Women Voters
୨୦୦୯ ଓ ୨୦୧୪ରେ ବିଜେଡି..୨୦୧୯ ଓ ୨୦୨୨ରେ ବିଜେପି। କିଏ ଜିତିବ ୨୦୨୪ ବାଜି? ଭଦ୍ରକ ଜିଲ୍ଲାର ସବୁଠୁ ଚର୍ଚ୍ଚିତ ଓ ସମ୍ବେଦନଶୀଳ ବିଧାନସଭା ଆସନ ଧାମନଗର। ପାଖାପାଖି ୨ ବର୍ଷ ପରେ ପୁଣି ନିର୍ବାଚନ ଦେଖୁଛି ଏହି ନିର୍ବାଚନ ମଣ୍ଡଳୀ। ମୈଦାନରେ ଆରମ୍ଭ ହୋଇଗଲାଣି ବଳ କଷାକଷି। ସାହି ଗଳିରେ ଚାଲିଲାଣି ଘମାଘୋଟ ପ୍ରଚାର।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)