• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

Jaynarayan Mishra
ନବୀନଙ୍କୁ ବିରୋଧୀ ଦଳ ନେତା ଜୟନାରାୟଣଙ୍କ କଟାକ୍ଷ...କହିଲେ ଏହା ‘ କିଣା ଆୱାର୍ଡ ’

‘ଯିଏ ଓଡ଼ିଶା ବାବଦରେ ଜାଣି ନାହାଁନ୍ତି, ତାଙ୍କୁ ଆୱାର୍ଡ ଓଡ଼ିଶାକୁ ବାଧକ’

Thousands People Gather to welcome CM Naveen at Bhubaneswar airport
ନବୀନଙ୍କ ପାଇଁ ରାଜଧାନୀରେ ଟ୍ରାଫିକ୍‌ ଜାମ୍‌ : ନାକେଦମ୍‌ ସାଧାରଣ ଜନତା

ରାଜଧାନୀରେ ବିଜେଡି ସମର୍ଥକଙ୍କ ଭିଡ, ଚାରିଆଡ଼େ ଟ୍ରାଫିକ୍‌ ଜାମ୍‌ ପରିସ୍ଥିତି

Who Gave Award questioned Congress
'ନବୀନଙ୍କୁ ପୁରସ୍କାର ଦେଲା କିଏ? ରାଜ୍ୟ ସରକାର ଦେଇଛନ୍ତି ନା କେନ୍ଦ୍ର ସରକାର ନା ଜାତିସଂଘ'

ଏୟାରପୋର୍ଟରୁ ନବୀନ ନିବାସ ଯାଏଁ ଛାଇ ଗଲାଣି ନବୀନଙ୍କ ବଡ଼ବଡ଼ ହୋଡିଂ। ପ୍ରସ୍ତୁତ ହୋଇଛି ମଂଚ। ଆୟୋଜନରେ ଯେମିତି କିଛି କମ୍ ରହିନଯାଏ ତାର ତଦାରଖ କରୁଛି ବିଜେଡିର ଏକ ଟିମ୍।

Award Politics
ବ୍ରାଣ୍ଡ ନବୀନକୁ ଚମକ ଦେବାକୁ ବିଜେଡିର ଶକ୍ତି ପ୍ରଦର୍ଶନ

ବିଶ୍ୱସନୀୟତା ନଥିବା ଏକ ସଂସ୍ଥାଠାରୁ ନବୀନ ପୁରସ୍କୃତ ହେବା ପରେ କାହିଁକି ଏଭଳି ବଡ଼ ସେଲିବ୍ରେସନ୍‌ର ଆୟୋଜନ କରୁଛି ବିଜେଡି? ପୁରସ୍କାର ଆଳରେ କାହିଁକି ଏକ ବଡ଼ ମାହୋଲ ବନାଇବାକୁ ଚେଷ୍ଟା କରୁଛି ଦଳ ?

BJD Workers Prep Up For Grand Celebration
ଆୱାର୍ଡ ପରେ ସେଲିବ୍ରେସନ୍‌ ପାଇଁ ଏତେ ତରବର କାହିଁକି?

ମୁଖ୍ୟମନ୍ତ୍ରୀଙ୍କୁ ମିଳିଲା ଆୱାର୍ଡ, ଜୋସ୍‌ରେ ବିଜେଡି କ୍ୟାମ୍ପ । ଗତକାଲି ଦିଲ୍ଲୀରେ ଗ୍ରାଣ୍ଡ ସେଲିବ୍ରେସନ୍ ପରେ ଆସନ୍ତାକାଲି ଭୁବନେଶ୍ୱରେ ଶକ୍ତି ପ୍ରଦର୍ଶନ କରିବ ଶଙ୍ଖ । 

Special story
ଦୁର୍ନୀତିଗ୍ରସ୍ତ ବାବୁ ଧରା ପଡ଼ିବାରେ ଓଡ଼ିଶା ଦେଶରେ ପ୍ରଥମ

ସ୍ୱଚ୍ଛ ସରକାରର ଦ୍ୱାହି... ହେଲେ ଦୁର୍ନୀତିକୁ ନେଇ ବାବୁଙ୍କ ବିରୋଧରେ ମାମଲା କ୍ଷେତ୍ରରେ ଓଡ଼ିଶା ଦେଶରେ ନମ୍ବର ଓ୍ୱାନ୍। #NCRB ତଥ୍ୟକୁ ନେଇ ବର୍ଷିଲେ ବିରୋଧୀ। ତେଣେ ପୂର୍ବତନ ଡିଜିପି କହିଲେ ଯେତେ ଧରାପଡୁଛନ୍ତି ତାହା ସମୁଦ୍ରକୁ ଶଙ୍ଖେ

Special story
ନବୀନଙ୍କୁ ମିଳିଥିବା ପୁରସ୍କାରକୁ ନେଇ ତେଜିଲା ରାଜନୀତି

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମିଳିଥିବା ପୁରସ୍କାରକୁ ନେଇ ତେଜିଲା ରାଜନୀତି । ୨୪ ନିର୍ବାଚନ ପାଖଉ ଥିବାରୁ ନବୀନଙ୍କ ପୁରସ୍କାରକୁ ଅସ୍ତ୍ର କରି ଏବେଠୁ ମାହୋଲ ବନାଇବା ଚକ୍କରରେ ବିଜେଡି, ଯାହାକୁ ନେଇ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ବିରୋଧୀ ।

Special story
ମୁଖ୍ୟମନ୍ତ୍ରୀଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ : ସେଲିବ୍ରେସନ୍ ମୁଡରେ ବିଜେଡି

ସ୍ୱାଗତ ସମ୍ବର୍ଦ୍ଧନା ପାଇଁ ରାଜଧାନୀରେ ବ୍ୟାପକ ଆୟୋଜନ

Special story
ଦୁର୍ନୀତିଗ୍ରସ୍ତ ବାବୁ ଧରା ପଡ଼ିବାରେ ଓଡ଼ିଶା ଦେଶରେ ପ୍ରଥମ : ଏନସିଆରବି ତଥ୍ୟକୁ ନେଇ ବର୍ଷିଲେ ବିରୋଧୀ

ଦୁର୍ନୀତିକୁ ନେଇ ବାବୁଙ୍କ ବିରୋଧରେ ମାମଲା କ୍ଷେତ୍ରରେ ଓଡ଼ିଶା ନଂ୧

Odisha CM Naveen Patnaik Lifetime Achievement Award
ମୁଖ୍ୟମନ୍ତ୍ରୀଙ୍କୁ ‘ଜୀବନବ୍ୟାପୀ ସାଧନା ସମ୍ମାନ’ରେ ସମ୍ମାନିତ

କ୍ୟାପିଟାଲ୍‌ ଫାଉଣ୍ଡେସନ ସୋସାଇଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ ମିଳିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ଦେବାକୁ ବିଜେଡି ବ୍ୟାପକ ଆୟୋଜନ କରିଛି।

2024 General Elections
ରାଜନୈତିକ ଦଳର ଫୋକସରେ ସେପ୍ଟେମ୍ବର

ଆରମ୍ଭ ହୋଇଯାଇଛି ସୁପର୍ ସେପ୍ଟେମ୍ବର। ଆଉ ମାସ ଆରମ୍ଭରୁ ବିଭିନ୍ନ ରାଜନୈତିକ ଦଳରେ ପ୍ରତିଯୋଗିତାମୂଳକ ଭାବେ ସ୍ଥିର ହୋଇଛି କାର୍ଯ୍ୟକ୍ରମ। କେହି କାହାକୁ ବାଟ ଛାଡ଼ିବାକୁ ପ୍ରସ୍ତୁତ ନାହାଁନ୍ତି। କାରଣ ସାଧାରଣ ନିର୍ବାଚନକୁ ରହିଲା ଦୁଇ ବର୍ଷରୁ କମ୍ ସମୟ। ସବୁଠାରୁ ବେଶୀ କାର୍ଯ୍ୟକ୍ରମ ରହିଛି ବିଜେପିର ଦଳର।

Focus September
୨୦୨୪ ପାଇଁ ନିଅଁ ପକାଇବେ ବିଜେଡି, ବିଜେପି, କଂଗ୍ରେସ୍

ମୟ ଥାଉ ଥାଉ ପାଗ ନଭିଡିଲେ କାଳେ କିଏ ପଛରେ ପଡିଯିବେ ସେ ଭୟ ବି ଅଛି।

Nitish Kumar
ନୀତିଶଙ୍କୁ ବଡ଼ ଝଟ୍‌କା ! ଗୋଟିଏ ପରେ ଗୋଟିଏ ରାଜ୍ୟରୁ ସଫା ହେଉଛି ଜେଡିୟୁ

ନୀତିଶ କୁମାର ଦେଶରେ ମୋଦିଙ୍କ ବିକଳ୍ପ ବୋଲି ଜେଡିୟୁ ନେତା ଚିତ୍କାର କରୁଥିବା ବେଳେ ଏବେ ମଣିପୁର ଅବସ୍ଥା ଦେଖି ବିଜେପି ନେତା ନୀତିଶ ଓ ତାଙ୍କ ଦଳୀୟ ନେତାଙ୍କୁ ତାତ୍ସଲ୍ୟ କରିବା ଆରମ୍ଭ କରିଛନ୍ତି ।

Farmer Death
ଚାଷୀ ଆତ୍ମହତ୍ୟା ମାନିବାକୁ ନାରାଜ ରାଜ୍ୟ ସରକାର

ରାଜ୍ୟରେ ଚାଷୀ ଆତ୍ମହତ୍ୟାର ମାଳ ମାଳ ଘଟଣା ସାମ୍ନାକୁ ଆସୁଛି। ହେଲେ ସବୁକୁ ବାଏଁ ବାଏଁ ଉଡ଼ାଇ ଦେଉଛନ୍ତି ରାଜ୍ୟ ସରକାର। ଏମିତିକି ୨୦୧୬ ପରଠୁ ରାଜ୍ୟରେ ଜଣେ ବି ଚାଷୀ ଆତ୍ମହତ୍ୟା କରିନଥିବା ଏନସିଆରବି ତଥ୍ୟରୁ ରାଜ୍ୟ ସରକାର।

Minakhi Mishra
ଆଶ୍ଚର୍ଯ୍ୟ ! ମୃତ୍ୟୁର ଦୁଇ ବର୍ଷ ପରେ ବିଜେଡି ମହିଳା କର୍ମକର୍ତ୍ତା ତାଲିକାରେ ମୀନାକ୍ଷୀଙ୍କ ନାଁ

ଇଏ ହେଉଛନ୍ତି ବିଜେଡିର ସେଇ ଦିବଙ୍ଗତ ନେତ୍ରୀ, ଯିଏ ନିଜ ପୁଅର ସୁରକ୍ଷାକୁ ନେଇ ପୋଲିସ୍ ପାଖରୁ ନ୍ୟାୟ ନପାଇ ଆତ୍ମହତ୍ୟା କରିଥିଲେ ।

BJD
ବିଜେଡିର ମିଶନ୍ ୨୦୨୪: ମାଧ୍ୟମ ହେବେ କି ମହିଳା!

ବିଜେଡିର ମିଶନ୍ ୨୦୨୪। ମାଧ୍ୟମ ହେବେ କି ମହିଳା! କାରଣ ବିଜେଡି ଗଢିଛି ୩୯୩ ସଂଖ୍ୟା ବିଶିଷ୍ଟ ବିଶାଳ ମହିଳା ଟିମ୍। ନିର୍ବାଚନ ବୈତରଣୀ ପାର ହେବା ଲାଗି ଯୁବ ଓ ଛାତ୍ର ପରେ ମହିଳା ସଂଗଠନକୁ ଦଳ ପ୍ରାଧାନ୍ୟ ଦେଇଛି କିନ୍ତୁ ବିରୋଧୀ ଏଥିରୁ ରାଜନୈତିକ ଗନ୍ଧ ବାରିଛନ୍ତି

BJD
ବିଜେଡିର ମିଶନ୍ ୨୦୨୪, ମହିଳା ହେବେ କି ମାଧ୍ୟମ ? ଛାତ୍ର ଓ ଯୁବ ପରେ ୩୯୩ ଜଣିଆ ଜୁମ୍ବୋ ଟିମ୍

ମହିଳା ଅସଦାଚରଣ ପ୍ରସଙ୍ଗରେ ଘେରିଲା ବିଜେପି । କଂଗ୍ରେସ କହିଲା ତୁଷ୍ଟୀକରଣ ରାଜନୀତି ।

JP Nadda
୨୦୨୪ରେ କ୍ଷମତା ଦଖଲ ଲାଗି ରଣନୀତି ପ୍ରସ୍ତୁତ କରିବ ବିଜେପି

ସେପ୍ଟେମ୍ବରରେ ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଶାହାଙ୍କ ଗସ୍ତର ମାସେ ପରେ ନଡ୍ଡା ଆସୁଥିବାରୁ ଓଡିଶା ଯେ, ବିଜେପି କେନ୍ଦ୍ରୀୟ କମିଟିର ଫୋକସ୍‌ରେ ରହିଛି ସେକଥା ସ୍ପଷ୍ଟ ହୋଇଛି ।

JP Nadda
ବିଜେପି ଫୋକସ୍‌ରେ ଓଡ଼ିଶା, ଶାହଙ୍କ ଗସ୍ତର ମାସେ ପରେ ଆସୁଛନ୍ତି ନଡ୍ଡା ! କର୍ମୀଙ୍କୁ ଦେବେ ଗୁରୁମନ୍ତ୍ର

ଅଗଷ୍ଟରେ ଆସିଥିଲେ ଶାହା । ଏବେ ଆସିବେ ନଡ୍ଡା । ୨୦୨୪ରେ କ୍ଷମତା ଦଖଲ ଲାଗି ରଣନୀତି ପ୍ରସ୍ତୁତ କରିବ ବିଜେପି ।

Woman leader in farmer field
କ୍ଷେତରେ ନେତ୍ରୀ, ଭୋଟ୍ ପାଇଁ ହାଇ ଡ୍ରାମା ନୁହେଁ କି

ନେତାଙ୍କୁ ଘାରିଛି ଚାଷୀଙ୍କ ଭୋଟ୍ ମୋହ। ଓଡିଶା ସମେତ ଦେଶର ବିଭିନ୍ନ ସ୍ଥାନରେ ମହିଳା ନେତୃତ୍ୱଙ୍କୁ ଚାଷୀମାନଙ୍କ ଗହଣରେ କ୍ଷେତରେ ଦେଖିବାକୁ ମିଳୁଛି। ନିର୍ବାଚନ ସମୟ ଆସିଗଲେ ଏମିତି ଲୋକ ଦେଖାଣିଆ ଭାବ ହାଇଡ୍ରାମା ନୁହେଁ କି…

J P Nadda
ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା

୨୦୨୪ ପାଇଁ ବିଜେପିର ଜୋରଦାର ପ୍ରସ୍ତୁତି ଚାଲିଛି । ଏନେଇ ସେପ୍ଟେମ୍ବର ମାସରେ ଓଡିଶା ବିଜେପି ପକ୍ଷରୁ ହେବ ପ୍ରଶିକ୍ଷଣ ଶିବିର ।

Shashi Tharoor
ରାହୁଲ ଗାନ୍ଧୀଙ୍କୁ ଚ୍ୟାଲେଞ୍ଜ କରିବେ କି ଶଶୀ ଥରୁର ? ଅକ୍ଟୋବର ୧୭ରେ କଂଗ୍ରେସ ସଭାପତି ନିର୍ବାଚନ

ବରିଷ୍ଠ କଂଗ୍ରେସ ନେତା ଶଶୀ ଥରୁର କଂଗ୍ରେସ ସଭାପତି ନିର୍ବାଚନରେ ସାମିଲ ହୋଇପାରନ୍ତି ।

Special story
ଝାଡ଼ଖଣ୍ଡରେ ରାଜନୈତିକ ସଂକଟ : ମେଣ୍ଟ ସରକାରର ବିଧାୟକଙ୍କୁ ନିଆଯାଉଛି ରାୟପୁର

କଂଗ୍ରେସ ଓ ଜେଏମ୍ଏମ୍ ବିଧାୟକଙ୍କୁ ରାୟପୁର ନିଆଯାଉଛି

Manish Sisodia
ସିସୋଦିଆଙ୍କ ପିଛା ଛାଡ଼ୁନି CBI ! ଲକର୍ ଯାଞ୍ଚ ପରେ ବି କିଛି ମିଳିଲାନି

ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ବ୍ୟାଙ୍କ୍ ଲକର ଯାଞ୍ଚ କରିଛି CBI । ସିସୋଦିଆଙ୍କ ଉପସ୍ଥିତିରେ ଲକର ଯାଞ୍ଚ କଲା ସିବିଆଇ । ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ସିବିଆଇର ଛାନ୍‌ଭିନ୍‌ ।

Special story
କଣ ହେବ କଂଗ୍ରେସର ଭବିଷ୍ୟତ ? ଦଳ ନୂଆ ଚେହେରାକୁ ବାଛିବ ନା ପୁଣି ଗାନ୍ଧୀ ଶରଣ ପଶିବ?

ଅକ୍ଟୋବର ୧୭ରେ ନୂଆ ସଭାପତି ଚୟନ ନେଇ ନିର୍ବାଚନ ହେବାକୁ ଥିବା ବେଳେ, କିଏ ବୁଡ଼ୁ ଥିବା ନାଆର ମଙ୍ଗ ଧରିବ, ଏବେ ତା ଉପରେ ନଜର ।