Advertisment

ଆସୁଛି ନିର୍ବାଚନ, ତୀବ୍ର ହେଉଛି ବିଜେଡି ଗୋଷ୍ଠୀକନ୍ଦଳ, ଦଳର ଟେନସନ୍ ବଢ଼ାଇଲାଣି ନେତାଙ୍କ ପୋଷ୍ଟର ୱାର୍

ବିଜେଡି ବିଧାୟକଙ୍କୁ ଗାଦିଚ୍ୟୁତ କରିବାକୁ କର୍ମୀଙ୍କୁ ଶପଥ ପାଠ କରାଉଛନ୍ତି ଜିଲ୍ଲା ଉପସଭାପତି। ସୋର ବିଧାୟକ ପର୍ଶୁରାମ ଧଡ଼ାଙ୍କ ବିରୋଧରେ ଏ ହେଉଛି ଦଳୀୟ ନେତା ଓ କର୍ମୀଙ୍କ ମେଳି ।

author-image
Tanmay Kumar Mahalik

ବିଜେଡି ବିଧାୟକଙ୍କୁ ହଟାଇବାକୁ ବିଜେଡି ନେତାଙ୍କ ଶପଥ ପାଠ । ସୋର ବିଧାୟକ ପର୍ଶୁରାମ ଧଡ଼ାଙ୍କୁ ବିଧାୟକ ପଦବିରୁ ହଟାଇବାକୁ ମନ୍ଦିରରେ ଶପଥ ପାଠ କରାଇଛନ୍ତି ଖୋଦ୍ ଜିଲ୍ଲା ବିଜେଡି ଉପ-ସଭାପତି। ଖାଲି ସୋର ନୁହେଁ ପ୍ରାୟ ସବୁ ସ୍ଥାନରେ ସମାନ୍ତରରଳ ପଦଯାତ୍ରା ଦଳର ଟେନସନ୍ ବଢାଇଲାଣି । କେଉଁଠି ବିଜେଡି ବନାମ ବିଜେଡି ତ କେଉଁଠି ବିଜେଡି ବନାମ ବିଦ୍ରେହୀ । ନିର୍ବାଚନ ଯେତେ ପାଖଉଛି ବିଜେଡିରେ ଗୋଷ୍ଠୀ କନ୍ଦଳ ତୀବ୍ର ହେବାକୁ ଲାଗିଛି।

Advertisment
BJD Leaders
Advertisment
Advertisment