• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Odisha Elections Updates

Mining Minister Bibhuti Jena
୧୭ ବର୍ଷରେ ସେ ପାଲଟିଥିଲେ ସନ୍ନ୍ୟାସୀ, ଆଜି କିନ୍ତୁ ଖଣି ମନ୍ତ୍ରୀ

ପୁଅର ସଫଳତା ଦେଖି ମା ହୋଇଯାଇଛନ୍ତି ଭାବବିହ୍ୱଳ । ବୟସ ଯେତେବେଳେ ମାତ୍ର ୧୭ବର୍ଷ ହୋଇଥିଲା, ସେତେବେଳେ ବିବାହ ନ କରି ଜନସେବା ପାଇଁ ବ୍ରତ କରିଥିଲା ବୋଲି କହିଛନ୍ତି ମାଆ ।

Mining Minister Bibhuti Jena
୧୭ ବର୍ଷରୁ ସନ୍ନ୍ୟାସୀ ଆଜି ଖଣି ମନ୍ତ୍ରୀ

ପୁଅର ସଫଳତା ଦେଖି ମା ହୋଇଯାଇଛି ଭାବବିହ୍ବଳ। ୧୭ବର୍ଷ ହୋଇଥିଲା ବିବାହ ନ କରି ଜନସେବା ପାଇଁ ବ୍ରତ କରିଥିଲା ମୋ ସୁନା ପୁଅ। ତାକୁ ଜୀବନରୁ ମାରିଦେବାକୁ ଚେଷ୍ଟା କରାଯାଇଥିଲା, ଭାବିଥିଲୁ ବଞ୍ଚିବନି। ହେଲେ ସେ ଫେରିଲା। ଗୋପାଳପୁର ବିଧାୟକ ତଥା ଇସ୍ପାତ, ଖଣି, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଜେନା ଗାଁକୁ ଫେରିବା ବେଳର ଏ ଦୃଶ୍ୟ ।

BJP MLA Sidanth Mohapatra
ସାଇକେଲରେ ଆସିଲେ ସିଦ୍ଧାନ୍ତ ମହାପାତ୍ର

ସାଇକେଲରେ ଆସିଲେ ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର । ପ୍ରଥମ ଥର ପାଇଁ ବିଧାୟକ ହୋଇଥିବା ସିଦ୍ଧାନ୍ତ ବିଧାନସଭାକୁ ସାଇକେଲ ଧରି ପହଁଚିଛନ୍ତି । ନିଜ ଚିରାଚରିତ ଢଙ୍ଗରେ ସାଇକେଲ ଚଲାଇ ବିଧାନସଭାକୁ ପହଞ୍ଚିଛନ୍ତି ।

Leader of Opposition
କିଏ ହେବେ ବିରୋଧୀ ଦଳର ସେନାପତି ?

ପଟ୍ଟ ପରିବର୍ତ୍ତନ ପରେ ରାଜ୍ୟରେ ଏଥର ସଶକ୍ତ ବିରୋଧୀଙ୍କ ଅଭ୍ୟୁଦୟ ହୋଇପାରେ । ଯାହାକୁ ନେଇ ଆକଳନ କରୁଛନ୍ତି ରାଜନୈତିକ ସମୀକ୍ଷକମାନେ।

CM Mohan Majhi
ନୂଆ ସରକାର ଆଗରେ ଏକାଧିକ ଚାଲେଞ୍ଜ୍

ନୂଆ ସରକାର, ନୂଆ ମୁଖ୍ୟମନ୍ତ୍ରୀ। ଶପଥକୁ ୪ ଦିନ ପୂରିଥିବା ବେଳେ, ଆଗକୁ ରହିଛି ଅନେକ ବାଟ । ଅନେକ ଚାଲେଞ୍ଜ। ଫୋକସ୍‌ରେ ରତ୍ନଭଣ୍ଡାର ଖୋଲିବା, ଚିଟଫଣ୍ଡ ଟଙ୍କା ଫେରସ୍ତ...

Leader of Opposition
କିଏ ହେବେ ବିରୋଧୀ ଦଳର ସେନାପତି ? ବିରୋଧୀ ଶିବିରରେ ଛିଡୁନି ଅଙ୍କ

ପଟ୍ଟ ପରିବର୍ତ୍ତନ ପରେ ରାଜ୍ୟରେ ଏଥର ସଶକ୍ତ ବିରୋଧୀଙ୍କ ଅଭ୍ୟୁଦୟ ହୋଇପାରେ । ଯାହାକୁ ନେଇ ଆକଳନ କରୁଛନ୍ତି ରାଜନୈତିକ ସମୀକ୍ଷକମାନେ।

IAS-IPS
IASଙ୍କ ଭଳି ନବୀନ ସରକାରରେ ଥିଲେ ବହୁ ଗାଦି ମଡ଼ା IPS

ବିଜେଡି ସରକାରର ଏଜେଣ୍ଟ ସାଜି କାମ କରୁଥିବାର ମିଳିଥିଲା ପ୍ରମାଣ । ନିର୍ବାଚନବେଳେ କେତେକଙ୍କ ବିରୋଧରେ ECI ବି ନେଇଥିଲେ ଆକ୍ସନ ।

CM Mohan Majhi
ଆକ୍ସନ୍ ମୋଡ଼ରେ CM, ହେଲେ ପଛକୁ ଟାଣୁଛି ୨୪ ବର୍ଷର ଢିଲା-ଅପରାଗ CMO !

ଖୋଦ୍ ସିଏମଓରେ ଏକାଧିକ ଆଉଟସୋର୍ସ ନିଯୁକ୍ତିକୁ ଦେଖି ତାଜୁବ୍ ସିଏମ୍ ମୋହନ ।

Ranendra Pratap Swain
କାମଚଳା ବାଚସ୍ପତି ହେଲେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ

ବିଧାନସଭା ଓ ସଂସଦରେ ସ୍ବଳ୍ପ ସମୟ ପାଇଁ ଗୃହ କାର୍ଯ୍ୟ ପରିଚାଳନା ପାଇଁ କାମଚଳା ବାଚସ୍ପତି ନିଯୁକ୍ତି କରାଯାଇଥାଏ। ବରିଷ୍ଠ ବିଧାୟକଙ୍କୁ ପ୍ରୋଟେମ୍ ସ୍ପିକର ବା କାମଚଳା ବାଚସ୍ପତି ଭାବରେ ଦିଆଯାଏ ନିଯୁକ୍ତି।

CM Office
ଅତିଥି ଭବନ ଏବେ ନୂଆ ମୁଖ୍ୟମନ୍ତ୍ରୀଙ୍କ ଅସ୍ଥାୟୀ କାର୍ଯ୍ୟାଳୟ !

ଏହି କ୍ରମରେ ଆଜି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ନଗର ଉନ୍ନୟନ ତଥା ସଂସଦୀୟ ବ୍ୟାପାର ସଚିବ ଜି.ମାଥିଭାତନନ୍ ପ୍ରମୁଖ ରାଜ୍ୟ ଅତିଥି ଭବନରେ ପହଞ୍ଚି ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି।

Lord Jagannath
ବାରମ୍ବାର ସଭା ମଞ୍ଚରୁ ଗ୍ୟାରେଣ୍ଟି ଦେଇଥିଲେ । ସରକାରକୁ ଆସୁ ଆସୁ ଅବିଳମ୍ବେ ପୂରଣ କରିଦେଲେ

ରତ୍ନବେଦୀରେ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ ସରୁ ସରୁ ଭକ୍ତଙ୍କ ପାଇଁ ଖୋଲି ଦିଆଗଲା ଜଗନ୍ନାଥ ମନ୍ଦିରର ସିଂହଦ୍ୱାର ସହ ଅନ୍ୟ ତିନି ଦ୍ୱାର ବ୍ୟାଘ୍ର, ହସ୍ତୀ ଓ ଅଶ୍ୱ ଦ୍ୱାର । ଯାହାକି ପଶ୍ଚିମ, ଉତ୍ତର ଓ ଦକ୍ଷିଣ ଦ୍ୱାର ଭାବେ ବିବେଚିତ।

BJP Politics
ଶପଥ ଗ୍ରହଣର 24 ଘଣ୍ଟା ପରେ ବି ଅପେକ୍ଷାରେ ବହୁ ଆଶାୟୀ

ସମ୍ୱଲପୁର ବିଧାୟକ ତଥା ବିଜେପିର ବରିଷ୍ଠ ନେତା ଜୟନାରାୟଣ ମିଶ୍ରଙ୍କୁ ମନ୍ତ୍ରୀ ପଦ ମିଳିନି। ଯେଉଁଥିଲାଗି ସେ ଅସନ୍ତୁଷ୍ଟ ଥିବା ଚର୍ଚ୍ଚା ହେଉଛି।

Officers
କ’ଣ ପାଇଁ ଗୋଟିଏ ଜାଗାରେ ଗାଦିମାଡ଼ି ବସିଛନ୍ତି ସରକାରୀ ବାବୁ ?

​​​​​​​ଗୋଟିଏ ଗୋଟିଏ ବିଭାଗରେ ୮-୧୦ ବର୍ଷ ଧରି ଅଛନ୍ତି ସରକାରୀ ଅଧିକାରୀ । ବିଜେପି ସରକାର ଆସିବା ପରେ ଟେନସନରେ ବିଜେଡି ମାର୍କା ବାବୁ ।

BJP Politics
୬ ମନ୍ତ୍ରୀ ପଦ ପାଇଁ ଅନେକ ଆଶାୟୀ, କିନ୍ତୁ ଛିଡୁନି ଅଙ୍କ

ବିଜେପି ସରକାରର ଘୋଷଣା ହୋଇନଥିବା ୬ ମନ୍ତ୍ରୀ ପଦକୁ ନେଇ ଚର୍ଚ୍ଚା ଜୋର୍ । ଶପଥ ଗ୍ରହଣର 24 ଘଣ୍ଟା ପରେ ବି ଅପେକ୍ଷାରେ ବହୁ ଆଶାୟୀ ।

Odisha Election
ମିଳିଲା ଜାମିନ୍; ଜଗଦ୍ଦେବ କହିଲେ, ଚକ୍ରାନ୍ତ କରି ଗିରଫ କରିଥିଲେ

ହାଇକୋର୍ଟ ପରେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଖୋର୍ଦ୍ଧା କୋର୍ଟରୁ ବି ମିଳିଲା ଜାମିନ୍ । ଖୋର୍ଦ୍ଧା JMFC କୋର୍ଟରେ ଆଜି ଜଗଦ୍ଦେବ ବ୍ୟକ୍ତିଗତ ଭାବେ ହାଜର ହେବା ପରେ ତାଙ୍କୁ ନିୟମିତ ଜାମିନ୍ ମିଳିଛି ।

Naveen Niwas
କ୍ଷମତା ଯିବା ପରେ ହଟିଲା ସୁରକ୍ଷା ବ୍ୟବସ୍ଥା, ବଦଳିଲା ନବୀନ ନିବାସର ଚିତ୍ର

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାସଭବନ ନବୀନ ନିବାସରୁ ଅପସାରଣ ହେଉଛି ସୁରକ୍ଷା ବ୍ୟବସ୍ଥା । ନବୀନ ନିବାସର ଇନର କର୍ଡନ ସୁରକ୍ଷା ଦାୟିତ୍ୱରେ ଥିବା ସୁରକ୍ଷାକୁ ପ୍ରତ୍ୟାହାର କରି ନିଆଯାଇଛି ।

Who Gets Which Ministry
ବଢ଼ି ଚାଲିଛି କଳ୍ପନାଜଳ୍ପନା: ମୋହନ ସରକାରରେ କେଉଁ ମନ୍ତ୍ରୀଙ୍କୁ ମିଳିବ କି ବିଭାଗ ?

ଓଡ଼ିଶାରେ ଆରମ୍ଭ ହେଲା ବିଜେପି ଶାସନ। ଏବେ ପାଳି, ଶପଥ ନେଇଥିବା ମନ୍ତ୍ରୀଙ୍କୁ ବିଭାଗ ବଣ୍ଟନର । ସବୁଠି ଚର୍ଚ୍ଚା ଯେ, କାହାକୁ ମିଳିବ କେଉଁ ବିଭାଗ ?

Odisha CM Mohan Majhi
ଶପଥ ଗ୍ରହଣ ପୂର୍ବରୁ ଗୁହାରି ଶୁଣିଲେ ମୁଖ୍ୟମନ୍ତ୍ରୀ

ପ୍ରଥମ ଦିନରୁ ହିଁ ଲୋକଙ୍କ ପାଖକୁ ଗଲେ ମୋହନ ମାଝୀ। ଶପଥ ଗ୍ରହଣ ପୂର୍ବରୁ ଜନତାଙ୍କ ଗୁହାରି ଶୁଣିଲେ ମୁଖ୍ୟମନ୍ତ୍ରୀ।

Mohan Charan Majhi
ଅଖ୍ୟାତପଲ୍ଲୀର ପୁଅ ଆଜି ବିଖ୍ୟାତ

କିଏ ଜାଣିଥିଲା ଏହି ଅଖ୍ୟାତପଲ୍ଲୀର ପୁଅ ରାତାରାତି ବିଖ୍ୟାତ ହେବେ ବୋଲି। ଯାହାଙ୍କ ବାପା ଥିଲେ ସ୍କୁଲ୍ ପିଅନ ଏବଂ ମା’ଥିଲେ ସାଧାରଣ ଗୃହିଣୀ । ପ୍ରତିଟି ପ୍ରତିବନ୍ଧକ ଓ ଗରିବୀର ତାଡ଼ନାକୁ ଅତିକ୍ରମ କରି ମୁଖ୍ୟମନ୍ତ୍ରୀ ହେବା ସହ ସାଢ଼େ ୪ କୋଟି ଓଡ଼ିଆଙ୍କ ପାଇଁ ସେ ଏବେ ସାଜିଛନ୍ତି ଭାଗ୍ୟ ବିଧାତା ।

Mohan Majhi
ଆରମ୍ଭ ହେଲା ମୋହନ ସରକାର

ଓଡ଼ିଶା ରାଜନୀତିରେ ନୂଆ ଯୁଗ । ଆରମ୍ଭ ହେଲା ମୋହନ ସରକାର। ରାଜ୍ୟରେ ପ୍ରଥମ ବିଜେପି ସରକାରର ମଙ୍ଗ ଧରି ଇତିହାସ ରଚିଲେ ମୋହନ ମାଝୀ ।

Mohan Majhi
ଓଡ଼ିଶା ରାଜନୀତିରେ ନୂଆ ଯୁଗ, ଆରମ୍ଭ ହେଲା ମୋହନ ସରକାର

ଓଡ଼ିଶା ରାଜନୀତିରେ ନୂଆ ଯୁଗ। ଆରମ୍ଭ ହେଲା ମୋହନ ସରକାର। ରାଜ୍ୟରେ ପ୍ରଥମ ବିଜେପି ସରକାରର ମଙ୍ଗ ଧରି ଇତିହାସ ରଚିଲେ ମୋହନ ମାଝୀ।

Mohan Majhi
ମୁଖ୍ୟମନ୍ତ୍ରୀଙ୍କ ସହ ଶପଥ ନେଲେ ନୂଆ ମନ୍ତ୍ରିମଣ୍ଡଳ, ଦେଖନ୍ତୁ କିଛି ଝଲକ...

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମୋହନ ମାଝୀ । ରାଜ୍ୟପାଳ ରଘୁବର ଦାସ ତାଙ୍କୁ ଶପଥ ପାଠ କରାଇଛନ୍ତି । ମୋହନ ମାଝୀଙ୍କ ସହ ଉପମୁଖ୍ୟମନ୍ତ୍ରୀ ଭାବେ କେଭି ସିଂହଦେଓ ଓ ପ୍ରଭାତୀ ପରିଡ଼ା ମଧ୍ୟ ଶପଥ ନେଇଛନ୍ତି ।

Surama Padhy
ବାଚସ୍ପତି ହେବେ ସୁରମା ପାଢୀ; ରଣପୁର ବିଧାନସଭା ଆସନରୁ ହୋଇଛନ୍ତି ନିର୍ବାଚିତ

ସୁରମା ପାଢ଼ୀ ହେବେ ଓଡ଼ିଶା ବିଧାନସଭାର ବାଚସ୍ପତି । ରଣପୁର ବିଧାନସଭା ଆସନରୁ ହୋଇଛନ୍ତି ନିର୍ବାଚିତ । ମେଣ୍ଟ ସରକାରରେ ଥିଲେ ସମବାୟ ମନ୍ତ୍ରୀ  । 

Mohan  Majhi
ଓଡ଼ିଶାରେ ବିଜେପି ସରକାର: ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମୋହନ ମାଝୀ

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମୋହନ ମାଝୀ । ରାଜ୍ୟପାଳ ରଘୁବର ଦାସ ତାଙ୍କୁ ଶପଥ ପାଠ କରାଇଛନ୍ତି । ମୋହନ ମାଝୀଙ୍କ ସହ ଉପମୁଖ୍ୟମନ୍ତ୍ରୀ ଭାବେ କେଭି ସିଂହଦେଓ ଓ ପ୍ରଭାତୀ ପରିଡ଼ା ମଧ୍ୟ ଶପଥ ନେଇଛନ୍ତି ।

Cabinet Minister
ଆସିଲା ମନ୍ତ୍ରୀ ତାଲିକା, ଶପଥ ନେବେ ୮ କ୍ୟାବିନେଟ ମନ୍ତ୍ରୀ ଓ ୫ ରାଷ୍ଟ୍ରମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ଭାବେ ମୋହନ ମାଝୀ ଓ ୨ ଜଣ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଓ ପ୍ରଭାତୀ ପରିଡ଼ାଙ୍କ ସହ ୧୩ ଜଣ ମନ୍ତ୍ରୀ ଆଜି ଶପଥ ନେବେ । ରାଜଭବନ ପକ୍ଷରୁ ପ୍ରକାଶ ପାଇଲା ମନ୍ତ୍ରୀ ତାଲିକା ।