କଂଗ୍ରେସ ଓ ବିଜେପି ମଧ୍ୟରେ ସିଧାସଳଖ ପ୍ରତିନ୍ଦ୍ୱନ୍ଦିତା ହେବ ।
୨୦୦୯ରେ ଧାମନଗର ଆସନରୁ ବିଜେଡିର ପ୍ରାର୍ଥୀ ହୋଇଥିଲେ ।
ପଦଯାତ୍ରାରେ ସମର୍ଥକଙ୍କ ସହ ଆସି ରାଜେନ୍ଦ୍ର ଦାସ ନାମାଙ୍କନ ଦାଖଲ କରିଛନ୍ତି ।
ନାମାଙ୍କନ ଦାଖଲ ପୂର୍ବରୁ ବିଜେଡି ନେତା ରାଜେନ୍ଦ୍ର ଦାସ ପ୍ରତିକ୍ରିୟା ରଖି କହିଛନ୍ତି, ‘କୁଚକ୍ରୀଙ୍କ ପାଇଁ ହାରିଥିଲି, ଏଥର ଜିତିବି। ଗୁରୁଜନଙ୍କ ଆଶୀର୍ବାଦ ନେଇ ନିର୍ବାଚନ ଲଢ଼ିବି।’
ପ୍ରାର୍ଥୀ ଘୋଷଣା ପରେ ବିଜେଡିରେ ତୀବ୍ର ହେଉଛି ଅସନ୍ତୋଷ । ରାଜେନ୍ଦ୍ରଙ୍କୁ ଟିକଟ୍ ନମିଳିବାରୁ ସମର୍ଥକଙ୍କ ଜୋରଦାର ବିରୋଧ । ଫେଲ୍ ମାରିଲା ଦଳର ତାଳିପକା ଉଦ୍ୟମ । ନାରାବାଜି ଚାଲିଛି ଯେ, ରାଜୁ ଦାସ ନାହିଁ ତ ଭୋଟ୍ ନାହିଁ ।
ତିହିଡି ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ ଧାମନଗର ପାଇଁ ଦଳୀୟ ପ୍ରାର୍ଥୀ ହେବା ପରେ ବିଜେଡିରେ ଦେଖାଦେଇଛି ବିଦ୍ରୋହ ।
ଖୋଦ୍ ବିଜେଡିର ସାଂସଦ ଓ ବିଧାୟକଙ୍କ କରୁଛନ୍ତି ବିରୋଧ ।
ଟିକେଟ ନପାଇ ନିଜ ମନରେ ନଥିବା କ୍ଷୋଭକୁ ପ୍ରକାଶ କରିଛନ୍ତି ଧାମନଗର ବିଜେଡି ନେତା ରାଜେନ୍ଦ୍ର ଦାସ ।
ଶାସକ ଦଳର ବହୁ ନେତା, ମନ୍ତ୍ରୀ ଏଥିରେ ସାମିଲ ଅଛନ୍ତି ବୋଲି କଂଗ୍ରେସ କହିଛି ।
୧୮ ବିଧାୟକଙ୍କ ମଧ୍ୟରେ ଅଧିକାଂଶ ଶାସକ ଦଳର ବୋଲି କୁହାଯାଉଛି ।
ଲେଡି ବ୍ଲାକ୍ମେଲରଙ୍କୁ ନେଇ ବିବାଦରେ ବିଜେଡ଼ି ନେତାମନ୍ତ୍ରୀ । ଅର୍ଚ୍ଚନା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ସାଲୁଜା ।
ଧାମନଗରରେ କିଏ ହେବେ ବିଜେଡି ପ୍ରାର୍ଥୀ ତାକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଶେଷ ମୁହୂର୍ତ୍ତରେ ବାଜି ମାରି ନେଲେ ଅବନ୍ତୀ।
ଧାମନଗର ଉପନିର୍ବାଚନ: ଅବନ୍ତୀ ଦାସ ବିଜେଡି ପ୍ରାର୍ଥୀ । କଂଗ୍ରେସରୁ ବାବା ହରେକୃଷ୍ଣ ସେଠୀଙ୍କୁ ଟିକଟ୍ ।
ଟୁଇଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ।
କେନ୍ଦ୍ର ସରକାରଙ୍କ ଫୁଟବଲ୍ ଫର୍ ସ୍କୁଲ ବନାମ ରାଜ୍ୟ ସରକାରଙ୍କ ଫୁଟବଲ୍ ଫର୍ ଅଲ୍
ଅବନ୍ତୀ ଦାସ ହେଲେ ବିଜୁ ଜନତା ଦଳର ପ୍ରାର୍ଥୀ । ଏବେ ତିହିଡ଼ି ବ୍ଲକ ଅଧ୍ୟକ୍ଷା ଅଛନ୍ତି ଅବନ୍ତୀ ।
ଗତକାଲି ଫିଫା ୧୭ବର୍ଷରୁ କମ୍ ବିଶ୍ୱକପ ମ୍ୟାଚ ଦେଖିବାକୁ ସୁର କଳିଙ୍ଗ ଷ୍ଟାଡିୟମ ଯାଇଥିବା ବେଳେ ତାଙ୍କୁ ସୁରକ୍ଷାକର୍ମୀମାନେ ଭିତରକୁ ଛାଡି ନଥିଲେ ।
ଧାମନଗର ଯୁଦ୍ଧ ପାଇଁ ଯୋଦ୍ଧା ପ୍ରସ୍ତୁତ । ଗତକାଲି ବିଜେପି ପ୍ରାର୍ଥୀପତ୍ର ଦାଖଲ କରିସାରିଥିବା ବେଳେ ଆଜି କଂଗ୍ରେସ ପ୍ରାର୍ଥୀ ନାମ ଘୋଷଣା କରିଛି ।
ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣାରେ ବିନ୍ଦାସ ଚିନୁଙ୍କୁ ଜେରା କରାଯାଇଛି। ଧର୍ମେନ୍ଦ୍ରଙ୍କ ବନ୍ଧୁ ଅକ୍ଷୟ ନାୟକଙ୍କ ଫୋନ୍ କଲ୍ ରେକର୍ଡରେ ଥିଲା ଚିନୁଙ୍କ ନାଁ।
ଠକଙ୍କଠାରୁ ଟଙ୍କା ତ ଆଦାୟ ହୋଇଛି ହେଲେ କାହିଁକି ଟଙ୍କା ଫେରସ୍ତ ପାଉ ନାହାନ୍ତି ଜମାକାରୀ ?
ଧାମନଗର ଉପନିର୍ବାଚନ ପାଇଁ ବଢୁଛି ଉଷ୍ମତା, ନାମାଙ୍କନ ଭରିଲେ ସୂଯର୍ୟବଂଶୀ । ବିଜେପି କହିଲା ୨୪ ପୂର୍ବରୁ ଆମ ପାଇଁ ଇଏ ସେମିଫାଇନାଲ୍ ।
ଲୋକମାନେ ‘ଧରତୀ ପୁତ୍ର ଅମର ରହେ’ର ସ୍ଲୋଗାନ ଦେଇ ମୁଲାୟମଙ୍କୁ ଶେଷ ବିଦାୟ ଦେଇଛନ୍ତି ।
ଏଥିପାଇଁ ନବୀନ ସରକାର, ମ୍ୟାନେଜମେଣ୍ଟ ଦାୟୀ ବୋଲି କହିଲେ।
ସରପଞ୍ଚ ପ୍ରାର୍ଥୀଙ୍କରଏହି ଘୋଷଣାପତ୍ରଟି ଭାଇରାଲ ହୋଇଛି। ଏଥିରେ ୧୩ଟି ପ୍ରତିଶ୍ରୁତି ଦେଇଛନ୍ତି ପ୍ରାର୍ଥୀ। ଏ ପ୍ରତିଶ୍ରୁତି ପଢିଲେ ଆପଣଙ୍କ ହୋଶ ଉଡିଯିବ।
ତଦନ୍ତରେ ପୋଲିସ ବିଫଳ ହୋଇଛି । ସଂପୃକ୍ତ ବ୍ୟକ୍ତିଙ୍କ ନାଁ କାହିଁକି ଖୁଲାସା କରୁନି ବୋଲି ବିଜେପି ପକ୍ଷରୁ କୁହାଯାଇଛି ।