• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Bhadrak

Bhadrak village under existential threat due to change in course of Baitarani river
ଗାଁ ଭିତରକୁ ମାଡ଼ି ଆସୁଛି ବୈତରଣୀ ନଦୀ, ଭୟଭୀତ ଅବସ୍ଥାରେ ଲୋକେ

ବୈତରଣୀ ନଦୀର ଗତିପଥରେ ପରିବର୍ତ୍ତନ ଯୋଗୁ ବନ୍ଦାଳ ମଢିଆଳି ଗାଁ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। ବର୍ଷକୁ ବର୍ଷ ବୈତରଣୀ ନଦୀ ଗାଁ ଭିତରକୁ ମାଡ଼ି ଆସୁଛି। ଦିନେ ଗାଁଠାରୁ କୋଶେ ଦୂରରେ ଥିବା ନଦୀ ଏବେ ବାଡ଼ି ପାଖରେ ପହଞ୍ଚିଲାଣି।

Rare species of chameleon rescued in Bhadrak
ବିରଳ ବହୁରୂପୀ ଏଣ୍ଡୁଅ: ୧୦ ମିନିଟ୍‌ରେ ବଦଳାଉଛି ୧୦ ପ୍ରକାର ରଙ୍ଗ

ଏହି ବହୁରୂପୀ ଏଣ୍ଡୁଅଟି ୧୦ ମିନିଟ୍‌ରେ ୧୦ ପ୍ରକାରର ରଙ୍ଗ ବଦଲାଉଛି। ମାଟିରେ ଚାଲିଲେ ମାଟିଆ ରଙ୍ଗ ହୋଇଯାଉଛି ତ, ହଳଦୀ ରଙ୍ଗର ବସ୍ତୁ ଉପରେ ଚାଲିଲେ ହଳଦିଆ ଦେଖା ଯାଉଛି।

Bus Accident
ପୋଖରୀକୁ ଖସିପଡ଼ିଲା ବସ୍‌, ବସିଥିଲେ ୪୦ ଯାତ୍ରୀ

ଦୁର୍ଘଟଣାରେ ଅନେକ ଯାତ୍ରୀ ଆହତ ହୋଇଛନ୍ତି । ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ବସ୍ ଭିତରୁ ଯାତ୍ରୀଙ୍କୁ ଉଦ୍ଧାର କରିଛନ୍ତି ।

Teacher becomes farmer
ଚାକିରିରୁ ଅବସର ପରେ ସଉକ୍‌ ଭୁଲିନାହାନ୍ତି ପୂର୍ଣ୍ଣଚନ୍ଦ୍ର; ଛାତ ଉପରେ କରୁଛନ୍ତି ଅଙ୍ଗୁର ସହ ସେଓ ଚାଷ

ଚାକିରି କ୍ଷେତ୍ରରେ ଅବସର ହୁଏ, କର୍ମ କ୍ଷେତ୍ରରେ ନୁହେଁ…ବାସ୍ ଏମିତି ଭାବନା ନେଇ ଛାତରେ ଫଳ ଓ ପନିପରିବା ଚାଷ କରୁଛନ୍ତି ଅବସରପ୍ରାପ୍ତ ଶିକ୍ଷକ। ଫଳ ଦେଖି ଆଶ୍ଚର୍ଯ୍ୟ ହେଉଛନ୍ତି ପଡୋଶୀ

IMD predicts heavy rainfall in 8 Odisha districts
ସ୍ଥଳଭାଗ ମୁହାଁ ଲଘୁଚାପ ! ଆସନ୍ତାକାଲି ୮ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଆଜି ରାଜ୍ୟରେ ଅଧିକାଂଶ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ତେବେ ପଶ୍ଚିମ ଓଡ଼ିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ।

Janasatabdi Train Derailed
ଷଣ୍ଢ ପାଇଁ ଲାଇନ୍‌ଚ୍ୟୁତ ହେଲା ଜନଶତାବ୍ଦୀ ଏକ୍ସପ୍ରେସ୍‌

ଲାଇନଚ୍ୟୁତର କାରଣ ନେଇ ସ୍ପଷ୍ଟ ସୂଚନା ମିଳିନଥିଲେ ବି ଷଣ୍ଢ ଯୋଗୁଁ ଏଭଳି ଦୁର୍ଘଟଣା ହୋଇଥିବା କୁହାଯାଉଛି ।

Baitarani
ରକ୍ଷା କର..! ବୈତରଣୀ ଦେଖାଉଛି କରାଳ ରୂପ, ଅଧା ଗାଁ ଗିଳି ସାରିଲାଣି.. ଆଉ ଅଳ୍ପ ବାକି ଅଛି

ବର୍ଷା ଦିନେ ବୈତରଣୀ ଯେତେବେଳେ କରାଳ ରୂପ ଦେଖାଉଛି ସେତେବେଳେ ଆତଙ୍କିତ ହେଉଛନ୍ତି ଗାଁ ଲୋକେ ।

Youth kills self
ସାଙ୍ଗଙ୍କ କମେଣ୍ଟ ସହିପାରିଲେନି; ଜୀବନ ହାରିଦେଲେ

ସହିପାରିଲେନି ସାଙ୍ଗଙ୍କ କମେଣ୍ଟ। ବିଷ ପିଇ ଜୀବନ ହାରିଦେଲେ ଆଶୁତୋଷ। ଭେଣ୍ଡିଆ ପୁଅ ସିନା ଚାଲିଗଲା, ହେଲେ ଜନ୍ମକଲା ପୁଅ ପାଇଁ ମୁଣ୍ଡ ବାଡେଇ ଛାତିପିଟି କାନ୍ଦୁଛି ମାଆ। କହୁଛି, ଧନରେ ତୁ ଫେରିଆ ଆ ମୋ କୋଳକୁ..

One Labour Killed After Dumper Rams Into Roadside Camp
ଯମ ପରି ମାଡ଼ି ଆସିଲା, ଆଖି ଆଗରେ ଚଢ଼ିଗଲା: ଶୋଇଥିବା ବେଳେ ଶ୍ରମିକଙ୍କ ଉପରେ ଚଢ଼ିଗଲା ଡମ୍ପର

ଜାତୀୟ ରାଜପଥରେ ଶୋଇଥିବା ବେଳେ ଶ୍ରମିକଙ୍କ ଉପରେ ଏକ ଡମ୍ପର ଚଢ଼ି ଯାଇଛି। ଘଟଣାସ୍ଥଳରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। 

Student of a private ITI attempts killing self over alleged ragging
ରାଗିଂ ପରେ ଆତ୍ମହତ୍ୟା ଉଦ୍ୟମ ! ବିଷ ପିଇଲେ ITI ଛାତ୍ର

କଲେଜରେ ରାଗିଂ ପରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଛାତ୍ରଙ୍କ ସମ୍ପର୍କୀୟ ଅଭିଯୋଗ କରିଛନ୍ତି। କଲେଜରୁ ଫେରିବା ପରେ ସମ୍ପୃକ୍ତ ଛାତ୍ର ବିଷ ପିଇ ଦେବାରୁ ଅଚେତ ହୋଇପଡ଼ିଥିଲେ।

Clash
ଗଣେଶ ଭସାଣିରେ ପୋଲିସ-ଜନତା ଖଣ୍ଡ ଯୁଦ୍ଧ

ଯୁବକ ମାନେ ଥାନା ପରିସରରେ ପଶି ହୋହଲ୍ଲା କରିଥିଲେ ।

Madhusudan Patra
ଯାହାର ଦୁଃଖ ଦେଖିଲେ, ଲୁନା ଧରି ସାହାଯ୍ୟ କରିବାକୁ ପହଞ୍ଚିଲେ

ଗଂଜାମରୁ ୩୦୦ କିଲୋମିଟର ଦୂର ନିଜେ ଗାଡି ଚଲାଇ ପହଂଚିଥିଲେ ଅଭାବୀ ପରିବାର ପାଖରେ ଏବଂ ୧୦ ହଜାର ଟଙ୍କା ସହାୟତା କରିଥିଲେ ।

70 Yr Old Man
ସହିପାରିଲେନି ଅନାଥଙ୍କ ଦୁଃଖ; ଲୁନାରେ ୩୫୦ କି.ମି ଯାଇ ପହଞ୍ଚିଲେ ଗାଁରେ

ଗଣମାଧ୍ୟମ ଜରିଆରେ ଖବର ଦେଖିବା ପରେ ଗଞ୍ଜାମର ୭୦ବର୍ଷର ବୃଦ୍ଧ ମଧୁସୂଦନ ପାତ୍ର ଅନାଥଙ୍କୁ ସାହାଯ୍ୟର ହାତ ବଢ଼ାଇଛନ୍ତି ।

 Extra Marital Affair
ଇନଷ୍ଟାଗ୍ରାମ୍‌ରେ ରିଲ୍ସ ଦେଖି ସ୍ତ୍ରୀ ଜାଣିଦେଲା ସ୍ୱାମୀର କଳା କାରନାମା

ସାତଜନ୍ମ ତ ଦୂରର କଥା କିଛି ମାସ ମଧ୍ୟରେ ସମ୍ପର୍କରେ ଫାଟ ପଡିଗଲା।

Dead nursing student was insomniac
ନିଦ ନ ହେବାରୁ ଜୀବନ ହାରିଲେ ନର୍ସିଂ ଛାତ୍ରୀ ! ହାତଲେଖା ଚିଠି ମିଳିବା ପରେ ସମସ୍ତେ ସ୍ତବ୍ଧ 

ଆତ୍ମହତ୍ୟା ଜନିତ ମୃତ୍ୟୁ ଘଟଣା ଏବେ କମିଶନରେଟ ପୋଲିସ ପାଇଁ ଚିନ୍ତା ବଢାଇଛି।

Locals Seek Govt Help
କେଡ଼େ ନିଷ୍ଠୁର ତୁ ବିଧାତା! ମାଆ ଚାଲିଯିବାର ୧୦ ଦିନରେ ପିଲାଙ୍କଠୁ ବାପାକୁ ଛଡ଼ାଇନେଲୁ..

ମାଆ ଚାଲିଯିବା ପରେ ଦଶ ତୁଠରେ ଚାଲିଥିଲା ଦଶାହ କର୍ମ। ଏତିକି ବେଳେ ତୁଠକୁ ଖବର ଆସିଲା ଚାଲିଗଲେ ବାପା। ବାସ୍…୧୦ ଦିନ ତଳେ ଯେଉଁ ଘରେ କାନ୍ଦ ବୋବାଳି ପଡିଥିଲା, ପୁଣି ଥରେ ଛାଇଗଲା ଶୋକ…ବନ୍ଧା ହେଲା କୋକେଇ..

Orphan
କି ନିର୍ଦୟ ଏ ଦଇବ ! ୧୦ ଦିନ ଭିତରେ ଆରପାରିରେ ବାପା-ମା, ଦୁଇ କୁନି ଛୁଆ ଏବେ ଅନାଥ

ମାତ୍ର ୧୦ ଦିନ ବ୍ୟବଧାନରେ ଉଭୟ ବାପ-ମାଆ ତାଙ୍କୁ ଛାଡ଼ି ଆରପାରିକୁ ଚାଲିଯାଇଛନ୍ତି । ଯାହାଫଳରେ ଦୁଇ କୁନି ଛୁଆ ଏବେ ସମ୍ପୂର୍ଣ୍ଣ ଅନାଥ ।

Large Flood
ବଡ଼ ବନ୍ୟା ଆଶଙ୍କା, ସତର୍କ କରାଇଲେ SRC

ବାଲିଆପାଳ, ଭୋଗରାଇ, ଜଳେଶ୍ୱର, ବସ୍ତା ବିଶେଷ ପ୍ରଭାବିତ ହେବ ବୋଲି ସୂଚନା ଦେଇଛନ୍ତି । ଏହିସବୁ ଅଞ୍ଚଳରେ ବନ୍ୟା ପ୍ରକୋପ ଅଧିକ ରହିବ ।

sarapancha
ଏମିତି ସରପଞ୍ଚ ବିରଳ ! ସ୍କୁଲରେ ପାଠ ପଢ଼ାଉଛନ୍ତି, ଗାଁରେ ବୁଲି ବୁଲି ଲୋକଙ୍କ ଦୁଃଖ ବୁଝୁଛନ୍ତି

ସ୍ଥାନୀୟ ସରପଞ୍ଚ ବିଦ୍ୟାଳୟ ପରିଦର୍ଶନରେ ଆସିଥିଲେ, ଆଉ ଏହି ସମୟରେ ନିଜେ ଶିକ୍ଷକ ହୋଇ ପିଲାଙ୍କୁ ପାଠ ପଢାଇଲେ । ନିଜେ ଚକ୍‌ ଖଡ଼ି ଧରି କଳାପଟାରେ ଗଣିତ କସି ପିଲାଙ୍କୁ ବୁଝାଇଲେ l

Flood
ଚାରିଆଡ଼େ ବର୍ଷା ! ବିପଦ ସଙ୍କେତ ଉପରେ ଯାଉଛି ବୈତରଣୀ

ଭଦ୍ରକ ଆଖୁଆପଦାରେ କମିବାରେ ଲାଗୁଛି ବୈତରଣୀର ଜଳସ୍ତର । ଏଠାରେ ବିପଦ ସଙ୍କେତ 17.83 ମିଟର ରହିଥିବା ବେଳେ, ବର୍ତ୍ତମାନ 17.96 ମିଟରରେ ପ୍ରବାହିତ ହେଉଛି ଜଳ ।

Land Fraud
ବାପ୍‌ରେ ବାପ୍‌ ଏମତି ଜାଲିଆତି ! ଗୋଟିଏ ମ୍ୟୁଟେସନ୍‌ରେ ଦୁଇ ଜଣଙ୍କୁ ଜମି ବିକ୍ରି..

ଗୋଟିଏ ଜମିର ଦୁଇ ଦୁଇ ଜଣ ମାଲିକ । ଗୋଟିଏ ମ୍ୟୁଟେସନରେ ଉଭୟଙ୍କୁ ମିଳିଛି ଜମିପଟ୍ଟା । ଜମିର ପ୍ରକୃତ ମାଲିକଙ୍କ ଅଗୋଚରରେ ହୋଇଛି ବିକ୍ରି, ବାହାରିଛି ପଟ୍ଟା । କେନ୍ଦ୍ରାପଡ଼ା ଜିଲ୍ଲା କନିକା ତହସିଲରେ ହୋଇଛି ଏଭଳି ଜାଲିଆତି ।

Students Get Emotional And Break Down After Retirement Of Teacher In Bhadrak
ଦିଦିଙ୍କୁ ଛାଡ଼ିଲେନି ପିଲା, କଇଁ କଇଁ ହୋଇ କାନ୍ଦିଲେ...

ଶିକ୍ଷୟତ୍ରୀ ବିଦ୍ୟାଳୟରେ ପହଞ୍ଚିଲେ, ଆଉ ପିଲାମାନେ ଯେତେବେଳେ ଜାଣିଲେ ଆଜି ଶିକ୍ଷୟତ୍ରୀଙ୍କ କାର୍ଯ୍ୟ କରିବାର ଅନ୍ତିମ ଦିନ, ଆରମ୍ଭ ହୋଇଗଲା ସେଇ ଭାବପ୍ରବଣ ମୁହୂର୍ତ୍ତ । ପିଲାମାନେ ଏକାଠି ହୋଇ ଦିଦିଙ୍କୁ ପ୍ରଣାମ ଜଣାଇଲେ। ଆଉ ତା’ ପରେ କାନ୍ଦିବା ଆରମ୍ଭ କଲେ।

Elish Fish
ଜାଲରେ ଟନ୍ ଟନ୍ ଇଲିସି, ହେଲେ ଭାଉ ଏତେ ଯେ ହାତ ମାରିହେଉନି

ଇଲିସି କିଲୋ ପିଛା ଦର ୧୫ ଶହରୁ ୨ହଜାର । ଲଗାଣ ବର୍ଷା ଆଉ ପୂବେଇ ପବନ ଯୋଗୁଁ ଟନ୍ ଟନ୍ ଇଲିସି ପଡୁଛି ।

Murder
ଗୋଟିଏପଟେ ଚାଲିଥିଲା ବିବାହ ଭୋଜି; ଅନ୍ୟପଟେ ବୋହିଲା ରକ୍ତର ନଦୀ...

ବିବାହ ଭୋଜିରେ ଅଭାବନୀୟ ଘଟଣା । ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ...

Agni-IV Missile Successfully Tested, Can Strike Targets 4,000 km Away
ଅଗ୍ନି-୪ର ସଫଳ ରାତ୍ରକାଳୀନ ପରୀକ୍ଷଣ

ଅଗ୍ନି-୪ର ସଫଳ ପରୀକ୍ଷଣ ହୋଇଛି । ସବୁଠୁ ବଡ଼ କଥା ହେଉଛି ଏହି କ୍ଷେପଣାସ୍ତ୍ରର ରେଞ୍ଜରେ ପାକିସ୍ତାନ ଓ ଚୀନ ଆସୁଛନ୍ତି ।