ଆସନ୍ତାକାଲିଠାରୁ ଆରମ୍ଭ ହେଉଥିବା ସଂସଦର ମୌସୁମୀ ଅଧିବେଶନରେ ଉଠିବ ରାଜ୍ୟରେ ଚାଲିଥିବା ବହୁ ଚର୍ଚ୍ଚିତ 5T ମଡେଲ୍ ପ୍ରସଙ୍ଗ। ମୁହାଁମୁହିଁ ହେବେ ବିଜେପି-ବିଜେଡି। 5T ମଡେଲରେ ରାଜ୍ୟ ବିକାଶର କଥା ବିଜେଡି ଜୋରଦାର ଢଙ୍ଗରେ ପ୍ରଚାର କରିବାକୁ ନିଷ୍ପତ୍ତି ନେଇଥିବା ବେଳେ 5Tସଚିବଙ୍କ ଜିଲ୍ଲା ଗସ୍ତ ଓ ଅଗଣତାନ୍ତ୍ରିକ କାର୍ଯ୍ୟକୁ ଉଠାଇବେ ବିଜେପି ଓ କଂଗ୍ରେସ।
Published By: Satyendu Shekher Mishra
Last updated: 19 July 2023, 09:00 PM IST
ବାପାଙ୍କ ହତ୍ୟା ନେଇ ମୁହଁ ଖୋଲିଛନ୍ତି ଝିଅ ଦୀପାଳି ଦାସ। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଲେ ସିବିଆଇ ତଦନ୍ତ ପାଇଁ ଲିଖିତ ଭାବେ ଦେବୁ। ସିବିଆଇ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିବା ବେଳେ ପରିବାରରେ ଆଲୋଚନା ଚାଲିଥିବା ନେଇ କହିଲେ।