• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

last rituals of Mulayam singh yadav
ଆଜି ଜନ୍ମମାଟିରେ ହେବ ମୁଲାୟମଙ୍କ ଅନ୍ତିମ ସଂସ୍କାର

ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବଙ୍କର ସୋମବାର ସକାଳ ସାଢ଼େ ୮ଟାରେ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲ୍‌ରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା। ମୃତ୍ୟୁ ପରେ ତାଙ୍କ ପାର୍ଥିବ ଶରୀରକୁ ଇଟୱା ଜିଲ୍ଲା ସ୍ଥିତ ତାଙ୍କର ପୈତୃକ ଗ୍ରାମ ସୈଫାଇକୁ ନିଆଯାଇଥିଲା। ସେଠାରେ ଆଜି ହେବ ତାଙ୍କର ଶେଷକୃତ୍ୟ।

Dhamnagar ByPolls
ଧାମନଗର ଉପନିର୍ବାଚନ; ଆଜି ନାମାଙ୍କନ ଦାଖଲ କରିବେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ

ଧାମନଗର ଉପନିର୍ବାଚନ ଲାଗି ଆଜି ହୋଇପାରେ ଅନ୍ୟ ଦଳର ପ୍ରାର୍ଥୀ ଘୋଷଣା । ଆଜି ସକାଳ ୧୧ଟା ୫ ମିନିଟରେ ସୂର୍ଯ୍ୟବଂଶୀ ସୂରଜ ନିଜର ନାମାଙ୍କନ ପତ୍ରକୁ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନିର୍ବାଚନ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ପ୍ରଦାନ କରିବେ ।

Uddhav Thackrey
ନୂଆ ନାଁ ଓ ନୂଆ ଚିହ୍ନକୁ ନେଇ ରାଜନୀତି ମଇଦାନକୁ ଓହ୍ଲାଇବ ଉଦ୍ଧବ ସେନା

ଉଦ୍ଧବ ଠାକରେ ଓ ଏକନାଥ ସିନ୍ଦେଙ୍କ ମଧ୍ୟରେ ଚାଲିଥିବା ବିବାଦରେ ନିର୍ବାଚନ କମିଶନ ବଡ଼ ନିଷ୍ପତ୍ତି ନେଇଛନ୍ତି। ଉଦ୍ଧବ ଠାକରେଙ୍କୁ ଆଜି ନିର୍ବାଚନ କମିଶନ ମଶାଲ ଚିହ୍ନ ଦେଇଛନ୍ତି। ଏଥିସହ ତାଙ୍କ ରାଜନୀତିକ ପାର୍ଟିର ନାଁ ମଧ୍ୟ ବଦଳିଛି।

Odisha Politics
ଅସନ୍ତୁଷ୍ଟଙ୍କୁ କେମିତି ଥଇଥାନ କରିବ ବିଜେଡି?

ନିର୍ବାଚନ ଯେତିକି ଯେତିକି ପାଖେଇ ଆସୁଛି ବିଜେଡିର ଚିନ୍ତା ବଢୁଛି...ନେତାଙ୍କୁ ଥଇଥାନ ହେଉଥିଲେ ବି ଅସନ୍ତୁଷ୍ଟଙ୍କ ସଂଖ୍ୟା ବହୁ ଅଧିକ

  • Monday, 10 October 2022
  • BJD
Akhilesh Yadav
ସମାଜବାଦୀ ଆନ୍ଦୋଳନର ପୁରୋଧା; ୩ଥର ମୁଖ୍ୟମନ୍ତ୍ରୀ-୧୦ ଥର ବିଧାୟକ-୭ ଥରର ସାଂସଦ ମୁଲାୟମ

ଶୋକବ୍ୟକ୍ତ କଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି । ନୂଆଦିଲ୍ଲୀ ଗୁରୁଗ୍ରାମ ମେଦାନ୍ତ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ ମୁଲାୟମ ।

Odisha Politics
୨୦୨୪ ଭୋଟ୍ ପୂର୍ବରୁ ବିଜେଡିର ଥଇଥାନ ଷ୍ଟ୍ରାଟେଜୀ, ତିନି ଡଜନ୍ ଅସନ୍ତୁଷ୍ଟ ନେତାଙ୍କୁ ନିଗମ ଲଲିପପ୍

ଗଂଜାମକୁ ବେଶୀ ଗୁରୁତ୍ୱ, ଅନ୍ୟ ଦଳର ଆମଦାନୀ ନେତାଙ୍କୁ ବି ପ୍ରଧାନ୍ୟ । ଦାସବର୍ମାଙ୍କ ଭଳି ବରିଷ୍ଠଙ୍କୁ ବାଦ୍, ଝୁଲିଲା ଯୋଜନାବୋର୍ଡ ଉପାଧ୍ୟକ୍ଷ ପଦ ।

Mohammed Moquim
ହାଇକୋର୍ଟରେ ମୋକିମଙ୍କ ଆବେଦନ ଗୃହିତ, ଜାମିନ ମଞ୍ଜୁର

୧ ଲକ୍ଷ ଟଙ୍କାର ୨ ଜାମିନଦାରଙ୍କ ବଦଳରେ ଜାମିନ ମଞ୍ଜୁର କରାଯାଇଛି ।

BJP's Master Plan For 2024 Election
୨୦୨୪ ନିର୍ବାଚନ ପାଇଁ BJPର ମାଷ୍ଟର ଗେମ୍ ପ୍ଲାନ୍- ଯେଉଁଠି ଦୁର୍ବଳ, ସେଇଠି ହେବ ରାଲି

ମୋଦିଙ୍କ ବ୍ୟତୀତ ଅନ୍ୟ ୧୦୪ଟି ଲୋକସଭା ସିଟ୍‌ରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ଦଳର ବରିଷ୍ଠ ନେତା ଓ କ୍ୟାବିନେଟ୍ ମନ୍ତ୍ରୀ ପହଞ୍ଚିବେ।

Protest Against Udit Raj
ରାଷ୍ଟ୍ରପତିଙ୍କୁ ସମାଲୋଚନା ପରେ କଂଗ୍ରେସ ନେତା ଉଦିତ୍ ରାଜଙ୍କୁ ଓଡ଼ିଶାରେ ପ୍ରବଳ ବିରୋଧ

ଦେଶର ପ୍ରଥମ ନାଗରିକ ଦ୍ରୌପଦୀ ମୁର୍ମୁଙ୍କ ବିରୁଦ୍ଧରେ ଆପତ୍ତିଜନକ ମନ୍ତବ୍ୟକୁ ନେଇ ପୂର୍ବତନ କଂଗ୍ରେସ ସାଂସଦ ଉଦିତ୍ ରାଜ୍‌ଙ୍କୁ ଓଡ଼ିଶାରେ ଜୋରଦାର ବିରୋଧ ।

Suryabanshi
ସୂର୍ଯ୍ୟବଂଶୀ ସୂରଜ ହେଲେ ବିଜେପି ପ୍ରାର୍ଥୀ

ସୂର୍ଯ୍ୟବଂଶୀ ସୂରଜ ହେଲେ ବିଜେପିର ଧାମନଗର ଯୋଦ୍ଧା । ନାଁରେ ମୋହର ମାରିଲା ଦଳ । ଦିବଙ୍ଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜ ଧାମନଗର ଉପନିର୍ବାଚନ ପାଇଁ ହୋଇଛନ୍ତି ବିଜେପି ପ୍ରାର୍ଥୀ ।

Protest Against Udit Raj
ଅଡ଼ୁଆରେ କଂଗ୍ରେସ ନେତା ଉଦିତ୍‌ ରାଜ୍‌; ଯୁଆଡ଼େ ଗଲେ ଅଣ୍ତାମାଡ଼-କଳାପତାକା

ଦେଶର ସମ୍ମାନନୀୟ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ଅପଶବ୍ଦ ବ୍ୟବହାର କରିବାକୁ ପଛାଇନାହାନ୍ତି ଏକାଧିକ କଂଗ୍ରେସ ନେତା ।

Suryabanshi
ବିଜେପି ବାଛିଲା ପ୍ରାର୍ଥୀ, ଗୋଷ୍ଠିକନ୍ଦଳ ପାଇଁ ବିଜେଡିରେ ଛିଣ୍ଡୁନି ଅଙ୍କ ! କଂଗ୍ରେସ କଥା ନକହିବା ଭଲ..

ଦିବଂଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପୁଅଙ୍କୁ ଧାମନଗର ଟିକେଟ୍ ସୂଯର୍ୟବଂଶୀଙ୍କୁ ଧାମନଗର ଯୋଦ୍ଧା ଘୋଷଣା କଲା ବିଜେପି ।

Prassana Patasani
ଶ୍ରୀମୟୀଙ୍କୁ ପୁଣି ଦାୟିତ୍ୱ, ପ୍ରଶନ୍ନଙ୍କୁ ଯୋଜନା ବୋର୍ଡ ସଦସ୍ୟ କରି ଥଇଥାନ କଲା ବିଜେଡି

 ମହିଳା କମିଶନ ଅଧ୍ୟକ୍ଷା ପଦ ବଜାୟ ରଖିଛନ୍ତି ମିନତୀ ବେହେରା । ଓଡ଼ିଶା ଖଦି ନିଗମର ଅଧ୍ୟକ୍ଷ ଦାୟିତ୍ୱ ନେଇଛନ୍ତି ସଂଗ୍ରାମ ପାଇକରାୟ ।

Nitish Kumar, Prashant Kishor
ନୀତୀଶଙ୍କୁ ଷ୍ଟ୍ରାଟେଜି ମେକର୍‌ ପ୍ରଶାନ୍ତଙ୍କ କାଉଣ୍ଟର; କହିଲେ ମୁଣ୍ତ କାମ କରୁନି..

ଜେଡିୟୁକୁ କଂଗ୍ରେସ ସହ ମିଶ୍ରଣ କରିବାକୁ ପ୍ରସ୍ତାବ ଦେଇଥିବା ନୀତୀଶଙ୍କ ଅଭିଯୋଗକୁ ନେଇ ଉତ୍ତର ରଖିଛନ୍ତି ପ୍ରଶାନ୍ତ କିଶୋର ।

Dhamnagar Bypoll
ସ୍ୱର୍ଗତ ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜ ଧାମନଗରରୁ ବିଜେପି ପ୍ରାର୍ଥୀ

ପ୍ରାର୍ଥୀ ଘୋଷଣା କରିଛି ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ।

President Droupadi Murmu, Congress leader Udit Raj
ଧୃଷ୍ଟତା ! ରାଷ୍ଟ୍ରପତିଙ୍କ ବିରୋଧରେ ପୁଣି ଅପଶଦ୍ଦ କହିଲେ ଜଣେ କଂଗ୍ରେସ ନେତା

ରାଷ୍ଟ୍ରପତିଙ୍କ ପ୍ରତି ଅପଶଦ୍ଦ ବ୍ୟବହାର, ପଦାରେ ପଡ଼ିଲା କଂଗ୍ରେସର ଦେବାଳିଆ ଚିନ୍ତାଧାରା ?

Death of class 7 girl student BJP mahila Morcha to meet family in Phulbani
ପ୍ରସବ ପରେ ଆଖି ବୁଜିଲେ ସପ୍ତମ ଶ୍ରେଣୀ ଛାତ୍ରୀ, ୩ ଜଣଙ୍କୁ କାରଣ ଦର୍ଶାଅ ନୋଟିସ୍‌

ସପ୍ତମ ଶ୍ରେଣୀ ଛାତ୍ରୀର ପ୍ରସବ ପରେ ମୃତ୍ୟୁ ଘଟଣାକୁ ନେଇ ହଇଚଇ ସୃଷ୍ଟି ହୋଇଛି। ବିଜେପି ମହିଳା ମୋର୍ଚ୍ଚା ଆଜି ପୀଡ଼ିତାଙ୍କ ପରିବାରକୁ ଭେଟିବ।

  Dhamnagar bypolls
କାହାକୁ ଦିଆଯିବ ଟିକେଟ୍‌? କେମିତି ସନ୍ତୁଷ୍ଟ ହେବେ ଅସନ୍ତୁଷ୍ଟ ନେତା?

ଆସନ ଗୋଟିଏ, ହେଲେ ଦାବିଦାର ଅନେକ। କାହାକୁ ଦିଆଯିବ ଟିକେଟ୍‌? କେମିତି ସନ୍ତୁଷ୍ଟ ହେବେ ଅସନ୍ତୁଷ୍ଟ ନେତା?

  Dhamnagar bypolls
ଛିଣ୍ଡୁନି ବିଜେଡିର ଧାମନଗର ଅଙ୍କ : ଘନଘନ ବୈଠକ ସତ୍ତ୍ୱେ ତୁଟୁନି ଗୋଷ୍ଠୀ କନ୍ଦଳ

ସୂର୍ଯ୍ୟବଂଶୀ ବିଜେପି ପ୍ରାର୍ଥୀ ହେବା ନିଶ୍ଚିତ ପରେ କ୍ୟାମ୍ପେନ ଆରମ୍ଭ,ପିସିସି ସଭାପତି କହିଲେ ଖୁବଶୀଘ୍ର କଂଗ୍ରେସ ପ୍ରାର୍ଥୀ ଘୋଷଣା...

Ahead of Dhamnagar bypoll, Dhamnagar and Tihidi BDOs transferred
ଧାମନଗର ଉପନିର୍ବାଚନ ପୂର୍ବରୁ BDOଙ୍କ ବଦଳି

ଧାମନଗର ବିଜେଡିରେ ଥିବା ଅନ୍ତଃକନ୍ଦଳକୁ ପ୍ୟାଚ୍‌ ପକାଇବା ପାଇଁ ବିଜେଡି ନେତା ପଦଯାତ୍ରା ପ୍ରସ୍ତୁତି ଆଳରେ ଘନଘନ ବୈଠକ କରୁଛନ୍ତି। ତେବେ ଏଠାରେ ଦଳ କାହାକୁ କରିବ ପ୍ରାର୍ଥୀ, ସେନେଇ ଅଡୁଆରେ ବିଜେଡି।

Dhamnagar
ଧାମନଗର ଉପନିର୍ବାଚନ: ଗୋଷ୍ଠୀ କନ୍ଦଳ ଯୋଗୁଁ ଛିଣ୍ଡିପାରୁନି BJD ଅଙ୍କ, ସ୍ଥିର ହୋଇପାରୁନି ପ୍ରାର୍ଥୀ !

ଧାମନଗର ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ । କିଏ ହେବେ କେଉଁ ଦଳର ଯୋଦ୍ଧା ?

Notification Issued For Dhamnagar Bypoll
ଧାମନଗର ଉପନିର୍ବାଚନ ପାଇଁ ବାହାରିଲା ବିଜ୍ଞପ୍ତି: ଆଜିଠୁ ନାମାଙ୍କନ ଦାଖଲ, ନଭେମ୍ବର ୩ରେ ଭୋଟ୍‌ ଗ୍ରହଣ

ଧାମନଗର ଉପନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ଧାମନଗର ଉପନିର୍ବାଚନ ପାଇଁ ନଭେମ୍ବର ୩ରେ ଭୋଟ୍‌ ଗ୍ରହଣ ହେବାକୁ ଥିବାବେଳେ ୬ରେ ଭୋଟ୍‌ ଗଣତି ହୋଇ ସେହିଦିନ ଫଳାଫଳ ପ୍ରକାଶ ପାଇବ।

big jolt to shashi tharoor in chennai
ଚେନ୍ନାଇରେ ଶଶି ଥରୁରଙ୍କୁ ଝଟକା; ବୈଠକରେ ୭୦୦ ପ୍ରତିନିଧିଙ୍କ ମଧ୍ୟରୁ ଯୋଗ ଦେଲେ ୧୨

କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ରେସ୍‌ର ଆଗଧାଡ଼ିରେ ଥିବା ବରିଷ୍ଠ ନେତା ଶଶୀ ଥରୁରଙ୍କୁ ବଡ ଝଟକା। ତାମିଲନାଡୁରେ ଦଳୀୟ ବୈଠକରେ ତାଙ୍କୁ ଯେପରି ନୈରାଶ୍ୟଜନକ ରେସ୍‌ପନ୍ସ ମିଳିଛି ତାହା ସମସ୍ତଙ୍କୁ ଭାବିବାକୁ ବାଧ୍ୟ କରିଛି- ଥରୁର ଏ ନିର୍ବାଚନ ଜିତିବେ ତ ?

Advertisement
ପ୍ରଚାରରେ ପାଣି ଭଳି ସାରୁଛନ୍ତି ଟଙ୍କା ! ୫ ବର୍ଷରେ ୩୭୮ କୋଟିରୁ ଅଧିକ ଟଙ୍କା ସ୍ୱାହା

ବିଜ୍ଞାପନ ଦ୍ୱାରା ମୁଖ୍ୟମନ୍ତ୍ରୀ ନମ୍ବର ୱାନ୍ ହୋଇଥିବା କହିଲେ ବିରୋଧୀ । ଲୋକଙ୍କ ସମସ୍ୟା ନବୁଝି ପ୍ରଚାର ପାଇଁ କୋଟି କୋଟି ଉଡ଼ାଯାଇଛି ।

Naveen Patnaik
ନବୀନଙ୍କ ଉତ୍ତରାଧିକାରୀ କିଏ ? ସାକ୍ଷାତକାରରେ ବଡ଼ ସଙ୍କେତ ଦେଲେ BJD ସୁପ୍ରିମୋ

ଇଂରାଜୀ ପତ୍ରିକାକୁ ସାକ୍ଷାତକାର ଦେଇ କହିଲେ ମୁଖ୍ୟମନ୍ତ୍ରୀ । ତା’ପରେ ରାଜ୍ୟ ରାଜନୀତିରେ ହଲ୍‌ଚଲ ।