• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆଉ ୯ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି । 

ଲକ୍ଷ୍ମୀପୁରରୁ ପ୍ରଭୁ ଜାନି,

ପାରାଦୀପ- ଗୀତାଞ୍ଜଳି ରାଉତରାୟ

ସମ୍ବଲପୁର- ପ୍ରସନ୍ନ ଆଚାର୍ଯ୍ୟ

ରେଢ଼ାଖୋଲ- ରୋହିତ ପୂଜାରୀ

ତେଲକୋଇ- ମାଧବ ସର୍ଦ୍ଦାର

ତାଳଚେର- ବ୍ରଜ ପ୍ରଧାନ

ନର୍ଲା- ମନୋରମା ମହାନ୍ତି

ବାଲିଗୁଡ଼ା- ଚକ୍ରମଣି କହଁର

ଭୁବନେଶ୍ୱର ମଧ୍ୟ- ଅନନ୍ତ ନାରାୟଣ ଜେନା । ଏହି ଆସନ ପାଇଁ ବାଦ ବିବାଦ ଲାଗି ରହିଥିଲା । ଭୁବନେଶ୍ୱର ଲୋକସଭାର ଅନ୍ୟ ବିଧାନସଭା ଆସନ ପାଇଁ ପୂର୍ବରୁ ବିଜେଡି ପ୍ରାର୍ଥୀ ଘୋଷଣା କରିଥିଲେ ବି ‘ମଧ୍ୟ’ ପାଇଁ ଘୋଷଣା କରିନଥିଲା । ଏବେ ପୁଣି ଅନନ୍ତଙ୍କୁ ରିପିଟ୍‌ କରିଛି ଦଳ ।   

ଅନ୍ୟପଟେ ବାଲେଶ୍ୱର ଲୋକସଭା ପାଇଁ ବିଜେଡି ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ପ୍ରାର୍ଥୀ ଘୋଷଣା କରିଛି ।