ଏନେଇ ମୁଖ୍ୟମନ୍ତ୍ରୀ କୌଣସି ପଦକ୍ଷେପ ନେଇନଥିବାରୁ ଆଜିଠାରୁ ରାଜ୍ୟର ସମସ୍ତ ସରପଞ୍ଚ ଭୁବନେଶ୍ୱରରେ ଗଣଧାରଣାରେ ବସି ବିକ୍ଷୋଭ କରୁଛନ୍ତି ।
ପଶ୍ଚିମ ଓଡ଼ିଶା ପ୍ରତି ସରକାର କେବେ ବି ବୈମାତୃକ ମନୋଭାବ କରି ନାହାନ୍ତି ବୋଲି କହିଛନ୍ତି ଢ଼ୋଲକିଆ ।
ଛାତ୍ର ସଂସଦ ନିର୍ବାଚନ ଦାବିରେ ନବୀନ ନିବାସ ମୁହାଁ ହୋଇଥିଲା ଛାତ୍ର ସଂଗଠନ ଅଲ ଓଡିଶା ଷ୍ଟୁଡେଣ୍ଟସ ଭଏସ୍ । କଳା ପତାକା ପ୍ରଦର୍ଶନ ସହ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦାବି ଜଣାଇବାକୁ ଉଦ୍ୟମ ବେଳେ ରାସ୍ତାରୁ ଅଟକ କରିଥିଲା ପୋଲିସ ।
ପଶ୍ଚିମ ଓଡ଼ିଶା ପ୍ରତି ବୈମାତୃକ ମନୋଭାବ ପୋଷଣ କରିବା ସହ ଲୋକଙ୍କ ଭାବାବେଗ ସହ ରାଜ୍ୟ ସରକାର ଖେଳୁଥିବା ଅଭିଯୋଗ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ଏଥିସହ ବାଚସ୍ପତି ନିର୍ବାଚନକୁ କଂଗ୍ରେସ୍ ବୟକଟ୍ କରିଥିବା କହିଛନ୍ତି ।
ପଶ୍ଚିମ ଓଡ଼ିଶା ପ୍ରତି ବୈମାତୃକ ମନୋଭାବ ପୋଷଣ କରିବା ସହ ଲୋକଙ୍କ ଭାବାବେଗ ସହ ରାଜ୍ୟ ସରକାର ଖେଳୁଥିବା ଅଭିଯୋଗ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ଏଥିସହ ବାଚସ୍ପତି ନିର୍ବାଚନକୁ କଂଗ୍ରେସ୍ ବୟକଟ୍ କରିଥିବା କହିଛନ୍ତି ।
ଛାତ୍ର ସଂସଦ ନିର୍ବାଚନ ଦାବିରେ ନବୀନ ନିବାସ ମୁହାଁ ହୋଇଥିଲା ଛାତ୍ର ସଂଗଠନ ଅଲ ଓଡିଶା ଷ୍ଟୁଡେଣ୍ଟସ ଭଏସ୍ । କଳା ପତାକା ପ୍ରଦର୍ଶନ ସହ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦାବି ଜଣାଇବାକୁ ଉଦ୍ୟମ ବେଳେ ରାସ୍ତାରୁ ଅଟକ କରିଥିଲା ପୋଲିସ ।
ଭୟଭୀତ ହୋଇ ବିଧାୟକ ଥାନାରେ ଏତଲା ଦେଇଥିଲେ ।
ପଶ୍ଚିମ ଓଡ଼ିଶା ପ୍ରତି ସରକାର କେବେ ବି ବୈମାତୃକ ମନୋଭାବ କରି ନାହାନ୍ତି ବୋଲି କହିଛନ୍ତି ଢ଼ୋଲକିଆ ।
ଦଳରୁ ବିଦା କରିବାକୁ କାହିଁକି ସାହସ କୁଳେଇ ପାରୁନି ବିଜେଡି ? ସୌମ୍ୟଙ୍କୁ ସାମ୍ନାରେ ରଖି ପାଣ୍ଡିଆନଙ୍କୁ ଘେରିଲେ ବିରୋଧୀ ।
ଗଣତାନ୍ତ୍ରିକ ଅଧିକାରକୁ କାହିଁକି ଗୁରୁତ୍ୱ ଦେଉନାହାନ୍ତି ସରକାର ? କୋର୍ଟ ଯିବାକୁ ବିଜେପି ଯୁବମୋର୍ଚ୍ଚାର ଚେତାବନୀ ।
ସବୁ ଯୋଜନା ଲୋକଙ୍କ ପାଇଁ ଖଂଜା ହୋଇଛି ତାହେଲେ ୨୩ ବର୍ଷର ନିରବଛିନ୍ନ ଶାସନ କ୍ଷମତାରେ ଥିବା ଦଳ କେଉଁ ‘ବ୍ଲାକମେଲ୍’କୁ ଭୟ ? ୫ ବର୍ଷ ତଳେ ଦଳରେ ଯୋଗଦେଇ ବିଧାୟକ ହୋଇଥିବା ସୌମ୍ୟ ପଟ୍ଟନାୟକ ଏମିତି କି ଦୋଷ, ଦୁର୍ବଳତାର ଅସ୍ତ୍ର ପାଇଗଲେ ଯେ ବ୍ଲାକମେଲ କରୁଛନ୍ତି ବୋଲି ମନ୍ତ୍ରୀ ବିଧାୟକ ଲଗାତର ଜଣକ ପରେ ଜଣେ ଆସି ଗଣମାଧ୍ୟମରେ କହୁଛନ୍ତି ?
ମୋ ଦେଶ, ମୋ ମାଟି କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରତିକ୍ରିୟା ରଖିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ
ଉଚ୍ଚଶିକ୍ଷା ବିଭାଗ କ୍ୟାଲେଣ୍ଡରରେ ନାହିଁ ଛାତ୍ର ସଂସଦ ନିର୍ବାଚନ ।
ଜିଲ୍ଲାୱାରି ଗସ୍ତ କରିଥିଲେ ପାଣ୍ଡିଆନ୍ । ସେବାୟତଙ୍କ ଦାବି ନେଇ ସପ୍ତାହେ ମଧ୍ୟରେ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ । ୭ ଦିନ ବଦଳରେ ମାସେ ଗଡିଲାଣି ହେଲେ ଦାବି ପୂରଣ ହେଲାନି । ସେବାୟତ କହିଲେଣି ସଚିବ ଆମକୁ ଠକିଦେଲେ
ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଓ ସବୁ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହ ଆଲୋଚନା କରିବେ ଆୟୋଗର ଏହି ସ୍ପେଶାଲ ଟିମ୍।
ଏମିତିକି ଜଣେ କି ଦୁଇ ଜଣ ନେତା ନୁହେଁ, ଦଳର ତିନିଜଣ ହେଭିୱେଟ୍ ନେତା- ଅରୁଣ, ଅତନୁ ଓ ପ୍ରତାପ- ସୌମ୍ୟଙ୍କ ବିରୋଧରେ ବିଷୋଦଗାର କରୁଥିଲେ, ସୌମ୍ୟ ବି ସେମାନଙ୍କୁ କାଉଣ୍ଟର କରି ଜବାବ ଦେବା ସହ ଫାଇଭ-ଟିକୁ ନିଶାନା କରୁଥିଲେ।
ପଦରେ ଥାଇ କରୁଥିଲି କଣ ବୋଲି ପଚାରିଲେ ସୌମ୍ୟ । ଆଲେଖ୍ୟ ଓ ବକ୍ତବ୍ୟରେ 5-T ସଚିବଙ୍କୁ ନିଶାନା କରୁଥିଲେ ସୌମ୍ୟ ।
ରାଜ୍ୟରେ ଆଗୁଆ ନିର୍ବାଚନ ନେଇ ଦ୍ୱନ୍ଦ୍ୱ । ବଢୁଥିବା ଦ୍ୱନ୍ଦ୍ୱକୁ ନେଇ ତେଜିଲା ରାଜନୈତିକ ବୟାନବାଜି ।
ବିଜେଡି ଉପସଭାପତି ପଦରୁ ହଟା ଯିବା ପରେ ସୌମ୍ୟ ପଟ୍ଟନାୟକ ପ୍ରତିକ୍ରିୟା ରଖିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦସ୍ତଖତ ଉପରେ ପ୍ରଶ୍ନ ଉଠାଇଛନ୍ତି।
ଇଣ୍ଡିଆ ଗଠବନ୍ଧନ ଭୋଟ୍ ବ୍ୟାଙ୍କ ରାଜନୀତି ପାଇଁ ସନାତନ ଧର୍ମ ଉପରେ ଆକ୍ରମଣ କରିବାର ଲୁକ୍କାୟିତ ଏଜେଣ୍ଡା ରଖିଥିବା ବିଜେପି ଅଭିଯୋଗ କରିଛି। ଏହା ସହିତ ପୁରାତନ ବିଶ୍ୱାସକୁ ନେଇ ଡିଏମ୍କେ ନେତା ବାରମ୍ବାର ସମାଲୋଚନା କରୁଥିବା ବେଳେ ବିରୋଧୀ ଦଳର ନେତାଙ୍କ ନିରବତା ଉପରେ ପ୍ରଶ୍ନ ଉଠାଇଛି।
ସୌମ୍ୟଙ୍କୁ ଉପସଭାପତି ପଦରୁ ହଟାଯିବା ନେଇ ବବି ତାଙ୍କ ସୋସିଆଲ ମିଡିଆ Xରେ· ମନ୍ତବ୍ୟ ରଖି ଲେଖିଛନ୍ତି ଯେ, ‘କୃତଜ୍ଞତା ହେଉଛି ପ୍ରାର୍ଥନାର ସର୍ବଶ୍ରେଷ୍ଠ ମାଧ୍ୟମ’ ।
ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ବିଜେଡି ବଡ଼ ଆକ୍ସନ ନେଇଛି। ଦଳର ସଭାପତି ନବୀନ ପଟ୍ଟନାୟକ ଏହି ଆକ୍ସନ ନେଇଛନ୍ତି।
ଭଦ୍ରକ ଜିଲ୍ଲା ବାସୁଦେବ ନିର୍ବାଚନ ମଣ୍ଡଳୀର ବିଶିଷ୍ଟ ସମାଜସେବୀ ମନୋଜ କୁମାର ନାୟକ, କଟକ ସଦର ନିର୍ବାଚନ ମଣ୍ଡଳୀର ବିଶିଷ୍ଟ ସମାଜସେବୀ ପ୍ରକାଶ କୁମାର ସେଠୀ ବିଜେପିରେ ହେଲେ ସାମିଲ ହୋଇଛନ୍ତି ।
ବିରୋଧୀ ବି ଆଜି ସିଧାସଳଖ ଉଭୟଙ୍କୁ ଘେରିଛନ୍ତି ।
ପ୍ରତ୍ୟେକ ଦିନ ୪ଟି ନିର୍ବାଚନ ମଣ୍ଡଳୀର ୱାର୍ଡ ଓ ପଂଚାୟତ ସ୍ତରର ନେତାଙ୍କୁ ଦିଆଯିବ ଟ୍ରେନିଂ । ପ୍ରତି ନିର୍ବାଚନ ମଣ୍ଡଳୀରୁ ଦୁଇ ଶହ ଲେଖାଏଁ ଯୋଦ୍ଧା ପ୍ରସ୍ତୁତ କରୁଛି ଦଳ।