ଛାତ୍ର ସଂସଦ ନିର୍ବାଚନକୁ ବାତିଲ କରି ହେଲ୍ପ ଡେସ୍କ ରାଜନୀତି କରୁଥିବା ବିଜେଡିକୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ବିରୋଧୀ ଛାତ୍ର ସଂଗଠନ।