Advertisment

କଟକ ବାଲିଯାତ୍ରା ମଞ୍ଚରେ ନବୀନ ବନ୍ଦନା

ପୁରୀ ହବିଷ୍ୟାଳୀ ଶିବିରରେ ବି ହୋଇଥିଲା ନବୀନ ବନ୍ଦନା ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି

କଟକ ବାଲିଯାତ୍ରା ମଞ୍ଚରେ ନବୀନ ବନ୍ଦନା । ବିଜେଡି ଛାତ୍ରନେତାଙ୍କ ନବୀନ ଫ୍ୟାନ୍ ଗୀତ । କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କଲେ ବିରୋଧୀ । ବିଜେଡି କହିଲା ଆଗକୁ ପୁନରାବୃତ୍ତି ହେବନି । ପୁରୀ ହବିଷ୍ୟାଳୀ ଶିବିରରେ ବି ହୋଇଥିଲା ନବୀନ ବନ୍ଦନା ।

Advertisment
Bali Jatra
Advertisment
Advertisment