• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

VK Pandian
ପାଣ୍ଡିଆନ୍‌ଙ୍କ ହେଲିପ୍ୟାଡ୍ ପାଇଁ କେମିତି ଉଡ଼ିଛି ଆଖିବୁଜା ଅର୍ଥ ? RTIରୁ ମିଳିଲା ଆଖି ଖୋସା ତଥ୍ୟ

ତତ୍କାଳୀନ 5T ସଚିବ ଭି.କେ. ପାଣ୍ଡିଆନଙ୍କ ହେଲିକପଟରରେ ଉଡିବା ପାଇଁ ନା କେବଳ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି, ବରଂ ହେଲପ୍ୟାଡ୍, ବ୍ୟାରିକେଡ୍ ଓ ସଭାସ୍ଥଳ ନିର୍ମାଣରେ ବି ରାଜକୋଷରୁ ଖର୍ଚ୍ଚ ହୋଇଛି ପାଣି ଭଳି ଟଙ୍କା।

BJD
ବିଜେଡିକୁ ଘାରୁଛି ଅନାସ୍ଥା ଭୟ, ଗୋଠ ଏକାଠି ରଖିବାକୁ ନବୀନଙ୍କ ପରାମର୍ଶ

ଅନାସ୍ଥା ପଲିଟିକ୍ସ ନେଇ ସରଗରମ ରାଜ୍ୟ ରାଜନୀତି। ସିଟ୍ ହରାଇବା ଭୟ ଘାରିଲାଣି ବିଜେଡିକୁ। ନିଜ ଗଡ଼ ବଞ୍ଚାଇବା ପାଇଁ ପୌର ପ୍ରତିନିଧିଙ୍କୁ ନେଇ ବୈଠକ କରିଛି ଦଳ।

 BJD
କେନ୍ଦୁଝରରେ ଶୂନ ହୋଇଯିବ କି ବିଜେଡି ?

କେନ୍ଦୁଝରରେ ଶୂନ ହୋଇଯିବ କି ବିଜେଡି ? ସଦର ଓ ବାଂଶପାଳର ବିଜେଡି ନେତା ଓ କର୍ମୀ ବିଜେପି ମୁହାଁ  । ବିଜେଡି ସମର୍ଥିତ ସରପଞ୍ଚ ଓ ସମିତିସଭ୍ୟ ଭେଟିଲେ ମୁଖ୍ୟମନ୍ତ୍ରୀଙ୍କୁ ।

  • Friday, 09 August 2024
  • BJD
MP Funds
ଯାଜପୁରରେ ରାଜ୍ୟସଭା ସାଂସଦ ପାଣ୍ଠି ବର୍ଷା

ଯାଜପୁରରେ ରାଜ୍ୟସଭା ସାଂସଦ ପାଣ୍ଠି ବର୍ଷା। ୪ ବର୍ଷରେ ଏଇ ଗୋଟିଏ ଜିଲ୍ଲାକୁ ପ୍ରାୟ ୧୫ କୋଟି ଟଙ୍କାର ପାଣ୍ଠି ଅଜାଡ଼ି ଦେଇଛନ୍ତି ୧୧ ସାଂସଦ। 

 BJD
ଭାଙ୍ଗୁଛି ବିଜେଡି ସଙ୍ଗଠନ; ବିଜେପି ମୁହାଁ ବିଜେଡି ନେତା ଓ କର୍ମୀ

କେନ୍ଦୁଝରରେ ଶୂନ ହୋଇଯିବ କି ବିଜେଡି ? ସଦର ଓ ବାଂଶପାଳର ବିଜେଡି ନେତା ଓ କର୍ମୀ ବିଜେପି ମୁହାଁ  । ବିଜେଡି ସମର୍ଥିତ ସରପଞ୍ଚ ଓ ସମିତିସଭ୍ୟ ଭେଟିଲେ ମୁଖ୍ୟମନ୍ତ୍ରୀଙ୍କୁ ।

  • Friday, 09 August 2024
  • BJD
  • BJP
MP Funds
ସାମ୍ନାକୁ ଆସିଲା ସାଂଘାତିକ ତଥ୍ୟ, ଭେଟି ଦିଆଯାଉଥିଲା MP ଲ୍ୟାଡ୍

ଯାଜପୁରକୁ ରାଜ୍ୟସଭା ସାଂସଦ ପାଣ୍ଠି ବର୍ଷା । ୪ ବର୍ଷରେ ୧୧ ସାଂସଦ ଗୋଟିଏ ଜିଲ୍ଲାକୁ ଦେଇଛନ୍ତି ୧୪ କୋଟି ୮୨ ଲକ୍ଷ ଟଙ୍କା ।

VK Pandian
ବଢ଼ିଲା ପାଣ୍ଡିଆନଙ୍କ ଅଡ଼ୁଆ, ଧରାପଡ଼ିବ ହେଲିକପ୍ଟର ବୁଲା ଖର୍ଚ୍ଚ...!

ପାଣ୍ଡିଆନଙ୍କ ହେଲିକପ୍ଟର ବୁଲା ଖର୍ଚ୍ଚ କେଉଁଠୁ ଆସିଛି । କିଏ ବହନ କରିଛି ଏତେ ଟଙ୍କା ?

Rajya Sabha MP
ଯାଜପୁରକୁ ରାଜ୍ୟସଭା ସାଂସଦଙ୍କ ପାଣ୍ଠି ବର୍ଷା ! ୧୧ ସାଂସଦ ଦେଇଛନ୍ତି ୧୪ କୋଟିରୁ ଅଧିକ ଟଙ୍କା

ଖୋଲୁଛି ବବି ଓରଫ ପ୍ରଣବ ପ୍ରକାଶ ଦାସଙ୍କ ଯାଜପୁର ବିକାଶର ମଡେଲ୍ । ଖାଲି ମମତା ନୁହଁନ୍ତି ଗତ ୪ ବର୍ଷରେ ୧୧ ସାଂସଦ ଯାଜପୁରକୁ ଦେଇଛନ୍ତି ୧୪ କୋଟି ୮୨ ଲକ୍ଷ ୫୦ ହଜାରରୁ ଅଧିକ ଟଙ୍କା ।

BJD
ଅସଜଡା ଘର ସଜାଡିବାକୁ ବିଜେଡିର ପ୍ରୟାସ ଆରମ୍ଭ

ଆଗାମୀ ରଣନୀତି ନେଇ ପ୍ରସ୍ତୁତ ହୋଇଛି ରୋଡ ମ୍ୟାପ୍ ।

  • Thursday, 08 August 2024
BJD
ଦଳୀୟ କନ୍ଦଳ BJD ପାଇଁ ଚିନ୍ତା ଘାରିଛି, ସଂଗଠନ ସଜାଡ଼ିବାକୁ ନବୀନଙ୍କ ବୈଠକ

କଟାକ୍ଷ କରି ବିଜେପି କହିଛି, ପୂର୍ବରୁ ଦଳୀୟ ନେତାଙ୍କୁ ପଚାରୁ ନଥିବା ନବୀନ ଏବେ ଗଡ ଭୁଶୁଡୁଥିବା ଦେଖି ଘନ ଘନ ବୈଠକ କରୁଛନ୍ତି। 

BJD
ନିର୍ବାଚନର ଦୁଇ ମାସ ପରେ EVMକୁ ଦୋଷ ଦେଲେଣି ବିଜେଡି-କଂଗ୍ରେସ

ଟାମ୍ପରିଂ ହେଲା ୫୧ଟା ସିଟ୍ ପାଇଲେ କେମିତି। ଗତ ୨୪ ବର୍ଷରେ ବିଜେଡି କେତେ ଥର ଇଭିଏମ ଗଣ୍ଡଗୋଳ କରିଛି କହୁ ବୋଲି କହିଛି ବିଜେପି।

Mamata Mahanta - Boby Das
ସାଂସଦଙ୍କ ପାଣ୍ଠିକୁ ନେଇ ବିଜେଡିରେ ହଙ୍ଗାମା

ଅନୁମୋଦନ ପରେ ପାଣ୍ଠିକୁ କ୍ୟାନ୍ସଲ କରିଦେଇଥିଲେ ମମତା।

  • Wednesday, 07 August 2024
Naveen Patnaik
ପୁଣି ତେଜିଲା ନବୀନ ଓ କୋଇଲା ଦୁର୍ନୀତି ଅଭିଯୋଗ ରାଜନୀତି

ତଳାବିରା-୧ କୋଇଲା ଖଣି ପାଇଁ ପରିବେଶ ମଞ୍ଜୁରୀ ହାତେଇବାକୁ ମନ୍ତ୍ରାଳୟର ଅଧିକାରୀମାନଙ୍କୁ ହିଣ୍ଡାଲକୋ ମୋଟା ଅଙ୍କର ଲାଞ୍ଚ ଦେବା ଅଭିଯୋଗକୁ ନେଇ ତଦନ୍ତ ଆରମ୍ଭ କରିଥିଲା ସିବିଆଇ।

  • Wednesday, 07 August 2024
Mamata Mahanta - Boby Das
ମମତାଙ୍କ ସାଂସଦ ପାଣ୍ଠିକୁ ଯାଜପୁରରେ ଖର୍ଚ୍ଚ କରିବାକୁ ବାଧ୍ୟ କରୁଥିଲେ ବବି !

'ମମତାଙ୍କ ସାଂସଦ ପାଣ୍ଠିକୁ ନିଜ ଜିଲ୍ଲାରେ ଖର୍ଚ୍ଚ କରିବାକୁ ଯୋଜନା କରିଥିଲେ ବବି । ହେଲେ ମମତା କ୍ୟାନସଲ କରିବା ପରେ ବଢ଼ିଥିଲା ବିବାଦ ।'

 Rajya sabha
ପ୍ରକାଶ ପାଇଲା ବିଜ୍ଞପ୍ତି; ୩ରେ ରାଜ୍ୟସଭା ଉପନିର୍ବାଚନ, କିଏ ଯିବେ ? 

ସେପ୍ଟେମ୍ବର ୩ରେ ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି । ଓଡ଼ିଶାର ଗୋଟିଏ ଆସନ ପାଇଁ ହେବ ଉପନିର୍ବାଚନ ।

BJD
୧୫ ଜଣିଆ କମିଟିରୁ ବାଦ ପଡିଲେ ବବି-ସଞ୍ଜୟ-ଅତନୁ-ରାଜା ସ୍ୱାଇଁ-ମାନସ ମଙ୍ଗରାଜ

ଭୁବନେଶ୍ୱର ମହାନଗର ନିଗମର ଟାଣୁଆ କର୍ପୋରେଟର ଅମରେଶ ଜେନା ଖୋଲାଖୋଲି ଭାବେ କହିଛନ୍ତି, ଯେ କମିଟିରେ ଯୁବ ବର୍ଗଙ୍କୁ ଅଧିକ ସୁଯୋଗ ମିଳିବାର ଥିଲା । 

  • Tuesday, 06 August 2024
Odisha Politics
୨୪ ନିର୍ବାଚନରେ ବିଜେଡି ଖର୍ଚ୍ଚ କରିଛି କେତେ ଟଙ୍କା ?

୨ଟି ବିଧାନସଭା ଆସନରୁ ଲଢିଥିବା ସୁପ୍ରିମୋ ନବୀନ ପଟନାୟକ ନେଇଥିଲେ ୬୦ ଲକ୍ଷ ଟଙ୍କା।

  • Tuesday, 06 August 2024
Odisha Politics
MLA ପ୍ରାର୍ଥୀଙ୍କୁ ୩୦, MP ପ୍ରାର୍ଥୀଙ୍କୁ ୫୦ ଲକ୍ଷ ଦେଇଥିଲା BJD; ଟଙ୍କାଟିଏ ଦେଇନି କଂଗ୍ରେସ

ECIଙ୍କ ନିକଟରେ ସତ୍ୟପାଠ ଦାଖଲ କରି ଦର୍ଶାଇଛି ଦଳ । କୌଣସି ପ୍ରାର୍ଥୀଙ୍କୁ ଟଙ୍କାଟିଏ ବି ଖର୍ଚ୍ଚ ଦେଇନି କଂଗ୍ରେସ ।

BJD
ବିଜେଡି ଗଢିଲା ରାଜ୍ୟସ୍ତରୀୟ ସମନ୍ୱୟ କମିଟି, ଅସନ୍ତୋଷ ଝାଡ଼ିଲେ ଯୁବ ନେତା

ବିଜେଡି ଗଢିଲା ରାଜ୍ୟସ୍ତରୀୟ ସମନ୍ୱୟ କମିଟି । ଯୁବ ବର୍ଗଙ୍କ ପ୍ରତିନିଧିତ୍ୱ ନଗଣ୍ୟ ଥିବାରୁ ଦଳ ଭିତରୁ ଆସିଲା ଅସନ୍ତୋଷର ସ୍ୱର ।

Mamata Mahanta
‘ମୋତେ ରାଜ୍ୟସଭାରୁ କାଢ଼ିବାକୁ ବାରମ୍ବାର ଦେଉଥିଲେ ଧମକ’

ମମତାଙ୍କ ଅଭିଯୋଗ ନେଇ ପ୍ରଣବ ପ୍ରକାଶ ଦାସ କିମ୍ବା ବିଜେଡି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।

Naveen Patnaik
‘ବିଚରା ନବୀନ ବାବୁ ଚିନ୍ତା କରୁଥିବେ…’

ମୁଖ୍ୟମନ୍ତ୍ରୀ ଥିଲା ବେଳେ ନବୀନଙ୍କ କ୍ରେଜ ଯେମିତ ଥିଲା, ଆଜି ବି ସେମିତି ଅଛି। ଏ କଥା ଆମେ ନୁହେଁ ଖୋଦ୍ ତାଙ୍କ ଦଳର ଲୋକେ ହିଁ କହୁଛନ୍ତି। କିନ୍ତୁ ନବୀନଙ୍କ କାଟ୍ ତି କମିବା ପରେ କଂଗ୍ରେସ ଏବେ ତାଙ୍କୁ ବି କଟାକ୍ଷ କରିବା ଆରମ୍ଭ କରିଛି। ଦର୍ଶକବନ୍ଧୁ ନିକଟରେ ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶଙ୍କ ଗୋଟିଏ ଟୁଇଟ୍ ନବୀନଙ୍କ ପ୍ରତି ଏହି କଟାକ୍ଷକୁ ସ୍ପଷ୍ଟ କରିଛି। ଜୟରାମ ଖୋଲାଖୋଲି ଲେଖିଛନ୍ତି, ‘ବିଚରା ନବୀନ ବାବୁ ଚିନ୍ତା କରୁଥିବେ, ‘ମମତାଙ୍କ ପରେ ପୁଣି କିଏ ଦଳ ଛାଡିବ’।

  • Tuesday, 06 August 2024
BJP
ଭୋଟ୍ ବ୍ୟାଙ୍କ ବଢାଇବାକୁ ବିଜେପିର ନୂଆ ତରିକା, ଫୋକସରେ ଗ୍ରାମାଞ୍ଚଳ

୨୪ ବର୍ଷ ପରେ ସତ୍ତା ପରିବର୍ତ୍ତନ ହୋଇଥିବାରୁ ଏବେ ସରପଞ୍ଚ ଓ ସମିତିସଭ୍ୟ କ୍ଷମତାରେ ଥିବା ବିଜେପି ଆଡକୁ ସ୍ୱତଃପ୍ରବୃତ୍ତ ଭାବେ ଦଳରେ ସାମିଲ ହେଉଛନ୍ତି ।

  • Monday, 05 August 2024
BJP
ଭୋଟ୍ ବ୍ୟାଙ୍କ ଚିନ୍ତା: ବିଜେଡିର ନଜର ସହରାଞ୍ଚଳ, ବିଜେପି ଫୋକସରେ ଗ୍ରାମାଞ୍ଚଳ

ଭୋଟ୍ ବ୍ୟାଙ୍କ ବଢାଇବାକୁ ବିଜେପିର ନୂଆ ତରିକା, ଫୋକସରେ ଗ୍ରାମାଞ୍ଚଳ । ବିଜେପି ଆଡକୁ ଢଳୁଛନ୍ତି ସରପଞ୍ଚ ଓ ସମିତିସଭ୍ୟ ।

BJP
ଫୋକସରେ ଆଦିବାସୀ ଭୋଟ୍, ବିଜେପି ST ମୋର୍ଚ୍ଚାକୁ ସିଏମ୍ ମୋହନଙ୍କ ଟାସ୍କ

ବିଧାନସଭାରେ ଓ ଲୋକସଭାରେ ସବୁ ଆସନ ଜିତିବା ଲକ୍ଷ୍ୟରେ କର୍ମୀଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଟାସ୍କ ।

No-confidence motion
ଚର୍ଚ୍ଚାରେ ସୁନାବେଡ଼ା ପୌରପରିଷଦ, ଅଧ୍ୟକ୍ଷ ନୁହେଁ ଉପାଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ

ଚର୍ଚ୍ଚାରେ କୋରାପୁଟ ଜିଲ୍ଲା ସୁନାବେଡ଼ା ପୌର ପରିଷଦ । ଅଧ୍ୟକ୍ଷ ନୁହେଁ ବରଂ ଉପାଧ୍ୟକ୍ଷାଙ୍କ ବିରୋଧରେ ଆସିଛି ଅନାସ୍ଥା ପ୍ରସ୍ତାବ ।