କର୍ଣ୍ଣାଟକରେ ଆଜିଠୁ ଚାଲିଲା ସିଦ୍ଦ ରାଜ୍ । ଦ୍ବିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସିଦ୍ଧରମୈୟା, ଡି.କେ.ଶିବକୁମାର ମିଳିଲା ଉପମୁଖ୍ୟମନ୍ତ୍ରୀ ପଦ । ଶପଥ ଗ୍ରହଣ ଉତ୍ସବରେ ମୋଦି ବିରୋଧୀଙ୍କୁ ନେଇ କଂଗ୍ରେସର ଶକ୍ତି ପ୍ରଦର୍ଶନ
ଆଗାମୀ ନିର୍ବାଚନରେ ଓଡ଼ିଶାରେ କ୍ଷମତାକୁ ଆସିବା ପାଇଁ ଆରପାର୍ ଲଢେଇ ଲାଗି ବିଜେପିରେ ହୋଇଛି ବିସ୍ତୃତ ଆଲୋଚନା। ତେବେ ଫୋକସରେ ରହିଛି ମୋଦି ସରକାରଙ୍କ ୯ ବର୍ଷର ସଫଳତାର ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚାଇବା। ଏଥିପାଇଁ ଆସନ୍ତା ୩୦ରୁ ଜୁନ ୩୦ଯାଏଁ ମହା ଜନସଂପର୍କ ଅଭିଯାନ କରିବ ଦଳ। ତାସହିତ ବିଜେଡି ମୁକ୍ତ ଓଡ଼ିଶା ଗଠନ ପାଇଁ ଆଜିର କାର୍ଯ୍ୟକାରୀଣୀରେ ସଂଙ୍କଳ୍ପ ନିଆଯାଇଛି। ଏହି ମାସେ ଭିତରେ ଓଡ଼ିଶାରେ ବିଜେପି ସରକାର ପାଇଁ ଭିତ୍ତି ପଡିବ ବୋଲି କହିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ।
ବିଜେଡିମୁକ୍ତ ଓଡ଼ିଶା ଗଠନ ପାଇଁ ବିଜେପିର ଷ୍ଟ୍ରାଟେଜି । ୨୪ରେ ଜିତ୍ ପାଇଁ ରାଜ୍ୟ କାର୍ଯ୍ୟକାରିଣୀରେ ରୋଡ୍ ମ୍ୟାପ୍ ।
ବିକ୍ରମ ଆରୁଖ ଇସ୍ତଫା ଦେବା ପରେ ବାଚସ୍ପତି ପଦ ମଧ୍ୟ ଖାଲି ରହିଛି ।
ପୁନଃବିଚାର କରିବାକୁ ସର୍ବୋଚ୍ଚ ଅଦାଲତରେ ଆବେଦନ । ବଦଳି ଓ ନିଯୁକ୍ତି ଦାୟିତ୍ୱ ଆପ୍ ସରକାରଙ୍କୁ ପ୍ରଦାନ କରିଥିଲେ SC ।
ଯେବେଠାରୁ ସେ ରାଜନୀତି କ୍ଷେତ୍ରରେ ପ୍ରବେଶ କରିଛନ୍ତି ସବୁବେଳେ ଇତିହାସ ରଚିଛନ୍ତି । ସଫଳତା ସତେ ଯେମିତି ତାଙ୍କର ସାଙ୍ଗରେ ରହିଛି ।
ଶପଥ ପାଠ କରାଇଛନ୍ତି ରାଜ୍ୟପାଳ ଥାବରଚନ୍ଦ ଗେହଲଟ୍ । ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ଆନ୍ୟ କିଛି ନେତା ମନ୍ତ୍ରୀ ଭାବେ ମଧ୍ୟ ଶପଥ ନେଇଛନ୍ତି ।
୨୦୨୧ ମସିହା ଅପେକ୍ଷା ୨୦୨୨ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମ୍ପତ୍ତି ବଢ଼ିଛି। ୪୨ ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ବଢ଼ିଛି ମୁଖ୍ୟମନ୍ତ୍ରୀଙ୍କର।
ମୋଦିଙ୍କୁ ପ୍ରଶଂସା କରି ରାଜ୍ୟ ବିଜେପି ଆକ୍ରମଣକୁ ଗୌଣ କରିବାକୁ ଚାଲ୍ ଖେଳୁଛି କି ବିଜେଡି। କାହିଁକିନା ରାଜ୍ୟ ବିଜେପି ଉପରେ ବିଜେଡିର ଘନଘନ ଆକ୍ରମଣ । ହେଲେ କେନ୍ଦ୍ର ବିଜେପି ନେତୃତ୍ବ ପ୍ରତି ନରମ ଆଭିମୁଖ୍ୟ ।
କେଉଁ ଧାରାରେ ଚାଲୁଛି ବିଜେଡି ? ବଦଳୁଛି କି ଦଳର ଆଭିମୁଖ୍ୟ ? ମୋଦିଙ୍କ ଆଡ଼କୁ ଢଳୁଛନ୍ତି କି ନବୀନ ? ରାଜ୍ୟରେ ବିଜେପି ସହ କଳି...କେନ୍ଦ୍ରରେ କୋଳାକୋଳି ! ଶାସକ ବିଜେଡି-ବିଜେପି ସଂପର୍କକୁ ନେଇ ଭୁବନେଶ୍ୱରରୁ ଦିଲ୍ଲୀ ଯାଏଁ ଚର୍ଚ୍ଚା
କେଉଁ ଧାରାରେ ଚାଲୁଛି ବିଜେଡି ? ବଦଳୁଛି କି ଦଳର ଆଭିମୁଖ୍ୟ ? ମୋଦିଙ୍କ ଆଡ଼କୁ ଢଳୁଛନ୍ତି କି ନବୀନ ? ରାଜ୍ୟରେ ବିଜେପି ସହ କଳି..କେନ୍ଦ୍ରରେ କୋଳାକୋଳି !
କେଉଁ ବିଭାଗର ମନ୍ତ୍ରୀ ଅଶୋକ ପଣ୍ଡା, ଜାଣିନାହାନ୍ତି କି ଉନ୍ନୟନ କମିଶନର ଅନୁ ଗର୍ଗ..ସଂସ୍କୃତି ମନ୍ତ୍ରୀ ଭାବେ ସମ୍ବୋଧନକୁ ନେଇ ପାୱାର କରିଡରରେ ଚର୍ଚ୍ଚା..ଦୁବାଇରେ ମନ୍ତ୍ରୀ ଓ ବିଧାୟକଙ୍କୁ ଅସମ୍ମାନ ଅଭିଯୋଗ ଆଣି ଘେରିଲେ ବିରୋଧୀ..
ମୋଦିଙ୍କ ଆଡକୁ ଢଳୁଛନ୍ତି କି ନବୀନ? ବନ୍ଦେ ଭାରତ ଉତ୍ସବ ଭାଷଣରେ ପୁରୀ ଏୟାରପୋର୍ଟ ଲୋକାର୍ପଣ ପାଇଁ ଆଗୁଆ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ ନେଇ ବଢ଼ିଲା ଚର୍ଚ୍ଚା..ତେଣେ ନବୀନଙ୍କ ଡବଲ୍ ଇଞ୍ଜିନ ମନ୍ତବ୍ୟ ଉପରେ ଧର୍ମେନ୍ଦ୍ରଙ୍କ ତେରଛା ବାଣ.
୫ ଦିନର ଘମାଘୋଟ କସରତ ଆଉ ୨୦ରୁ ଅଧିକ ବୈଠକ । ବେଙ୍ଗାଲୁରୁ ଦିଲ୍ଲୀ ଯାଏଁ ହଟଚମଟ । ଏସବୁର ଅବସାନ ଘଟାଇ ଶେଷରେ କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରିଛି କଂଗ୍ରେସ।
ମୋଦିଙ୍କ ଆଡ଼କୁ ଢଳୁଛନ୍ତି କି ନବୀନ ? ୨୦୨୪ ନିର୍ବାଚନ ପୂର୍ବରୁ ନୂଆ ସମୀକରଣ ହେଉଛି କି ?
ରାଜ୍ୟରେ କେମିତି ଚାଲିଛି ଶାସନ ? ମନ୍ତ୍ରୀ, ବିଧାୟକଙ୍କୁ ମିଳୁଛି କି ଉପଯୁକ୍ତ ସମ୍ମାନ ? ମନ୍ତ୍ରୀଙ୍କ ପାଖରେ କେଉଁ କେଉଁ ବିଭାଗ ଜାଣିଛନ୍ତି ତ ସଚିବ ?
ରାଜ୍ୟ ପାଇଁ ଆଉ ୨ଟି ବନ୍ଦେ ଭାରତ ଦାବି କଲେ ମୁଖ୍ୟମନ୍ତ୍ରୀ । ପୁରୀ-ରାଉରକେଲା ଓ ଭୁବନେଶ୍ୱର-ହାଇଦ୍ରାବାଦ ବନ୍ଦେ ଭାରତ ଦାବି ।
ସାଢ଼େ ୬ କୋଟି କର୍ଣ୍ଣାଟକବାସୀଙ୍କ ମୁଖିଆ ସାଜିବେ ସିଦ୍ଦରମୈୟା ।
କର୍ଣ୍ଣାଟକ ସିଏମ୍ ରେସ୍ରେ ବାଜି ମାରିନେବେ କି ସିଦ୍ଦରମୈୟା? ସେ ଆସନ୍ତାକାଲି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିବା ପରେ, ତାଙ୍କ ସମର୍ଥକଙ୍କ ମଧ୍ୟରେ ଉତ୍ସାହର ଲହରି ।
ସିଦ୍ଦରମୟା ମାରିନେବେ କି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଚୌକି ? ଦିଲ୍ଲୀରେ ହାଇକମାଣ୍ଡଙ୍କୁ ସାକ୍ଷାତ ପରେ ବି ଥମିନି ସସପେନସ୍
ଅଭିଯୋଗକୁ ଭିତ୍ତିହୀନ ବୋଲି କହିଲେ ବିଜେଡି ବିଧାୟକ ଶଶି , ଖଣ୍ଡେ ବେଡସିଟ୍ ଛଡ଼ା କିଛି ଆଣିନି
ମହିଳା ଭୋଟକୁ ନେଇ ବ୍ୟାକଫୁଟ୍ ରେ କି ବିଜେଡି? ମାଳମାଳ ଦଳୀୟ ନେତାଙ୍କ ନାଁରେ 'ମହିଳା ବିରୋଧୀ' ମାମଲା
ଦଳୀୟ ଗୋଷ୍ଠୀ କନ୍ଦଳ ଓ ଜିଲ୍ଲାରେ ନେତୃତ୍ୱବିହୀନ ସ୍ଥିତି ! ଚର୍ଚ୍ଚାରେ ପ୍ରଦୀପ ପାଣିଗ୍ରାହୀଙ୍କ ଅରେଞ୍ଜ ରିଭୋଲୁସନ୍ ମନ୍ତବ୍ୟ
କୁହାଯାଉଛି ଓଡ଼ିଶା ଭଳି ଦିଲ୍ଲୀରେ ମଧ୍ୟ ଚାଲିଛି ବାବୁ ରାଜ୍ । ନେତା ମନ୍ତ୍ରୀଙ୍କ ବଦଳରେ ସରକାର ଚଳାଉଛନ୍ତି ସଚିବ ।
ଶଶିଭୂଷଣଙ୍କ ପରିବାରର ୫ଜଣ ସଦସ୍ୟଙ୍କ ନାଁରେ ଯୌତୁକ ନିର୍ଯାତନା ଅଭିଯୋଗ ଆଣିବା ସହ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଘରୁ ବାହାର କରିଦେଇଥିବା ଅଭିଯୋଗ କରିଥିଲେ ରୋନାଲି ।