/odishatv-khabar/media/post_attachments/uploadimage/library/16_9/16_9_0/IMAGE_1726932481.jpg)
Debashish Samantaray
କଂଗ୍ରେସ ସହ ହାତ ମିଳେଇବା, ରାଜ୍ୟରେ ସରକାର କରିବା। ଖୋଲା ମଂଚରେ ଏଭଳି ଚାଂଚଲ୍ୟକର ମନ୍ତବ୍ୟ ରଖିଛନ୍ତି ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟ। ପାରାଦୀପ କୁଜଙ୍ଗରେ ଆୟୋଜିତ ଦଳୀୟ ମଞ୍ଚରେ କର୍ମୀଙ୍କୁ ଉଦବୋଧନ ଦେବା ଅବସରରେ ଦେବାଶିଷ ଆହୁରି ମଧ୍ୟ କହିଛନ୍ତି ଯେ, ହାଇକୋର୍ଟରେ ୭ଟି କେସ୍ ଫାଇଲ ହୋଇଛି। ସେଠି ଯେଉଁ ବାଇ-ଇଲେକ୍ସନ ହେବ, ସେଥିରେ ନବୀନ ବାବୁ କେବଳ ହାତ ହଲେଇଦେଇ ଆସିଗଲେ, ଆମେ ଜିତିଯିବୁ।
Advertisment
ଏପରିକି ଦରକାର ପଡ଼ିଲେ ଆମେ କଂଗ୍ରେସ ସହ ହାତ ମିଳେଇଦେବା ଏବଂ ନୂଆ ସରକାର କରିଦେବା ବୋଲି କହିଥିଲେ ଦେବାଶିଷ । ସେପଟେ ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟଙ୍କ ମନ୍ତବ୍ୟ ନେଇ କଂଗ୍ରେସର ପ୍ରତିକ୍ରିୟା ମିଳିପାରିନାହିଁ ।
କଂଗ୍ରେସ ସହ ହାତ ମିଳେଇବା, ରାଜ୍ୟରେ ସରକାର କରିବା। ଖୋଲା ମଂଚରେ ଏଭଳି ଚାଂଚଲ୍ୟକର ମନ୍ତବ୍ୟ ରଖିଛନ୍ତି ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟ। #BJD#DebasishSamantaray#OTVpic.twitter.com/oechtmNAjR
— ଓଟିଭି (@otvkhabar) September 21, 2024
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)