• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Jason Roy

Jason Roy
ଆଇପିଏଲ୍‌ର ଚଳିତ ସଂସ୍କରଣରୁ ଓହରିଲେ ଇଂଲଣ୍ତର ଷ୍ଟାର ବ୍ୟାଟ୍ସମ୍ୟାନ୍‌ ଜେସନ୍‌ ରୟ

ଗତ ମାସରେ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍) ର ମେଗା ଅକ୍ସନ ହୋଇଥିଲା । ଗୁଜୁରାଟ ଫ୍ରାଞ୍ଚାଇଜ୍‌ ୨ କୋଟି ଖର୍ଚ୍ଚ କରି ଇଂଲଣ୍ତର ଷ୍ଟାର ବ୍ୟାଟ୍ସମ୍ୟାନ୍‌ ଜେସନ୍‌ ରୟକୁ ନିଜ ଟିମ୍‌ରେ ସାମିଲ କରିଥିଲା । ଆଜି ରୟ ଏକ ଭାବବିହ୍ୱଳ ଟ୍ୱିଟ୍‌ ମାଧ୍ୟମରେ ବ୍ୟକ୍ତିଗତ କାରଣ ଦର୍ଶାଇ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍) ର ଆଗାମୀ ସଂସ୍କରଣରୁ ବାହାରି ଯିବା କଥା ସ୍ପଷ୍ଟ କରିଛନ୍ତି ।