ଗ୍ୟାଙ୍ଗଷ୍ଟର ଟିଟୋର ସହଯୋଗୀ ଭାବେ ଚର୍ଚ୍ଚା ହେଉଥିବା ଜ୍ୟୋତିକାନ୍ତ ପରିଡ଼ାଙ୍କୁ ନେଇ ବିଜେଡିରେ ଝଡ଼। ଜ୍ୟୋତିକାନ୍ତଙ୍କ ନାଁରେ ଏକାଧିକ ଅପରାଧିକ ମାମଲା ଥିବା ସତ୍ତ୍ୱେ ତାଙ୍କୁ କେମିତି ଜଗତସିଂହପୁର ବିଜେଡିର ଉପସଭାପତି ଭାବେ ନିଯୁକ୍ତ କରାଗଲା, ତାକୁ ନେଇ ଉଠିଛି ପ୍ରଶ୍ନ ।
Published By: Satyendu Shekher Mishra
Last updated: 19 July 2023, 09:21 PM IST
ସର୍ବଦା ବିବାଦୀୟ ବୟାନ ପାଇଁ ଚର୍ଚ୍ଚାରେ ରହୁଥିବା ବିଜେଡି ସାଂସଦ ତଥା ରାଜନେତା ସୁଲତା ଦେଓ ପୁଣି ଥରେ ଚର୍ଚ୍ଚାରେ। ତେବେ ଏଥର ତାଙ୍କର ସମ୍ବେଦନହୀନ ବୟାନ ପାଇଁ ସୁଲତା ଚର୍ଚ୍ଚାରେ ରହିଛନ୍ତି। ଜମ୍ମୁ କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ପୀଡିତଙ୍କୁ ନେଇ ସୁଲତାଙ୍କ ବୟାନ ଭ୍ରୁକୁଞ୍ଚନ ସୃଷ୍ଟି କରିଛି।