• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Odisha Elections Updates

BJD
ଟିକେଟ ବିକ୍ରି-କୋଟିଏ ଟଙ୍କାର ଅଫର୍, ଶଙ୍ଖଦଳର ପୋଲ ଖୋଲିଦେଲେ କୁଲେସିକା

ବିଜେଡି ମୋତେ ଠକି ଦେଲା, ଟିକେଟ ଆଉ ଜଣଙ୍କୁ ବିକିଦେଲା । ମୋତେ କୋଟିଏ ଟଙ୍କା ଦେଇ ମ୍ୟାନେଜ କରିବାକୁ ଚେଷ୍ଟା କଲା । ଟିକେଟ ନମିଳିବା ପରେ ବିଜେଡି ବିରୋଧରେ ଏମିତି ସାଂଘାତିକ ଅଭିଯୋଗ ଆଣି ଦଳ ଛାଡି ବିଜେପିରେ ସାମିଲ ହୋଇଛନ୍ତି ଲକ୍ଷ୍ମୀପୁର ପୂର୍ବତନ ବିଧାୟକ କୈଳାସ କୁଲେସିକା ।

BJP Politics
କେନ୍ଦ୍ରାପଡ଼ାରେ ବୈଜୟନ୍ତଙ୍କର ଜୟଜୟକାର, ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କଲେ କର୍ମୀ

କେନ୍ଦ୍ରାପଡ଼ା ମହାକାଳପଡ଼ା ନିର୍ବାଚନ ମଣ୍ଡଳୀରେ ପ୍ରଚାର ଅଭିଯାନରେ ବିଜେପି ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା । ପ୍ରଥମେ ରାମନଗର ପହଞ୍ଚିବା ପରେ, ଦଳୀୟ କର୍ମୀ ମାନେ ପୁଷ୍ପଗୁଚ୍ଛ ଦେଇ ତାଙ୍କୁ ସ୍ୱାଗତ କରିଥିଲେ ।

Cuttack BJD
ଲୁଚିଛି ନା ଗୋଡ଼ ଦିଟା ଦିଶୁଛି; କଟକରେ BJD ଫାଳ ଫାଳ

କଟକ ବିଜେଡିରେ ଗୋଷ୍ଠୀ କନ୍ଦଳ । ସମାନ୍ତରାଳ ଭାବେ ବିଜେଡିର ଦୁଇ ଦୁଇଟି କାର୍ଯ୍ୟକ୍ରମକୁ ନେଇ ଚର୍ଚ୍ଚା ଜୋର । ଗୋଟିଏ ପଟେ କଟକ ସାରଳା ଭବନରେ ମହିଳା ବିଜେଡି ପକ୍ଷରୁ କର୍ମୀ ସମ୍ମିଳନୀ ଆୟୋଜନ କରାଯାଇଥିଲା ।

kailash kulesika
ବିଜେଡିରେ ନେତାଙ୍କୁ ମ୍ୟାନେଜ୍‌ ପାଇଁ କସରତ, ଟିକେଟ ନଦେଇ ଦେଉଛନ୍ତି କୋଟିଏ !

ବିଜେଡି ମୋତେ ଟିକେଟ୍ ନ ଦେଇ କୋଟିଏ ଟଙ୍କାର ପ୍ରଲୋଭନ ଦେଖାଇଛି ।

Asit Patnaik
ବିଜେଡି ଦେଲାନି ଟିକେଟ୍‌, କଂଗ୍ରେସରେ ସାମିଲ ହେଲେ ଅସିତ୍ ପଟ୍ଟନାୟକ

ନିଜ ସମର୍ଥକଙ୍କ ସହ ପିସିସି ସଭାପତି ଶରତ ପଟ୍ଟନାୟକ, ପ୍ରଚାର କମିଟି ଅଧ୍ୟକ୍ଷ, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପସ୍ଥିତିରେ କଂଗ୍ରେସରେ ଯୋଗ ଦେଇଛନ୍ତି ଅସିତ୍।

Kailash Chandra Kulesika
ସଶକ୍ତ ହେଉଛି ବିଜେପି, ଶଙ୍ଖ ଛାଡ଼ି ପଦ୍ମ ଧରିଲେ କୈଳାଶ କୁଲେସିକା

ବିଜେପିରେ ସାମିଲ ହେବା ପରେ ବିଜେଡି ଉପରେ ବର୍ଷିଛନ୍ତି ପୂର୍ବତନ ବିଧାୟକ କୈଲାସ କୁଲେସିକା । ‘ଲକ୍ଷ୍ମୀପୁର ପାଇଁ ବିଜେଡି ଟିକେଟ ଘୋଷଣାକୁ ନେଇ ମୁଁ ନିରାଶ। ପ୍ରତିଶ୍ରୁତି ଦେଇ ବିଜେଡି ମୋ ସହ ବିଶ୍ୱାସଘାତକତା କରିଛି ।

Women Voters
୨୦୦୯ ଓ ୨୦୧୪ରେ ବିଜେଡି..୨୦୧୯ ଓ ୨୦୨୨ରେ ବିଜେପି

ମୈଦାନରେ ଆରମ୍ଭ ହୋଇଗଲାଣି ବଳ କଷାକଷି। ସାହି ଗଳିରେ ଚାଲିଲାଣି ଘମାଘୋଟ ପ୍ରଚାର।

Odisha Politics
ସତ୍ୟବାଦୀ- ବ୍ରହ୍ମଗିରି ବିବାଦ ତୁଟିନି । ଏଣେ ପୁରୀରେ ତେଜିଲାଣି ଶୁଭାଶିଷ ଖୁଣ୍ଟିଆ-ସୁନୀଲ ମହାନ୍ତି କଳି

ଯେଉଁଥିରେ ସାମିଲ ହୋଇଥିଲେ ପୁରୀ ବିଜେଡିର ଛାମୁଆ ନେତା ଓ କର୍ମୀ, ସାସଂଦ ପ୍ରାର୍ଥୀ ବି ଆସିଥିଲେ।

Odisha Politics
ଟିକେଟ କସରତ ଭିତରେ ଦୁଇ ବିଧାୟକଙ୍କ ସଭ୍ୟପଦ ରଦ୍ଦ

ଜୟଦେବ ବିଧାୟକ ଅରବିନ୍ଦ ଢାଲି ଓ ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକଙ୍କୁ ଦଳ ବଦଳ ଅଭିଯୋଗରେ ସଭ୍ୟ ପଦ ହରାଇବାକୁ ପଡିଛି ।

Odisha Politics
ବଳି ପଡ଼ିଲା ବିଧାୟକ ପଦ, ଢାଲି-ପ୍ରେମାନନ୍ଦଙ୍କ ସଭ୍ୟ ପଦ ରଦ୍ଦ

ଦଳ ବଦଳ ଅଭିଯୋଗରେ ହରାଇଲେ ସଭ୍ୟ ପଦ । ସୁକାନ୍ତ ଓ ଅଧିରାଜଙ୍କ ବିରୋଧରେ କେବେ ଆକ୍ସନ ?

Odisha Politics
ସତ୍ୟବାଦୀ- ବ୍ରହ୍ମଗିରିରେ ବିବାଦ ତୁଟିନି, ପୁରୀରେ ତେଜିଲାଣି ଶୁଭାଶିଷ-ସୁନୀଲ କଳି

ବିଧାୟକ ପ୍ରାର୍ଥୀ ସୁନୀଲଙ୍କୁ ସପୋର୍ଟ କରୁନାହିଁ ଶୁଭାଶିଷଙ୍କ ଗୋଷ୍ଠୀ । ଉଭୟଙ୍କୁ ଶଙ୍ଖ ଭବନରେ ଟ୍ୟୁସନ, ଏକାଠି କାମ କରିବାକୁ ତାଗିଦ୍ ।

Dhamnagar Politics
ଧାମନଗରରେ ବିଗଫାଇଟ୍‌; ସୂରଜଙ୍କ କ୍ରେଜ୍‌ ଆଗରେ ଫିକା ପଡ଼ିଯିବ କି BJD ?

ଉପନିର୍ବାଚନର ବିଜେତା ପ୍ରାର୍ଥୀ ତଥା ବିଧାୟକ ସୂର୍ଯ୍ୟବଂଶୀ ସୂରଜଙ୍କୁ ରିପିଟ୍ କରିଛି ବିଜେପି। ସିଟିଂ ଏମଏଲଏ ସାଙ୍ଗକୁ ଯୁବନେତା ଏବଂ ଜିଲ୍ଲାର ଟାଣୁଆ ସଂଗଠକ। ନିର୍ବାଚନ ମଣ୍ଡଳୀରୁ ବିଧାନସଭା ଯାଏଁ ସୂର୍ଯ୍ୟବଂଶୀଙ୍କ କ୍ରେଜ୍ କାହିଁରେ କଣ।

Women Voters
BJP ର ମାଷ୍ଟରଷ୍ଟ୍ରୋକ୍; ପ୍ରତି ମହିଳା ପାଇବେ ମାସିକ ହଜାରେ ଟଙ୍କା !

ନବୀନଙ୍କ ମହିଳା ଭୋଟ୍ ବ୍ୟାଙ୍କ ଭାଙ୍ଗିବାକୁ ବିଜେପି ନୂଆ ରଣନୀତି ଆପଣେଇବାକୁ ଯାଉଛି। ସରକାରକୁ ଆସିଲେ ମହିଳା ପାଇବେ ମାସିକ ୧୦୦୦ ଟଙ୍କା ସହାୟତା।

BJD Candidate
BJDର ଚତୁର୍ଥ ପର୍ଯ୍ୟାୟ ତାଲିକା ଘୋଷଣା, କାହାର କଟିଲା ଟିକେଟ ?

ଭୁବନେଶ୍ୱର ମଧ୍ୟ ଆସନରେ ଅନନ୍ତ ନାରାୟଣ ଜେନାଙ୍କୁ ପୁଣି ରିପିଟ୍ କରିଛି ବିଜେଡି। ଅପରପକ୍ଷେ କଳାହାଣ୍ଡି ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ନର୍ଲା ବିଧାନସଭାରୁ ଭୂପିନ୍ଦର ସିଂଙ୍କୁ ବାଦ୍ ଦେଇ ବିଜେଡି ମନୋରମା ମହାନ୍ତିଙ୍କୁ ପ୍ରାର୍ଥୀ କରିଛି। ବାଲିଗୁଡ଼ା ଆସନ ପାଇଁ ଚକ୍ରମଣି କହଁରଙ୍କୁ ଯୋଦ୍ଧା ଘୋଷଣା କରିଛି ଦଳ।

Lekhashree - Pratap
ବାଲେଶ୍ୱରରେ ପ୍ରତାପଙ୍କ ବିରୋଧରେ ଲଢ଼ିବେ ଲେଖାଶ୍ରୀ

କଂଗ୍ରେସ ଏଯାଏଁ ବାଲେଶ୍ୱର ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିନି। ସେହିପରି ରାଜ୍ୟର କିଛି ବିଧାନସଭା ଆସନରେ ଲଢେଇ ନେଇ ସ୍ଥିତି ସ୍ପଷ୍ଟ ହୋଇଛି। ସମ୍ବଲପୁର ବିଧାନସଭା ଆସନରେ ବିଜେପିର ଜୟନାରାୟଣ ମିଶ୍ରଙ୍କୁ ଟକ୍କର ଦେବେ ବିଜେଡି ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟ।

Ganjam Politics
ବ୍ରହ୍ମପୁର ବିଜେଡିକୁ ବଡ଼ ଘାଟା; ଚ୍ୟାଉ ଓ ସୁବାସ ସମ୍ପର୍କରେ ଫାଟ

ସରଗରମ ହେଉଛି ଗଂଜାମ ରାଜନୀତି। ୩୫ ବର୍ଷର ସଂପର୍କରେ ଘଳିଆ। ରମେଶ ଚ୍ୟାଉପଟ୍ଟନାୟକ-ସୁବାସ ମହାରଣା ସଂପର୍କରେ ଫାଟ ଦେଖିବାକୁ ମିଳିଛି।

Vision 5T
ରାଜ୍ୟ ସରକାରଙ୍କ ୱେବସାଇଟରୁ VISION 5T ଗାଏବ !

ରାଜ୍ୟ ସରକାରଙ୍କ ଅଫିସିଆଲ୍ ୱେବସାଇଟରେ ନାହିଁ 5T ।

BJD Politics
ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି

ଲକ୍ଷ୍ମୀପୁରରୁ ପ୍ରଭୁ ଜାନି, ପାରାଦୀପ- ଗୀତାଞ୍ଜଳି ରାଉତରାୟ ।

Puri BJD
ପୁରୀରେ ଶୁଭାଶିଷ ଖୁଣ୍ଟିଆ-ସୁନୀଲ ମହାନ୍ତି କଳି, ଉଭୟ ଗୋଷ୍ଠୀଙ୍କୁ ଶଙ୍ଖ ଭବନରୁ ଡାକରା

ଭୁବନେଶ୍ୱରରେ ଶୁଭାଶିଷ ଖୁଣ୍ଟିଆ ଓ ସୁନୀଲ ମହାନ୍ତିଙ୍କ କଳି ତୁଟାଇବାକୁ ଚେଷ୍ଟା । ଉଭୟ ଗୋଷ୍ଠୀଙ୍କୁ ଶଙ୍ଖ ଭବନ ପକ୍ଷରୁ ଡ଼ାକରା ଆସିଛି ।

Odisha Politics
ନେତାଙ୍କ ପରେ ନେତ୍ରୀ ଦେଲେ ଇସ୍ତଫା, ସ୍ତ୍ରୀଙ୍କ ପଛେ ପଛେ ସ୍ୱାମୀ ବି ଛାଡ଼ିଲେ ଦଳ

ବିଜେଡି ଛାଡ଼ିଛନ୍ତି ରାଜ୍ୟ ମହିଳା କମିଶନଙ୍କ ପୂର୍ବତନ ଅଧ୍ୟକ୍ଷା ଜ୍ୟୋତି ପାଣିଗ୍ରାହୀ । ସେ ବିଜୁ ମହିଳା ଜନତା ଦଳର ସିନିୟର ଭାଇସ୍ ପ୍ରେସିଡେଣ୍ଟ ଓ ସୁନ୍ଦରଗଡ଼ ଜିଲ୍ଲା ବିଜେଡିର ପର୍ଯ୍ୟବେକ୍ଷକ ଥିଲେ ।

Odisha Politics
ଦଳ ବଦଳ ପାଇଁ ମିଳିଲା ଦଣ୍ତ, ୨ ବିଧାୟକଙ୍କ ସଭ୍ୟପଦ ରଦ୍ଦ କଲେ ବାଚସ୍ପତି

ଅରବିନ୍ଦ ଢାଲି ଓ ପ୍ରେମାନନ୍ଦ ନାୟକଙ୍କ ବିଧାୟକ ପଦ ରଦ୍ଦ । ଉଭୟଙ୍କ ବିଧାନସଭା ସଭ୍ୟ ପଦ ରଦ୍ଦ କରିଛନ୍ତି ବାଚସ୍ପତି ପ୍ରମିଳା ମଲ୍ଲିକ ।

BJP Candidate List
ଆଜି ସନ୍ଧ୍ୟା ସୁଦ୍ଧା ବିଜେପି ତାଲିକା ! ୨୦ ଆସନରେ ଘୋଷଣା ହୋଇପାରେ ପ୍ରାର୍ଥୀଙ୍କ ନାଁ

ବାକି ଥିବା ୩୫ଟି ବିଧାନସଭା ସିଟରୁ ଆଜି ପ୍ରାୟ ୨୦ ସିଟରେ ପ୍ରାର୍ଥୀ ଘୋଷଣା କରିପାରେ ଦଳ । ତା ସହ ୨୦ ତାରିଖ ପୂର୍ବରୁ ଅନ୍ୟ ସିଟରେ ପ୍ରାର୍ଥୀ ଘୋଷଣା ହେବ ବୋଲି କହିଛନ୍ତି ବିଜେପିର ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂହ ତୋମାର ।

Odisha Politics BJD
ଫେଲ୍ ମାରିବ କି ବିଜେଡିର ନେତାଙ୍କ ନିର୍ବାଚନ ମଣ୍ଡଳୀ ପରିବର୍ତ୍ତନ ଷ୍ଟ୍ରାଟେଜି ?

କେଉଁଠି ଆମଦାନୀ ନେତାଙ୍କୁ ଦଳକୁ ଆଣିଥିଲେ ବି ମଣୁ ନାହାନ୍ତି ତାଙ୍କ ସମର୍ଥକ।

Bhawanipatna Politics
ଏଥର କାହାର ହେବ ଭବାନୀପାଟଣା ? ପୁଣି ବିଜେପି ନା ବଦଳିବ ବାଜି ?

ଟିକେଟ୍ ପାଉ ପାଉ ପ୍ରଧାନମନ୍ତ୍ରୀ ମୋଦିଙ୍କ ଲୋକପ୍ରିୟତା ଓ ଲୋକାଭିମୁଖୀ ଯୋଜନାକୁ ପାଥେୟ କରି ବଳ ଲଗେଇଦେଲେଣି ମୈଦାନରେ।

Congress
ଧିରେ ଧିରେ ଭୁଶୁଡ଼ିବାରେ ଲାଗିଛି କଂଗ୍ରେସ୍ ଗଡ଼

ଗତଥର କଂଗ୍ରେସ ମାତ୍ର ୯ଟି ସିଟରେ ବିଜୟ ଲାଭ କରିଥିବା ବେଳେ ଭୋଟ୍ ହାର ୧୭.୦୨ ପ୍ରତିଶତକୁ ଖସି ଆସିଥିଲା ।