• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

bibn
ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା; ମୁଖ୍ୟ ଅଭିଯୁକ୍ତ ବିବନକୁ ନେଇ ସିନ୍ ରିକ୍ରିଏଟ୍ କଲା ସିବିଆଇ

ଭୁବନେଶ୍ୱର: ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳକୁ ଘଟଣା ସ୍ଥଳକୁ ନେଇ ଆଜି ସିନ୍ ରିକ୍ରିଏଟ୍ କରୁଛି ସିବିଆଇ। ୧୯୯୯ ମସିହାରେ ଘଟିଥିବା ସେହି ସ୍ଥାନକୁ ନେଇ ତଦନ୍ତକାରୀ ସଂସ୍ଥା ତନାଘନା ଚଳାଇଛି। କେମିତି ଘଟାଇଥିଲା ଏ ଜଘନ୍ୟକାଣ୍ଡ ସିବିଆଇ ତାହାର ଖୋଳତାଡ଼ କରୁଥିବା ବେଳେ ସେଦିନ କଣ ସବୁ ଘଟିଇଲା ତାହା ଗୋଟି ଗୋଟିଏ କରି ଦେଖାଉଛି ବିବନ। ଚନ୍ଦକା ଥାନା ଅଂଚଳରେ ଯେଉଁଠି ଘଟିଥିଲା ଏ ଘଟଣା, ବିବନକୁ […]

taj mahal
ରାଜନୀତି ପଶାପାଲିରେ ଓବିସି ପ୍ରସଙ୍ଗ; ରାଜ୍ୟ ସରକାରଙ୍କୁ ଧର୍ମେନ୍ଦ୍ରଙ୍କ ଟାର୍ଗେଟ୍, ସମର୍ଥନ କଲା କଂଗ୍ରେସ

ଭୁବନେଶ୍ୱର: ରାଜ୍ୟରେ ପଛୁଆ ବର୍ଗ ସର୍ଭେକୁ ନେଇ ରାଜନୀତି ଜୋର୍ ‌ଧରିଛି। ମୁହାଁମୁହିଁ ହୋଇଛନ୍ତି ବିଜେପି ଓ ବିଜେଡି। ଓବିସି ସର୍ଭେ ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଆଜି ରାଜ୍ୟ ସରକାରଙ୍କୁ ନିଶାନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପୂର୍ବରୁ ହିଁ ସମ୍ବିଧାନରେ ପଛୁଆ ବର୍ଗଙ୍କ ଲାଗି ସଂରକ୍ଷଣ ବ୍ୟବସ୍ଥା ଥିଲେ ବି କାହିଁକି ଚାକିରି ଓ ଶିକ୍ଷା କ୍ଷେତ୍ରରେ ୨୭ ପ୍ରତିଶତ ସଂରକ୍ଷଣ ଲାଗୁ ହୋଇନି ବୋଲି ପ୍ରଶ୍ନ କରିଛନ୍ତି ଧର୍ମେନ୍ଦ୍ର। ଏହାସହ କେନ୍ଦ୍ର […]

  • Tuesday, 27 July 2021
boarder
ରାଜ୍ୟର ଏହି ୭ ଜିଲ୍ଲାରେ ରହିଛି ସୀମା ବିବାଦ; ଖୁଣ୍ଟି ଜଗିବାକୁ ତହସିଲଦାରଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର: ଦିନକୁ ଦିନ ଉଗ୍ର ହେଉଛି ଆନ୍ଧ୍ର-ଓଡ଼ିଶା ସୀମା ବିବାଦ। ଓଡ଼ିଶାର ସୀମାବର୍ତ୍ତି ଜିଲ୍ଲାର କିଛି ସ୍ଥାନରେ ପଂଚାୟତ ନିର୍ବାଚନ କରି ଆନ୍ଧ୍ରପ୍ରଦେଶ ହଟଚମଟ ସୃଷ୍ଟି କରିଥିଲା। କେବଳ ଆନ୍ଧ୍ର ନୁହେଁ ପଡ଼ୋଶୀ ଛତିଶଗଡ, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ସହ ବି ଆମ ରାଜ୍ୟର ସୀମା ରହିଛି। ଏହାକୁ ନେଇ ଚାରିଆଡୁ ସମାଲୋଚନା ଓ ଚାପ ପଡ଼ିବା ପରେ ଏବେ ରାଜ୍ୟ ସରକାରଙ୍କର ନିଦ ଭାଙ୍ଗିଛି। ଫଳରେ ୧୪ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛି ରାଜସ୍ୱ […]

  • Tuesday, 27 July 2021
Similipal fire
ସପ୍ତାହେରୁ ଅଧିକ ସମୟ ଧରି ଜଳୁଛି ଏସିଆର ଦ୍ୱିତୀୟ ବୃହତ୍ ଜୈବମଣ୍ଡଳ ଶିମିଳିପାଳ; ରାଜକୁମାରୀଙ୍କ ଠାରୁ ରାଜ ନେତା ସମସ୍ତେ ଚିନ୍ତାରେ

ଭୁବନେଶ୍ୱର: ସପ୍ତାହେରୁ ଅଧିକ ସମୟ ଧରି ଶିମିଳିପାଳରେ ଜଳୁଥିବା ନିଆଁକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଛି। ପ୍ରଥମେ ମୟୂରଭଞ୍ଜ ରାଜପରିବାର ଓ ଗତକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଏନେଇ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ଜଙ୍ଗଲ ମନ୍ତ୍ରୀଙ୍କୁ ତୁରନ୍ତ ଧ୍ୟାନ ଦେବାକୁ ଅନୁରୋଧ କରିବା ପରେ ଆଜି ହଠାତ୍ ଚେଇଁ ଉଠିଛନ୍ତି ରାଜ୍ୟ ସରକାର। ଜଙ୍ଗଲରେ ନିଆଁ ଲିଭା କାମ ଜୋରଦାର କରାଯାଇଥିବା ବେଳେ ହଜାରରେ ଅଧିକ ଲୋକଙ୍କୁ ଏଥିରେ ନିୟୋଜିତ କରାଯାଇଛି। ରାଜ୍ୟ ଜଙ୍ଗଲ ମନ୍ତ୍ରୀ ପିସିସିଏଫ୍‌ଙ୍କଠୁ […]

school
+୨ ପରୀକ୍ଷା ସୂଚୀ ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ୱର: ଯୁକ୍ତଦୁଇ ପରୀକ୍ଷା ସୂଚୀ ଘୋଷଣା କରିଛନ୍ତି ରାଜ୍ୟ ସରକାର। ମେ ୧୮ତାରିଖରୁ ଜୁନ୍ ୧୨ ତାରିଖ ପର୍ଯ୍ୟନ୍ତ +୨ ପରୀକ୍ଷା ଚାଲିବ ବୋଲି ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ସେହିପରି ମେ ୨୮ ତାରିଖରୁ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ଆରମ୍ଭ ହେବ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ଏନେଇ ମନ୍ତ୍ରୀ କହିଛନ୍ତି ଯେ ଯୁକ୍ତ ଦୁଇ ପରୀକ୍ଷା ୧୮/ ୫/୨୦୨୧ରେ ଆରମ୍ଭ ହୋଇ ୧୨/୬/୨୦୨୧ ପରୀକ୍ଷା […]

  • Tuesday, 27 July 2021
saptagiri
କୋଟିଆ ବୁଲିଲେ କୋରାପୁଟ୍ ସାଂସଦ; ରାଜ୍ୟ ସରକାର ପହଞ୍ଚି ନପାରିବାରୁ ଆନ୍ଧ୍ର ଫାଇଦା ନେଉଛି

କୋରାପୁଟ: କୋଟିଆରେ ପହଞ୍ଚିଛନ୍ତି କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା। ଓଡ଼ିଶା-ଆନ୍ଧ୍ର ସୀମାନ୍ତ କୋଟିଆ ପଞ୍ଚାୟତର ତଳ ଗଂଜେଇପଦର, ମାଡ଼କାର ଓ ଫାଟୁସିନେରୀ  ଗାଁରେ ଲୋକଙ୍କ ସହ ଆଲୋଚନା କରିଛନ୍ତି ସାଂସଦ ସପ୍ତଗିରି। ଲୋକମାନଙ୍କ ସହିତ ଆଲୋଚନା କରିବା ପରେ ସପ୍ତଗିରି କହିଛନ୍ତି ଯେ ସରକାର ଲୋକଙ୍କ ପାଖରେ ପହଂଚି ପାରୁନଥିବା ଯୋଗୁ କୋଟିଆ ପଂଚାୟତର ଗାଁ ଗଣ୍ଡାରେ ସମସ୍ୟା ଦେଖାଦେଇଛି।   କୋଟିଆ ବୁଲିବା ବେଳେ ସାଂସଦଙ୍କ ସାମ୍ନାରେ ଲୋକେ ସେମାନଙ୍କ ଦୀର୍ଘଦିନର ସମସ୍ୟା ରଖିଥିଲେ। ଖାଲି […]

cyber loot
ସାଇବର ଲୁଟ କ୍ଷେତ୍ରରେ କମିଶନରେଟ ପୋଲିସକୁ ସଫଳତା; ଆକାଉଣ୍ଟକୁ ଫେରିଲା ୩ ଲକ୍ଷ ୧୭ ହଜାର

ଭୁବନେଶ୍ୱର; ସାଇବର ଲୁଟ କ୍ଷେତ୍ରରେ କମିଶନରେଟ ପୋଲିସକୁ ସଫଳତା ମିଳିଛି। ଲୁଟେରାଙ୍କ କବଳରୁ ଲୁଟ୍‌ର ଶିକାର ହୋଇଥିବା ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଫେରିଛି ୩ ଲକ୍ଷ ଟଙ୍କା। ମୋବାଇଲ ଟାଓ୍ୱାର ବସାଇବା ଆଳରେ ଅନୁଗୁଳର ଯୁବକ ବସନ୍ତ ଛତରଙ୍କଠାରୁ ୩୦ ଥରରେ ସମୁଦାୟ ୩ ଲକ୍ଷ ୧୭ ହଜାର ଟଙ୍କା ଲୁଟିଥିଲେ ଅନ୍‌ଲାଇନ୍ ଠକ। ଏନେଇ ବସନ୍ତ ଭୁବନେଶ୍ୱର ଡିସିପିଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହାପରେ କମିଶନରେଟ୍ ପୋଲିସ ଉଦ୍ୟମରେ ବସନ୍ତ ଛତର ୩ ଲକ୍ଷ ଟଙ୍କା […]

  • Tuesday, 27 July 2021
top-6
ଦିବ୍ୟାଙ୍ଗକୁ ବିବାହ କଲେ ଦମ୍ପତିଙ୍କୁ ମିଳିବ ଅଢ଼େଇ ଲକ୍ଷ; ଜାଣନ୍ତୁ ଟପ୍‌ ୬ ଖବର

ଟପ୍ ନ୍ୟୁଜ୍ ସଂକ୍ଷେପରେ… ଦିବ୍ୟାଙ୍ଗକୁ ବିବାହ କଲେ ଦମ୍ପତିଙ୍କୁ ମିଳିବ ୨ ଲକ୍ଷ ୫୦ ହଜାର ରାଜ୍ୟରେ ୭ଟି ସହରରେ ବଢୁଛି ବାୟୁ ପ୍ରଦୂଷଣ ରାଜ୍ୟରେ ବଢ଼ିଛି ବନ୍ୟ ପ୍ରାଣୀ ଓ ମଣିଷ ସଂଘର୍ଷ ଘଟଣା ଏବେ ହୋଇନପାରେ ପୌର ନିର୍ବାଚନ ନିର୍ବାଚନ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଭିତରେ ବଢ଼ିଛି କରୋନା ସଂକ୍ରମଣ ଚିନ୍ତା

  • Tuesday, 27 July 2021
dharama
ରାଜ୍ୟରେ ଗଠନ ହେବ ମାରିଟାଇମ ବୋର୍ଡ଼; ପିପିପି ମୋଡ୍‌ରେ ହେବ ବନ୍ଦରର ବିକାଶ

ଭୁବନେଶ୍ୱର: ବିଧାନସଭାରେ ପାରିତ ହେଲା ଓଡ଼ିଶା ସାମୁଦ୍ରିକ ପରିଷଦ ବିଧେୟକ ୨୦୨୦ । ଏହାଦ୍ୱାରା ମାରିଟାଇମ ବୋର୍ଡ଼ ଗଠନ ହେବ, ଯେଉଁଥିରେ ୧୨ ଜଣ ସଦସ୍ୟ ଏବଂ ମୁଖ୍ୟ ଶାସନ ସଚିବ ଅଧ୍ୟକ୍ଷ ରହିବେ। ସେହିପରି ସଦସ୍ୟ ସଚିବ ରହିବେ ବାଣିଜ୍ୟ ପରିବହନ ସଚିବ। ଶିଳ୍ପ, ବାଣିଜ୍ୟ ପରିବହନ ସଚିବ, ରାଜସ୍ୱ ସଚିବ, ନୌସେନାର ଜଣେ ପ୍ରତିନିଧି , ପୋର୍ଟ କ୍ଷେତ୍ରରେ ଦକ୍ଷତା ଥିବା ଜଣେ ବିଶେଷଜ୍ଞଙ୍କୁ ଏଥିରେ ସଦସ୍ୟ ଭାବେ ରଖାଯିବ। ଏହି ବୋର୍ଡ଼ ପିପିପି […]

  • Tuesday, 27 July 2021
vaccintion
ପଞ୍ଜୀକରଣ କରି ଟିକା ନେଉ ନଥିବା ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧାଙ୍କ ପାଇଁ ରଦ୍ଦ ହେବ ସବୁ ସୁବିଧା

ଭୁବନେଶ୍ୱର: ପଞ୍ଜୀକରଣ କରି ଟିକା ନେଉ ନଥିବା ସ୍ୱାସ୍ଥ୍ୟକର୍ମୀ ଓ ଫ୍ରଣ୍ଟ୍ ଲାଇନ ଓ୍ୱାର୍କରଙ୍କ ପାଇଁ ରଦ୍ଦ ହେବ ସବୁ ସୁବିଧା। ଏ ନେଇ ସବୁ ଜିଲ୍ଲାପାଳଙ୍କୁ ଚିଠି କରିଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର। ବାରମ୍ବାର ନିର୍ଦ୍ଦେଶ ଓ ସୁଯୋଗ ଦେବା ସତ୍ତ୍ୱେ କିଛି ସ୍ୱାସ୍ଥ୍ୟସେବା କର୍ମୀ ଓ ଅନ୍ୟ ଫ୍ରଣ୍ଟ୍ ଲାଇନ୍ ଓ୍ୱାର୍କର ଟିକା ନେବାକୁ ପଞ୍ଜିକରଣ କରି ସୁଦ୍ଧା ଟିକା ନେଉନଥିବା ଦୃଷ୍ଟିଗୋଚର ହେଉଛି। ଏନେଇ ସ୍ୱାସ୍ଥ୍ୟ […]

  • Tuesday, 27 July 2021
kalira-atita
ଓଡ଼ିଆ ଫିଲ୍ମ 'କାଲିର ଅତୀତ' ଅସ୍କାର ଦୌଡ଼ରେ ସାମିଲ ହେବା ଖବର ମିଛ

ଭୁବନେଶ୍ୱର: ଅସ୍କାର ପୁରସ୍କାର ତାଲିକାରେ ଓଡ଼ିଆ ଫିଲ୍ମ ‘କାଲିର ଅତୀତ’ ସାମିଲ ହେବା ନେଇ ଯେଉଁ ଦାବି ହୋଇଥିଲା ତାହା ମିଛ ବୋଲି ପ୍ରମାଣିତ ହୋଇଛି। ଖୋଦ୍ ଫିଲ୍ମର ନିର୍ମାତା ନୀଳମାଧବ ପଣ୍ଡା ଟ୍ୱିଟ୍ କରି ସମସ୍ତଙ୍କୁ କାଲିର ଅତୀତ ଅସ୍କାରର ସାଧାରଣ ବର୍ଗର ବିଭିନ୍ନ ପୁରସ୍କାର ତାଲିକାରେ ସାମିଲ ହୋଇଥିବା ସୂଚନା ଦେଇଥିଲେ। ଏହା ଇଣ୍ଟର୍‌ନେଟ୍‌ରେ ଭାଇରାଲ ହେବା ପରେ ରାଜ୍ୟ ଓ ରାଜ୍ୟ ବାହାରେ ଥିବା ଓଡ଼ିଆମାନେ ଟ୍ୱିଟ୍ କର ନୀଳମାଧବ ପଣ୍ଡା ଓ […]

  • Tuesday, 27 July 2021
budget
ବଡ଼ ବଡ଼ ଯୋଜନା, ହେଲେ ହାତରେ ନାହିଁ ଅର୍ଥ; ଋଣ ଯନ୍ତାରେ ଫସିପାରନ୍ତି ସରକାର

ଭୁବନେଶ୍ୱର: ଆସନ୍ତା ଆର୍ଥିକ ବର୍ଷ ପାଇଁ ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ବଜେଟ୍ ଆଗତ କରିଛନ୍ତି ରାଜ୍ୟ ସରକାର। ଯାହାକି ଚଳିତ ଆର୍ଥିକ ବର୍ଷର ସଂଶୋଧିତ ବଜେଟ୍ ତୁଳନାରେ ୨୬% ଅଧିକ। ତେବେ ରାଜ୍ୟ ସରକାର କେଉଁଠୁ ଏତେ ଅର୍ଥ ଆଣିବେ ତାକୁ ନେଇ ଏବେ ପ୍ରଶ୍ନ ଉଠିଛି। ଅର୍ଥମନ୍ତ୍ରୀଙ୍କ ବଜେଟ୍ ଡକ୍ୟୁମେଣ୍ଟ କହୁଛି, ନିଜସ୍ୱ ରାଜସ୍ୱ ତଥା କେନ୍ଦ୍ରୀୟ ହସ୍ତାନ୍ତରରୁ ଲକ୍ଷେ ୨୫ ହଜାର କୋଟି ରାଜ୍ୟକୁ ମିଳିବ। ବଳକା ଚାହିଦା ପୂରଣ […]

  • Tuesday, 27 July 2021
pipili
ପିପିଲି ଉପନିର୍ବାଚନ ପୂର୍ବରୁ ପ୍ରକଳ୍ପ ପଲିଟିକ୍ସ ଆରମ୍ଭ; ୬୮ କୋଟିର ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପିପିଲି ଉପନିର୍ବାଚନ ପାଇଁ ବିଗୁଲ୍ ବାଜିବା ଆଗରୁ ଆମ୍ଭ ହୋଇଗଲାଣି ପ୍ରକଳ୍ପ ପଲଟିକ୍ସ। ପ୍ରଗତି ପଥେ ପିପିଲିର ଆହ୍ୱାନ ଦେଇ ମୁଖ୍ୟମନ୍ତ୍ରୀ ଆଜି ପିପିଲି-ଡେଲାଙ୍ଗର ବିକାଶ ପାଇଁ ଭର୍ଚୁଆଲ୍‌ରେ ୬୮ କୋଟିର ପ୍ୟାକେଜ୍ ଘୋଷଣା କରିଛନ୍ତି। ଏହାକୁ ନେଇ ରାଜନୈତିକ ବୟାନବାଜି ବି ହୋଇଛି। ପ୍ରକଳ୍ପ ଘୋଷଣା ପଛରେ ବିରୋଧୀ ନିର୍ବାଚନୀ ଗନ୍ଧ ବାରିବା ସହ ବିଜେପୁର ଏବଂ ତିର୍ତ୍ତୋଲ ପ୍ରତିଶ୍ରୁତି କୁଆଡ଼େ ଗଲା ବୋଲି ପ୍ରଶ୍ନ କରିଛନ୍ତି। ଏସବୁ ଭିତରେ ପିପିଲିର ପରବର୍ତ୍ତୀ ଦାବିଦାର […]

petroll
ବିଧାନସଭାରେ ତୈଳଦର ବୃଦ୍ଧି ତାତି; ଲୋକେ ହନ୍ତସନ୍ତ, ଦୋଷ ଲଦାଲଦି ହେଲେ ବିଜେପି ଓ ବିଜେଡି

ନୂଆଦିଲ୍ଲୀ: ତୈଳ ଦର ବୃଦ୍ଧିକୁ ନେଇ ବିଧାନସଭାରେ ତାତି। ବଜେଟ୍ ଅଧିବେଶନରେ ଆଜି ବେଲଗାମ ଭାବେ ବଢୁଥିବା ତୈଳଦରକୁ ନେଇ କଂଗ୍ରେସର ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ବେଳେ ଦୋଷ ଲଦାଲଦି ହୋଇଛନ୍ତି ବିଜେପି ଓ ବିଜେଡି। ତୈଳର ଅହେତୁକ ଦରବୃଦ୍ଧି ନେଇ କଂଗ୍ରେସ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଦାୟୀ କରିବା ସହ ପ୍ରତିବାଦରେ ସାଇକେଲରେ ବିଧାନସଭା ଆସିଥିଲେ ଦଳର କିଛି ସଦସ୍ୟ। ସେପଟେ ଦରବୃଦ୍ଧିର କାରଣ ସହ ଏହାକୁ ସାମିୟକ ବୋଲି ସ୍ପଷ୍ଟୀକରଣ […]

ଫୁଲବାଣୀ ପୂର୍ବତନ ବିଧାୟକ ଗିରଫ
ଲୁଟ୍‌ ଅଭିଯୋଗରେ ପୂର୍ବତନ ବିଧାୟକ ଓ ସହଯୋଗୀ ଗିରଫ

ଫୁଲବାଣୀ: ଲୁଟ୍‌ ଅଭିଯୋଗରେ ଗିରଫ ହୋଇଥିବା ଫୁଲବାଣୀର ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁରଙ୍କୁ ଶେଷରେ ଜେଲ୍ ଯିବାକୁ ପଡ଼ିଛି। ଜଣେ ବ୍ୟକ୍ତିଙ୍କୁ ମାଡ଼ ମାରି ଟଙ୍କା ଲୁଟ୍ ଅଭିଯୋଗରେ ଦେବେନ୍ଦ୍ର ଓ ତାଙ୍କ ସହଯୋଗୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୋଲିସ୍। ତେବେ କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ ୧୪ ଦିନ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଘଟଣାରେ ଦେବେନ୍ଦ୍ରଙ୍କ ଅନ୍ୟ ଜଣେ RBNର ହାବିଲଦାର ଶ୍ରୀନିବାସ କହଁରସହଯୋଗୀ ମଧ୍ୟ ଜେଲ୍ ଯାଇଛନ୍ତି। […]

  • Tuesday, 27 July 2021
corona
କରୋନା ସଚେତନ ପାଇଁ ଆକ୍ସନ ମୋଡ୍‌ରେ ପୋଲିସ ଓ ପ୍ରଶାସନ; ଅମାନିଆଙ୍କୁ ହେଉଛି ଫାଇନ

ଭୁବନେଶ୍ୱର: ଦିନକ ପୂର୍ବରୁ ସ୍ୱାସ୍ଥ୍ୟ ଅତିରିକ୍ତ ଶାସନ ସଚିବଙ୍କ ସର୍କୁଲାର ଜାରି ପରେ ଗତକାଲି ଏସ୍‌ଆରସିଙ୍କ ନୂଆ ଗାଇଡଲାଇନ୍  ଜାରି କରିଥିଲେ । ଆଉ ଆଜି ପୂରା ଆକ୍ସନ ମୋଡ୍‌ରେ ଅଛି ପୋଲିସ ଓ ପ୍ରଶାସନ। ଦେଶର କିଛି ରାଜ୍ୟରେ ଆତଙ୍କ ରଚିଥିବା କରୋନାର ନୂଆ ଷ୍ଟ୍ରେନ୍ ଓଡ଼ିଶା ଆସିବା ପୂର୍ବରୁ ଲୋକେ କେମିତି ସତର୍କ ହେବେ, ସେ ନେଇ ସଚେତନ କରୁଛି ପୋଲିସ। ରାଜଧାନୀର ବିଏମ୍‌ସି ଓ କମିଶନରେଟ୍ ପୋଲିସର ସ୍ୱତନ୍ତ୍ର ଟିମ୍ ଆଜି ବିଭିନ୍ନ […]

coornaviuryus
ରାଜ୍ୟରେ କେତେ ହେଲା ମୋଟ କରୋନା ସୁସ୍ଥ ସଂଖ୍ୟା ?

ଭୁବନେଶ୍ୱର: କିଛିଦିନର ବ୍ୟବଧାନ ପରେ ବିଭିନ୍ନ ରାଜ୍ୟକୁ ଧୀରେ ଧୀରେ ପୁଣି ଫେରୁଛି ମହାମାରୀ କରୋନା। ଏଥିପାଇଁ ଆଗୁଆ ସତର୍କ ହୋଇଛନ୍ତି ରାଜ୍ୟ ସରକାର। କରୋନା କଟକଣା କଡ଼ା ଭାବେ ପାଳନ କରିବାକୁ ଗତକାଲି ସବୁ ଜିଲ୍ଲାକୁ ଚିଠି ଲେଖିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର। ଯଦିଓ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ହୋଇ ନାହିଁ ତେବେ ନୂଆ ଷ୍ଟ୍ରେନ୍‌ ଡର ଡରାଉଛି। ଅନ୍ୟପଟେ ଲୋକେ ନିୟମିତ ସୁସ୍ଥ ମଧ୍ୟ ହେଉଛନ୍ତି। ଗତ ୨୪ ଘଣ୍ଟାରେ ୫୪ ଜଣ […]

  • Tuesday, 27 July 2021
budget
୧ ଲକ୍ଷ ୭୦ ହଜାର କୋଟିର ରାଜ୍ୟ ବଜେଟ୍‌; କାଳିଆ ଯୋଜନା ପାଇଁ ୧୮୦୦ କୋଟି, ଆଉ କାହାକୁ କେତେ ଜାଣନ୍ତୁ

ଭୁବନେଶ୍ୱର: ବିଧାନସଭାରେ ବଜେଟ୍‌ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ଏଥର ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ପେପର୍ ଲେସ୍ ବଜେଟ୍ ଉପସ୍ଥାପନ ହେଉଛି। ଗତବର୍ଷ ଅପେକ୍ଷା ଏବର୍ଷ ୧୩ ପ୍ରତିଶତ ବଜେଟ୍ ପରିମାଣ ବଢ଼ିଛି। ଚଳିତ ଥର ବଜେଟ୍‌ରେ କାଳିଆ ଯୋଜନା ପାଇଁ ୧୮୦୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ବିହନ ପାଇଁ ଶହେ ଓ ସାର ପାଇଁ ୧୦୦ କୋଟି ଅତିରିକ୍ତ ପାଣ୍ଠି ବି ବ୍ୟୟବରାଦ କରିଛନ୍ତି ଅର୍ଥମନ୍ତ୍ରୀ। ସେହିପରି ଉଦ୍ୟାନ […]

ରାୟଗଡ଼ାରେ ଜଳ ସମସ୍ୟା
ନିଜ ମାଟିରେ ମୌଳିକ ସୁବିଧା ନପାଇ ଆନ୍ଧ୍ର ମୁହାଁ ସୀମାନ୍ତ ମଣିଷ; ସରକାର ନିରବ

ରାୟଗଡ଼ା(ମନୋଜ ପାତ୍ର): କୋଟିଆ ଉପରେ ଆନ୍ଧ୍ର ସରକାର କବ୍ଜା କରିବାକୁ ବସିଥିବା ବେଳେ ବୋଧ୍‌ହୁଏ ଏଥିରୁ ରାଜ୍ୟ ସରକାର କିଛି ଶିଖିପାରିଲେ ନାହିଁ। କାରଣ ଉପେକ୍ଷିତ ଅବସ୍ଥାରେ ଥିବା ଉପାନ୍ତବର୍ତ୍ତୀ ଅଞ୍ଚଳଗୁଡ଼ିକ ଏବେ ବି ରାଜ୍ୟ ପ୍ରଶାସନ ପାଇ ଅପହଞ୍ଚ ରହିଛି। ଫଳରେ କେବଳ କୋରାପୁଟ କି ଗଜପତି ନୁହେଁ ରାୟଗଡ଼ାର ସୀମାବର୍ତ୍ତୀ ଗାଁଗୁଡ଼ିକୁ ନିଜ ନିୟନ୍ତ୍ରଣକୁ ନେବା ଲାଗି ଚେଷ୍ଟା ଚଳାଇଛି ଆନ୍ଧ୍ର। ସେଥିଲାଗି ବିଭିନ୍ନ ଉପାୟରେ ଲୋକଙ୍କୁ ପ୍ରଲୋଭିତ କରୁଥିବା ବେଳେ ନିରବ ବସିଛନ୍ତି […]

ujjwala
ରାଜ୍ୟର ସରୁନି ମଣ୍ଡି ଅବ୍ୟବସ୍ଥା; ଦିନରାତି ଧାନ ଜଗି ଆଖିବୁଜିଲେ ଚାଷୀ

ଭୁବନେଶ୍ୱର: ବିଧାନସଭାରେ ବିରୋଧୀଙ୍କ ଆନ୍ଦୋଳନ, ରାଜରାସ୍ତାରେ ଚାଷୀଙ୍କ ଧାରଣା ଏବଂ ଲାମ୍ପସ୍‌ରେ ଉତ୍ତେଜନା ପରେ ବି ସରୁନି ମଣ୍ଡି ସମସ୍ୟା। ୟା ଭିତରେ ନୂଆପଡ଼ା କୋମନାରେ ଜଣେ ଚାଷୀ ମଣ୍ଡିରେ ମାସାଧିକ କାଳ ଧାନ ପକାଇ ଶୀତ କାକରରେ ଭିଜି ଶେଷରେ ବିକ୍ରି ପୂର୍ବରୁ ଆଖି ବୁଜିଥିବାର କରୁଣ କାହାଣୀ ସାମ୍ନାକୁ ଆସିଛି। ସେପଟେ ପଦ୍ମପୁରରେ ବି ଟୋକନ୍ ବାତିଲ କାରଣରୁ ୧୧ ଦିନ ଧରି ଆନ୍ଦୋଳନରେ ବସିଛନ୍ତି ହଜାର ହଜାର ଚାଷୀ। ଏସବୁ ବାଦ୍ ଦେଲେ […]

  • Tuesday, 27 July 2021
odisha budget
କାଲି ରାଜ୍ୟ ବଜେଟ୍; ତୈଳ ଦର ହ୍ରାସ ଲାଗି ଭାଟ୍ କମିବା ଆଶାରେ ସାଧାରଣ ଜନତା

ଭୁବନେଶ୍ୱର: ଆସନ୍ତାକାଲି ବଜେଟ୍ ଉପସ୍ଥାପନ କରିବାକୁ ଯାଉଛନ୍ତି ରାଜ୍ୟ ସରକାର। ଏଥର ୧ ଲକ୍ଷ ୭୦ ହଜାର କୋଟିର ବଜେଟ୍ ଉପସ୍ଥାପନ କରାଯିବ। ଏଥରପେପର୍ ଲେସ୍ ବଜେଟ୍ ଉପସ୍ଥାପନ କରିବେ  ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ମହାମାରୀ କରୋନା ପରେ ଆସୁଥିବା ଏହି ବଜେଟ୍‌ରୁ ଅନେକ କିଛି ଆଶା ରଖିଛନ୍ତି ବିଭିନ୍ନ ବର୍ଗ। ତେବେ ଅର୍ଥନୈତିକ ସର୍ଭେ ରିପୋର୍ଟରେ ରାଜ୍ୟ ଅର୍ଥନୀତିର ବିକଳ ଚିତ୍ର ସାମ୍ନାକୁ ଆସିବା ପରେ, ରାଜ୍ୟରେ ଅର୍ଥନୀତିକୁ ଫେରାଇ ଆଣିବା ପାଇଁ ସରକାର କେଉଁ […]

jaleshpata
ଜଲେଶପଟା କନ୍ୟାଶ୍ରମ ମୁଖ୍ୟଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତ ଗିରଫ୍

ବାଲିଗୁଡ଼ା: ବାଲିଗୁଡ଼ା ଜଲେଶପଟା କନ୍ୟାଶ୍ରମ ମୁଖ୍ୟ ସ୍ୱାମୀ ଜୀବନମୁକ୍ତାନନ୍ଦଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତ ଶେଷରେ ଗିରଫ ହୋଇଛି। ରାୟଗଡ଼ା ଚାଟିକଣାରୁ ଅଭିଯୁକ୍ତ ବାବା ମହାଦେବ ମହାରାଜଙ୍କୁ ଗିରଫ କରିଛି କନ୍ଧମାଳ ପୋଲିସ୍। ଏନେଇ ସୂଚନା ଦେଇଛନ୍ତି କନ୍ଧମାଳ ଏସ୍‌ପି। ଅଭିଯୁକ୍ତ ଫୋନ୍‌ରେ ସ୍ୱାମୀଜୀଙ୍କୁ ହତ୍ୟା ଧମକ ଦେଇଥିଲା। ପୂର୍ବରୁ ମହାଦେବ ଜଲେଶପଟା ଆଶ୍ରମରେ କାମ କରୁଥିଲେ। ପୂର୍ବରୁ ସ୍ୱାମୀଜୀଙ୍କ ସହିତ ଅଭିଯୁକ୍ତଙ୍କ ମତାନ୍ତର ଥିଲା। ଏଥିପାଇଁ ସେ ଏପରି ଧମକ୍‌ ଦେଇଥିଲା ବୋଲି କନ୍ଧମାଳ ଏସ୍‌ପି […]

  • Tuesday, 27 July 2021
elephant
କରୋନା କଟକଣା କଡ଼ାକଡ଼ି ପାଳନ ପାଇଁଁ ଏସ୍‌ଆର୍‌ସିଙ୍କ ଚିଠି

ଭୁବନେଶ୍ୱର: ବିଭିନ୍ନ ରାଜ୍ୟରେ ବଢ଼ୁଥିବା କରୋନା ସଂଖ୍ୟାକୁ ଦେଖି ତତ୍ପର ହୋଇଛନ୍ତି ରାଜ୍ୟ ସରକାର। ତେଣୁ କରୋନା କଟକଣା କଡ଼ାକଡ଼ି ପାଳନ କରିବା ପାଇଁ ସବୁ ଜିଲ୍ଲାପାଳ, ପୌରାଞ୍ଚଳ କମିଶନର ଓ ଏସ୍‌ପିଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର। ସର୍ବସାଧାରଣ ସ୍ଥାନ, କର୍ମକ୍ଷେତ୍ର ଓ ଶିକ୍ଷାନୁଷ୍ଠାନରେ ନିୟମ ମାନିବାକୁ ନିର୍ଦ୍ଦେଶ ଦିଆଯାଇଛି। ତା ସହିତ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଯେମିତି ଏସବୁ ନିୟମର କଡ଼ାକଡ଼ି ଭାବେ ପାଳନ ହେବ ସେଥିପାଇଁ ଜିଲ୍ଲା […]

  • Tuesday, 27 July 2021
pradipta-nayak
ବେଆଇନ ନିର୍ବାଚନ ନେଇ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦୀପ୍ତ ନାଏକଙ୍କ ଚିଠି

ଭୁବନେଶ୍ୱର: ଓଡ଼ିଶାରେ ଆନ୍ଧ୍ରର ବେଆଇନ ନିର୍ବାଚନ ନେଇ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ। ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ପାଖରେ ଚିଠି ଲେଖି ଆପତ୍ତି ଜଣାଇଛନ୍ତି ପ୍ରଦୀପ୍ତ। ବେଆଇନ ଭାବେ ଓଡ଼ିଶା ଭିତରେ ଆନ୍ଧ୍ର ପ୍ରଦେଶ କରି ନିର୍ବାଚନ କରିଥିବା ସେ ଚିଠିରେ ଉଲ୍ଲେଖ କରିଛନ୍ତି। ରାୟଗଡ଼ାରେ ବିଜୟନଗରମ ଜିଲ୍ଲା ପ୍ରଶାସନ, ଗଂଜାମ ଓ ଗଜପତିରେ ଶ୍ରୀକାକୁଲମ ଜିଲ୍ଲା ପ୍ରଶାସନ ଓ ମାଲକାନଗିରିରେ ବିଶାଖାପାଟଣା ଓ କୋରାପୁଟରେ […]

  • Tuesday, 27 July 2021
bus-accidnet
ରାଜ୍ୟର ବିଭିନ୍ନ ସ୍ଥାନରେ ସଡ଼କ ଦୁର୍ଘଟଣା; ଗଲା ୮ ଜୀବନ

ବାଲିଗୁଡ଼ା(ଅଜିତ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଥାନା ଅଧିନ ପେତାରବାଡ଼ି ଘାଟିରେ ଏକ ବସ ଓଲଟି ପଡ଼ିଛି। ଏଥିରେ ୭ ଜଣରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତଙ୍କୁ ବର୍ତ୍ତମାନ ଚିକିତ୍ସା ନିମନ୍ତେ ଦାରିଙ୍ଗବାଡ଼ି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବାଲିଗୁଡ଼ା: ଘାଟିରେ ଓଲଟିଲା ବସ୍; ୭ ଗୁରୁତର, ପେତାରବାଡ଼ି ଘାଟିରେ ଓଲଟିପଡ଼ିଲା ବସ୍, ଦାରିଙ୍ଗବାଡ଼ିରୁ ରାଣିପାଙ୍ଗା ଯିବା ବାଟରେ ଦୁର୍ଘଟଣା, ଦୁର୍ଘଟଣାରେ ଗୁରୁତର ୭ ଜଣ ଦାରିଙ୍ଗବାଡ଼ି ହସ୍ପିଟାଲରେ ଭର୍ତ୍ତି #Odisha — ଓଟିଭି (@otvkhabar) […]

  • Tuesday, 27 July 2021