Advertisment

JEE Main 2022: ଏପ୍ରିଲ୍ ଓ ମେ’ରେ ହେବ ପରୀକ୍ଷା

ଏପ୍ରିଲ୍ ଓ ମେ’ରେ ହେବ JEE (ମେନ୍)। ୨୦୨୨ ବର୍ଷ ପାଇଁ ପ୍ରଥମ ଓ ଦ୍ୱିତୀୟ JEE(ମେନ୍) ତାରିଖ ଘୋଷଣା କରାଯାଇଛି।

author-image
Rajalaxmi Sahoo
JEE Main 2022

JEE Main 2022

ଏପ୍ରିଲ୍ ଓ ମେ’ରେ ହେବ JEE (ମେନ୍)। ୨୦୨୨ ବର୍ଷ ପାଇଁ ପ୍ରଥମ ଓ ଦ୍ୱିତୀୟ JEE(ମେନ୍) ତାରିଖ ଘୋଷଣା କରାଯାଇଛି। ପ୍ରଥମ JEE (ମେନ୍) ପରୀକ୍ଷା ଏପ୍ରିଲ ୧୬ରୁ ୨୧ ପର୍ଯ୍ୟନ୍ତ ହେବାକୁ ଥିବାବେଳେ ଦ୍ୱିତୀୟ JEE (ମେନ୍) ପରୀକ୍ଷା ମେ ୨୪ରୁ ୨୯ ପର୍ଯ୍ୟନ୍ତ ଚାଲିବ।

Advertisment

ତେବେ JEE (ମେନ୍) ମେନ୍ ପରୀକ୍ଷା ଲାଗି ଅନ୍‌ଲାଇନ୍ ମୋଡ୍‌ରେ ମାର୍ଚ୍ଚ ୧ରୁ ଆବେଦନ ହୋଇଥିବା ବେଳେ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଏହା ଚାଲିବ ବୋଲି ଜେଇଇ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। 

JEE Main 2022 JEE Main Registration JEE Main Dates
Advertisment
Advertisment