BJD
ବିଜେଡି ଜନସଂପର୍କ ପଦଯାତ୍ରାରେ ଘୋଷଣା ହେଉଛି ପ୍ରାର୍ଥୀଙ୍କ ନାଁ । ଭଦ୍ରକ ଜିଲ୍ଲାର ଧାମନଗର ପରେ ବାଲେଶ୍ୱର ବସ୍ତା ନିର୍ବାଚନମଣ୍ଡଳୀରୁ ସାମ୍ନାକୁ ଆସିଛି ଏମିତି ଚିତ୍ର । ବିଧାୟକଙ୍କ ଘର ପାଖରେ ତାଙ୍କ ଅନୁପସ୍ଥିତିରେ ସମାବେଶ କରି, ଜିଲ୍ଲା ସଭାପତି ଘୋଷଣା କରିଛନ୍ତି ୨୦୨୪ ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାଁ । ରାଜ୍ୟର ବିଭିନ୍ନ ସ୍ଥାନରେ ସମାନ୍ତରାଳ ପଦଯାତ୍ରା ଓ ଫୁଟି ବାହାରୁଥିବା କନ୍ଦଳ ଭିତରେ ଏଭଳି ପ୍ରାର୍ଥୀ ଘୋଷଣାକୁ ନେଇ ସରଗରମ ବିଜେଡି ରାଜନୀତି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)