ଭୁବନେଶ୍ୱର: ପଦ୍ମଶ୍ରୀ ସମ୍ମାନକୁ ବିଶିଷ୍ଟ ଲେଖିକା ଗୀତା ମେହେଟ୍ଟା ଅଗ୍ରାହ୍ୟ କରିବା ପରେ ଏହାକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜୀ। ଏହାକୁ ନେଇ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ଗୀତାଙ୍କ ନିଷ୍ପତ୍ତି ବ୍ୟକ୍ତିଗତ, କିନ୍ତୁ ଏହା ରାଷ୍ଟ୍ର ପ୍ରତି ଅସମ୍ମାନ। କୌଣସି ବି ବ୍ୟକ୍ତି ଏହାକୁ ପ୍ରତ୍ୟାଖାନ କରିବା ଅନୁଚିତ। ଭାଇଙ୍କ କ୍ୟାରିଅର୍ ପ୍ରତି ଯଦି ଆଞ୍ଚ ଆସିବ ବୋଲି ଗୀତା ଭାବୁଛନ୍ତି ତେବେ ତାହା ଠିକ୍ ନୁହେଁ ବୋଲି କହିଛନ୍ତି ପୃଥ୍ୱୀରାଜ। ଅନ୍ୟପଟେ […]
ନୂଆଦିଲ୍ଲୀ : ଜାତିସଂଘର ସମ୍ମାନଜନକ ପୁରସ୍କାର ମିଳିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ । ଅାଜି ଜାତିସଂଘ ପକ୍ଷରୁ ‘ଚାମ୍ପିଅନ୍ସ ଅଫ୍ ଦ୍ ଅାର୍ଥ ‘ ସମ୍ମାନରେ ମୋଦିଙ୍କୁ ସମ୍ମାନିତ କରାଯାଇଛି । ପରିବେଶ ସୁରକ୍ଷା ଏବଂ ସଂରକ୍ଷଣ ଦିଗରେ ମୋଦିଙ୍କ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଜାତିସଂଘ ପକ୍ଷରୁ ଏହି ସମ୍ମାନ ମିଳିଛି । ଜାତିସଂଘର ପରିବେଶ ବିଭାଗ ମୁଖ୍ୟ ଇରିକ୍ ସୋଲିହିମ୍ ଏହି ସମ୍ମାନ ପ୍ରଦାନ କରିଛନ୍ତି । ଏହି ଅବସରରେ ପରିବେଶ ସୁରକ୍ଷା ଦିଗରେ ମୋଦିଙ୍କ ପ୍ରଚେଷ୍ଟାକୁ […]
ରାୟଗଡ଼ା: ରାଜ୍ୟର ୧୪ ଜଣ ବିଶିଷ୍ଟ କଳାକାରଙ୍କୁ ‘ବଂଶୀଧର ଇଲା ପଣ୍ଡା ସାରସ୍ୱତ ସାଧନା’ ସମ୍ମାନ ପ୍ରଦାନ କରାଯାଇଛି। ଇମ୍ଫା ଦ୍ୱାରା ପରିଚାଳିତ ଇଣ୍ଡିଆନ ମେଟାଲସ୍ ପ୍ଳବିକ୍ ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ରାୟଗଡ଼ା ଜିଲ୍ଲା ଥେରୁବାଲି ଇମ୍ଫା କ୍ଲବ୍ରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଗି ୧୪ ଜଣ କଳାକାରଙ୍କୁ ସମ୍ମାନିତ କରାଯିବା ସହ ୫୧ ହଜାର ଟଙ୍କା ଲେଖାଏ ସମ୍ମାନ ରାଶି ପ୍ରଦାନ କରାଯାଇଛି। ସମ୍ମାନିତ […]
ନୂଆଦିଲ୍ଲୀ: ଦେଶର ସର୍ବଶ୍ରେଷ୍ଠ କ୍ରୀଡ଼ା ସମ୍ମାନ ପାଇଛନ୍ତି ଭାରତୀୟ କ୍ରିକେଟ୍ ଟିମ୍ ଅଧିନାୟକ ବିରାଟ କୋହଲି। ଆଜି ରାଷ୍ଟ୍ରପତି ଭବନରେ ବିରାଟ କୋହିଲିଙ୍କୁ ରାଜୀବ ଗାନ୍ଧି ଖେଳ ରତ୍ନ ସମ୍ମାନରେ ସମ୍ମାନିତ କରାଯାଇଛି। ସେହିଭଳି ମହିଳା ଭାରତ୍ତୋଳନକାରୀ ମୀରାବାଈ ଚାନୁଙ୍କୁ ବି ମିଳିଛି ରାଜୀବ ଗାନ୍ଧି ଖେଳ ରତ୍ନ ସମ୍ମାନ। ପୁରସ୍କାର ବିଜେତାଙ୍କୁ ମେଡାଲ ସହ ସାଢ଼େ ୭ ଲକ୍ଷ ଟଙ୍କା ମିଳିଛି। ଏହାସହ ଦେଶର ଶ୍ରେଷ୍ଟ ୨୦ ଜଣ ଖେଳାଳୀଙ୍କୁ ଚଳିତ ଥରର ଅର୍ଜୁନ ପୁରସ୍କାରରେ […]
ଭୁବନେଶ୍ୱର: ଆଜି ସାରା ବିଶ୍ୱ ଅନ୍ତର୍ଜାତୀୟ ମହିଳା ଦିବସ ପାଳୁଛି। ଏନେଇ ଭୁବନେଶ୍ୱରରେ ପରିଚୟ ଫାଉଣ୍ଡେସନ ପକ୍ଷରୁ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ମହିଳାଙ୍କୁ ଆର୍ୟା ପୁରସ୍କାର ପ୍ରଦାନ କରାଯାଇଛି। ଏହି ଅବସରରେ କେନ୍ଦୁଝର ଜିଲ୍ଲାର ସନ୍ତୋଷିନୀଙ୍କୁ ସମ୍ମାନିତ କରାଯାଇଥିଲା। ସନ୍ତୋଷିନୀ ବହୁ କଷ୍ଟ ସହି ସମାଜର ବାଧାବିଘ୍ନକୁ ପାର କରି ଚାରି କାନ୍ଥ ଡେଇଁ ଅଟୋ ଚଳାଇ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି। ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଯୋଗ ଦେଇ ପୁରସ୍କାର ପ୍ରଦାନ […]
ଭୁବନେଶ୍ୱର : ପ୍ରତ୍ୟେକ ପୁରସ୍କାର ପାଇବା ପରେ ମୋ’ ମନରେ ପୁଲକ ଆସିଥାଏ। ଆଜି ମଧ୍ୟ ସେହି ଭାବନା ପ୍ରତିଫଳିତ ହୋଇଛି। ‘କଳିଙ୍ଗ ସାହିତ୍ୟ ସମ୍ମାନ’ ଗ୍ରହଣ ସମୟରେ ଏହା କହିଛନ୍ତି ପଦ୍ମଭୂଷଣ ପୁରସ୍କାରରେ ସମ୍ମାନିତ ହୋଇଥିବା ଦ୍ଵି’ଭାଷୀ ଲେଖକ ମନୋଜ ଦାସ। ପୁରସ୍କାର ବାବଦରେ ଶ୍ରୀ ଦାସଙ୍କୁ ଏକ ଲକ୍ଷ ଟଙ୍କା, ମାନପତ୍ର ଓ ଉପଢୌକନ ପ୍ରଦାନ କରାଯାଇଛି। ଚତୁର୍ଥ କଳିଙ୍ଗ ସାହିତ୍ୟ ମହୋତ୍ସବରେ ଆଜିର ଆଲୋଚନାଚକ୍ର ଥିଲା ‘ଦୈବିକ ପ୍ରଗଳଭତା: ପ୍ରଜ୍ଞାନ, ଆନନ୍ଦ ଓ […]
ପୁଡୁଚେରୀ: ଓଡ଼ିଆ ଓ ଇଂରାଜୀ ଭାଷାରେ ବହୁ ଉଚ୍ଚକୋଟୀର ସାହିତ୍ୟ ସୃଷ୍ଟି କରି ସଦ୍ୟ ପଦ୍ମ ଭୂଷଣ ପାଇଁ ମନୋନୀତ ମନୋଜ ଦାସଙ୍କୁ ଆଜି ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଭି ନାରାୟଣସାମୀ ଭେଟିଛନ୍ତି। ମଙ୍ଗଳବାର ନାରାୟସାମୀ ମନୋଜ ଦାସଙ୍କୁ ଭେଟିବା ସହ ତାଙ୍କୁ ସମ୍ବର୍ଦ୍ଧିତ ମଧ୍ୟ କରିଛନ୍ତି। ସାହିତ୍ୟ ଓ ଶିକ୍ଷା ବିଭାଗରେ ପଦ୍ମଭୂଷଣ ପାଇଁ ମନୋନୀତ ମନୋଜ ଦାସ ପୂର୍ବରୁ ପଦ୍ମଶ୍ରୀ ପାଇସାରିଛନ୍ତି। ଆଜି ନାରାୟଣସାମୀ ତାଙ୍କୁ ଭେଟିବା ଅବସରରେ ଶିକ୍ଷାମନ୍ତ୍ରୀ ଆର କମଲାକର୍ଣ୍ଣନ୍ ଏବଂ ମୁଖ୍ୟମନ୍ତ୍ରୀଙ୍କ […]
ଭୁବନେଶ୍ୱର : ପ୍ରତିଷ୍ଠିତ ଶାସ୍ତ୍ରୀୟ ସଙ୍ଗୀତଜ୍ଞ ଡଃ ସୁନନ୍ଦା ପଟ୍ଟନାୟକଙ୍କ ସ୍ମୃତିରେ ସୁନନ୍ଦା ସମ୍ମାନ ଓ ଏକ ଚେୟାର ପ୍ରତିଷ୍ଠା ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ଘୋଷଣା କରି କହିଛନ୍ତି ଯେ ଡଃ ସୁନନ୍ଦା ପଟ୍ଟନାୟକଙ୍କ ସ୍ମୃତିରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଶାସ୍ତ୍ରୀୟ ସଙ୍ଗୀତରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରତିବର୍ଷ ରାଜ୍ୟର ଜଣେ ବିଶିଷ୍ଟ ସଙ୍ଗୀତଜ୍ଞଙ୍କୁ ‘ସୁନନ୍ଦା ସମ୍ମାନ’ ପ୍ରଦାନ କରାଯିବ। ସେହିପରି ସଙ୍ଗୀତରେ ଉଚ୍ଚତର ଗବେଷଣା ଓ ଶିକ୍ଷା ପାଇଁ […]
ପୁଡୁଚେରୀ : ପଦ୍ମ ପୁରସ୍କାରପ୍ରାପ୍ତ ଗାଳ୍ପିକ ମନୋଜ ଦାସଙ୍କୁ ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଭି. ନାରାୟଣ ସାମିଙ୍କ ଅସମ୍ମାନ। ଆଗରୁ ଅବଗତ କରାଯାଇନଥିବା କହି ଉଭୟଙ୍କୁ ସମ୍ବର୍ଦ୍ଧନା ଦେବାକୁ ମନା କଲେ ନାରାୟଣ ସାମି। ପଦ୍ମ ପୁରସ୍କାର ପାଇଥିବାରୁ ସାହିତ୍ୟିକ ମନୋଜ ଦାସ ଓ ଟେରାକୋଟା ଶିଳ୍ପୀ ଭି. କେ. ମୁନୁସାମି କ୍ରିଷ୍ଣପଖତାଙ୍କୁ ପୁଡୁଚେରୀ ରାଜଭବନରେ ସମ୍ମାନିତ କରିବାକୁ କାର୍ଯ୍ୟକ୍ରମ ଥିଲା। ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ସମାରୋହ ପରେ ରାଜଭବନରେ ଦୁହିଁଙ୍କୁ ସମ୍ମାନିତ କରାଯିବାର କାର୍ଯ୍ୟକ୍ରମ ଥିଲା। […]
ଭୁବନେଶ୍ୱର : ନୂଆଦିଲ୍ଲୀରେ ଓଡିଶା ଫୋରମ ପକ୍ଷରୁ ‘ପ୍ରବାସୀ ଓଡିଆ ସମ୍ମାନ’ ଅନୁଷ୍ଠିତ ହୋଇଯାଇଛି। ପିଏଚ୍ଡି ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ୬ ପ୍ରବାସୀ ଓଡିଆଙ୍କୁ ସମ୍ମାନିତ କରାଯାଇଥିଲା। ସେମାନେ ହେଲେ କେନିଆର ସାଂସଦ ଡଃ ସ୍ୱରୂପ ରଂଜନ ମିଶ୍ର, ମହାକାଶ ଉଦ୍ୟୋଗୀ ତଥା ଡିଜାଇନର ସସ୍ମିତା ମହାନ୍ତି, ଅଭିନେତ୍ରୀ ନନ୍ଦିତା ଦାସ, ଡାକ୍ତର ପିନାକୀ ପାଣିଗ୍ରାହୀ, ଆନ୍ତର୍ଜାତିକ ଓଡିଶୀ ନୃତ୍ୟାଙ୍ଗନା ଶାରନ ଲୋଏନ୍ ଓ କୃଷିବିଜ୍ଞାନୀ ଡକ୍ଟର ତ୍ରିଲୋଚନ ମହାପାତ୍ର। […]
ବାଲେଶ୍ୱର : ଶ୍ମଶାନ ଅଛି। ହେଲେ ଅନେକ ସମୟରେ ସେଠି ଶବ ସତ୍କାର ହୁଏନି। ଶ୍ମଶାନ ପାଖରେ ଥିବା ଖୋଲା ପଡ଼ିଆରେ ଅଳିଆ ଫୋପାଡିଲା ଭଳି ମୃତଦେହ ଗୁଡ଼ିକୁ ଫିଙ୍ଗି ଦିଆଯାଏ। କେତେବେଳେ ସେଗୁଡ଼ିକୁ କୁକୁର ଝୁଣି ଖାଆନ୍ତି ତ ଆଉ କେତେବେଳେ ଶିଆଳ ଖାଇଯାଆନ୍ତି। କେବଳ ଏତିକି ନୁହେଁ, ଖପୁରୀ, ହାଡ ଓ କଙ୍କାଳକୁ ସଂଗ୍ରହ କରି ବେପାର ବି କରାଯାଉଛି। ବର୍ଷ ବର୍ଷ ଧରି ମଣିଷର ମୃତଦେହ ଗୁଡ଼ିକୁ ଏମିତି ସମ୍ମାନ ମିଳୁଛି ବାଲେଶ୍ୱର […]
ଭୁବନେଶ୍ୱର : ଭୁବନେଶ୍ୱର ଉତ୍କଳ ମଣ୍ଡପରେ ଗୁରୁବାର ୩୦ ତମ ରାଜ୍ୟ ଓଡ଼ିଆ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଟିତ ହୋଇଛି। ଏହି ଅବସରରେ ବରିଷ୍ଠ ସଂଳାପ, ଚିତ୍ରନାଟ୍ୟ ଲେଖକ ଓ ନିର୍ଦ୍ଦେଶକ ବିଜୟ ମିଶ୍ରଙ୍କୁ ସମ୍ମାନଜନକ ଜୟଦେବ ପୁରସ୍କାରରେ ସମ୍ମାନିତ କରାଯାଇଛି। ‘ଭିଜା ମାଟିର ସ୍ୱର୍ଗ’ ପାଇଁ ଅକ୍ଷୟ ପରିଜାଙ୍କୁ ମୋହନ ସୁନ୍ଦର ଦେବ ଗୋସ୍ୱାମୀ ସମ୍ମାନରେ ସମ୍ମାନିତ କରାଯାଇଛି। ମନମୋହନ ମହାପାତ୍ରଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ ସମ୍ମାନରେ ସମ୍ମାନିତ କରାଯାଇଛି। ମିହିର ଦାସଙ୍କୁ ଶ୍ରେଷ୍ଠ ଅଭିନେତା […]
ଭୁବନେଶ୍ୱର: ଓଡ଼ିଶା ବିଧାନସଭା ପକ୍ଷରୁ ଖୁବ୍ ଶୀଘ୍ର ୨୪ଜଣ ଶ୍ରେଷ୍ଠ ବିଧାୟକଙ୍କୁ ପୁରସ୍କୃତ କରାଯିବ। ବିଧାନସଭା ଦ୍ୱାରା ବିଧାୟକଙ୍କୁ ସେମାନଙ୍କର ଉଲ୍ଲେଖନୀୟ କାର୍ଯ୍ୟ ଓ ପ୍ରଦର୍ଶନ ନିମନ୍ତେ ପ୍ରଦାନ କରାଯାଉଥିବା ୩ଟି ବର୍ଗର ପୁରସ୍କାର (ପଣ୍ଡିତ ନୀଳକଣ୍ଠ ସମ୍ମାନ, ଉତ୍କଳମଣି ଗୋପବନ୍ଧୁ ସମ୍ମାନ ଓ ଉତ୍କଳ ଗୌରବ ମଧୁସୂଦନ ସମ୍ମାନ)ର ତାଲିକା ଚୂଡ଼ାନ୍ତ ହୋଇଥିବା କୁହାଯାଉଛି। ୨୦୦୯ରୁ ୨୦୧୬ ମସିହା ପର୍ଯ୍ୟନ୍ତ ୮ ବର୍ଷର ଶ୍ରେଷ୍ଠ ବିଧାୟକମାନଙ୍କୁ ବାଚସ୍ପତି ପ୍ରଦୀପ କୁମାର ଅମାତ ଓ ମୁଖ୍ୟମନ୍ତ୍ରୀ ନବୀନ […]
ପାରଳାଖେମୁଣ୍ଡି : ଓଡିଶା ବିକଳାଙ୍ଗ ମଞ୍ଚର ରାଜ୍ୟ ସଭାପତି ନିରଞ୍ଜନ ବେହେରାଙ୍କୁ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭାଗ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ଭିନ୍ନ କ୍ଷମତା କ୍ଷେତ୍ରରେ ବ୍ୟକ୍ତିଗତ ଓ ଜଣେ ଅଣପେଷାଦାର କର୍ମୀ ଭାବେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବାକୁ ସେ ଏହି ସମ୍ବର୍ଦ୍ଧନା ପାଇଛନ୍ତି । ଗତ ୩ ତାରିଖରେ ଦିଲ୍ଲୀ ଠାରେ ଅନୁଷ୍ଠିତ ଥିବା ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ନିରଞ୍ଜନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ। ପାରଳାଖେମୁଣ୍ଡି ଫେରିବା ପରେ ସହରବାସୀଙ୍କ […]
ମୁମ୍ବାଇ : ଭଗ୍ ମାଗାଜିନ୍ ପକ୍ଷରୁ ସ୍ପ୍ରିଣ୍ଟର ଦୂତି ଚାନ୍ଦଙ୍କୁ ମିଳିଲା ସ୍ପୋଟର୍ସ ‘ପରସନ୍ ଅଫ୍ ଦ ଇୟର’ ସମ୍ମାନ। ଗତକାଲି ସଂଧ୍ୟାରେ ମୁମ୍ବାଇରେ ଆୟୋଜିତ ଏକ ରଙ୍ଗାରଙ୍ଗ ଉତ୍ସବରେ ଦୂତିଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଲମ୍ବା ସମୟ ଧରି କ୍ରୀଡ଼ା କ୍ଷେତ୍ରରେ ଦୂତିଙ୍କ ସଫଳତା ଓ ତାଙ୍କ ସଂଘର୍ଷ କାହାଣୀ ପାଇଁ ତାଙ୍କୁ ସମ୍ମାନ ପ୍ରଦାନ କରାଯାଇଛି। ସେହିଭଳି ଚଳିତ ବର୍ଷ ଭୋଗ୍ ମ୍ୟାନ୍ ଅଫ୍ ଦ ଇୟର ସମ୍ମାନ ଅଭିନେତା ରଣବୀର ସିଂହଙ୍କୁ […]
ଭୁବନେଶ୍ୱର: ଜଗନ୍ନାଥ ଦର୍ଶନ ସମୟରେ ଶ୍ରୀମନ୍ଦିରରେ ରାଷ୍ଟ୍ରପତି ଦମ୍ପତ୍ତିଙ୍କୁ ଅସମ୍ମାନ ପ୍ରଦର୍ଶନ ଘଟଣାକୁ ନେଇ ରାଜନୀତି ଜୋର ଧରିଛି। ଆଜି ଏ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ତାଙ୍କ ଜାଣିବାରେ ସେମିତି କିଛି ଘଟଣା ଘଟି ନ ଥିଲା। ରାଷ୍ଟ୍ରପତିଙ୍କ ଅଫିସରୁ ମଧ୍ୟ ଏମିତି କିଛି ଲିଖିତ ଅଭିଯୋଗ ଆସି ନାହିଁ ବୋଲି ଧର୍ମେନ୍ଦ୍ର କହିଛନ୍ତି। ତେବେ କିଏ ଏବଂ କେଉଁ ଉଦ୍ଦେଶ୍ୟରେ ଏଭଳି ବିବାଦ ସୃଷ୍ଟି କଲା ମୁଖ୍ୟମନ୍ତ୍ରୀ ତା’ର […]
ପୁରୀ: ଶ୍ରୀମନ୍ଦିରରେ ରାଷ୍ଟ୍ରପତି ଦମ୍ପତିଙ୍କୁ ସେବାୟତଙ୍କ ଅସମ୍ମାନ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ ମହେଶ୍ୱର ମହାନ୍ତି। ଶ୍ରୀମନ୍ଦିରରେ ସେଭଳି କୌଣସି ଘଟଣା ଘଟି ନ ଥିଲା ବୋଲି ସେ କହିଛନ୍ତି। ଏ ସମ୍ପର୍କରେ ପୂର୍ବରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସ୍ପଷ୍ଟୀକରଣ ରଖି ସାରିଛନ୍ତି ବୋଲି ମହେଶ୍ୱର କହିଛନ୍ତି। ସେହିପରି ପରିଚାଳନା କମିଟି ମିଟିଂରେ ରାଷ୍ଟ୍ରପତି ଦମ୍ପତିଙ୍କୁ ଅସମ୍ମାନ କଥା ଉଠିଲା କିପରି, ଏହି ପ୍ରଶ୍ନରେ ଉତ୍ତର ଦେଇ ମହେଶ୍ୱର କହିଛନ୍ତି, ‘ସେ କଥା ପୂର୍ବତନ ମୁଖ୍ୟ ପ୍ରଶାସକଙ୍କୁ […]
ପୁରୀ: ଶ୍ରୀମନ୍ଦିରରେ ରାଷ୍ଟ୍ରପତିଙ୍କ ପତ୍ନୀଙ୍କୁ ସେବାୟତଙ୍କ ଅସମ୍ମାନ ପ୍ରସଙ୍ଗରେ ରାଷ୍ଟ୍ରପତି ଭବନରୁ କୌଣସି ଚିଠି ଆସିନାହିଁ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର କହିଛନ୍ତି। ସେ କହିଛନ୍ତି, କୌଣସି ଚିଠି ରାଷ୍ଟ୍ରପତିଙ୍କ ଭବନରୁ ଏବିଷୟରେ ଆସିନି କି କୌଣସି ଅସନ୍ତୋଷ ପ୍ରକାଶ କରିନାହାନ୍ତି। ତେଣୁ ଏହି ପ୍ରସଙ୍ଗରେ ଆଉ କୌଣସି ଆଲୋଚନାର ଆବଶ୍ୟକତା ନାହିଁ। ସେପଟେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ମଧ୍ୟ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ଏ ନେଇ ଶ୍ରୀମନ୍ଦିର ମୁଖ୍ୟ […]
ଟିଟିଲାଗଡ଼(ମାନସ ରଞ୍ଜନ ମହାନ୍ତି) : ଜାତୀୟ ପତାକାକୁ ଅସମ୍ମାନ କଲେ ପ୍ରିନ୍ସପାଲ୍। ଏହି ଅଭିଯୋଗ ଆସିଛି ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ସ୍ଥିତ ପ୍ରଭାବତି ପବ୍ଲିକ୍ ସ୍କୁଲରୁ। ଏହାର ଏକ ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଏହାର ଭିଡିଓ ଭାଇରାଲ ହେବାପରେ ଟିଟିଲାଗଡ଼ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସୂଚନା ଅନୁଯାୟୀ ସ୍ୱାଧୀନତା ଦିବସ ଉପଲକ୍ଷେ ସ୍କୁଲକୁ ଜାତୀୟପତାକାରେ ସଜାଯାଇଥିଲା। ତେବେ ଜାତୀୟ ପତାକାଟି ସ୍କୁଲର ଥିବା ଷ୍ଟେଜ୍କୁ ଲାଗି ପୋତାଯାଇଥିଲା। ଉକ୍ତ […]