• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

odia
ଅତିବଡ଼ୀ ଜଗନ୍ନାଥ ପୁରସ୍କାର ଘୋଷଣା

ଭୁବନେଶ୍ୱର: ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ସର୍ବୋଚ୍ଚ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ଘୋଷଣା ହୋଇଛି। ଚଳିତ ଥର କଥାକାର ରାମଚନ୍ଦ୍ର ବେହେରାଙ୍କୁ ଏହି ପୁରସ୍କାର ଦିଆଯିବ ବୋଲି ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଘୋଷଣା କରାଯାଇଛି। ଅତିବଡ଼ୀ ପୁରସ୍କାର ସହିତ ଅନ୍ୟ ୧୫ ବରିଷ୍ଠ ସାହିତ୍ୟିକଙ୍କୁ ମଧ୍ୟ ସଂବର୍ଦ୍ଧନା ଦିଆଯିବ ବୋଲି ସାହିତ୍ୟ ଏକାଡେମୀ ପକ୍ଷରୁ ଘୋଷଣା କରାଯାଇଚି। ଏହି ବରିଷ୍ଠ ସାହିତ୍ୟିକମାନେ ହେଲେ- ଦେବେନ୍ଦ୍ର ଦାଶ, ଗିରିଜା ଶର୍ମା, ଅଶୋକ ପଟ୍ଟନାୟକ, ବାବାଜୀ ପଟ୍ଟନାୟକ, […]

  • Tuesday, 27 July 2021
death-1-1
ବହୁ ଚର୍ଚ୍ଚିତ IFS ଅଭୟକାନ୍ତ ପାଠକ ଓ ପୁଅଙ୍କୁ ମିଳିଲା ଜାମିନ୍

ଭୁବନେଶ୍ୱର: ବହୁ ଚର୍ଚ୍ଚିତ IFS ଅଭୟକାନ୍ତ ପାଠକ ଓ ପୁଅ ଆକାଶ ପାଠକଙ୍କ ଗିରଫ ମାମଲାରେ ଉଭୟ ବାପ, ପୁଅଙ୍କୁ ଜାମିନ ମିଳିଛି। ଭିଜିଲାନ୍ସ କୋର୍ଟ ଉଭୟ ବାପା ପୁଅଙ୍କ ଜାମିନ ମଂଜୁର କିରଛନ୍ତି। ୬୦ ଦିନ ମଧ୍ୟରେ ଚାର୍ଜସିଟ୍ ଦାଖଲ ହୋଇ ନପାରିବାରୁ ଜାମିନ କୋର୍ଟ ଦେଇଛନ୍ତି। ଉଭୟଙ୍କୁ ଜାମିନ ମିଳିବା ନେଇ ପାଠକଙ୍କ ଓକିଲ ଅରୂପ ଚାନ୍ଦ ସୂଚନା ଦେଇଛନ୍ତି। ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ଉଭୟଙ୍କୁ ଗିରଫ କରାଯାଇଥିଲା। ପାଠକଙ୍କ ଘରେ […]

  • Tuesday, 27 July 2021
kki
ମୃତ ଛାତ୍ରୀଙ୍କୁ ରାସ୍ତାରେ ଫିଙ୍ଗି ଦେଲେ; ସିସିଟିଭିରେ କଏଦ୍ ହେଲା ଭିଡିଓ

ଯାଜପୁର: କୁଆଖିଆ ମୂଳାପାଳ ଛକ ନିକଟ ରାସ୍ତା କଡ଼ରୁ ଉଦ୍ଧାର ହୋଇଥିବା ମୃତ ଛାତ୍ରୀଙ୍କ ପରିଚୟ ମିଳିଛି। ମୃତ ଛାତ୍ରୀଙ୍କ ନାଁ ଝରାଫୁଲ ନାଏକ।  ସେ ଭୁବନେଶ୍ୱର ରମାଦେବୀର  +୩ ଛାତ୍ରୀ ବୋଲି ଜଣାପଡ଼ିଛି। ଛାତ୍ରୀ ଜଣଙ୍କୁ କେହି ହତ୍ୟା କରି ସେଠାରେ ଠାରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ଘଟଣାର ଖୋଳତାଡ଼ କରିବା ପରେ ପୋଲିସ ହାତରେ କିଛି ସିସି ଟିଭି ଫୁଟେଜ  ଲାଗିଛି। ଏହି ଫୁଟେଜ୍‌ରୁ ଯୁବତୀଙ୍କୁ କିଏ ଓ କେମିତି ଆଣି ଏଠାରେ […]

vlcsnap-7580-06-17-10h32m37s433-720x430
୭୨ ତମ ସାଧାରଣତନ୍ତ୍ର ଦିବସ ପାଳିତ: ଭୁବନେଶ୍ୱରରେ ପରେଡ୍ ଆରମ୍ଭ

ଭୁବନେଶ୍ୱର: ଭୁବନେଶ୍ୱର ଗାନ୍ଧି ମାର୍ଗରେ ୭୨ ତମ ରାଜ୍ୟସ୍ତରୀୟ ଗଣତନ୍ତ୍ର ଦିବସ ପାଳନ ହେଉଛି। ରାଜ୍ୟପାଳ ଗଣେଶୀ ଲାଲ୍‌ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତଳୋନ କରିଛନ୍ତି। ସମ୍ମାନନୀୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଯୋଗ ଦେଇ ପରେଡ୍‌ ଅଭିବାଦନ ଗ୍ରହଣ କରିଛନ୍ତି। ଭୁବନେଶ୍ୱର ପରେଡ୍ ଆରମ୍ଭ ହୋଇଯାଇଛି। ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି। ଗାନ୍ଧିମାର୍ଗରେ ସର୍ବସାଧାରଣଙ୍କ ପାଇଁ କଟକଣା ଜାରି ହୋଇଛି। ସକାଳ ୬ଟା ୩୦ରୁ […]

  • Tuesday, 27 July 2021
duplicat
ଯୁଆଡ଼େ ଦେଖିବେ ସିଆଡ଼େ ନକଲି ସାମଗ୍ରୀର କାରବାର; କେଉଁଟା ଅସଲି, ସେଇ ଚିନ୍ତାରେ ଖାଉଟି

ଭୁବନେଶ୍ୱର: ଯୁଆଡ଼େ ଦେଖିବ, ସିଆଡ଼େ ନକଲି ସାମଗ୍ରୀ। ବଜାରରେ ଭେଜାଲ ମାଲ୍‌ ହାଉଯାଉ ହେଉଛି। ଗଲା କିଛି ଦିନ ଧରି ରାଜ୍ୟରେ ଅପମିଶ୍ରିତ ଓ ନକଲି ସାମଗ୍ରୀ ଉପରେ ଲଗାତର ଚଢାଉ ପରେ ଟେନ୍‌ସନ୍‌ରେ ପଡ଼ିଯାଇଛନ୍ତି ଖାଉଟି। ବ୍ରହ୍ମପୁର ବଡ଼ବଜାର ଅଞ୍ଚଳର ଗଣପତି ନଗର ପ୍ରଥମ ଲାଇନରେ ଥିବା ଏକ ଗୋଦାମରୁ ୨୦୦ରୁ ଅଧିକ କାର୍ଟୁନର ନକଲି ସସ୍ ଜବତ ହୋଇଛି। ଟମାଟୋ ହେଉ କି ଚିଲି କିମ୍ବା ସୋୟା ଚକାଚକ୍ ପ୍ୟାକ୍‌ରେ ବଜାରକୁ ଛଡ଼ାଯାଉଥବା ଏସବୁ […]

  • Tuesday, 27 July 2021
1
ନେତାଜୀଙ୍କ ୧୨୫ତମ ଜୟନ୍ତୀ; ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

କଟକ: ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀ। ଏଥିପାଇଁ ଚଳଚଂଚଳ ତାଙ୍କ ଜନ୍ମମାଟି କଟକର ଓଡ଼ିଆ ବଜାର। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜନ୍ମସ୍ଥାନ ସଂଗ୍ରହାଳୟକୁ ଯାଇ ସେଠାରେ ନେତାଜୀଙ୍କୁ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି। ନେତାଜୀଙ୍କ ନେତୃତ୍ୱ ସ୍ୱାଧୀନତା ଆଣିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା ବୋଲି ଧର୍ମେନ୍ଦ୍ର କହିଛନ୍ତି। ସୁଭାଷଙ୍କ ସ୍ମୃତି ଚାରଣ କରି ଧର୍ମେନ୍ଦ୍ର କହିଛନ୍ତି, ମୋତେ ରକ୍ତ ଦିଅ, ସ୍ୱାଧୀନତା ଆଣିଦେବି ଡାକରା ପ୍ରେରଣା ଦେଇଥିଲା। ଦେଶ ମାତୃକା ପାଇଁ […]

ideal leader pabitra mohan jena
ଜଣେ ପୂର୍ବତନ ବିଧାୟକ, ଯିଏ ଆଜି ବି ବିଲରେ ଖଟୁଛନ୍ତି, ଗୋ ସେବା କରୁଛନ୍ତି

ପ୍ରାଚୁର୍ଯ୍ୟ ଓ ବିଳାସ ତାଙ୍କ ହାତ ପାହାନ୍ତାରେ ଥିଲା। କିନ୍ତୁ ସେ ଏଡାଇ ଦେଇଥିଲେ। ନିଜ ଆଦର୍ଶ ସହ କୌଣସି ସାଲିସ କରି ନ ଥିଲେ। ସେଥିପାଇଁ ତ ଆଜି ବିଧାୟକ ପଦରେ ଥାଇ ବି ଜିଉଁଛନ୍ତି ଏକ ସାଧାରଣ ଜୀବନ।

Heavy Rainfall
ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ, ୧୨ ଜିଲ୍ଲାକୁ ୱାର୍ଣ୍ଣିଂ

ଗତକାଲି(ସୋମବାର) ହୋଇଥିବା  ଘୂର୍ଣ୍ଣିବଳୟ ପ୍ରଭାବରେ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ୧୨ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ଆସନ୍ତାକାଲି ଏବଂ ପରଦିନ ପାଇଁ ମଧ୍ୟ କିଛି ଜିଲ୍ଲା ପାଇଁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।

wooden bridge
ଗୁହାରୀ ଶୁଣିଲାନି ପ୍ରଶାସନ, ନିଜସ୍ୱ ଉଦ୍ୟମରେ କଲେ କାଠ ପୋଲ ତିଆରି କଲେ ଗ୍ରାମବାସୀ

କିଏ କାଠ ବୋହିଲା ତ କିଏ କାଠ କାଟିଲା । ଟିଟିଲାଗଡ ବ୍ଲକ ମହୁଲପଡା ପଂଚାୟତର କୁଟରାକେନ୍ଦ ଗ୍ରାମବାସୀଙ୍କ ଉଦ୍ୟମରେ ତିଆରି ହେଲା କାଠପୋଲ । ଗାଁକୁ ରାସ୍ତା ନଥିବାରୁ ୨ ଟି ନାଳ ପାର ହୋଇ ଲୋକେ ଯିବାଆସିବା କରୁଥିଲେ ।

Subhadra and Dillip
ବୁଲେଟ୍ ଦେଇନପାରିବାରୁ ନୂଆବୋହୂକୁ ଝୁଲାଇଦେଲେ !

ବର ପକ୍ଷରୁ ଦାବି ମୁତାବକ ଯାନି ଯୌତୁକ ସହ ଆସବାବପତ୍ର ଦିଆଯାଇଥିଲା। କିନ୍ତୁ ବାକି ରହିଯାଇଥିଲା ବୁଲେଟ। ବୁଲେଟ ଆଣିବା ପାଇଁ ବୋହୂ ଉପରେ ଶାଶୂଘର ଲୋକେ ବାରମ୍ବାର ଚାପ ପକାଉଥିଲେ।

Coronavirus in Odisha
ଥମୁନି କରୋନାର ୨ୟ ଲହର; ଚିହ୍ନଟ ହେଲେ ୧, ୬୨୯ ସଂକ୍ରମିତ, ଆଖି ବୁଜିଲେ ୬୦

ରାଜ୍ୟରେ କରୋନାର ଦ୍ୱିତୀୟ ଲହରକୁ ନେଇ ଚିନ୍ତା କମୁନି। ଦୈନିକ ସଂକ୍ରମଣ ହାର ଏବେ ବି ଦେଢ ହଜାର ଉପରେ ରହୁଥିବା ଦେଖିବାକୁ ମିଳିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପୁଣି ୧୬୨୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ପୁଣି ଆଖି ବୁଜିଛନ୍ତି ୬୦ ରୋଗୀ।

Child abducted in raurkela
ଶିଶୁ ଚୋରି ରାକେଟ୍‌ରେ ଧନୀ ମହିଳା: ମା’ କୋଳରୁ ଛୁଆଙ୍କୁ ଚୋରାଇ ବିକି ଦେଉଥିଲେ

ମା’ କୋଳରୁ ଛଡ଼ାଇ ନେଉଥିଲେ ଶିଶୁଙ୍କୁ। ପଇସା ଲୋଭରେ ବିକି ଦେଉଥିଲେ ରାଜ୍ୟ ବାହାରେ। କିଛି ଧନୀଶ୍ରେଣୀର ମହିଳା ଚଳାଉଥିଲେ ଏହି ରାକେଟ।

Tiger census
ଓଡ଼ିଶାରେ ବଢ଼ିଛି ନା କମିଛି ବାଘ ବଂଶ?

୨୦୦୪ ଗଣନାରେ ରାଜ୍ୟରେ ବାଘ ସଂଖ୍ୟା ଥିଲା ୧୯୨। ରାଜ୍ୟରେ ବାଘ ସଂଖ୍ୟା ଜାଣିବାକୁ ପ୍ରତି ୪ ବର୍ଷର ଥରେ ଗଣନା ହେଉଥିବା ବେଳେ ଏହା ପୂର୍ବରୁ ୨୦୧୮ ଓ ୨୦୧୪ରେ ହୋଇଥିବା ଗଣନାରେ ବାଘଙ୍କ ସଂଖ୍ୟା ଥିଲା ମାତ୍ର ୨୮। ଏହି ୧୪ ବର୍ଷ ଭିତରେ ବାଘ ବଂଶ ଦ୍ରୁତ ଗତିରେ ହ୍ରାସ ପାଉଥିବା ପରିସଂଖ୍ୟାନରୁ ଜଣାପଡ଼ିଥିଲା।

Bhubaneswar Case
ରାଜଧାନୀରେ ପୂରା ହୁଗୁଳିଗଲାଣି ଆଇନ ବ୍ୟବସ୍ଥା...

ଜଣେ କି ଦୁଇ ଜଣଙ୍କୁ ନୁହେଁ, ମରଣାନ୍ତକ ଆକ୍ରମଣ ହୋଇଛି ତିନି ତିନି ଜଣଙ୍କୁ। ସମୁଦାୟ ୫ ଜଣଙ୍କୁ ହମଲା ହୋଇଛି। ସମୟ ପ୍ରାୟ ଦିନ ୨ଟା ହେବ, ୧୦ରୁ ୧୨ଜଣ ମାଡ଼ିଆସି ଏଭଳି ହାଣିଚାଲିଥିଲେ ଜଣଙ୍କ ପରେ ଜଣଙ୍କୁ। ଲୋକ ଦେଖୁଛନ୍ତି, ଭୟରେ ଥରୁଛନ୍ତି କିନ୍ତୁ ଛଡ଼ାଇବାକୁ ବୋଧୁହୁଏ ସାହାସ କରିପାରୁନଥିଲେ କେହି।

School Reopen
ଚଳଚଂଚଳ ହେଲା ସ୍କୁଲ, ଆରମ୍ଭ ହେଲା ପାଠ ପଢ଼ା

ସେପଟେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଲାଗି ସ୍କୁଲ୍ ଖୋଲିବା ପରେ ଆଇଟିଆଇ ଓ ଡିପ୍ଲୋମା ଶେଷ ବର୍ଷ କ୍ଲାସ୍ ଖୋଲିବାକୁ ଯାଉଛି। ଏନେଇ ଦିନେ ଦୁଇ ଦିନ ଭିତରେ ନିଷ୍ପତ୍ତି ନେବାକୁ ଯାଉଛି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ

Hyder
କାହା ହାତରେ ମଲା ହାଇଦର୍?

ଅପରାହ୍ନ ପ୍ରାୟ ୩ଟା ୨୦ ମିନିଟ୍ ସମୟରେ ସିମୁଳିଆ ପାଖାପାଖି ଏକ ସ୍ଥାନରେ ପରିସ୍ରା ଯିବାକୁ କହି ଗାଡ଼ି ଅଟକାଇବାକୁ ହାଇଦର କହିଥିଲା। ହେଲେ ସୁରକ୍ଷା ଦୃଷ୍ଟିରୁ ମନା କରାଯାଇଥିଲା କିନ୍ତୁ ସେ ମଧୁମେହ ରୋଗୀ ହୋଇଥିବା ଦର୍ଶାଇ ବିରକ୍ତି ପ୍ରକାଶ କରିବାରୁ ସିମୁଳିଆ ହନୁମାନ ମନ୍ଦିର ନିକଟ ଡାଇଭରସନ୍‌ରେ ଗାଡ଼ି ରଖି ତାକୁ ସୁରକ୍ଷାକର୍ମୀ ପରିସ୍ରା ପାଇଁ ଗାଡ଼ିରୁ ଓହ୍ଲାଇଥିଲେ।

MLA  Bhoji
କରୋନା କଟକଣାକୁ ଚଟକଣା ! ଆଇନ୍‌ର ଧଜିଆ ଉଡାଇଲା ବିଧାୟକଙ୍କ ଭୋଜି

ବିଜେଡି ବିଧାୟକ ପୁର୍ଣ୍ଣଚନ୍ଦ୍ର ସ୍ୱାଇଁ ତାଙ୍କ ବାପା ମହାଦେବ ସ୍ୱାଇଁଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଭୋଜିର ଆୟୋଜନ କରିଥିଲେ। କରୋନା ମହାମାରୀ ସ୍ଥିତିରେ ସୀମିତ ସଂଖ୍ୟକ ଲୋକଙ୍କୁ ନେଇ କାର୍ଯ୍ୟକ୍ରମର ଆୟୋଜନ ଲାଗି ନିୟମ ଥିବାବେଳେ ଏଠାରେ ଆଇନର ଉଲ୍ଲଂଘନ କରାଯାଇଛି। 

Drink From Tap Mission
ଟ୍ୟାପ୍‌ରୁ ବିଶୁଦ୍ଧ ପାଣି ପିଇବାରେ ପୁରୀ ହେଉଛି ଦେଶର ପ୍ରଥମ ସହର: ମୁଖ୍ୟମନ୍ତ୍ରୀ

ଆଜି ଦିନଟି କେବଳ ପୁରୀ ନୁହେଁ, ସାରା ଓଡିଶାର ବିକାଶ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡିଛି। ମହାପ୍ରଭୁଙ୍କ ଧାମ ପୁରୀରେ ସବୁ ପରିବାରକୁ ଆଜିଠାରୁ tapରେ ଭଲ ପିଇବା ପାଣି ମିଳିଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Two Youths Chased
ରାଜଧାନୀରେ ଗୋଡ଼ାଇ ଗୋଡ଼ାଇ ଯୁବକଙ୍କୁ ହାଣିଲେ ଦୁର୍ବୃତ୍ତ

କିଛି ଦିନର ବିରତି ପରେ ରାଜଧାନୀ ଭୁବନେଶ୍ୱରରେ ଅପରାଧର ସୀମା ଟପିଛି। କିଛି ମାସ ତଳେ ବାପୁଜୀ ନଗରରେ ଜଣେ ଯୁବକଙ୍କୁ ହତ୍ୟା କରିଥିଲା ଆଉ ଜଣେ ଯୁବକ।  ସେହିପରି ଗତ ବର୍ଷ ଅକ୍ଟୋବରରେ ଭୁବନେଶ୍ୱର ସାମନ୍ତରାପୁରରେ ହୋଇଥିବା ହତ୍ୟାକାଣ୍ଡ ଚର୍ଚ୍ଚାର ବିଷୟ ହୋଇଥିଲା।

rayagada
କରୋନାରେ ଚାଲିଗଲେ ସ୍ୱାମୀ, ମୃତ୍ୟୁ ପ୍ରମାଣପତ୍ର ପାଇଁ ଏ ଅଫିସରୁ ସେ ଅଫିସକୁ ଦୌଡ଼ି ଦୌଡ଼ି ସ୍ତ୍ରୀ ନିରାଶ

ରାୟଗଡା ଜିଲ୍ଳା କୁମୁଟାଲପେଟା ଗ୍ରାମର ସୁଶୀଳା ମିଶାଲ । ଗତ କିଛି ମାସ ତଳେ ସ୍ୱାମୀ ପୁର୍ଣ୍ଣଚନ୍ଦ୍ର ମିଶାଲଙ୍କ ଦେହ ଖରାପ ହେବାରୁ ରାୟଗଡା ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ତେବେ ଡାକ୍ତର ତାଙ୍କୁ କୋରାପୁଟ ସ୍ଥାନାନ୍ତର କରିଥିଲେ । ସେଠାକୁ ଯିବା ପରେ ତାଙ୍କ କରୋନା ଚିହ୍ନଟ ହେବାରୁ ତାଙ୍କୁ ଆଇସୋଲେସନ୍‌ରେ ଚିକିତ୍ସା କରାଯାଉଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା

coronavirus-recoverd
ସେରୋ ସର୍ଭେରୁ ଆସିଛି ଭଲ ଖବର

ରାଜ୍ୟରେ ହୋଇଥିବା ସେରୋ ସର୍ଭେରୁ ଆସିଛି ଭଲ ଖବର । ସେରୋ ସର୍ଭେରେ ଲୋକଙ୍କ ମଧ୍ୟରେ ୬୦ ପ୍ରତିଶତରୁ ଅଧିକ ଆଣ୍ଟିବଡି ସୃଷ୍ଟି ହୋଇଥିବା ସର୍ଭେରୁ ଜଣାପଡିଛି। କୋଭିଡ୍ ବିରୋଧରେ ସଂଗ୍ରାମ ପାଇଁ ଏହା ଶୁଭଙ୍କର ସୂଚନା ବୋଲି କହିଛନ୍ତି କୋରାପୁଟ ସିଡିଏମ୍ଓ ମକରନ୍ଦ ବେଉରା। ଗତ ଜୁନ ଶେଷ ଓ ଜୁଲାଇ ମାସ ପ୍ରଥମାର୍ଦ୍ଧରେ ଆଇସିଏମ୍ଆର ତରଫରୁ ରାଜ୍ୟର ୩ ଜିଲ୍ଲାରେ ସେରୋ ସର୍ଭେ କରାଯାଇଥିଲା

f
ସରକାରଙ୍କ ବଡ଼ ପଦକ୍ଷେପ: ୪ ଜିଲ୍ଲା ଓ ଗୋଟିଏ ମହାନଗରରେ ୧୪ ଦିନିଆ ଲକ୍‌ଡାଉନ

ଭୁବନେଶ୍ୱର: କରୋନା ସଂକ୍ରମଣ ରୋକିବାକୁ ରାଜ୍ୟ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ବହୁଳ ସକ୍ରିୟ ସଂକ୍ରମିତ ଥିବା ୪ଟି ଜିଲ୍ଲା ଓ ଗୋଟିଏ ମହାନଗର ନିଗମରେ ଲାଗୁ ହେବ ୧୪ ଦିନିଆ ଲକ୍‌ଡାଉନ। ଏହି ଜିଲ୍ଲାଗୁଡ଼ିକ ହେଲା-  ଗଞ୍ଜାମ, ଖୋର୍ଦ୍ଧା, କଟକ ଓ ଯାଜପୁର। ତା ସହିତ ରାଉରକେଲା ମହାନଗର ନିଗମ ଉପରେ ବି ଲକ୍‌ଡାଉନ୍‌ କଟକଣା ଲଗାଇଛନ୍ତି ସରକାର। ତେବେ ଆସନ୍ତାକାଲି ରାତି ୯ଟା ଠାରୁ ଲାଗୁ ହେବ ୧୪ ଦିନିଆ ଲକ୍‌ଡାଉନ କଟକଣା। ଆସନ୍ତାକାଲି […]

  • Monday, 26 July 2021
golden man odisha
ଚର୍ଚ୍ଚାରେ କଟକର ଗୋଲ୍ଡେନ୍‌ ମ୍ୟାନ୍‌ଙ୍କ ଗୋଲ୍ଡ ମାସ୍କ

କଟକ: କରୋନାବେଳେ ମାସ୍କ ଫେସନ। କଟକର ଗୋଲ୍ଡେନ ମ୍ୟାନ(Golden Man) ଆଲୋକ ମହାନ୍ତି ନିଜ ପାଇଁ ପ୍ରସ୍ତୁତ କରିଛନ୍ତି ସୁନାର ମାସ୍କ। ଏହି ମାସ୍କର ଓଜନ ରହିଛି ଶହେ ଗ୍ରାମ। ଏହାର ଆନୁମାନିକ ମୂଲ୍ୟ ୩ ଲକ୍ଷ ୫୦ ହଜାର ଟଙ୍କା ହେବ। ମାସ୍କରେ ସୁନ୍ଦର କାରୁକାର୍ଯ୍ୟ ହୋଇଛି। ଏହି ମାସ୍କକୁ ନେଇ ଏବେ ଚର୍ଚ୍ଚାରେ କଟକର ଆଲୋକ ମହାନ୍ତି। ସୁନା ପ୍ରତି ଆଲୋକଙ୍କ ଅହେତୁକ ଦୁର୍ବଳତା ରହିଛି ବୋଲି ତାଙ୍କୁ ଦେଖିଲେ ଏହା ସ୍ପଷ୍ଟ ଜଣାପଡ଼ୁଛି। […]

ganjam
ବିପଦରେ ଜୀବନ ଓ ଜୀବିକା, କୁଆଡ଼େ ଗଲେ ନେତା ?

ଭୁବନେଶ୍ୱର: ବିପଦରେ ଜୀବନ, ବିପଦରେ ଜୀବିକା। ଲୋକଙ୍କ ଏଭଳି ମହାବିପଦ ବେଳେ, କୁଆଡ଼େ ଗଲେ ଲୋକ ପ୍ରତିନିଧି? ଗଞ୍ଜାମରେ ମୁତ୍ୟୁ ସଂଖ୍ୟା ୪୮ ଓ ଆକ୍ରାନ୍ତ ସଂଖ୍ୟା ୪୮୬୭ ହେଲାଣି। ହେଲେ ଜିଲ୍ଲାରେ ଦୁଇ-ଦୁଇ ଜଣ ସାଂସଦ, ୧୩-୧୩ ଜଣ ବିଧାୟକ ଥାଇବି, ମହାମାରୀ ପାଦ ରଖିବା ଦିନଠୁ ଏବେ ପର୍ଯ୍ୟନ୍ତ କାହାରି ଦେଖାଦର୍ଶନ ନଥିବା ଲୋକେ ଅଭିଯୋଗ କରିଛନ୍ତି। କାମଧନ୍ଦା ଅପେକ୍ଷାରେ କର୍ମଜୀବୀ, ଥଇଥାନ ଅପେକ୍ଷାରେ ପ୍ରବାସୀ ବେପାରୀଙ୍କ ବେପାର ବି ବୁଡ଼ିବା ଉପରେ। ସଂଗରୋଧ […]

  • Monday, 26 July 2021