• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Offbeat Updates

doctor
ଡାକ୍ତରଙ୍କ ମୁହଁରେ ଅଶ୍ଳୀଳ ଗାଳି, ଭାଷା ଅଭାଷା.. ମୁହଁକୁ ଯାହା ଆସିଲା କହିଦେଇ ଗଲେ

ତା ପୁଣି ଆଉ ଜଣେ ଡାକ୍ତରଙ୍କୁ, ରୋଗୀ ଓ ମହିଳାଙ୍କ ସାମ୍ନାରେ । ଡାକ୍ତରଙ୍କୁ ଆଉ ଜଣେ ଡାକ୍ତରଙ୍କ ଗାଳିଗୁଲଜ ଭିଡିଓ ଭାଇରାଲ୍ ।

Road Problem
ରାସ୍ତା ନୁହେଁ ବିଲ ! କେବଳ ଦରକାର ବଳଦ...ଲଙ୍ଗଳ

ଗାଁକୁ ଯିବ ତ କଚଡେ ଖାଇବ...ଆଣ୍ଠୁଏ କାଦୁଅରେ ଘାଂଟି ହେବ । ସାଇକେଲ୍‌ରେ ବସି ନୁହେଁ ବରଂ କାନ୍ଧରେ ବୋହି ଘରକୁ ଯାଉଛନ୍ତି ଲୋକେ । ଜାଣିଛନ୍ତି କି ଏ ବିଶ୍ୱସ୍ତରୀୟ ରାସ୍ତା କୁଆଡୁ କୁଆଡୁକୁ ଯାଇଛି ?

no basic amenities
ଯୁଆଡେ ଚାହିଁବ ସିଆଡେ ଅନ୍ଧାର, ସଞ୍ଜ ନଇଁଲେ ଏଠି ଖେଳିଯାଏ ଆତଙ୍କ

ସେମାନଙ୍କ ପାଇଁ ସାତ ସପନ ପାଲଟିଛି ବିଜୁଳି ଆଲୁଅ । ଖୁଣ୍ଟରେ ସୀମିତି ବିଦ୍ୟୁତ ଆଲୋକ ସେବା ।

student
ସ୍କୁଲ ମିଶ୍ରଣ ପରେ କଲବଲ ଛାତ୍ରଛାତ୍ରୀ : ପାଠ ପଢ଼ିବାକୁ ଜଙ୍ଗଲ ପାହାଡ଼ ଭିତରେ ବିପଦପୂର୍ଣ୍ଣ ଯାତ୍ରା

ପଦକ୍ଷେପ ତ ଦୂରର କଥା ପିଲାଙ୍କୁ ଦିଆଯାଉନି ଯାତାୟତ ଖର୍ଚ୍ଚ ।

Jayant kumar Scientist
ଜୟନ୍ତ କୁମାର ହାଲଦାର, ଉପାନ୍ତ ମାଲକାନଗିରି ଅଂଚଳରୁ ଇସ୍ରୋ ବୈଜ୍ଞାନିକ

ଜୟନ୍ତ କେରଳ ଥିରୁଅନନ୍ତପୁରମ୍ ସ୍ଥିତ ବିକ୍ରମ ସାରାଭାଇ ସ୍ପେଶ ସେଣ୍ଟରରେ ମେକାନିଜମ୍ ବିଭାଗରେ ବରିଷ୍ଠ ବୈଜ୍ଞାନିକ ଭାବେ କାମ କରୁଥିବା ବେଳେ ଚନ୍ଦ୍ରଯାନ ୩ ପ୍ରକଳ୍ପରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି ।

  • Sunday, 27 August 2023
  • ISRO
Dengue
ରାଜଧାନୀରେ ଖୋଲିବ ଆଉ ଦୁଇଟି ଡେଙ୍ଗୁ ଟେଷ୍ଟିଂ ସେଣ୍ଟର...

ଭୁବନେଶ୍ୱରରେ ଡେଙ୍ଗୁ ରୋଗୀଙ୍କୁ ଚିକିତ୍ସା ଲାଗି ଶଯ୍ୟା ସଂଖା ବଢାଯାଇଛି । ୪ଟି ସହରାଞ୍ଚଳ ଗୋଷ୍ଠୀକେନ୍ଦ୍ରରେ ସ୍ୱତନ୍ତ୍ର ବେଡ୍‌ ବ୍ୟବସ୍ଥା କରାଯାଇଛି ।

Khola Katha with Suchismita Panigrahy, OAS 2nd rank
OAS ପରୀକ୍ଷାର ୧୦ ଦିନ ଆଗରୁ ଘଟିଲା ଦୁର୍ଘଟଣା

ଏଥର ଖୋଲା କଥାର ହଟ୍ ସିଟରେ ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷାରେ ଦ୍ୱିତୀୟ ରାଙ୍କ ହାସଲ କରିଥିବା କନ୍ଧମାଳର ଝିଅ ସୁଚିସ୍ମିତା ପାଣିଗ୍ରାହୀ..

  • Friday, 25 August 2023
Balidiha dam in Mayurbhanj, a visitors’ paradise
ବାରିପଦାରୁ ୧୭ କିମି.. ଥରେ ଗଲେ ଆଉ ଫେରିବାକୁ ଇଚ୍ଛା ହେବନି..

ସହରରୁ ୧୭ କି.ମି. ଦୂରକୁ ଗଲେ ଆପଣ ଏହି ଜାଗାରେ ପହଞ୍ଚିଯିବେ.. ଯେଉଁଠି ଥିବ ଝରଣାର କୁଳୁ କୁଳୁ ନାଦ.. ଉପରୁ ପାଣି ଖସିପଡୁଥିବାର ଶବ୍ଦ.. ଥଣ୍ଡା ଥଣ୍ଡା ପବନ.. ଆଉ ଅପୂର୍ବ ଶାନ୍ତି.. ଏଇଠି କିଛି କ୍ଷଣ ବିତାଇଲେ ଜୀବନକୁ ଜୀଇଁଗଲା ଭଳି ଅନୁଭୂତି ସାଉଁଟିଯିବେ ନିଶ୍ଚୟ…

  • Friday, 25 August 2023
dengue
ରାଜଧାନୀରୁ ଗାଁ ଗଣ୍ଡା, ସବୁଠି କାୟା ମେଲାଇଛି ଡେଙ୍ଗୁ

 କ୍ୟାପିଟାଲ ହସ୍ପିଟାଲରେ ଟେଷ୍ଟିଂ ପାଇଁ ଘଣ୍ଟା ଘଣ୍ଟା ଲାଇନ୍ ।

  • Thursday, 24 August 2023
  • Dengue
moon mission
ଚନ୍ଦ୍ରୟାନ-୩ ସଫଳତା ପଛରେ ଓଡ଼ିଆ

ଉତକ୍ଷେପଣ ଟିମ୍ ମେମ୍ବର ଏବଂ ତିଆରିଛନ୍ତି ଯନ୍ତ୍ରପାତି ଇସ୍ରୋର ଚନ୍ଦ୍ର ଅଭିଯାନରେ ଥିଲା ଉଲ୍ଲେଖନୀୟ ଅବଦାନ ।

Locals seek financial assistance for treatment of bedridden man in Kendrapara
ଦିନେ ସମସ୍ତଙ୍କୁ ହସାଉଥିଲେ...ଏବେ ଗୁମୁରି ଗୁମୁରି କାନ୍ଦୁଛନ୍ତି

୧୨ ବର୍ଷ ଭିତରେ ବହୁତ କିଛି ଅନୁଭବ କଲିଣି । ଦିନେ ଲୋକଙ୍କୁ ହସାଇ ହସାଇ ବେଦମ କରୁଥିଲେ ଆଜି ବିଛଣାରେ ପଡି କାନ୍ଦୁଛନ୍ତି । କହୁଛନ୍ତି, ଜଗନ୍ନାଥ ସୁସ୍ଥ କରିବୁ ଯଦି କର ନହେଲେ ନେଇ ଯା...

  • Thursday, 24 August 2023
bus catches fire
ହୁତୁ ହୁତୁ ହୋଇ ଜଳିଗଲା ବସ୍, ଅଳ୍ପକେ ବର୍ତ୍ତିଲେ ୪୦ ଯାତ୍ରୀ

ରାସ୍ତାରେ ଛିଡ଼ା ହୋଇଥିବା ବସ୍‌ରେ ଲାଗିଗଲା ନିଆଁ । ସମସ୍ତ ଯାତ୍ରୀ ସୁରକ୍ଷିତ, ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ ।

Divyang girl in Odisha’s Soro seeks govt assistance to fulfill her dreams of becoming teacher
ୟୁଟ୍ୟୁବ୍‌ରୁ ପଢି ୪୨୦ ରଖିଲେ ଦିବ୍ୟାଙ୍ଗ ଯୁବତୀ...ସ୍ୱପ୍ନ ଅଛି ଶିକ୍ଷୟିତ୍ରୀ ହେବେ

ଶିକ୍ଷୟିତ୍ରୀ ହେବାର ସ୍ୱପ୍ନ ଦେଖୁଛନ୍ତି ସଙ୍ଗୀତା । ଜନ୍ମରୁ ଦୃଷ୍ଟିବାଧିତ ଥିବା ପରେ ବି ହାର୍‌ ମାନିନାହାନ୍ତି ବରଂ ୟୁଟ୍ୟୁବରୁ ପାଠ ପଢି ଯୁକ୍ତ-୨ରେ ରଖିଛନ୍ତି ୪୨୦ ନମ୍ବର । ଏବେ ପାଠପଢ଼ାରେ ପ୍ରତିବନ୍ଧକ ସାଜିଛି ଆର୍ଥିକ ସଂକଟ । ସରକାର ଯଦି ସାହାଯ୍ୟ କରନ୍ତେ...

  • Thursday, 24 August 2023
murder case
ନବୀନ ନିବାସ ସାମ୍ନାରେ ଆତ୍ମାହୁତି ଉଦ୍ୟମ କଲେ ଗୋଟିଏ ପରିବାରର ୬ ସଦସ୍ୟ

ଗୁହାରି କରି କରି ଥକିଗଲେଣି.. କେହି ଶୁଣୁନାହାନ୍ତି... ନ୍ୟାୟ ପାଇଁ ନବୀନ ନିବାସ ଆଗରେ ଆତ୍ମାହୁତି ଉଦ୍ୟମ

This septuagenarian woman in Jajpur sets example for many with her dancing skills
କୁନି ପିଲାଙ୍କୁ ଡ୍ୟାନ୍ସ ଶିଖାଉଛନ୍ତି, ଯାତ୍ରା ପାଇଁ ବହି ଲେଖୁଛନ୍ତି...

ବୟସ ୭୦ ପାର୍‌ ହେଲାଣି କିନ୍ତୁ ଥକିନାହାନ୍ତି ଜେଜେ ମାଆ । ସ୍କୁଲ ପିଲାଙ୍କୁ ଡ୍ୟାନ୍ସ ସହିତ ଶିଖାଉଛନ୍ତି ନାଟକ । ପ୍ରତିଦିନ ଅଭ୍ୟାସ କରୁଛନ୍ତି ପିଲା । ପୁରସ୍କାର ଆଣିଲେ ଖୁସି ହେଉଛନ୍ତି ଜେଜେ ମାଆ

  • Thursday, 24 August 2023
Nandankanan Zoo
ନନ୍ଦନକାନନ ହେବ ନାଇଟ୍‌ ଆଉଟେଡ୍‌ ଜୁ’; ରାତିରେ ହାଉଯାଉ ହେବେ ପର୍ଯ୍ୟଟକ

ଆଗକୁ ରାତିରେ ମଧ୍ୟ ଖୋଲିବ ନନ୍ଦନକାନନ । ରାତିରେ ପ୍ରାଣୀ ଉଦ୍ୟାନରେ ବୁଲିପାରିବେ ପର୍ଯ୍ୟଟକ । ବଢିବ ନନ୍ଦନକାନନ କଳେବର । ଚିଡ଼ିଆଖାନା ସୀମା ଅଢ଼େଗୁଣା ବୃଦ୍ଧି ପାଇଁ ଦିଆଯାଇଛି ପ୍ରସ୍ତାବ ।

Chandrayaan 3
ଶଙ୍କରାଚାର୍ଯ୍ୟ କହିଲେ ଚନ୍ଦ୍ରପୃଷ୍ଠରେ ରହିଛି ଦିବ୍ୟ ଶକ୍ତି, ମନୁଷ୍ୟ ରହିବା ସମ୍ଭବପର ନୁହେଁ !

ପୁରୀ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ପ୍ରତିକ୍ରିୟା । ଚନ୍ଦ୍ରପୃଷ୍ଠରେ ଜୀବଜଗତ ତିଷ୍ଠି ରହିପାରିବ କି ନାହିଁ ଜଣାପଡ଼ିବ । ମହାକାଶ ବିଜ୍ଞାନକୁ ନୂତନ ଦିଗ ଦେଖାଇବ ଚନ୍ଦ୍ରୟାନ-୩ ।

Lacknow Mayor
କ୍ଷମତାର ଅହଙ୍କାର ! ମେୟରଙ୍କୁ ICUକୁ ଛାଡ଼ିଲେନି, ମେଡିକାଲ ଭାଙ୍ଗିବାକୁ ଆସିଲା ବୁଲଡୋଜର

ଆଜ୍ଞା ହଁ, ଲକ୍ଷ୍ନୌର ଜଣେ ମେୟର ଏକ ଘରୋଇ ହସ୍ପିଟାଲ ଭିତରକୁ ଯାଉଥିଲେ । ଏହି ସମୟରେ କିଛି ଡାକ୍ତର ତାଙ୍କୁ ଚପଲ କାଢ଼ି ଭିତରକୁ ଯିବା ପାଇଁ କହିଥିଲେ ।

  • Wednesday, 23 August 2023
  • ICU
Nandankanan
ନନ୍ଦନକାନନରେ ନାଇଟ୍‌ ଟ୍ରିପ୍ ! ପର୍ଯ୍ୟଟକଙ୍କ ପାଇଁ ଅଙ୍କା ହେଉଛି ମାଷ୍ଟର ପ୍ଲାନ୍‌

କୃଷ୍ଣପ୍ରସାଦ ଓ ଚୁଡ଼ଙ୍ଗ ଜଙ୍ଗଲକୁ ମିଶାଇ ୧୦୪୩ ହେକ୍ଟରକୁ କଳେବର ବଢ଼ିବ ।

Puri Srimandir
ଅକ୍ଟୋବରରେ ସରିବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ !

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସୂଚନା । ଦିବ୍ୟାଙ୍ଗଙ୍କ ପାଇଁ ଅକ୍ଟୋବରରୁ ଆରମ୍ଭ ହେବ ସ୍ବତନ୍ତ୍ର ରାମ୍ପ ।

Crime, Murder
ପରକୀୟା ପ୍ରୀତିକୁ ଲୁଚାଇବାକୁ ଯାଇ ଶାଶୁର ତଣ୍ଟି କାଟି ଦେଇଥିଲା ବୋହୂ

ଜଘନ୍ୟ ହତ୍ୟାକାଣ୍ଡର ପର୍ଦ୍ଦାଫାସ୍ କଲା ପୋଲିସ୍ । ହତ୍ୟାରେ ସାନ ପୁଅର ବି ହାତ ଥିବା ସନ୍ଦେହ ।

Dengue In Bhubaneswar
ବୋଲ ମାନୁନି ଡେଙ୍ଗୁ; ୨୫ ଶହ ମୁହାଁ ଆକ୍ରାନ୍ତଙ୍କ ସଂଖ୍ୟା

ରାଜଧାନୀର ନୟାପଲ୍ଲୀ, ଆଚାର୍ଯ୍ୟ ବିହାର, ଜୟଦେବ ବିହାର, ୟୁନିଟ୍-୯ ଓ ସହିଦ ନଗର ଅଞ୍ଚଳ ପାଲଟିଛି ଡେଙ୍ଗୁ ହଟସ୍ପଟ୍ । ଦିନକୁ ଦିନ ଡେଙ୍ଗୁ ସ୍ଥିତି ଅଣାୟାତ୍ତ ହେଉଥିବାରୁ କ୍ୟାପିଟାଲ ହସ୍ପିଟାଲ ଉପରେ ବଢ଼ୁଛି ଚାପ ।

Special Story
ପୁଅ ପାଇଁ ଭିକ ମାଗୁଛି ବାପା..କହୁଛନ୍ତି, ସାହାଯ୍ୟ କଲେ ପୁଅ ବଞ୍ଚିବ

କାନ୍ଦିକାନ୍ଦି ପାଗଳୀ ହୋଇଗଲାଣି ମାଆ । ତୁନି କରିବା ମଣିଷ ବି ତାଙ୍କ ଲୁହ ପୋଛିବାକୁ ସାହସ କରିପାରୁନି । ଏପଟେ ମାଆ କାନ୍ଦୁଛି, ସେପଟେ ମାଆର କାନ୍ଦ ଶୁଣି ପୁଅର ଆଖିରୁ ବି ଝରି ଯାଉଛି ଲୁହ । କିନ୍ତୁ କାହା ପାଖରେ କିଛି କରିବାର ଉପାୟ ନାହିଁ

News Fuse
ସ୍ୱାଧୀନତା ଦିବସରେ ନାଥୁରାମ ଜିନ୍ଦାବାଦ୍‌ କିଏ ପକାଇଲା?

ମଲା ସେମାନେ କାହୁଁ ଜାଣିବେ ସହିଦ୍‌ କିଏ? ନା ଶୁଣିବା ମାତ୍ରେ ଜିନ୍ଦାବାଦ ପକାଇବାର କଥା..ସିଏ ଯିଏ ହେଉ । ହେଲେ ନାରଣ ଏଇଠି କାହା ନାଁରେ ଜିନ୍ଦାବାଦ ପଡୁଛି ଟିକେ କାନପାରି ଶୁଣିଲୁ

Bollywood Film
କମାଲ୍‌ କରିଦେଲେ ଓଡ଼ିଆ ପୁଅ : ଗଦର-୨ରେ ମଚାଉଛନ୍ତି ଧମାଲ

ଦାରିଙ୍ଗବାଡିରୁ ମାୟାନଗରୀ...ଦିନେ ଖାଇବାକୁ ପାଇନଥିଲେ ଏବେ ବଲିଉଡ୍‌ରେ କମାଲ କରିଦେଲେ । ଫଲି ଆଟିଷ୍ଟ ଭାବରେ ସାଉଁଟୁଛନ୍ତି ପ୍ରଶଂସା