ୍କ ଭଉଣୀ ବେଶ ନାଁ କରିଛନ୍ତି।
ଦାଦା ସାହେବ ଫାଲ୍କେ ଆନ୍ତର୍ଜାତୀୟ ଫିଲ୍ମ୍ ଫେଷ୍ଟିଭାଲ୍ରେ ପୁଷ୍ପାକୁ ମିଳିଛି ଶ୍ରେଷ୍ଠ ସିନେମା ପୁରସ୍କାର। ଚଳିତ ଥରର ସର୍ବଶ୍ରେଷ୍ଠ ସିନେମା ଭାବେ ପୁଷ୍ପାକୁ ସମ୍ମାନିତ କରାଯାଇଛି। ତେବେ ଦାଦା ସାହେବ ଫାଲ୍କେ ଆନ୍ତର୍ଜାତୀୟ ଫିଲ୍ମ୍ ଫେଷ୍ଟିଭାଲ୍ରେ ଏଥରର ସର୍ବଶ୍ରେଷ୍ଠ ଅଭିନେତା ଭାବେ ରଣବୀର ସିଂହଙ୍କୁ ସମ୍ମାନିତ କରାଯାଇଛି।
ଦେଶ ପାଇଁ ଜୀବନ ଦେଇଥିବା ନାଉଗାଁ ବ୍ଲକ୍ ପାରିଶିଖର ପଞ୍ଚାୟତର ପ୍ରସନ୍ନ କୁମାର ସାହୁଙ୍କୁ ଶ୍ରଦ୍ଧାଞ୍ଜଳି ପରିବର୍ତ୍ତେ ଅସମ୍ମାନ।
କ୍ରିକେଟ ପାଇଁ ଲତାଙ୍କ ଅବଦାନ ଅତୁଳନୀୟ । ଭାରତୀୟ କ୍ରିକେଟର ବଡ଼ ପ୍ରଶଂସକ ଥିଲେ ସୁର ସମ୍ରାଜ୍ଞୀ ଲତା ମଙ୍ଗେସ୍କର । ଦିନେ ବିସିସିଆଇ ଦୁର୍ଦ୍ଦିନରେ ଥିବା ବେଳେ ବିସିସିଆଇର ସମ୍ମାନ ରଖିଥିଲେ ଲତା ମଙ୍ଗେସ୍କର ।
ପ୍ରେସିଡେଣ୍ଟସ୍ ବଡି ଗାର୍ଡର ଅଶ୍ୱାରୋହୀ ଦଳର ବିଶାଳ ଶୋଭାଯାତ୍ରାରେ ବିଶ୍ୱର ସବୁଠୁ ବଡ଼ ଗଣତାନ୍ତ୍ରିକ ରାଷ୍ଟ୍ରର ରାଷ୍ଟ୍ରମୁଖ୍ୟଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି। ନୂଆଦିଲ୍ଲୀର ରାଇସିନା ହିଲ୍ରୁ ସାଉଥ୍ ବ୍ଲକ୍ ଓ ନର୍ଥ ବ୍ଲକ୍ ଦେଇ ବିଜୟ ଚୌକ ଆଉ ଲେଠୁ ଦେଇ ସଂସଦ ଭବନ ପର୍ଯ୍ୟନ୍ତ ଏହି ସମାରୋହ ହୋଇଥିଲା। ବଜେଟ୍ ଅଧିବେଶନର ଅବ୍ୟବହିତ ପୂର୍ବରୁ ଆଜି ମହାମହିମ ରାଷ୍ଟ୍ରପତିଙ୍କୁ ଏମିତି ଉଚ୍ଛ୍ୱସିତ ପରିବେଶରେ ପାଛୋଟି ଆଣାଯାଇଥିଲା ପାର୍ଲାମେଣ୍ଟର ସେଣ୍ଟ୍ରାଲ ହଲ୍କୁ
ଭାରତର ପ୍ରଥମ ପ୍ରତିରକ୍ଷା କର୍ମଚାରୀ ଜେନେରାଲ ବିପିନ ରାଓ୍ୱତଙ୍କୁ ମଧ୍ୟ ମରଣୋତ୍ତର ଭାବେ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନୀତ କରାଯାଇଛି। ଗତ ବର୍ଷ ଡିସେମ୍ବର ୮ରେ ତାମିଲନାଡୁରେ ହେଲିକପ୍ଟର ଦୁର୍ଘଟଣାରେ ଜେନେରାଲ ରାୱତଙ୍କର ମୃତ୍ୟୁ ହୋଇଥିଲା।
‘ବଜରଙ୍ଗୀ ଭାଇଜାନ’ର ମୁନ୍ନୀଙ୍କୁ ମିଳିଛି ସମ୍ମାନଜନକ ଭାରତ ରତ୍ନ ଡାକ୍ତର ଆମ୍ବେଦକର ପୁରସ୍କାର। ଏହି ଚରିତ୍ରରେ ସେ ସମସ୍ତଙ୍କ ମନ କିଣିଥିଲେ। ତାଙ୍କର ଏହି ସଫଳତା ନେଇ ତାଙ୍କ ପାଖକୁ ପ୍ରଶଂସାର ସୁଅ ଛୁଟୁଛି।
ବ୍ରହ୍ମପୁରର ଡାକ୍ତର ସୁମିତ୍ ସାହୁ-ତପସ୍ୱିନୀ ଦାଶଙ୍କ ପାରିବାରିକ ବିବାଦ ବିବାଦ ମାମଲା ଥମିବାର ନାଁ ଧରୁନି। ଜିଲ୍ଲା ଜଜ୍ ଦେଇଥିବା ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ସୁମିତ୍ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।
ଜୟଦେବ ବିହାର,ଭୁବନେଶ୍ବର ସ୍ଥିତ (ଅପ୍ଟି ପ୍ଲସ୍ ଏକାଡେମୀ ଫର ସିଭିଲ ସଭିସକୁ) ଓଡ଼ିଆ ମିଡିଆ ନିବେଦିତ ଓଡ଼ିଶା ଶିକ୍ଷା ସମ୍ନାନ, ୨୦୨୧ ତରଫରୁ ଓଡିଶାର ଶ୍ରେଷ୍ଠ ଆଏସ୍ କୋଚିଙ୍ଗ ଏକାଡେମୀ ଭାବରେ ସମ୍ନାନିତ କରାଯାଇଛି ।
ନିଜର ଇଛାଶକ୍ତି ହିଁ ସମ୍ମାନର ଶିଖରକୁ ନେଇଯାଇଥାଏ ଆଉ ଦୁନିଆରେ ଏକ ବିଶେଷ ପରିଚୟ ଦେଇଥାଏ। ଏଥିରେ ନା ଦରକାର ହୁଏ କୌଣସି ପଦ ନା ବୟସ। ବର୍ତ୍ତମାନ ଏଭଳି କରି ଦେଖେଇଛନ୍ତି ଜୋତ୍ସନା ରେଡ୍ଡୀ। ବୟସ ଖୁବ କମ ହେଲେ ବି ସେ ଜାତୀୟ ସମ୍ମାନରେ ସମ୍ମାନୀତ ହୋଇଛନ୍ତି।
ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭୁଟାନର ସର୍ବୋଚ୍ଚ ନାଗରିକ ସମ୍ମାନ । ବର୍ଷ ବର୍ଷ ଧରି ଭୁଟାନକୁ ଭାରତର ସମର୍ଥନ ଏବଂ କରୋନା ବିପତ୍ତି ବେଳେ ସାହାଯ୍ୟ ସହଯୋଗ ପାଇଁ ଏହି ସମ୍ମାନ ପ୍ରଦାନ କରାଯାଉଛି ।
ସର୍ଜନା ଦୁନିଆରେ ଛୋଟ ଛୋଟ ପାଦ ପକାଇ ସେ ସାଉଁଟୁଛନ୍ତି ଆର୍ଶୀବାଦ ରୂପକ ସମ୍ମାନ ଓ ସମ୍ବର୍ଦ୍ଧନା । ପାଠକଙ୍କ ପାଇଁ ଅନେକ କଥା ଓ କାହାଣୀ ଲେଖି ଯିବାକୁ ଅଛି । ଆଗକୁ ଅନେକ ବାଟ ଅନେକ ସମ୍ଭାବନାକୁ ନେଇ ସାହିତ୍ୟ ଯାତ୍ରା ଜାରି ରଖିଛନ୍ତି । ସେ ହେଉଛନ୍ତି କଟକ ବାଦାମବାଡ଼ି ଅଞ୍ଚଳରେ ରହୁଥିବା କାର୍ତ୍ତିକ ସାହୁ ଓ ଜାନକୀ ସାହୁଙ୍କ ଝିଅ ଜୟଶ୍ରୀ ସାହୁ ।
ସର୍ଜନା ଦୁନିଆରେ ଛୋଟ ଛୋଟ ପାଦ ପକାଇ ସେ ସାଉଁଟୁଛନ୍ତି ଆର୍ଶୀବାଦ ରୂପକ ସମ୍ମାନ ଓ ସମ୍ବର୍ଦ୍ଧନା.. କଟକ ବାଦାମବାଡ଼ି ଅଞ୍ଚଳରେ ରହୁଥିବା କାର୍ତ୍ତିକ ସାହୁ ଓ ଜାନକୀ ସାହୁଙ୍କ ସୁନା ଝିଅ ଜୟଶ୍ରୀ ସାହୁ..
CDS ଜେନେରାଲ ରାୱତଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଚପର କ୍ରାସ୍ରେ ପ୍ରାଣ ହରାଇଥିବା ସମସ୍ତ ଯୋଦ୍ଧାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ । ପୁଷ୍ପମାଲ୍ୟ ଦେଇ ବୀର ଯୋଦ୍ଧାଙ୍କ ପ୍ରତି ସମ୍ମାନ ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ଅନ୍ଧକାରରୁ ବାଟ ଦେଖେଇଥାନ୍ତି ଗୁରୁ। ଯଦି ଗୁରୁ ପଥଭ୍ରଷ୍ଟ ହୁଅନ୍ତି ତେବେ ଭବିଷ୍ୟତ ଅନ୍ଧାରକୁ ଯିବା ହିଁ ଥୟ। ତେବେ ଜାଣନ୍ତୁ ଏଭଳି ଜଣେ ଗୁରୁଙ୍କ ବିଷୟରେ।
ଗୁରୁତର ଅବସ୍ଥାରେ ବି ଶତ୍ରୁ ଆଗରେ ମୁଣ୍ଡ ନଇଁ ନଥିଲା ତାଙ୍କର । ଦେଶର ଶତ୍ରୁମାନଙ୍କ ବିରାଟ ଦଳ ସହ ଆର୍-ପାର୍ ଲଢି ସହିଦ ହୋଇଥିଲେ ଆମର ବୀର ଯବାନ । ତାଙ୍କର ନିସ୍ୱାର୍ଥ ଦେଶପ୍ରେମ, ତ୍ୟାଗ ଓ ବୀରତ୍ୱ ପାଇଁ ରାଷ୍ଟ୍ରପତି ଭବନରେ ବୀର ଚକ୍ର ସମ୍ମାନରେ ସମ୍ମାନିତ କରାଯାଇଛି ।
ଦେବଗିରି ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ୨୯ତମ ବାର୍ଷିକୋତ୍ସବ ତଥା କୁମାରସ୍ୱାମୀ ମହୋତ୍ସବ ୩ ଦିନ ଧରି ଚାଲି ଉଦ୍ଯାପିତ ହୋଇଯାଇଛି। ସୁରେଶ ସାଗରଙ୍କୁ ଦେବଗିରି ସାହିତ୍ୟ ସମ୍ମାନ ପ୍ରଦାନ କରାଯାଇଥିବା ବେଳେ ଶିକ୍ଷାରେ ସନ୍ତୋଷ କର, ସମାଜସେବାରେ ଦୀପକ ସାହୁଙ୍କୁ ସମ୍ମାନିତ କରାଯାଇଛି।
ଦେଶର ଦ୍ୱିତୀୟ ସବୋର୍ଚ୍ଚ ସିଭିଲିୟନ୍ ଆୱାର୍ଡ ପଦ୍ମ ବିଭୂଷଣରେ ୭ ଜଣଙ୍କୁ ସମ୍ମାନିତ କରାଯାଇଛି। କଳା, ବାଣିଜ୍ୟ, ସାହିତ୍ୟ, ସିନେମା, ପ୍ରଶାସନିକ ସେବାରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପଦ୍ମ ସମ୍ମାନ ପ୍ରଦାନ କରାଯାଇଛିା
ଟି-ଟ୍ୱେଣ୍ଟି ବିଶ୍ୱକପରେ ଆଜି ଆଫଗାନିସ୍ତାନକୁ ଭେଟିବ ଟିମ୍ ଇଣ୍ଡିଆ । ଏହି ମ୍ୟାଚ ବିରାଟ କୋହଲିଙ୍କ ଟିମ୍ ପାଇଁ ଆତ୍ମସମ୍ମାନର ମ୍ୟାଚ୍, କାରଣ ଟିମ୍ ଇଣ୍ତିଆ ପ୍ରଥମରୁ ପାକିସ୍ତାନ ଓ ନ୍ୟୁଜିଲାଣ୍ଡରୁ ଶୋଚନୀୟ ଭାବେ ପରାସ୍ତ ହୋଇ ଏକ ପ୍ରକାର ସେମିଫାଇନାଲ ରେସ୍ରୁ ବାଦ୍ ପଡ଼ିଛି । କ୍ରିକେଟର ୩ଟି ଯାକ ଡିପାର୍ଟମେଣ୍ଟ ବ୍ୟାଟିଂ, ବୋଲିଂ ଓ ଫିଲ୍ଡିଂରେ ଭାରତ ଦଳର ପ୍ରଦର୍ଶନ ବେଶ ନୈରାଶ୍ୟଜନକ ରହିଛି । ତେବେ ଆଜିର ମ୍ୟାଚକୁ ମିଶାଇ ଆଉ ୩ଟି ମ୍ୟାଚ ଖେଳିବ ଭାରତ ଦଳ ।