ଓଡ଼ିଆ ଘରେ ବିଭିନ୍ନ ଖାଦ୍ୟର ଆସର । ସେ ଭେଜ୍ ହେଉ କି ନନ୍ ଭେଜ୍ ,ସବୁ ଓଡ଼ିଆ ଖାଇବାର ସ୍ୱାଦ ନିଆରା । ଆଜି ଆମେ ଆପଣଙ୍କ ପାଇଁ ଏକ ଦେଶୀ ରେସିପି ବନେଇବୁ । ଯାହାର ନା ହେଉଛି ‘ମାଟି ହାଣ୍ଡି କଙ୍କଡ଼ା’ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।
ବର୍ତ୍ତମାନ ସମୁଦ୍ର ଭିତରେ ଗଭୀର ଅବପାତରେ ପରିଣତ ହୋଇ ଦୁର୍ବଳ ହୋଇଛି। ବାତ୍ୟା ଜଓ୍ୱାଦ ମୋଡ଼ ବଦଳାଇ ପଶ୍ଚିମବଙ୍ଗ ଆଡକୁ ଚାଲିଯିବ ବୋଲି କହିଛି ଆଇଏମଡି। ପରବର୍ତ୍ତୀ ୧୨ ଘଣ୍ଟାରେ ଏହା ଦୁର୍ବଳ ହୋଇ ୱେଲ ମାର୍କଡ ଲଘୁଚାପରେ ପରିଣତ ହେବ।
ଗରିବ ଘରର ଝିଅଟିଏ। ଯୁକ୍ତଦୁଇ ପରୀକ୍ଷାରେ ବୋର୍ଡ ତାଙ୍କୁ ଦେଇଥିଲା ୫୩ ପ୍ରତିଶତ ନମ୍ବର। କିନ୍ତୁ ସେଥିରେ ତାଙ୍କ ମନ ମାନିଲାନି। ତେଣୁ ସେ ପରୀକ୍ଷା ଦେବାକୁ ଅଣ୍ଟା ଭିଡ଼ିଲେ, ଆଉ ନିଜର ଦମ୍ ଦେଖାଇଲେ। ୫୩% ନମ୍ବରକୁ ରୂପାନ୍ତରିତ କରି ସେ କରିଦେଲେ ୯୧% ନମ୍ବରରେ।
୧୬ ବର୍ଷୀୟ ବାଳକଙ୍କ କରିସ୍ମା। ମାତ୍ର ୩ ଦିନ ଭିତରେ ଏକ ସାଧାରଣ ସାଇକେଲକୁ ରୂପାନ୍ତରିତ କରିଦେଲେ ଇ-ସାଇକେଲରେ। ଯାହା ବ୍ୟାଟେରୀ ଚାଳିତ ଦୁଇଚକିଆ ଯାନ ପରି କାମ କରିପାରୁଛି
ଜୁନିୟର ବିଶ୍ୱକପ୍ ହକିରେ ବର୍ଷା ସାଜିଲା ବାଧକ । ଆଜି ଖେଳାଯିବାକୁ ଥିବା ପ୍ରଥମ ମ୍ୟାଚ ସ୍ଥଗିତ କରାଯାଇଛି । ସ୍ପେନ୍-ମାଲେସିଆ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ ସ୍ଥଗିତ ରହିଛି । ୭ମ/୮ମ ସ୍ଥାନ ପାଇଁ ମୁହାଁମୁହିଁ ହେବେ ସ୍ପେନ୍-ମାଲେସିଆ । ୧୦.୩୦ରେ ଖେଳାଯିବାକୁ ଥିଲା ମ୍ୟାଚ୍, ୧୧ଟାରେ ଖେଳାଯିବ ବୋଲି ସୂଚନା ଦିଆଯାଇଛି । ଟର୍ଫରେ ପାଣି ଜମିବା ଯୋଗୁଁ ମ୍ୟାଚ୍ ସ୍ଥଗିତ ରହିଛି ।
ଓଡ଼ିଶା ଉପରୁ ଟଳିଲା ବାତ୍ୟା ଡର । ସମୁଦ୍ର ଭିତରେ ଗଭୀର ଅବପାତରେ ପରିଣତ ହୋଇ ଦୁର୍ବଳ ହେଇଗଲା ବାତ୍ୟା ଜୱାଦ୍ । ମୋଡ଼ ବଦଳାଇ ପଶ୍ଚିମବଙ୍ଗ ଆଡକୁ ଚାଲିଯିବ ବୋଲି ଆଇଏମଡି ପକ୍ଷରୁ କୁହାଯାଇଛି ।
ଆଜି ୨୦୨୧ ମସିହା ଡିସେମ୍ବର ତା ୫ ରିଖ ରବିବାର ବିଛା ୨୦ ଦିନ ମାର୍ଗଶିର ମାସ ଶୁକ୍ଳପକ୍ଷ । ପ୍ରତିପଦା ଭୁକ୍ତ ଦ୍ୱିତୀୟା ତିଥି ଜ୍ୟେଷ୍ଠା ନକ୍ଷତ୍ର ବିଛା ଚନ୍ଦ୍ର ସକାଳ ୭ଟା ୫୦ମିନିଟ୍ ପଯର୍ୟନ୍ତ ତାହାପରେ ମୂଳା ନକ୍ଷତ୍ର ଧନୁ ଚନ୍ଦ୍ର ଭୋଗ ହେବ ।
ଆମ ବର୍ଷକ ଆହାର, ରୋଜଗାର ସବୁ ଚାଲିଗଲା। ଯେଉଁ ଚାଷୀ ଅନ୍ୟକୁ ଖାଦ୍ୟ ଯୋଗାଏ, ସେ ନିଜେ ହିଁ ଖାଇବାକୁ ପାଇବନି।
ଦୈତ ସହର କଟକ ଓ ଭୁବନେଶ୍ୱର ପାଇଁ କାଲି ସକାଳ ୮.୩୦ ପର୍ଯ୍ୟନ୍ତ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏଠାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି।
ଆଜି ମଧ୍ୟାହ୍ଣ ସୁଦ୍ଧା ପୁରୀ ନିକଟରେ ପହଞ୍ଚିବ। ପରେ ଏହା ଉତ୍ତର ଏବଂ ଉତ୍ତର-ପୂର୍ବ ଦିଗରେ ଗତି କରି ପଶ୍ଚିମବଙ୍ଗ ଉପକୂଳ ଆଡେ ମୁହାଁଇବ।
ବିଜ୍ଞାନ କ୍ଷ୍ରେତ୍ରରେ ତାଙ୍କ ଗବେଷଣା ଓ ଅବଦାନ ପାଇଁ ତାଙ୍କୁ ୧୯୯୦ ମସିହାରେ ସେ ପଦ୍ମଭୂଷଣରେ ସମ୍ମାନିତ ହୋଇଥିଲେ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ପ୍ରଥମ ଦିନ ପ୍ରବେଶ ପଥରେ ତାଲା ମାରିଲେ । ଦ୍ୱିତୀୟ ଦିନ ବ୍ୟାନର୍ ଓ ପୋଷ୍ଟର ଦେଖାଇଲେ । ତୃତୀୟ ଦିନ ବିଜେପି ଗୋବର ଓ ଗଙ୍ଗା ପାଣି ଛିଞ୍ଚିଲା । ଆଉ ତାପରେ ମମିତା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ବିବୃତି ଦେଲେ ।
ନନ୍ଦ ସାର ଅସୁସ୍ଥ ଅନୁଭବ କରି ତଳେ ପଡିଯିବାରୁ ତାଙ୍କୁ ଯାଜପୁର ଜିଲ୍ଲା ହେଡକ୍ୱାର୍ଟର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ କରୋନା ପଜିଟିଭ ଚିହ୍ନଟ ପରେ କୋଭିଡ଼ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା ।
ଝିପି ଝିପି ବର୍ଷାରେ ପଡ଼ି କ୍ଷେତରେ ଦାନାପାଣି ବତୁରି ଯାଉଥିବାବେଳେ ଓଦା ହୋଇଯାଉଛି ଚାଷୀର ମନ ଆଉ ପ୍ରାଣ । ସବୁ ସେହି ଲୀଳାମୟଙ୍କ ଇଛା । ସେହି ଠାକୁରଙ୍କୁ ହାତଯୋଡ଼ି କେବଳ ଏତିକି ନିବେଦନ, ପ୍ରଭୁ ବାତ୍ୟା ନଆସୁ, ବର୍ଷକର ଦାନାପାଣି ବଞ୍ଚିଯାଉ ।
୭୨ ବର୍ଷୀୟ ବୟସ୍କ ବ୍ୟକ୍ତି ଦୁଇ ଦିନ ତଳେ ଜିମ୍ବାୱେରୁ ଫେରିଥିଲେ । କ୍ୱାରେଣ୍ଟିନ୍ ରଖାଯାଇ ତାଙ୍କ ରିପୋର୍ଟ ପୁଣେ ଲ୍ୟାବ୍କୁ ପଠାଯାଇଥିଲା । ଆଜି ରିପୋର୍ଟ ପଜିଟିଭ୍ ଆସିବା ସହ ଓମିକ୍ରନ୍ ଭାଇରସ୍ରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯାଉଛି ।
ସମୁଦ୍ରରେ ଶକ୍ତିହୀନ ହେଉଛି ବାତ୍ୟା ଜଓ୍ୱାଦ । ଆସନ୍ତାକାଲି ପୁରୀ ନିକଟତର ହେବା ସମ୍ଭାବନା ।
ରାଜ୍ୟରେ ଏବେ ବାତ୍ୟା ପରିସ୍ଥିତି । ରାଜ୍ୟ ପାଇଁ ବିଶେଷ ବିପଦ ନଥିଲେ ମଧ୍ୟ ପାଗ କୋହଲା ରହିଛି, ବର୍ଷା ମଧ୍ୟ ଜାରି ରହିଛି । ଏମିତି ପରିସ୍ଥିତିରେ ସମୂଦ୍ର କଳିଆ ଅଞ୍ଚଳ ବିପଦପୂର୍ଣ୍ଣ ବୋଲି କୁହଯାଇଛି । ତେଣୁ ମାଛ ବିକ୍ରି ହୋଇପାରିନି ।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ, ୨୬ ନଭେମ୍ବର ସୁଦ୍ଧା ରାଜ୍ୟରେ ପ୍ରତି ସପ୍ତାହରେ ୪ ଲକ୍ଷ ୧ ହଜାର ୧୬୪ ଟେଷ୍ଟ କରାଯାଉଥିଲା । ତେବେ ଏହି ସଂଖ୍ୟାରେ ଡିସେମ୍ବର ୩ ସୁଦ୍ଧା ଅନେକ ହ୍ରାସ ପାଇଛି ।
୧୦ ତାରିଖ ମଧ୍ୟରେ ନୋଟିସର ଜବାବ ଦେବାକୁ ମଧ୍ୟ ତାଗିଦ୍ କରିଛନ୍ତି କୋର୍ଟ । ୧୦ ତାରିଖ ସୁଦ୍ଧା ପୁନଃ ତଦନ୍ତ ରିପୋର୍ଟ ଓ ସିଡିଆର ଦାଖଲ ପାଇଁ କୋର୍ଟଙ୍କ କଡ଼ା ନିର୍ଦ୍ଦେଶ ।
ସିସୋର’ର ଆଉ ୬ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତ । ସିସୋର ଠାରୁ ୬ କୋଟି ନେଇଥିବା ୨ ବ୍ୟବସାୟୀଙ୍କ ଠାରୁ ସମ୍ପତ୍ତି ବାଜ୍ୟାପ୍ତି ହୋଇଛି ।
କରୋନାର ନୂଆ ଭାରିଏଣ୍ଟ୍ ଓମିକ୍ରନ୍ ବିରୋଧରେ ଟିକା କାମ କରୁଛି। ଏଣୁ ଏହାକୁ ନେଇ ଭୟଭୀତ ହେବାର କିଛି କାରଣ ନାହିଁ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ କହିଛନ୍ତି।
କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ପୂଜକ ବେଶରେ ଆସି ବିଧାନସଭା ମଧ୍ୟରେ ଗଙ୍ଗା ଜଳ ଛିଞ୍ଚି ଥିଲେ। ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ପ୍ରବେଶ ଯୋଗୁ ପବିତ୍ର ଗୃହ ଅପବିତ୍ର ହୋଇଥିବା ଦର୍ଶାଇ ତାରା ଗଙ୍ଗା ଜଳ ଛିଞ୍ଚିଥିଲେ।
ଦିନେ ଏଠାକାର ପ୍ରସିଦ୍ଧ ବୁଦ୍ଧ ମୂର୍ତ୍ତି ଚୀନ , ଜାପାନ ଭଳି ଦେଶକୁ ରପ୍ତାନୀ ହେଉଥିଲା ଶିଳ୍ପୀଙ୍କ କାରିଗିରୀ କୌଶଳର ରହିଥିଲା ବେଶ୍ ନାଁ ଡାକଥିଲା କିନ୍ତୁ କରୋନା ପରଠୁ ଗଲା ୨ ବର୍ଷ ହେଲା ଠପ୍ ପଡିଯାଇଛି ବ୍ୟବସାୟ । ଦେଶ ବାହାର ଦୂରର କଥା, ରାଜ୍ୟ ଭିତରେ ବି ବନ୍ଦ ହୋଇଯାଇଛି ବେପାର । ଯାହାକି କଟକ ଜିଲ୍ଲା ମାହାଙ୍ଗାର ଲଳିତଗିରି ଶିଳ୍ପୀଙ୍କ ଅଣ୍ଟା ଭାଙ୍ଗିଦେଲାଣି ।
ଜୁନିଅର ବିଶ୍ୱକପ୍ ହକିରେ ପଶିଲା କରୋନା। ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଖେଳା ଯାଉଥିବା ଜୁନିଅର ପରୁଷ ବିଶ୍ୱକପ୍ ହକିରେ ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ସୂଚନା ମିଳିଛି।