• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Sunday, 05 December 2021

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Satyendu Shekher Mishra
  • 3 years ago

ରାଜଧାନୀରେ କୋଟିଏ ଟଙ୍କାର ଲୁଟ୍ !

କିଛି ଦିନ ପୂର୍ବରୁ ରାଜଧାନୀ ରାଜରାସ୍ତାରେ କେବିଏନ୍‌ ଗ୍ରୁପ୍‌ର ତାଣ୍ଡବ ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା । ଏଥିରୁ ସ୍ପଷ୍ଟ ଯେ, ଯେଉଁ କମିଶନରେଟ୍‌ ପୋଲିସ ଭରସାରେ ରାଜଧାନୀବାସୀ ନଶ୍ଚିନ୍ତରେ ଶୋଉଛନ୍ତି, ସେହି ସମୟରେ କମିଶନରେଟ୍‌ ପୋଲିସ ମଧ୍ୟ ନିଘୋଡ଼ ନିଦରେ ରହୁଛି । More
  • Satyendu Shekher Mishra
  • 3 years ago

ଏକାଥରକେ ମହାରାଷ୍ଟ୍ରରୁ ୭, ରାଜସ୍ଥାନରୁ ୯ ଓମିକ୍ରନ୍‌ ସଂକ୍ରମିତ ଚିହ୍ନଟ

ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏପଟେ ଓଡ଼ିଶାରେ ଏଯାଏଁ ଓମିକ୍ରନ୍ ଚିହ୍ନଟ ହୋଇ ନ ଥିଲେ ମଧ୍ୟ ସତର୍କ ରହିବାକୁ ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ । ରାଜ୍ୟ ସରକାର କହିଛନ୍ତି, ଜାତୀୟ ହାର ତୁଳନାରେ ଓଡ଼ିଶାର କୋଭିଡ୍ ସ୍ଥିତି ବେଶ ଭଲ ରହିଛି । More
  • Satyendu Shekher Mishra
  • 3 years ago

ଶୋଚନୀୟ ଅବସ୍ଥାରେ ଇଞ୍ଜିନିୟରିଂ କଲେଜ, ଚାକିରି ନାହିଁ ବୋଲି ସିଟ୍‌ ଖାଲି !

ଇଞ୍ଜିନିୟର ହେଉଛନ୍ତି କିନ୍ତୁ ଚାକିରି ମିଳୁନି । ରାଜ୍ୟରେ ଏବେ ଏଭଳି ସ୍ଥିତି । ଧୀରେ ଧୀରେ ଇଞ୍ଜିନିୟରିଂ ପାଠ୍ୟକ୍ରମର ଚାହିଦା ବି କମୁଛି । ମହାମାରୀ ସମୟରେ କଲେଜ ଗୁଡିକରେ ଇଞ୍ଜିନିୟରିଂ ସିଟ୍ ଅଧିକ ମାତ୍ରାରେ ଖାଲି ପଡିଛି । More
  • Satyendu Shekher Mishra
  • 3 years ago

ବାତ୍ୟା ଟଳିଲା, ହେଲେ ନାକେଦମ କଲା ଲଗାଣ ବର୍ଷା ! ଜାଣନ୍ତୁ ବାତ୍ୟା ପରର ସ୍ଥିତି

ସାମୁଦ୍ରିକ ଝଡ଼ ଜଓ୍ୱାଦ ଦୁର୍ବଳ ହେବା ପରେ ଓଡ଼ିଶା ଉପରୁ ଟଳିଛି ବାତ୍ୟା ବିପଦ । କିନ୍ତୁ  ଦୁଇ ଦିନ ଧରି ଭିଜୁଛି ଉପକୂଳ ଓଡ଼ିଶା । ଗଞ୍ଜାମ ଖଲ୍ଲିକୋଟ ଅଞ୍ଚଳରେ ବାତ୍ୟା ଜଓ୍ୱାଦ ପ୍ରଭାବରେ ସବୁଠୁ ଅଧିକ ବର୍ଷା ହୋଇଛି । More
  • Satyendu Shekher Mishra
  • 3 years ago

ବର୍ଷ ଯାକର ପରିଶ୍ରମ ପାଣିରେ ଭାସିଗଲା, ମୁଣ୍ଡରେ ହାତ ଦେଇ ବସିଛି ଚାଷୀ

ଗଞ୍ଜାମ ଖଲ୍ଲିକୋଟ ବ୍ଲକ୍ ଅଞ୍ଚଳରେ ରେକର୍ଡ ହୋଇଛି ୧୫୮ ମିଲିମିଟର ବର୍ଷା । ପ୍ରବଳ ବର୍ଷା ଯୋଗୁ ଉଜୁଡି ଯାଇଛି ଧାନ ଓ ପନିପରିବା ଫସଲ । କ୍ଷେତରେ କଟା ସରିଥିଲା ଧାନ, ଖଳାକୁ ଯିବା ଆଗରୁ ମାଡ଼ିଆସିଲା ବାତ୍ୟାଜନିତ ବର୍ଷା । More
  • Satyendu Shekher Mishra
  • 3 years ago

ଦେଶରେ ବଢ଼ିବାରେ ଲାଗିଛି ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା, ଏକାଥରକେ ଆଉ ୭ ଆକ୍ରାନ୍ତ ଚିହ୍ନ

ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏପଟେ ଓଡ଼ିଶାରେ ଏଯାଏଁ ଓମିକ୍ରନ୍ ଚିହ୍ନଟ ହୋଇ ନ ଥିଲେ ମଧ୍ୟ ସତର୍କ ରହିବାକୁ ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ । ରାଜ୍ୟ ସରକାର କହିଛନ୍ତି, ଜାତୀୟ ହାର ତୁଳନାରେ ଓଡ଼ିଶାର କୋଭିଡ୍ ସ୍ଥିତି ବେଶ ଭଲ ରହିଛି । More
  • Satyendu Shekher Mishra
  • 3 years ago

‘କେନ୍ଦ୍ରର ଟଙ୍କାକୁ ଗରିବଙ୍କ ପାଇଁ ଖର୍ଚ୍ଚ କରୁନି ବିଜେଡି, ନିତି ଆୟୋଗ ରିପୋର୍ଟ ଖୋଲିଦେଲା ପୋଲ’

୨୨ ବର୍ଷର ଶାସନ କାଳରେ ଏଭଳି ସ୍ଥିତି ହଟେଇ ପାରିଲେନି ବିଜେଡି ସରକାର । ଡିଏମ୍ଏଫ୍ ଫଣ୍ଡ ଆଦିବାସୀଙ୍କ କ୍ଷେତ୍ରରେ ଖର୍ଚ୍ଚ ହେଉ ନାହିଁ କହିଲେ ରବି ନାଏକ । ରାଜ୍ୟର ୩୩ଟି ନିର୍ବାଚନ ମଣ୍ଡଳୀ ସହ ଆଦିବାସୀ ଅଞ୍ଚଳରେ ଆନ୍ଦୋଳନ ନେଇ ଚେତାବନୀ ଦେଲେ ରବି ନାଏକ । More
  • Satyendu Shekher Mishra
  • 3 years ago

‘ପୁରୀଠୁ ଅଳ୍ପ ଦୂରରେ କେନ୍ଦ୍ରୀଭୂତ ଜଓ୍ୱାଦ, ଏବେ ପଶ୍ଚିମବଙ୍ଗ ଉପକୂଳକୁ ମୁହାଁଇବ’

ଦକ୍ଷିଣ ଓଡ଼ିଶାରେ ବର୍ଷା କମିଛି, ଉତ୍ତର ଓଡ଼ିଶାରେ ବର୍ଷା ବଢ଼ିଛି । ଓଡ଼ିଶା ଉପକୂଳରେ ଆଜି ସଂଧ୍ୟା ଯାଏଁ ପବନ ବହିବ, ରାତିକୁ କମିବ ବୋଲି ଆଇଏମ୍‌ଡି ଡିଜି କହିଛନ୍ତି । More
  • Satyendu Shekher Mishra
  • 3 years ago

ବଢ଼ିଲାଣି ଓମିକ୍ରନ୍‌ ଚିନ୍ତା, ପ୍ରତ୍ୟେକ ବିଦେଶ ଫେରନ୍ତାଙ୍କ ଉପରେ ନଜର: ନିରଞ୍ଜନ ମିଶ୍ର

୧୪ ଦିନ ଭିତରେ ଲକ୍ଷଣ ଦେଖାଗଲେ ଟେଷ୍ଟ କରାନ୍ତୁ । ଏହାସହ ବିଦେଶରୁ ପ୍ରତିଦିନ କେତେ ଜଣ ଫେରୁଛନ୍ତି ସେନେଇ କେନ୍ଦ୍ରଠାରୁ ତଥ୍ୟ ସଂଗ୍ରହ କରାଯାଉଛି । More
  • Pramod Behera
  • 3 years ago

GIT ଦ୍ୱାରା ଆଧ୍ୟାପକ ବିକାଶ କାର୍ଯ୍ୟକ୍ରମ

ପାଞ୍ଚ ଦିନ ଧରି ଏଆଇସିଟିଇ ଟ୍ରେନିଂ ଆଣ୍ଡ୍ ଲର୍ଣ୍ଣିଂ ଏକାଡେମୀ ଅଧିନରେ “ଦକ୍ଷତା ଏବଂ ଅକ୍ଷମତା” ଅଧ୍ୟାପକ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରମୁଖ ବୈଜ୍ଞାନିକମାନେ ଅଂଶ ଗ୍ରହଣ କରି ବହୁ ଗୁରୁତ୍ୱପୂର୍ଣ୍ଣ ମତ ରଖିଛନ୍ତି। More
  • Chandan Shishu
  • 3 years ago

ଓଡ଼ିଶାରେ କୋଭିଡ୍‌ ଟେଷ୍ଟିଂ କମିବାର କାରଣ କହିଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ବିଦେଶ ଫେରନ୍ତାଙ୍କ ଉପରେ ନଜର ରଖାଯାଇଛି। ପ୍ରତିଟି ଯାତ୍ରୀଙ୍କ ଉପରେ ତର୍ଜମା କରାଯାଉଛି। ଆଜି ଏନେଇ ସୂଚନା ଦେଉଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର। ରାଜ୍ୟକୁ କେତେ ଲୋକ ବିଦେଶରୁ ଆସୁଛନ୍ତି ସେ ନେଇ ଜିଲ୍ଲାପାଳଙ୍କୁ ଜଣାଯାଉଛି।  More
  • Pallipuspa Samal
  • 3 years ago

ଘରେ ବନାନ୍ତୁ ସ୍ୱାଦିଷ୍ଟ ‘ମାଟି ହାଣ୍ଡି କଙ୍କଡ଼ା’

ଓଡ଼ିଆ ଘରେ ବିଭିନ୍ନ ଖାଦ୍ୟର ଆସର । ସେ ଭେଜ୍ ହେଉ କି ନନ୍ ଭେଜ୍ ,ସବୁ ଓଡ଼ିଆ ଖାଇବାର ସ୍ୱାଦ ନିଆରା । ଆଜି ଆମେ ଆପଣଙ୍କ ପାଇଁ ଏକ ଦେଶୀ ରେସିପି ବନେଇବୁ । ଯାହାର ନା ହେଉଛି ‘ମାଟି ହାଣ୍ଡି କଙ୍କଡ଼ା’ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ । More
  • Chandan Shishu
  • 3 years ago

ଦକ୍ଷିଣ କମି କମି ଉତ୍ତରରେ ବଢିବ ବର୍ଷାର ପ୍ରକୋପ

ବର୍ତ୍ତମାନ ସମୁଦ୍ର ଭିତରେ ଗଭୀର ଅବପାତରେ ପରିଣତ ହୋଇ ଦୁର୍ବଳ ହୋଇଛି। ବାତ୍ୟା ଜଓ୍ୱାଦ ମୋଡ଼ ବଦଳାଇ ପଶ୍ଚିମବଙ୍ଗ ଆଡକୁ ଚାଲିଯିବ ବୋଲି କହିଛି ଆଇଏମଡି। ପରବର୍ତ୍ତୀ ୧୨ ଘଣ୍ଟାରେ ଏହା ଦୁର୍ବଳ ହୋଇ ୱେଲ ମାର୍କଡ ଲଘୁଚାପରେ ପରିଣତ ହେବ।  More
  • Prangyan Parimita
  • 3 years ago

ପରୀକ୍ଷା ଦେଇ ୫୩%କୁ କରିଦେଲେ ୯୧% ମାର୍କ କରିଦେଲେ କରିସ୍ମା, ହେଲେ ଏବେ ପାଠ ପଢ଼ିବାକୁ ସମ୍ବଳ ନାହିଁ

ଗରିବ ଘରର ଝିଅଟିଏ। ଯୁକ୍ତଦୁଇ ପରୀକ୍ଷାରେ ବୋର୍ଡ ତାଙ୍କୁ ଦେଇଥିଲା ୫୩ ପ୍ରତିଶତ ନମ୍ବର। କିନ୍ତୁ ସେଥିରେ ତାଙ୍କ ମନ ମାନିଲାନି। ତେଣୁ ସେ ପରୀକ୍ଷା ଦେବାକୁ ଅଣ୍ଟା ଭିଡ଼ିଲେ, ଆଉ ନିଜର ଦମ୍ ଦେଖାଇଲେ। ୫୩% ନମ୍ବରକୁ ରୂପାନ୍ତରିତ କରି ସେ କରିଦେଲେ ୯୧% ନମ୍ବରରେ। More
  • Prangyan Parimita
  • 3 years ago

ସାଇକେଲ ବୟ ସିଦ୍ଧାର୍ଥ : ୟୁଟ୍ୟୁବ ଦେଖି ୩ ଦିନରେ ନିଜ ସାଇକେଲକୁ କରିଦେଲେ ଇ-ସାଇକେଲ

୧୬ ବର୍ଷୀୟ ବାଳକଙ୍କ କରିସ୍ମା। ମାତ୍ର ୩ ଦିନ ଭିତରେ ଏକ ସାଧାରଣ ସାଇକେଲକୁ ରୂପାନ୍ତରିତ କରିଦେଲେ ଇ-ସାଇକେଲରେ। ଯାହା ବ୍ୟାଟେରୀ ଚାଳିତ ଦୁଇଚକିଆ ଯାନ ପରି କାମ କରିପାରୁଛି More
  • Otv Khabar Bureau
  • 3 years ago

ଫାଇନାଲରେ ବର୍ଷା ସାଜିଲା ବାଧକ

ଜୁନିୟର ବିଶ୍ୱକପ୍ ହକିରେ ବର୍ଷା ସାଜିଲା ବାଧକ । ଆଜି ଖେଳାଯିବାକୁ ଥିବା ପ୍ରଥମ ମ୍ୟାଚ ସ୍ଥଗିତ କରାଯାଇଛି । ସ୍ପେନ୍-ମାଲେସିଆ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ ସ୍ଥଗିତ ରହିଛି । ୭ମ/୮ମ ସ୍ଥାନ ପାଇଁ ମୁହାଁମୁହିଁ ହେବେ ସ୍ପେନ୍-ମାଲେସିଆ । ୧୦.୩୦ରେ ଖେଳାଯିବାକୁ ଥିଲା ମ୍ୟାଚ୍, ୧୧ଟାରେ ଖେଳାଯିବ ବୋଲି ସୂଚନା ଦିଆଯାଇଛି । ଟର୍ଫରେ ପାଣି ଜମିବା ଯୋଗୁଁ ମ୍ୟାଚ୍ ସ୍ଥଗିତ ରହିଛି । More
  • Otv Khabar Bureau
  • 3 years ago

୧୨ ଘଣ୍ଟାରେ ବାତ୍ୟା ଜୱାଦ୍ ଦୁର୍ବଳ ହୋଇ ଲଘୁଚାପରେ ପରିଣତ ହେବ

ଓଡ଼ିଶା ଉପରୁ ଟଳିଲା ବାତ୍ୟା ଡର । ସମୁଦ୍ର ଭିତରେ ଗଭୀର ଅବପାତରେ ପରିଣତ ହୋଇ ଦୁର୍ବଳ ହେଇଗଲା ବାତ୍ୟା ଜୱାଦ୍ । ମୋଡ଼ ବଦଳାଇ ପଶ୍ଚିମବଙ୍ଗ ଆଡକୁ ଚାଲିଯିବ ବୋଲି ଆଇଏମଡି ପକ୍ଷରୁ କୁହାଯାଇଛି । More
  • Otv Khabar Bureau
  • 3 years ago

Daily Horoscope, 05 Dec 2021: ଆଜି ଦିନର ମହତ୍ତ୍ୱ କଣ ରହିଛି, ଆସନ୍ତୁ ଜାଣିବା....

ଆଜି ୨୦୨୧ ମସିହା ଡିସେମ୍ବର ତା ୫ ରିଖ ରବିବାର ବିଛା ୨୦ ଦିନ ମାର୍ଗଶିର ମାସ ଶୁକ୍ଳପକ୍ଷ । ପ୍ରତିପଦା ଭୁକ୍ତ ଦ୍ୱିତୀୟା ତିଥି ଜ୍ୟେଷ୍ଠା ନକ୍ଷତ୍ର ବିଛା ଚନ୍ଦ୍ର ସକାଳ ୭ଟା ୫୦ମିନିଟ୍ ପଯର୍ୟନ୍ତ ତାହାପରେ ମୂଳା ନକ୍ଷତ୍ର ଧନୁ ଚନ୍ଦ୍ର ଭୋଗ ହେବ । More
  • Chandan Shishu
  • 3 years ago

କ୍ଷେତରେ ଶୋଇପଡ଼ିଲା ଚାଷୀର ବର୍ଷକ ପରିଶ୍ରମ

ଆମ ବର୍ଷକ ଆହାର, ରୋଜଗାର ସବୁ ଚାଲିଗଲା। ଯେଉଁ ଚାଷୀ ଅନ୍ୟକୁ ଖାଦ୍ୟ ଯୋଗାଏ, ସେ ନିଜେ ହିଁ ଖାଇବାକୁ ପାଇବନି।  More
  • Chandan Shishu
  • 3 years ago

ଟ୍ୱିନ୍‌ ସିଟିକୁ ଅରେଞ୍ଚ ୱାର୍ଣ୍ଣିଂ, ୪୦ କିମି ବେଗରେ ବହିବ ପବନ

ଦୈତ ସହର କଟକ ଓ ଭୁବନେଶ୍ୱର ପାଇଁ କାଲି ସକାଳ ୮.୩୦ ପର୍ଯ୍ୟନ୍ତ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏଠାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। More
  • Chandan Shishu
  • 3 years ago

ଗଭୀର ଅବପାତରେ ପରିଣତ ହେଲା ବାତ୍ୟା ଜଓ୍ୱାଦ

ଆଜି ମଧ୍ୟାହ୍ଣ ସୁଦ୍ଧା ପୁରୀ ନିକଟରେ ପହଞ୍ଚିବ। ପରେ ଏହା ଉତ୍ତର ଏବଂ ଉତ୍ତର-ପୂର୍ବ ଦିଗରେ ଗତି କରି ପଶ୍ଚିମବଙ୍ଗ ଉପକୂଳ ଆଡେ ମୁହାଁଇବ। More
  • Chandan Shishu
  • 3 years ago

ବିଶିଷ୍ଟ ବୈଜ୍ଞାନିକ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ

ବିଜ୍ଞାନ କ୍ଷ୍ରେତ୍ରରେ ତାଙ୍କ ଗବେଷଣା ଓ ଅବଦାନ ପାଇଁ ତାଙ୍କୁ ୧୯୯୦ ମସିହାରେ ସେ ପଦ୍ମଭୂଷଣରେ ସମ୍ମାନିତ ହୋଇଥିଲେ। More
  • Satyendu Shekher Mishra
  • 3 years ago

୪ ଦିନ ହେଲା ଅଚଳ ବିଧାନସଭା, ସୋମବାର ଆସିବ ସୁପର ସାଇକ୍ଲୋନ୍‌

ପ୍ରଥମ ଦିନ ପ୍ରବେଶ ପଥରେ ତାଲା ମାରିଲେ । ଦ୍ୱିତୀୟ ଦିନ ବ୍ୟାନର୍ ଓ ପୋଷ୍ଟର ଦେଖାଇଲେ । ତୃତୀୟ ଦିନ ବିଜେପି ଗୋବର ଓ ଗଙ୍ଗା ପାଣି ଛିଞ୍ଚିଲା । ଆଉ ତାପରେ ମମିତା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ବିବୃତି ଦେଲେ । More
  • Chandan Shishu
  • 3 years ago

ନନ୍ଦ ସାର୍‌ଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର

ନନ୍ଦ ସାର ଅସୁସ୍ଥ ଅନୁଭବ କରି ତଳେ ପଡିଯିବାରୁ ତାଙ୍କୁ ଯାଜପୁର ଜିଲ୍ଲା ହେଡକ୍ୱାର୍ଟର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ କରୋନା ପଜିଟିଭ ଚିହ୍ନଟ ପରେ କୋଭିଡ଼ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା । More
  • Satyendu Shekher Mishra
  • 3 years ago

ବାତ୍ୟା ଦୁର୍ବଳ, ହେଲେ ଛାଷୀ କୂଳ ଚିନ୍ତାରେ ! ବର୍ଷ ଯାକର ଝାଳ ବୁହା ପରିଶ୍ରମ ଏବେ କ୍ଷେତରେ ଭାସୁଛି

ଝିପି ଝିପି ବର୍ଷାରେ ପଡ଼ି କ୍ଷେତରେ ଦାନାପାଣି ବତୁରି ଯାଉଥିବାବେଳେ ଓଦା ହୋଇଯାଉଛି ଚାଷୀର ମନ ଆଉ ପ୍ରାଣ । ସବୁ ସେହି ଲୀଳାମୟଙ୍କ ଇଛା । ସେହି ଠାକୁରଙ୍କୁ ହାତଯୋଡ଼ି କେବଳ ଏତିକି ନିବେଦନ, ପ୍ରଭୁ ବାତ୍ୟା ନଆସୁ, ବର୍ଷକର ଦାନାପାଣି ବଞ୍ଚିଯାଉ । More
  • Satyendu Shekher Mishra
  • 3 years ago

ଚିନ୍ତା ବଢ଼ାଇଲାଣି ଓମିକ୍ରନ୍, ଗୋଟିଏ ପରେ ଗୋଟିଏ ରାଜ୍ୟକୁ ମାଡ଼ି ଚାଲିଛି..

୭୨ ବର୍ଷୀୟ ବୟସ୍କ ବ୍ୟକ୍ତି ଦୁଇ ଦିନ ତଳେ ଜିମ୍ବାୱେରୁ ଫେରିଥିଲେ । କ୍ୱାରେଣ୍ଟିନ୍ ରଖାଯାଇ ତାଙ୍କ ରିପୋର୍ଟ ପୁଣେ ଲ୍ୟାବ୍‌କୁ ପଠାଯାଇଥିଲା । ଆଜି ରିପୋର୍ଟ ପଜିଟିଭ୍ ଆସିବା ସହ ଓମିକ୍ରନ୍ ଭାଇରସ୍‌ରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯାଉଛି । More
  • Prangyan Parimita
  • 3 years ago

ବାତ୍ୟା ଜଓ୍ୱାଦ ! ଯେଉଁ ସମୁଦ୍ରରେ ହୋଇଥିଲା ବଳବାନ୍, ସେଇ ସମୁଦ୍ରରେ ହୋଇଗଲା ବଳହୀନ

ସମୁଦ୍ରରେ ଶକ୍ତିହୀନ ହେଉଛି ବାତ୍ୟା ଜଓ୍ୱାଦ । ଆସନ୍ତାକାଲି ପୁରୀ ନିକଟତର ହେବା ସମ୍ଭାବନା । More