5T ସଚିବ ଭି.କେ.ପାଣ୍ଡିଆନଙ୍କୁ କାଳିମାଡ଼ । କେବଳ ପାଣ୍ଡିଆନ୍ ନୁହଁନ୍ତି, ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଉପରେ ବି ପଡ଼ିଛି କାଳିଛିଟା । ପୁରୀ ସତ୍ୟବାଦୀରେ ଭାସ୍କର ସାହୁ ନାମକ ଜଣେ ଯୁବକ କାଳିମାଡ଼ କରିଥିବା କୁହାଯାଉଛି । ତେବେ ଅସମ୍ଭବ ସୁରକ୍ଷା ବ୍ୟବସ୍ଥା ଭିତରେ ସେ କେମିତି କାଳିମାଡ଼ କଲେ ? ଏହି କାଳିମାଡ଼ ପ୍ରୟୋଜିତ ନା ବିଜେଡ଼ିରେ ଦଳୀୟ ଆଭ୍ୟନ୍ତରୀଣ ବିବାଦ ? ତାକୁ ନେଇ ଉଠିଛି ପ୍ରଶ୍ନ ।
ବିଜେଡି ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ମନ୍ତବ୍ୟକୁ ନେଇ ରାଜ୍ୟ ରାଜନୀତିରେ ହଇଚଇ । ନିଜ ଜନ୍ମଦିନରେ ନିଜ ଖବର କାଗଜରେ ଜନ୍ମଦିନ ଅନୁଚିନ୍ତା ଲେଖାକୁ ନେଇ ଝଡ଼ ସୃଷ୍ଟି ହୋଇଥିଲା ।
ତେବେ କିଏ ଏହି ଭାସ୍କର ସାହୁ ? ବ୍ୟବସ୍ଥା ବିରୋଧରେ ଅସନ୍ତୋଷ ପ୍ରକାଶ କରି ଏହି ପ୍ରତିବାଦ କି ? କାଳିମାଡ଼ ପଛର ଅସଲ କାରଣ କ’ଣ ? ତାଙ୍କୁ କିଏ ବ୍ୟବହାର କରିନି ତ ? ମାଇଲେଜ୍ ନେବା ପାଇଁ କାଳିମାଡ଼ ପ୍ରାୟୋଜିତ ନୁହେଁ ତ ?
କୁନି ଝିଅଟିର ବାସ୍ତବ କଥାକୁ ନବୁଝି ପାଗଳଙ୍କ ଭଳି ହସିବା କେତେଦୂର ଯୁକ୍ତିଯୁକ୍ତ ବୋଲି ନିଜ ସୋସିଆଲ୍ ମିଡିଆ ଆକାଉଣ୍ଟରେ ପ୍ରଶ୍ନ କରିଛନ୍ତି ପ୍ରଦୀପ ମାଝୀ।
5T ସଚିବ ଭି. କେ ପାଣ୍ଡିଆନ୍ଙ୍କ ଉପରକୁ କାଳିମାଡ଼ ହୋଇଛି। ୟୁଜିଏସ୍ କଲେଜ ସଭାରେ ଯୋଗ ଦେବାବେଳେ ଏହି କାଳିମାଡ଼ ହୋଇଥିବା ସୂଚନା ମିଳିଛି।
ଜନ୍ମଦିନର ଅନୁଚିନ୍ତା ପ୍ରସଙ୍ଗରେ ନିଜ ଖବରକାଗଜରେ ସମ୍ପାଦକୀୟ ଲେଖି ପୁଣି ଚର୍ଚ୍ଚାକୁ ଆସିଥିବା ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଆଜି ପ୍ରତିକ୍ରିୟା ରଖିଛନ୍ତି।
ଜନ୍ମ ଦିନରେ ସୌମ୍ୟଙ୍କ ଅନୁଚିନ୍ତାକୁ ନେଇ ରାଜ୍ୟ ରାଜନୀତିରେ ଝଡ଼। ନିଜ ଦୈନିକ ଖବର କାଗଜରେ ଜନ୍ମଦିନର ଅନୁଚିନ୍ତା ଶୀର୍ଷକ ଲେଖାରେ ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ପୁଣି ଫାଇଭଟି ସଚିବଙ୍କୁ ନିଶାନା କରିଛନ୍ତି। ଶାସନ ବ୍ୟବସ୍ଥା ଉପରେ ତୀବ୍ର ହମଲା କରି, ୩୦୦ କୋଟି ଖର୍ଚ୍ଚରେ ଫାଇଭ ଟି ଆୟୋଜିତ ସଭାରେ ଅଭିଯୋଗ ପତ୍ର ଗ୍ରହଣ କରିବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଯାହାକୁ ନେଇ ଅଡୁଆରେ ସରକାର, ଅଡୁଆରେ ଫାଇଭ-ଟି ସଚିବ।
ମାହାଙ୍ଗାର ଦଶମ ଶ୍ରେଣୀ ଛାତ୍ରୀଙ୍କ ରହସ୍ୟଜନକ ମୃତ୍ୟୁ ପଛରେ କିଏ ? ନାବାଳିକାଟି ଆତ୍ମହତ୍ୟା କଲା ନା ରାଜନେତାଙ୍କୁ ଢାଲ କରି ମାରିଦିଆଗଲା ? ଆଜିକୁ ଠିକ୍ ଦୁଇ ମାସ ତଳର ସମ୍ବେଦନଶୀଳ ମାମଲାର ସତ କାହିଁକି ସାମ୍ନାକୁ ଆଣୁନି ପୋଲିସ ?
ଶାସନ ବ୍ୟବସ୍ଥାକୁ ପୁଣି ଶାସକ ଦଳ ବିଧାୟକ ସୌମ୍ୟଙ୍କ ଟାର୍ଗେଟ୍। ଫାଇଭ୍-ଟି ସଚିବଙ୍କୁ ସିଧା ନିଶାନା। ହେଲିକପ୍ଟରରେ ବୁଲି ଅଭିଯୋଗ ଗ୍ରହଣକୁ କଡ଼ା ସମାଲୋଚନା। ନିଜ ଜନ୍ମଦିନରେ ନିଜ ଖବର କାଗଜରେ 'ଆମ ଘରର ହାଲଚାଲ' ସ୍ତମ୍ଭରେ ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ, ଏ 'ଜନ୍ମଦିନର ଅନୁଚିନ୍ତା' ଶୀର୍ଷକ ଲେଖାକୁ ନେଇ ଝଡ଼।
ତା’ପରେ ଆଉ ଜଣେ ବିଧାୟକ କହିଲେ ଯେ,‘ମୋତେ ମନ୍ତ୍ରୀ ନକଲେ କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେ ତାଙ୍କୁ ଶେଷ କରିଦେବେ’ ।
5T ସଚିବଙ୍କୁ ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ଟାର୍ଗେଟ । ମନ୍ତ୍ରୀ ବଡ଼ କି ସଚିବ ବଡ଼ ନେଇ ପୂର୍ବରୁ ଉଠାଇଥିବା ପ୍ରସଙ୍ଗକୁ ପୁଣି ଅବତାରଣା କରିଛନ୍ତି ସୌମ୍ୟ ।
ରାଜ୍ୟ ସରକାରଙ୍କ ବହୁ ଚର୍ଚ୍ଚିତ ମେଟ୍ରୋ ପ୍ରକଳ୍ପକୁ ନେଇ କଟାକ୍ଷ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତେବେ ଏହାର ଦିନକ ପରେ ପ୍ରସ୍ତାବିତ ମେଟ୍ରୋ ପ୍ରକଳ୍ପର ଡିଟେଲ୍ ପ୍ରୋଜେକ୍ଟ ରିପୋର୍ଟ ବା DPR ସାମ୍ନାକୁ ଆଣିଥିଲେ ରାଜ୍ୟ ସରକାର ।
ଶକ୍ତି ବିଭାଗର ଏଭଳି ନିଷ୍ପତ୍ତିକୁ ନେଇ ଉଠିଛି ପ୍ରଶ୍ନ। କାହିଁକି ନା ଓଡିଶା ହେଉଛି ବିଜୁଳି ବଳକା ରାଜ୍ୟ। ତଥାପି କାହିଁକି ଶକ୍ତି ବିଭାଗକୁ ଘାରିଲା ସରକାରୀ କାର୍ଯ୍ୟାଳୟରେ ବିଜୁଳି ବଞ୍ଚାଇବା ଚିନ୍ତା। ଆଉ ମାତ୍ର ୫ ବର୍ଷର ଫ୍ୟାନ, ଏସି ଖୋଲି ନୂଆ ଲାଗିଲେ କେତେ ବିଜୁଳି ବଞ୍ଚାଇ ପାରିବ ଶକ୍ତି ବିଭାଗ ?
ଆଜି ନିର୍ବାଚନ ହେଲେ NDA ପୁଣି କେନ୍ଦ୍ରରେ ସରକାର କରିବ । ଟାଇମସ ନାଓ ETG ପକ୍ଷରୁ ଓପିନିୟନ ପୋଲ ସର୍ଭେ । ଲଗାତାର ତୃତୀୟ ଥର ପାଇଁ କେନ୍ଦ୍ରରେ କ୍ଷମତାକୁ ଆସିବେ ମୋଦି ସରକାର ।
ପିଏମ୍ ବିଶ୍ୱକର୍ମା ଯୋଜନାକୁ କେନ୍ଦ୍ର କ୍ୟାବିନେଟର ମଂଜୁରୀ । ପୂର୍ବରୁ ୫୦ ଶ୍ରମିକ ବର୍ଗଙ୍କ ପାଇଁ ରାଜ୍ୟ ଆଣିଛି ଯୋଜନା ।
ନାବାଳିକା ଛାତ୍ରୀ ଆତ୍ମହତ୍ୟା ଘଟଣାକୁ ରଫାଦଫା ପାଇଁ ବିଜେଡି ନେତା ଟଙ୍କା ମାଗିବାର ଅଡିଓ ଭାଇରାଲ, ଡିଜିପିଙ୍କୁ ଭେଟିଲା ବିଜେପି, ଟାର୍ଗେଟରେ ବିଧାୟକ ପ୍ରତାପ ଜେନା...
ବିଜେଡି ସରକାରଙ୍କ ଏସବୁ ନୀତି ଓ କାର୍ଯ୍ୟକାରିତ ନେଇ କଂଗ୍ରେସ ଲୋକଙ୍କୁ ସଚେତନ କରିବ ବୋଲି କହିଛି। ପିସି କାରବାର ବନ୍ଦ, ବିଦ୍ୟୁତ ଦର ପ୍ରତ୍ୟାହାର ଭଳି ୯ ଦପା ଦାବି ନେଇ କଗ୍ରେସ ୩୧୪ ବ୍ଲକ ଘେରିବ ବୋଲି କହିଛି ।
ଆସନ୍ତାକାଲି ସଂଧ୍ୟାରେ ଭୁବନେଶ୍ୱରରେ ୨୦ତମ ନ୍ୟାସନାଲ୍ ଚାର୍ଟାଡ୍ ଆକାଉଣ୍ଟ କନଫରେନସ୍ ରେ ଯୋଗଦେଇ ବକ୍ତବ୍ୟ ରଖିବୋ ଏଥିରେ ରାଜ୍ୟ ଓ ଦେଶର ବିଭିନ୍ନ ସ୍ଥାନରୁ CA ଉପସ୍ଥିତ ରହିବେ ।
ନିଜସ୍ୱ ସ୍କିମ୍ ମାଧ୍ୟମରେ ଭୋଟ୍ ଟାଣିବାକୁ ବିଜେଡିର ଉଦ୍ୟମ । ଏଣିକି କେନ୍ଦ୍ର ଅବହେଳା ନୁହେଁ ବରଂ ବିକାଶର ବାର୍ତ୍ତା ନେଇ ଲଢିବ ଦଳ
ଏଣିକି କେନ୍ଦ୍ର ଅବହେଳା ନୁହେଁ, ବିକାଶର ବାର୍ତ୍ତା ନେଇ ଲଢ଼ିବ ଦଳ । ଚାଷୀ, ଯୁବ, ମହିଳା, ଜନଜାତି ଭଳି ସବୁ ବର୍ଗଙ୍କୁ ଫୋକସ୍ ।
ସମଦୂରତ୍ୱର ସୀମା ଲଂଘି ଶାସକ ଦଳ ସମ୍ପର୍କର ଯେଉଁ ସେତୁ ଗଢିଛି ଏଥିରେ ରାଜ୍ୟବାସୀ କେତେ ଲାଭାନ୍ୱିତ ହେବେ ? ଓଡ଼ିଶାର ମୁଖ୍ୟ ବିରୋଧୀଦଳ ଭୂମିକା ନିର୍ବାହ କରୁଥିବା ବିଜେପି କିଭଳି ବିଜେଡି ଓ କଂଗ୍ରେସ ବିରୋଧୀ ଭୋଟକୁ ବିଶ୍ୱାସ ଜିତାଇବ ? ଆଗକୁ ଅଘୋଷିତ ମେଣ୍ଟ ହେବ କି ?
ଭ୍ରଷ୍ଟାଚାରୀମାନେ ଦେଶର ସମ୍ପତ୍ତି ନେଇ ପଳାୟନ କରିଛନ୍ତି ।
୨୦୨୪ରେ ବି ଲାଲକିଲ୍ଲା ପ୍ରାଚୀରରୁ ବଖାଣିବି ଦେଶର ଉପଲବ୍ଧି..
କିଏ ସେହି ଅତିଥି..ଯିଏ ସ୍ୱାଧୀନତା ଦିବସରେ ଉପସ୍ଥିତ ନରହି..ବାର୍ତ୍ତା ପଠାଇ ଦେଇଥିଲେ ..
ରାଜ୍ୟରେ ହେବ ଆଗୁଆ ଭୋଟ୍ ? ବିଜେଡି ଓ ବିଜେପି ମଧ୍ୟରେ ବାକ୍ୟଯୁଦ୍ଧ.. ସାଂଗଠନିକ ସ୍ତରରେ ବିଜେଡିର ବ୍ୟାପକ ପ୍ରସ୍ତୁତି ଓ ଲୋଭନୀୟ ସ୍କିମକୁ ନେଇ ସବୁଠି ଚର୍ଚ୍ଚା..