ସୌର ଧନୁ ମାସ ମାର୍ଗଶିର ଶୁକ୍ଳପକ୍ଷ । ଇଂରାଜୀରେ ୨୬ ତାରିଖ ମଙ୍ଗଳବାର ଚନ୍ଦ୍ର- ବୃଷ ଦିବା ୦୯.୫୭ ଗତେ ମିଥୁନ ତିଥି- ପୂର୍ଣ୍ଣିମା ନିଶାନ୍ତ ୦୬.୦୩ ଗତେ ପ୍ରତିପଦ
ପ୍ରତିବର୍ଷ ୧୧ ଡିସେମ୍ବରରେ ‘ଆନ୍ତର୍ଜାତୀୟ ପର୍ବତ ଦିବସ’ ପାଳନ କରାଯାଏ। ସମଗ୍ର ବିଶ୍ୱରେ ଥିବା ପର୍ବତଗୁଡିକ ପ୍ରକୃତିର ଗୁରୁତ୍ୱପୂର୍ଣ୍ଣ ଅଂଶ। ତେବେ ଆସନ୍ତୁ ପର୍ବତକୁ ସମ୍ମାନ କରିବାର ୫ଟି ଉପାୟ ବିଷୟରେ ଜାଣିନେବା।
ଭୁବନେଶ୍ୱରରେ ଆୟୋଜିତ ଓଡ଼ିଶା ସିଟିଜେନ୍ସ ଆୱାର୍ଡ-୨୦୨୩ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ପୁରସ୍କାର ପ୍ରଦାନ କରିଛନ୍ତି ରାଜ୍ୟପାଳ ରଘୁବର ଦାସ ।
ସୂତାଖିଅରେ ଝୁଲୁଛି ପାକିସ୍ତାନର ସେମି ଫାଇନାଲ ଆଶା । ମ୍ୟାଚ ଉପରେ ପୁରା କ୍ରିକେଟ ଦୁନିଆର ନଜର ରହିଥିବା ବେଳେ, କୌଣସି ଚମତ୍କାରିତା ହିଁ ପାକିସ୍ତାନକୁ ସେମି ପର୍ଯ୍ୟନ୍ତ ନେଇ ପାରିବ ।
ସୈାର ତୁଳା ମାସ କାର୍ତ୍ତିକ କୃଷ୍ଣପକ୍ଷ। ଇଂରାଜୀରେ ୦୫ ତାରିଖ ରବିବାର ଚନ୍ଦ୍ର- କର୍କଟ ଅହୋରାତ୍ର, ତିଥି- ୮ମୀ ରାତ୍ରି ୦୩.୧୮ ଗତେ ୯ମୀ, ଘାତ ଚନ୍ଦ୍ର- ନାସ୍ତି, ଘାତ ବାର – ମେଷ ରାଶିର, ପୁଷ୍କର ଦୋଷ – ୧ ପାଦ-କୃଷିହାନି-ଭୂମିଦାନ
ଚଳିତ ବର୍ଷ ଏହି ପୁରସ୍କାର ପାଇଁ ମନୋନୀତ ହୋଇଥିବା ଅମରେଶ ବିଶ୍ୱାଳ ପେସାରେ ଜଣେ ଟିଭି ସାମ୍ବାଦିକ ହୋଇଥିଲେ ମଧ୍ୟ ଗଳ୍ପ ଏବଂ ଉପନ୍ୟାସ ଲିଖନ କ୍ଷେତ୍ରରେ ଖୁବ୍ ଲୋକପ୍ରିୟତା ହାସଲ କରିଛନ୍ତି।
ଅକ୍ଟୋବର ୩୧ ହେଉଛି ଭାରତର ପ୍ରଥମ ଉପମୁଖ୍ୟମନ୍ତ୍ରୀ ତଥା ଗୃହମନ୍ତ୍ରୀ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମ ବାର୍ଷିକୀ। ପ୍ରତିବର୍ଷ ଏହି ଦିନକୁ ‘ଜାତୀୟ ଏକତା ଦିବସ’ ବା ‘ରାଷ୍ଟ୍ରିୟ ଏକତା ଦିବସ’ ଭାବେ ପାଳନ କରାଯାଏ। ଏହି ବର୍ଷ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୪୮ ତମ ଜନ୍ମ ବାର୍ଷିକୀ ପାଳନ ହେଉଛି।
ସୈାର ତୁଳା ମାସ ଆଶ୍ୱିନ ଶୁକ୍ଳପକ୍ଷ। ଇଂରାଜୀରେ ୨୮ ତାରିଖ, ଶନିବାର ଚନ୍ଦ୍ର- ମୀନ ପ୍ରାତଃ ୦୭.୩୧ ଗତେ ମେଷ ତିଥି – ପୂର୍ଣ୍ଣିମା ରାତ୍ରି ୦୧.୫୩ ଗତେ ପ୍ରତିପଦ ଘାତ ଚନ୍ଦ୍ର- ଧନୁ ରାଶିର, ପ୍ରାତଃ ୦୭.୩୧ ଗତେ ମେଷ ରାଶିର ଘାତ ବାର – ବୃଷ, ସିଂହ ଓ କନ୍ୟା ରାଶିର ପୁଷ୍କର ଦୋଷ – ୧ ପାଦ - କୃଷିହାନି – ଭୂମି ଦାନ
ଇମ୍ଫା ଚାରିଟେବଲ ଟ୍ରଷ୍ଟ ବା ‘ଇମ୍ପାକ୍ଟ’ ପକ୍ଷରୁ ୧୯୮୦ ମସିହାରୁ ଆଜି ପର୍ଯ୍ୟନ୍ତ ଦୀର୍ଘ ୪୩ ବର୍ଷ ଧରି ସାହିତ୍ୟ କ୍ଷେତ୍ରରେ ବିଶେଷ କୃତି ଲାଗି ସମ୍ମାନଜନକ ଶାରଳା ପୁରସ୍କାର ପ୍ରଦାନ କରାଯାଇ ଆସୁଛି।
ସମ୍ପର୍କକୁ ବଞ୍ଚେଇ ରଖିବା ପାଇଁ, ଯେତିକି ପ୍ରେମ ଏବଂ ବିଶ୍ୱାସର ଆବଶ୍ୟକତା ହୋଇଥାଏ ପରସ୍ପରକୁ ସମ୍ମାନ କରିବା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ଏମିତି କିଛି ସଙ୍କେତ ଅଛି ଯାହା ଦ୍ୱାରା ଆପଣଙ୍କ ସାଥୀ ଆପଣଙ୍କୁ କେତେ ସମ୍ମାନ କରନ୍ତି ତାହା ଆପଣ ସହଜେ ଜାଣିପାରିବେ।
ଆଜିର ମ୍ୟାଚରେ ଦଳର ଚୁଡ଼ାନ୍ତ ଏକାଦଶରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିବ। ପ୍ରଥମ ଦୁଇ ମ୍ୟାଚରେ ବିଶ୍ରାମ ନେଇଥିବା ଦଳର ଷ୍ଟାର ଖେଳାଳି ରୋହିତ ଶର୍ମା ଓ ବିରାଟ କୋହଲି ଆଜିର ମ୍ୟାଚ୍ରେ ଦଳକୁ ପ୍ରତ୍ୟାବର୍ତ୍ତନ କରିବେ।
ପୁଣି ଶବକୁ ଅସମ୍ମାନ ! ମିଳିଲାନି ମହାପ୍ରୟାଣ ଗାଡ଼ି, ବାଇକ୍ରେ ବୁହା ହେଲା ଶବ। ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ମଧ୍ୟ ଯାଇପାରି ନ ଥିଲେ।
ପୁରୀର ଟାହିଆ କାରିଗର ବସନ୍ତ ରଣା ସମ୍ମାନିତ
ଦିନେ ଏମିତି କଛି କହି ଚର୍ଚ୍ଚାରେ ଥିଲେ ଅନ୍ତଜାତୀୟ ସ୍ତରରେ କ୍ଷାତି ଅର୍ଜନ କରିଥିବା ଲେଖିକା, ପ୍ରକାଶିକା ଗୀତା ମେହଟା ।
ଉପାନ୍ତ ଅଞ୍ଚଳର ଅନ୍ୟତମ ଆଦର୍ଶ ବିଦ୍ୟାଳୟ କୋଟଗଡ ବ୍ଲକର ପକାରୀ ହାଇସ୍କୁଲ। ଅଗନା ଅଗନି ବନସ୍ତରେ ରହିଛି ଏହି ସ୍କୁଲ୍। ସବୁ ନାହିଁ ନାହିଁ ଭିତରେ ଆଶାର ଦୀପଶିଖା ହେଉଛି ଏହି ସ୍କୁଲ। ଏଠି ଅଭିନବ ଉପାୟରେ ଗୁରୁଙ୍କୁ ସମ୍ମାନ ପୂଜା କରାଯାଇଛି।
ବିଜେଡିର ପ୍ରତିଷ୍ଠାତା ସଦସ୍ୟଙ୍କ ପ୍ରତି ଅସମ୍ମାନ କହି ବିରୋଧୀଙ୍କ ନିନ୍ଦା । ଅସମ୍ମାନ ଅଭିଯୋଗକୁ ଖଣ୍ଡନ କଲା ବିଜେଡି ।
କୋଚ୍ ପ୍ରଦୀପ ଷଡ଼ଙ୍ଗୀ, କ୍ରୀଡ଼ା ସାମ୍ବାଦିକ ଅଜୟ ଦାସ ସମ୍ମାନିତ ।
ଶିକ୍ଷା, ସ୍ୱାସ୍ଥ୍ୟ, ଜୁଏଲାରୀ, ବ୍ୟବସାୟ, ମାନୁଫାକଚରିଂ ଏବଂ ସେବା ଭଳି ୬ଟି କ୍ଷେତ୍ରରେ ଓଡିଶାକୁ ସମୃଦ୍ଧି ପଥରେ ଆଗେଇ ନେଇଥିବା ସଂସ୍ଥାକୁ ସମ୍ମାନିତ କରାଯିବ ।
ନିଜ ଖର୍ଚ୍ଚରେ ଗାଁ ଲୋକଙ୍କ ପାଇଁ କାଠ ପୋଲ ନିର୍ମାଣ କରିଥିବା ବିନ୍ଦୁପଦର ଗାଁର ଡ଼ଗିଶା ମଳିକଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କଲେ ବାଲିଗୁଡା ଉପ-ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ।
ଭାରତୀୟ ଗଣତନ୍ତ୍ରର ସମ୍ମାନ ଉଦ୍ଦେଶ୍ୟରେ ବୁର୍ଜ ଖଲିଫା ଟାୱାରକୁ ତ୍ରିରଙ୍ଗା ଆଲୋକରେ ଆଲୋକିତ କରାଯାଇଥିଲା।
ତୋଷାଳି ୱାକର୍ସ କ୍ଲବର ମାସିକ ସାଧାରଣ ସଭା ତୋଷାଳି କ୍ଲବର ମୁଖ୍ୟ ସଭାପତି ଡ. ସଂଗ୍ରାମ କେଶରୀଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି।
ବିମାନ ଭିତରେ କ୍ରିକେଟର ମହେନ୍ଦ୍ର ସିଂ ଧୋନିଙ୍କ ଶୋଇଥିବା ଭିଡିଓ ରେକର୍ଡିଂ କରି ଟ୍ରୋଲ୍ ହେଲେ ଏୟାର ହୋଷ୍ଟେସ୍। ସୋସିଆଲ୍ ମିଡିଆରେ ଭିଡିଓ ଭାଇରାଲ୍ ପରେ ଧୋନିଙ୍କ ଫ୍ୟାନ୍ସ ଏୟାର ହୋଷ୍ଟେସ୍ଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି।
ଘୋଷଣା ହୋଇଛି ବର୍ଷା ସାହିତ୍ୟ ସମ୍ମାନ-୨୦୨୩। ତିନି ଗୁଣାତ୍ମକ ବହିକୁ ମିଳିବ ସମ୍ମାନ। ଅଗଷ୍ଟ୧୧ରେ ହେବ ବର୍ଷା ଉତ୍ସବ।
ଆଜି କାର୍ଗିଲ ବିଜୟ ଦିବସ। ସାରା ଦେଶ ସହିଦ ବୀର ଯୋଦ୍ଧାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି । ହେଲେ କାହିଁକି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପାଙ୍ଗୁଡା ଗାଁର କାରଗିଲ୍ ହିରୋ ସହିଦ ନିରଞ୍ଜନ ବେହେରାଙ୍କ ପ୍ରତି ଅସମ୍ମାନ ହେଉଛି....
‘କାର୍ଗିଲ୍ ବିଜୟ ଦିବସ’ ଇତିହାସ ପୃଷ୍ଠାରେ ଗୌରବର ଦିନ। ଭାରତୀୟ ସେନାକୁ ସମ୍ମାନିତ କରିବାର ଦିନ। ସେଥିପାଇଁ ପ୍ରତିବର୍ଷ ୨୬ ଜୁଲାଇକୁ ‘କାର୍ଗିଲ ବିଜୟ ଦିବସ’ ଭାବରେ ପାଳନ କରାଯାଏ। ଏହି ଅବସରରେ ଦେଶର ସହିଦମାନଙ୍କୁ ସ୍ମରଣ କରିବା ସହ ଅଭିବାଦନ ପ୍ରଦାନ କରାଯାଏ।