• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

Jharsuguda Bypoll
କିଏ ଜିତିବ ଝାରସୁଗୁଡ଼ା ବାଜି ? ସକାଳ ୮ଟାରୁ ଗଣତି, ୧୪ଟି ଟେବୁଲରେ ୧୯ ରାଉଣ୍ଡ କାଉଣ୍ଟିଂ

ଝାରସୁଗୁଡ଼ା ଇଞ୍ଜିନିୟରିଂ ସ୍କୁଲ ପରିସରରେ ୩ ଥାକିଆ ସୁରକ୍ଷା ବ୍ୟବସ୍ଥା । ବିଜୟକୁ ନେଇ ତିନି ଦଳ ଆଶାବାଦୀ ।

Karnataka Election Result
ଆସନ୍ତାକାଲି କର୍ଣ୍ଣାଟକ ଭୋଟ ଗଣତି ? କିଏ ହାସଲ କରିବ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ?

ଉଭୟ ବିଜେପି ଓ କଂଗ୍ରେସ ଏକକ ସଂଖ୍ୟା ଗରିଷ୍ଠତା ହାସଲ କରିବେ ବୋଲି ଦାବି କରୁଛନ୍ତି

Political career of bikram keshari arukha
ଛାତ୍ର ଜୀବନରୁ ପଡିଥିଲା ରାଜନୀତିର ମୂଳଦୁଆ; ବିଜୁବାବୁ ସାଜିଥିଲେ ଭାଗ୍ୟ

ବିଧାନସଭାର ବାଚସ୍ପତି ପଦରୁ ଇସ୍ତଫା ଦେଇଥିବା ବିକ୍ରମ କେଶରୀ ଆରୁଖଙ୍କ ରାଜନୈତିକ ଜୀବନ ଥିଲା ବେଶ ସଫଳତା। ଛାତ୍ର ଜୀବନରୁ ତାଙ୍କର ରାଜନୀତି ପ୍ରତି ଆଗ୍ରହ ଥିଲା। ତାଙ୍କ ସାଂଗଠନିକ ଦକ୍ଷତା ବିଜୁବାବୁଙ୍କୁ କରିଥିଲା ପ୍ରଭାବିତ। ଆଉ ତା’ ପରେ…

Odisha Cabinet reshuffle
ବାଚସ୍ପତି ଓ ୨ ମନ୍ତ୍ରୀଙ୍କ ଇସ୍ତଫା ପରେ ବଦଳିବ ମନ୍ତ୍ରିମଣ୍ଡଳ

ଖୁବ୍ ଶୀଘ୍ର ମନ୍ତ୍ରିମଣ୍ଡଳରେ ଛୋଟ ଧରଣର ଅଦଳବଦଳ ହୋଇପାରେ

Two more Odisha ministers resign
ବାଚସ୍ପତିଙ୍କ ପରେ ଇସ୍ତଫା ଦେଲେ ଦୁଇ ରାଷ୍ଟ୍ରମନ୍ତ୍ରୀ

ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଲେ ୨ ରାଷ୍ଟ୍ରମନ୍ତ୍ରୀ

Bikram Keshari Arukh
ଇସ୍ତଫା ଦେଲେ ବାଚସ୍ପତି ବିକ୍ରମ ଆରୁଖ

ବ୍ୟକ୍ତିଗତ କାରଣ ପାଇଁ ଇସ୍ତଫା ଦେଇଥିବା କହିଛନ୍ତି ଆରୁଖ ।

Cong leaders fight
କି ଲଜ୍ଜାଜନକ କଥା ! ଆଗ ଧାଡ଼ିରେ ବସିବାକୁ ତଳେ ପଡ଼ି ଗଡ଼ାଗଡ଼ି ହେଲେ ଦୁଇ କଂଗ୍ରେସ ନେତା, ଦେଖନ୍ତୁ ଭିଡିଓ

ଲଢେଇ ଖଣ୍ଡେ ଚେୟାର ପାଇଁ . . .ଆଗରେ ବସିବା ପାଇଁ ପାର୍ଟି ଅଫିସ୍‌ ହୁଲୁସ୍ତୁଲ . . ସମସ୍ତଙ୍କ ସାମ୍ନାରେ ମୁଥ ମରାମରି ହେଲେ ଦୁଇ କଂଗ୍ରେସ ନେତା

Who is powerful, Municipal chairperson or officer?
ନେତା ବଡ଼ ନା ଅଫିସର ବଡ଼? ଏମିତି ପ୍ରଶ୍ନ କରି ଧାରଣାରେ ବସିଲେ ପୌରାଧ୍ୟକ୍ଷା

ପାୱାର କାହାର ଅଧିକ ? ପୌରାଧ୍ୟକ୍ଷଙ୍କର ନା କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କର? ବାରମ୍ବାର ନିର୍ଦ୍ଦେଶ ଦେବା ପରେ ବି କାମ ହେଲାନି । ରାଗି ଗଲେ ମାଡାମ୍‌...ସିଧା ଯାଇ ଅଫିସ୍‌ରେ ଦେଲେ ଧାରଣା...ଭୁଲ ମାଗି ମନାଇବାକୁ ଉଦ୍ୟମ କଲେ ବଡ ବାବୁ

Odisha Politics, Jharsuguda Bypoll
ଝାରସୁଗୁଡ଼ା ଫଳାଫଳ ପୂର୍ବରୁ ହାର୍-ଜିତର ଅଙ୍କକଷା

ନବ ଦାସଙ୍କ ଭୋଟ ବଜାୟ ରଖିପାରିବ ତ ବିଜେଡି ? ବିଜେପିକୁ ପୂର୍ବାପେକ୍ଷା ମିଳିବ କି ଅଧିକ ଭୋଟ୍ ? କଂଗ୍ରେସ ତାର ପକେଟ୍ ଭୋଟ ବଜାୟ ରଖି ପାରିବ ତ ? ଝାରସୁଗୁଡ଼ା ଭୋଟ୍ ସରିବା ପରେ ଏସବୁ ପ୍ରଶ୍ନକୁ ନେଇ ଜୋରଦାର ଚର୍ଚ୍ଚା ।

Odisha Politics, Jharsuguda Bypoll
୧୯ ଭୋଟକୁ ବଜାୟ ରଖିପାରିବେ ତ ୩ ପ୍ରମୁଖ ଦଳ ? ବିଜୟ ଦାବିରେ ନେତାଙ୍କ ଭିନ୍ନ ଭିନ୍ନ ଆକଳନ

ଝାରସୁଗୁଡ଼ା ଫଳାଫଳ ପୂର୍ବରୁ ହାର୍-ଜିତର ଅଙ୍କକଷା । ବିଜେଡି ଓ ବିଜେପିର ଭିନ୍ନ ନେତାଙ୍କ ଭିନ୍ନ ଆକଳନକୁ ଚର୍ଚ୍ଚା । କଂଗ୍ରେସ କହିଲା ‘ଆମେ ଜିତିବୁ’ ।

Naveen Patnaik Statement After Meet PM Narendra Modi At Delhi
ମୋଦିଙ୍କୁ ଭେଟିବା ପରେ ସ୍ପଷ୍ଟ କଲେ ନବୀନ, କହିଲେ ‘ତୃତୀୟ ସାମ୍ମୁଖ୍ୟରେ ମୁଁ ନାହିଁ’

‘ତୁତୀୟ ସାମ୍ମୁଖ୍ୟରେ ନାହିଁ ବିଜେଡି । ଆଗାମୀ ନିର୍ବାଚନରେ ଏକା ଲଢ଼ିବ ଦଳ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କୌଣସି ରାଜନୈତିକ ଆଲୋଚନା ହୋଇ ନାହିଁ ବୋଲି ନବୀନ କହିଛନ୍ତି।

'Will contest alone'
୨୦୨୪ ନିର୍ବାଚନକୁ ନେଇ ନବୀନଙ୍କ ବଡ଼ ବୟାନ; ଏକାକୀ ଲଢ଼ିବ ବିଜେଡି

ରାଜଧାନୀ ଦିଲ୍ଲୀରେ ସାମ୍ବାଦିକମାନଙ୍କ ପ୍ରଶ୍ନର ଏମତି ଖୁଲମଖୁଲା ଉତ୍ତର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତାହା ସହ ସେ ଆହୁରି କହିଛନ୍ତି କି, ସର୍ବଦା ଏହା ଆମର ମୁଖ୍ୟ ନୀତି । ତୃତୀୟ ସାମୁଖ୍ୟ ନୀତରେ ଆମେ ନାହୁଁ

CM Naveen Patnaik
ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ, ରାଜନୈତିକ ଆଲୋଚନାକୁ ପ୍ରତ୍ୟାଖ୍ୟାନ କଲେ..

ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Odisha CM Naveen Patnaik to meet PM Modi in Delhi today
ଆଜି ନୂଆଦିଲ୍ଲୀରେ ମୋଦି-ନବୀନ ଭେଟ: କ’ଣ ହେବ ଆଲୋଚନା, ସେନେଇ ଚର୍ଚ୍ଚା...

ଆଜି ନୂଆଦିଲ୍ଲୀରେ ମୋଦି-ନବୀନ ଭେଟ। ୨୦୨୪ ନିର୍ବାଚନକୁ ନେଇ ଉଭୟ ନେତାଙ୍କ ମଧ୍ୟରେ କିଛି ଆଲୋଚନା ହେବ କି ସେନେଇ ମଧ୍ୟ ଅନେକ ଚର୍ଚ୍ଚା ହେଉଛି।

Income Tax dept raids house of former Champua MLA Sanatan Mahakud
ପୂର୍ବତନ ବିଧାୟକ ସନାତନ ମହାକୁଡ଼ଙ୍କ ଘରେ ଚଢ଼ାଉ

ପୂର୍ବତନ ବିଧାୟକ ସନାତନ ମହାକୁଡ଼ଙ୍କ ଘରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ ହୋଇଛି। ମୋଟ୍ ୧୦ଟି ସ୍ଥାନରେ ରେଡ୍‌ ହୋଇଥିବା ସୂଚନା ମିଳିଛି।  

Jharsuguda Bypoll
କିଏ ମାରିବେ ଝାରସୁଗୁଡ଼ା ବାଜି ? ଶନିବାର ଆସିବ ରାୟ

ବିଧାୟକ ବାଛିଲା ଝାରସୁଗୁଡ଼ା। ମନ୍ତ୍ରୀ ନବକିଶୋର ଦାସଙ୍କ ହତ୍ୟା ପରେ ଏଠାରେ ହୋଇଥିବା ଉପନିର୍ବାଚନ ଲାଗି ଆଜି ଭୋଟ୍ ଗ୍ରହଣ ଶେଷ ହୋଇଛି। ଧୁ ଧୁ ଖରା ସତ୍ତ୍ବେ ଭୋଟର୍ ନିଜ ମତାଧିକାର ସାବ୍ୟସ୍ତ କରିଥିଲେ। ପୁରୁଷଙ୍କ ଭୋଟରଙ୍କ ତୁଳନାରେ ମହିଳା ଭୋଟରଙ୍କ ସଂଖ୍ୟା ଅଧିକ ରହିଛି। ମତଦାନ ସରିବା ପରେ ୩ ପ୍ରମୁଖ ଦଳର ପ୍ରାର୍ଥୀ ନିଜ ନିଜର ବିଜୟ ନେଇ ଆଶାବାଦୀ ଅଛନ୍ତି।

Farmers oppose new norms in paddy procurement in Odisha
ନୂଆ ନିୟମକୁ ସହଜରେ ଗ୍ରହଣ କରିପାରୁନି ଚାଷୀ

ରବି ଧାନ ସଂଗ୍ରହ ପୂର୍ବରୁ ଯୋଗାଣ ବିଭାଗର ସଂଶୋଧିତ ନିୟମକୁ ଚାଷୀଙ୍କ ବିରୋଧ। ପରିବର୍ତ୍ତିତ ନିୟମରେ କ୍ଷତି ସହିବେ ଚାଷୀ, ଆଉ ମିଲର ଲାଭବାନ ହେବା ନେଇ ଚାଷୀଙ୍କ ଅଭିଯୋଗ। ରାଜ୍ୟରେ ରବି ଧାନ ସଂଗ୍ରହ ପାଇଁ ପ୍ରକ୍ରିୟା ଆରମ୍ଭ ଭିତରେ ମଣ୍ଡିରେ ଧାନ ବିକ୍ରି ନେଇ ରାଜ୍ୟ ସରକାରଙ୍କ ଯୋଗାଣ ବିଭାଗ ପି-ପାସ୍ ବ୍ୟବସ୍ଥାରେ ଆଣିଛି ସଂଶୋଧିତ ନିୟମ। 

 ବିଧାୟକ ବାଛିଲା ଝାରସୁଗୁଡ଼ା
ଝାରସୁଗୁଡ଼ା ଉପନିର୍ବାଚନରେ ଭୋଟରଙ୍କୁ ଭବ୍ୟ ସ୍ୱାଗତ: ମଥାରେ ଲଗାଇଲେ ଚନ୍ଦନ, ଖାଇଲେ ତରଭୁଜ ଓ ଜୁସ୍‌

କାହା ମଥାରେ ଲଗାଇ ଦିଆଯାଉଛି ଫୁଲ ଚନ୍ଦନ...ତ ଆଉ କାହା ଉପରେ କରାଯାଉଛି ପାଣି ସ୍ପ୍ରେ। ହାତରେ ପରିଚୟପତ୍ର ଖଣ୍ଡେ ଖଣ୍ଡେ ଧରି ଲମ୍ବା ଧାଡ଼ିରେ ଅପେକ୍ଷାରତ ଝାରସୁଗୁଡ଼ା ନିର୍ବାଚନମଣ୍ଡଳୀର ମତଦାତା। ଯୁବଠୁ ବୟସ୍କ ଅବା ଦିବ୍ୟାଙ୍ଗ ଭୋଟର। ୪୦ ଡିଗ୍ରୀରୁ ଅଧିକ ତାତିରେ ବି ଉତ୍ସାହର ସହ ନିଜକୁ ସାମିଲ କରିଛନ୍ତି ଗଣତନ୍ତ୍ରର ମହାନ ପର୍ବରେ।

Farmers oppose new norms in paddy procurement in Odisha
ଯୋଗାଣ ବିଭାଗର ସଂଶୋଧିତ ନିୟମକୁ ନେଇ ଚାଷୀ କୂଳ ଖପ୍ପା

ରବି ଧାନ ସଂଗ୍ରହ ପୂର୍ବରୁ ଯୋଗାଣ ବିଭାଗର ସଂଶୋଧିତ ନିୟମକୁ ଚାଷୀଙ୍କ ବିରୋଧ। ପରିବର୍ତ୍ତିତ ନିୟମରେ କ୍ଷତି ସହିବେ ଚାଷୀ, ଆଉ ମିଲର ଲାଭବାନ ହେବା ନେଇ ଚାଷୀଙ୍କ ଅଭିଯୋଗ।

Odisha Politics, Naveen Patnaik, BJD
ରାଜନୀତିରେ ସେଫ୍ ଗେମ୍ ଖେଳୁଛି କି ବିଜେଡି ? ମମତା ଓ ନୀତୀଶଙ୍କୁ ଭେଟିବା ପରେ ବି ନିରବ ନବୀନ

ସୁବିଧାବାଦୀ ରାଜନୀତି କହି ବର୍ଷିଲା ବିଜେପି । କଂଗ୍ରେସର ଅଭିଯୋଗ, ବିଜେଡି-ବିଜେପି ଏକ୍ । ସମଦୂରତା କଥା ଦୋହରାଇଲା ବିଜେଡି ।

Odisha Politics, Jharsuguda Bypoll
ବିଧାୟକ ବାଛିଲା ଝାରସୁଗୁଡ଼ା, EVMରେ ସିଲ ପ୍ରାର୍ଥୀଙ୍କ ଭାଗ୍ୟ

ଅପରାହ୍ନ ୫ଟା ସୁଦ୍ଧା ୬୮.୧୨% ମତଦାନ । ସବୁ ବୁଥରେ ୱେବକାଷ୍ଟିଂ, ନଜର ରଖିଲା ଡ୍ରୋନ୍  ।

Samajwadi MLA Thrashes BJP Leader's Husband
ଥାନା ଭିତରେ ବିଜେପି ନେତ୍ରୀଙ୍କ ସ୍ୱାମୀଙ୍କୁ ପ୍ରବଳ ପିଟିଲେ SP ବିଧାୟକ

ବିଧାୟକ ଓ ତାଙ୍କ ସମର୍ଥକମାନେ ପୁଲିସ୍‌ ଉପସ୍ଥିତିରେ ହିଁ ଦୀପକଙ୍କୁ ଚାପୁଡ଼ା, ବିଧା ଓ ମୁଥ ମାରିଥିଲେ। ଘଟଣାସ୍ଥଳରେ ପୁଲିସ ଉପସ୍ଥିତ ଥିଲେ ମଧ୍ୟ ଦୀପକଙ୍କୁ ଆକ୍ରମଣରୁ ରକ୍ଷା କରିବା ପାଇଁ ବେଶ୍ ନାକେଦମ ହେବାକୁ ପଡ଼ିଥିଲା।

Karnatak Exit Polls
ଭୋଟ ଦେବା ପରେ କ’ଣ କହୁଛନ୍ତି କର୍ଣ୍ଣାଟକ ଭୋଟର ? ଜାଣନ୍ତୁ ଏକ୍‌ଜିଟ୍ ପୋଲ..

କର୍ଣ୍ଣାଟକରେ ଏଥର ବିଜେପି କଂଗ୍ରେସ ଓ ଜେଡିଏସ ମଧ୍ୟରେ ତ୍ରିମୁଖୀ ଲଢେଇ ହେଉଛି । ଆସନ୍ତା ୧୩ ତାରିଖରେ ଭୋଟ୍ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ ।

Prime Minister Narendra Modi likely to visit Odisha
ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏନେଇ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି।