• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

Bijay Pattnaik
ବିଜୟଙ୍କ କଡ଼ା ସମାଲୋଚନା: ‘ଯଦି ସବୁ ବିଭାଗ ଠିକ୍‌ ଚାଲିଛି ତେବେ 5T କାହିଁକି ?’

ଏଭଳି ରୁଦ୍ଧଦ୍ୱାର ଶାସନ ବ୍ୟବସ୍ଥାରେ ପରିବର୍ତ୍ତନ ନିହାତି ଜରୁରୀ ।’

CMC
CMCରେ ଛିଣ୍ଡୁନି ବିବାଦ, ବୈଠକରେ ମେୟର-କର୍ପୋରେଟର ମୁହାଁମୁହିଁ

ଅନ୍ୟଦାବି ନେଇ ବିଜେପି କର୍ପୋରେଟରମାନେ ମଧ୍ୟ ହୋହାଲ୍ଲା କରିଥିବା ଦେଖିବାକୁ ମିଳିଥିଲା ।

  • Monday, 13 February 2023
  • CMC
Bijay Pattnaik
ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକଙ୍କ ବଡ଼ ବୟାନ !

ବିଜୟ ସିଧା ସଳଖ କହିଛନ୍ତି ‘ନବ ଦାସଙ୍କୁ ବୋଧ ହୁଏ ସେ ASI ମାରିନି’ । କିଏ ମାରିଛି, କ୍ରାଇମବ୍ରାଞ୍ଚ ସତ୍ୟତା ଉନ୍ମୋଚନ କରିବା ଦରକାର ।

Odisha Politics
BJP vs BJD ! କେନ୍ଦ୍ରର ୫ କେଜି ଚାଉଳ କାଟ୍ vs ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା

ପଂଚାୟତରେ ବିଜେଡି ଓ ଜିଲ୍ଲା ସ୍ତରରେ ବିଜେପି କରିବ ଆନ୍ଦୋଳନ । ୧୪ରୁ ୧୬ ଯାଏଁ ଚାଲିବ ହାଇଭୋଲେଟେଜ୍ ପଲିଟିକାଲ୍ ସୋ ।

OHRC
ବରିଷ୍ଠ ଥାଇ କନିଷ୍ଠଙ୍କୁ ଚୌକି ! ଆତ୍ମସମ୍ମାନକୁ ବାଧିଛି କହିଲେ ଜଷ୍ଟିସ ରଘୁବୀର ଦାସ

OHRC ସଦସ୍ୟ ପଦରୁ ଜଷ୍ଟିସ ରଘୁବୀର ଦାସଙ୍କ ଇସ୍ତଫା । ଜଷ୍ଟିସ ଶତ୍ରୁଘନ ପୂଜାହାରୀ OHRC ଅଧ୍ୟକ୍ଷ ନିଯୁକ୍ତ ।

Centre's starts free rice distribution
କେନ୍ଦ୍ର ସରକାର ଦେଲେ ମାଗଣା ଚାଉଳ, ଟେନସନ୍‌ରେ ବିଜେଡି

ବିଜେପି କହିଛି ମୋଦି ମାଗଣା ଚାଉଳ ଦେଉଥିବା କଥା ବିଜେଡିର ହଜମ ହେଉ ନାହିଁ।

  • Saturday, 11 February 2023
KV Singh Deo
ଆଇନଶୃଙ୍ଖଳା ସ୍ଥିତିକୁ ନେଇ ମୁହାଁମୁହିଁ ହେଲେ ନିତିନ-କନକବର୍ଦ୍ଧନ

ବଲାଙ୍ଗିର ଜିଲ୍ଲାରେ ବଢୁଛି ଆଇନଶୃଙ୍ଖଳା ପରିସ୍ଥିତି

Ex-Odisha chief secy Bijay Patnaik joins Congress, targets BJD govt
ବିଜେଡି ବଦଳରେ ବିଜୟ କାହିଁକି ବାଛିଲେ କଂଗ୍ରେସକୁ ?

ମିଡ୍ ନାଇଟ୍ ଅପରେସନ୍ ପରଠୁ ବିଜୟଙ୍କ ଉପରେ ବଢ଼ିଥିଲା ନବୀନଙ୍କ ଭରସା।

Who is behind the sand smuggling
କୋଟି କୋଟି ଟଙ୍କାର ବାଲି ଚୋରାଚାଲାଣ ପଛରେ ରହିଛି କାହାର ହାତ…

ନଦୀପଠାରୁ ବାଲି ଚୋରାଚାଲାଣ ଦ୍ୱାରା ପରିବେଶ ସନ୍ତୁଳନକୁ ପ୍ରଭାବିତ କରିବାର ଆଶଙ୍କା ରହିଛି। ମୁହାଣରୁ ବାଲି ଖନନ ଫଳରେ ନଦୀ ତା’ର ଗତିପଥ ବଦଳାଇ ଗାଆଁ ଓ ଜମିବାଡି ମୁହାଁ ହେବାର ସମ୍ଭାବନା ରହିଛି। ଆଇନ କାନୁନ ଉପରେ ଡୋଜର୍‌ ଚଳାଇ କୋଟି କୋଟି ଟଙ୍କାର ବାଲି କାରବାର କରୁଥିବା ଏମାନେ କିଏ ? ଏମାନଙ୍କ ପଛରେ କେଉଁ ଶକ୍ତି ରହିଛି?

President Droupadi Murmu
ରାଷ୍ଟ୍ରପତି ଦୌପଦୀ ମୁର୍ମୁ ବଖାଣିଲେ ଅନୁଭୂତି, ଶୁଣନ୍ତୁ...

ବ୍ୟକ୍ତିର ଉନ୍ନତି ପାଇଁ ସାମାଜିକ, ଆର୍ଥିକ ଉନ୍ନତି ସହ ଆଧ୍ୟାତ୍ମିକ ବିକାଶ ଜରୁରୀ ।

Bijay Pattnaik
କଂଗ୍ରେସରେ ସାମିଲ ହେଲେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ

ପୂର୍ବରୁ କିଛି କଂଗ୍ରେସ କର୍ମୀଙ୍କ ସହ ତାଙ୍କ ବସା ଉଠା କରିବା ନେଇ ଦେଖାଯିବା ପରେ ଏହି ଚର୍ଚ୍ଚା ଆରମ୍ଭ ହୋଇଥିଲା ।

Ashok Gehlot
ମୁଖ୍ୟମନ୍ତ୍ରୀ ଗେହଲଟ୍‌ଙ୍କ ବଡ଼ ଭୁଲ୍, ବିରୋଧୀ କହିଲେ ଏହା ଗଣତନ୍ତ୍ରର ଅପମାନ

ମୁଖ୍ୟମନ୍ତ୍ରୀଙ୍କ ଉପରେ ବିରୋଧୀ ଠୋ-ଠୋ ହୋଇ ହସିବା ସହ ଗୃହରେ ହଙ୍ଗାମା କରିଥିଲେ ।

Naba Das
ଶ୍ରଦ୍ଧାଞ୍ଜଳୀ ସଭାରେ ଯୋଗ ଦେଲେ, ହେଲେ କିଛି କହିଲେନି ନବୀନ

ନବଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି...କାନ୍ଦୁଛି ପୂରା ପରିବାର। ଯେବେ ବାପା-ମାଆଙ୍କ ଆଖି ସାମ୍ନାରେ ପୁଅ ଚାଲିଯାଏ, ସେତେବେଳେ ବାପା-ମାଆଙ୍କୁ କେତେ କଷ୍ଟ ହୁଏ? ତାହାକୁ କହିବା ଶବ୍ଦ ଆମ ପାଖରେ ନାହିଁ। ସେପଟେ ନବଙ୍କ ସଭାରେ ପାୱାର ସୋ' ଦେଖାଇଛି ବିଜେଡି ବୋଲି ଅଭିଯୋଗ କରିଛନ୍ତି ବିରୋଧୀ

Poster Of Pravat Biswal
ପୂର୍ବତନ ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ନାଁରେ ଏମିତିକା ପୋଷ୍ଟର ମାରିଲା କିଏ ?

ପୋଷ୍ଟର ଲଗାଇଥିବା ବ୍ୟକ୍ତିଙ୍କ ବିରୋଧରେ ଚାଉଳିଆଗଞ୍ଜ ଥାନାରେ ଏତଲା ଦିଆଯାଇଛି ।

Narendra Modi
ପୁଣି ବିରୋଧୀ କଂଗ୍ରେସକୁ କଡ଼ା ସମାଲୋଚନା କଲେ ମୋଦି

ହେଲେ ଦୀର୍ଘ ୪୦ ବର୍ଷ ହେଲା ସେମାନେ କିଛି କରିନଥିଲେ । ହେଲେ ଆମେ ଦେଶର ଲୋକଙ୍କ ଇଚ୍ଛାକୁ ଲକ୍ଷ ରଖି କଠିନ ପରିଶ୍ରମ ଜାରି ରଖିଛୁ ।

Bothra
ସରକାରଙ୍କ ପାଇଁ ବୋଥ୍ରାଙ୍କ ଛବି ଅଡୁଆ?

ଏଯାଏଁ ମନ୍ତ୍ରୀଙ୍କ ହତ୍ୟାର କାରଣ ଜଣାପଡିନଥିବାରୁ ରାଜନୈତିକ ମହଲରେ ଝଡ ସୃଷ୍ଟି ହେଲାଣି। ଗୁଳି କିଏ ମାରିଛି ତାହା କାହାକୁ ଅଛପା ନୁହେଁ । ବନ୍ଧୁକ ବି ଜବତ ହୋଇସାରିଛି। ହେଲେ ହତ୍ୟାକାଣ୍ଡର ମୋଟିଭ୍ ଖୋଜି ପାଉନି କ୍ରାଇମବ୍ରାଂଚ। ୭ ଦିନ ଧରି ଗୋପାଳକୁ ମାରଥନ୍ ଜେରା ପରେ ବି ସେହି ଗୋପାଳ ପାଖରେ ଅଟକି ରହିଛି ତଦନ୍ତ।

Late Minister Naba Das Daughter Crying
ଷ୍ଟେଜ୍ ଉପରେ କାନ୍ଦିଲେ ନବଙ୍କ ଝିଅ, କହିଲେ- ‘କେବେ ଭାବି ନଥିଲି ବାପାଙ୍କ ନାଁ ପୂର୍ବରୁ ସ୍ୱର୍ଗତଃ ଲାଗିବ’

ସବୁଦିନ ପାଇଁ ନବ ଦାସଙ୍କୁ ହରାଇ ଖାଲି ପରିବାର ଦୁଃଖରେ ଭାଙ୍ଗି ପଡ଼ି ନାହାନ୍ତି ବରଂ ଝାରଗସୁଗୁଡ଼ାବାସୀଙ୍କ ଆଖିରେ ମଧ୍ୟ ଲୁହ ଦେଖିବାକୁ ମିଳିଛି। ଶ୍ରଦ୍ଧାଞ୍ଜଳି ସଭାରେ ନବଙ୍କ ଝିଅ, ପୁଅ, ସ୍ତ୍ରୀ ଓ ପରିବାର ସଦସ୍ୟଙ୍କ ଆଖିରେ ଲୁହ ଦେଖିବାକୁ ମିଳିଥିଲା।

BJP leader Pradip Purohits exclusive statement
ମୁଖ୍ୟମନ୍ତ୍ରୀ ପଦ ଲାଳସା ପାଇଁ ନବଙ୍କୁ ହତ୍ୟା କରାଗଲା: ପ୍ରଦୀପ ପୁରୋହିତ

ମନ୍ତ୍ରୀ ନବ ଦାସଙ୍କୁ କାହିଁକି ହତ୍ୟା କଲା ଗୋପାଳ ଦାସ, ସେନେଇ ବିଭିନ୍ନ କଥା ସାମ୍ନାକୁ ଆସୁଥିବା ବେଳେ ଓଟିଭିକୁ ସାଂଘାତିକ ତଥ୍ୟ ଦେଇଛନ୍ତି ବିଜେପି ନେତା ପ୍ରଦୀପ ପୁରୋହିତ। ମୁଖ୍ୟମନ୍ତ୍ରୀ ପଦ ଲାଳସା ପାଇଁ ନବଙ୍କୁ ହତ୍ୟା କରାଗଲା ବୋଲି କହିଛନ୍ତି ପ୍ରଦୀପ ପୁରୋହିତ ।

  • Wednesday, 08 February 2023
BJP leader Pradip Purohit's exclusive statement
ମୁଖ୍ୟମନ୍ତ୍ରୀ ପଦ ଲାଳସା ପାଇଁ ନବଙ୍କୁ ହତ୍ୟା କରାଗଲା: ପ୍ରଦୀପ ପୁରୋହିତ

CM ପଦ ପାଇଁ ଶନି ମନ୍ଦିର ପୂଜା କଥା ଲିକ୍ ହେବାରୁ ନବଙ୍କୁ ହଟାଗଲା ବୋଲି ସେ କହିଛନ୍ତି।

Narendra Modi
ଆଟାକିଂ ମୋଡ୍‌କୁ ଫେରିଲେ ମୋଦି, ସଂସଦରେ କଂଗ୍ରେସକୁ ପ୍ରବଳ ଧୋଇଲେ

ଡିଫେନ୍ସ ଡିଲ୍, ହେଲିକପ୍ଟର ଘୋଟାଲା ସାରା ଦେଶକୁ ନିନ୍ଦିତ କଲା ।

Bijay Pattnaik
ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ କଂଗ୍ରେସରେ ହେବେ ସାମିଲ !

୨୦୧୦ ମସିହା ସେପ୍ଟେମ୍ବର ମାସରେ ରାଜ୍ୟର ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ନେଇଥିଲେ ।

BJD
ବିଜେଡି ସଭାରେ ଉଡ଼ିଲା ଖଲିପତ୍ର...ଡାଲିହାଣ୍ଡିରେ ମୁହଁ ମାରିଲା ଷଣ୍ଢ

ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଦିନ ୧୦ ଟାରୁ ୧୧ ଟା ମଧ୍ୟରେ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ସମୟ ଧାର୍ଯ୍ୟ କରାଯାଇଥିବା ବେଳେ ଦୁଇ ଘଣ୍ଟା ବିଳମ୍ବରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ଦୀର୍ଘ ସମୟ ତଳେ ବସି ବସି ବିରକ୍ତ ହୋଇଥିବା ମହିଳା ମାନେ ସଭା କାର୍ଯ୍ୟ ଆରମ୍ଭ ହେବାର କିଛି ସମୟ ପରେ ଉଠି ଚାଲି ଯାଇଥିଲେ । ୧୪ଶହ ଅଟୋରେ ଯେଉଁ ମହିଳାମାନେ ଆସିଥିଲେ ସେମାନେ ଖାଇବାକୁ ବି ପାଇଲେନି।

Naba Das Murder
ଗୋପାଳକୁ ଜେରା କରି କଣ ପାଇଲା କ୍ରାଇମବ୍ରାଂଚ୍‌?

ଗୋପାଳକୁ ଜେରା କରି କଣ ପାଇଲା କ୍ରାଇମବ୍ରାଂଚ୍‌? ଏତେ ଦିନ ଗଲାଣି ତଦନ୍ତର ସତ ସାମ୍ନାକୁ କାହିଁକି ଆସୁନି?

  • Tuesday, 07 February 2023