ତାତିରେ ବ୍ରେକ୍ ଲଗାଇବ ବର୍ଷା। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶା ସମେତ ରାଜ୍ୟର କିଛି ଜିଲ୍ଲାରେ ମେଘୁଆ ପାଗ ସହ ବର୍ଷା ହୋଇପାରେ। ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।
୨ଟି ଶିଶୁଙ୍କ ଗୋଟିଏ ଶରୀର। ବେକରୁ ପେଟ ଯାଏ ଯୋଡ଼ି ହୋଇ ରହିଛି। ସମ୍ବଲପୁରରେ ଏଭଳି ଯୋଡ଼ା ଶିଶୁ ଜନ୍ମ ନେଇଛନ୍ତି। ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିିକିତ୍ସାଳୟରେ ଜଣେ ମହିଳା ଶନିବାର ଏକ ଯୋଡ଼ା ଯାଆଁଳା ଶିଶୁଙ୍କୁ ଜନ୍ମ ଦେଇଛନ୍ତି।
ଅବ୍ୟବସ୍ଥା ଭିତରେ ରେଙ୍ଗାଳୀ ବାମ ପାର୍ଶ୍ୱ କେନାଲ ଉପରେ ନିର୍ମାଣ କରାଯାଇଥିବା ଉଠାଜଳସେଚନ ପ୍ରକଳ୍ପ । ସରକାର କା ମାଲ୍ ଦରିଆ ମେ ଡାଲ୍ ନୀତିରେ କୋଟି କୋଟି ଟଙ୍କାର ସଂପତ୍ତି ହରିଲୁଟ୍ ହେଉଥିବା ଅଭିଯୋଗ ହୋଇଛି । ଆବଶ୍ୟକ ରକ୍ଷଣାବେକ୍ଷଣ ଅଭାବରୁ ନଷ୍ଟ ହେବାକୁ ବସିଛି ଉଠାଜଳସେଚନ ପ୍ରକଳ୍ପ ।
ସପ୍ତାହକ ମଧ୍ୟରେ ପେଟ୍ରୋଲ ଲିଟର ପିଛା ୪ଟଙ୍କା ୧୫ ପଇସା ବଢିଲାଣି
ବ୍ରହ୍ମପୁରରେ ନିର୍ବାଚନ ପରବର୍ତ୍ତୀ ହିଂସା ଦେଖିବାକୁ ମିଳିଛି। କିଛି ଦୁର୍ବୃତ୍ତ ରାତି ଅଧରେ ପରାଜିତ ବିଜେପି ଓ ସ୍ୱାଧୀନ ପ୍ରାର୍ଥୀଙ୍କ ଘର ଉପରକୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଘର ଉପରକୁ ପଥର ମାଡ଼ କରିବା ସହ ବାଇକ୍ ଭାଙ୍ଗି ଚୁର୍ମାର୍ କରିଛନ୍ତି।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ମେୟର ପଦ ଭଳି ସବୁ ଡେପୁଟି ମେୟର ପଦ ମଧ୍ୟ ବିଜେଡି ଖାତାକୁ ଯିବା ନିଶ୍ଚିତ।
ସଚେତନତା ସାଙ୍ଗକୁ ବୁଦ୍ଧିମତାର ପରିଚୟ ଦେଇଛନ୍ତି ସହରୀ ଭୋଟର। ଯାହାଦ୍ୱାରା ଅନେକ ପୌର ପରିଷଦରେ ଶାସକ ଦଳର ପ୍ରାର୍ଥୀ ଅଧିକ ସଂଖ୍ୟକ କାଉନ୍ସିଲର ପଦ ଜିତିଥିଲେ ବି କେତେକ ଜାଗାରେ ଅଧ୍ୟକ୍ଷ ପଦ ହାତେଇଛନ୍ତି ବିରୋଧୀ ନହେଲେ ସ୍ୱାଧୀନ କ୍ୟାଣ୍ଡିଡେଟ୍।
ରାୟଗଡ଼ା ଜିଲ୍ଲାର ଯେଉଁ ଗାଁରେ ଜନ୍ମିତ ଦେବକୁମାର, ସେହି ଗାଁ ଏଦଲୁବାଲ୍ସାରେ ଦିଆଯାଇଛି ଅନ୍ତିମ ବିଦାୟ। ଗାଁ ଭାଇ, ଆତ୍ମୀୟ ସ୍ୱଜନଙ୍କ ଉପସ୍ଥିତିରେ କରାଯାଇଛି ଅନ୍ତିମ ସତ୍କାର। ହେଲେ ତାଙ୍କ ଅବର୍ତ୍ତମାନରେ କିନ୍ତୁ ଖୋଜାପଡ଼ିଛି ଅନେକ ଅସମାହିତ ପ୍ରଶ୍ନର ଉତ୍ତର।
ପୌର ଫାଇଟ୍ରେ ବି ବିଜେଡିର ବାଜିମାତ। ମୋଟ ୧୦୫ ମ୍ୟୁନିସିପାଲିଟି ଓ ଏନ୍ଏସି ଫଳାଫଳରେ ପ୍ରାୟ ୭୦ ପ୍ରତିଶତ ଅଧ୍ୟକ୍ଷ ପଦବୀ ଯାଇଛି ବିଜୁ ଜନତା ଦଳ ଖାତାକୁ।
ଯେଉଁଠି ଦେଖିବେ, ସେଠି ଦିନରାତି କାମ ହେଉଛି।
ଏହା ଆମର ବିଜୟ ନୁହେଁ, ଲୋକଙ୍କ ବିଜୟ।
ଭୁବନେଶ୍ୱରର ବିକାଶକୁ ତ୍ୱରାନ୍ୱିତ କରିବା ସହ ପ୍ରତି ଲୋକଙ୍କ ନିକଟରେ ପହଞ୍ଚିବୁ।
ନୂଆପଡା ଜିଲ୍ଲାର ୩ଟି ଏନ୍ଏସିରେ ମଧ୍ୟ ପୌର ଫଳ ପ୍ରକାଶ ପାଇଛି । ଏଠାରେ ଚିତ୍ପଟାଙ୍ଗ ମାରିଛି ବିଜେଡି। ରାଜ୍ୟରେ ବିଜେଡିର ଦବଦବା ଥିବାବେଳେ ନୂଆପଡାରେ ମାଟି କାମୁଡି ପଡିଛି ଦଳ।
ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ପୌର ପରିଷଦର ୯ ୱାର୍ଡ କାଉନସିଲର ଭାବେ ବିଜୟୀ ହୋଇଥିବା ବିଜେଡିର କଇରୁ ସ୍ୱାଇଁ ଦେଖାଇଛନ୍ତି ଏଭଳି କାରନାମା । ଫଳାଫଳ ଘୋଷଣା ପରେ ନିଜ ୯ ୱାର୍ଡରେ ସମର୍ଥକଙ୍କୁ ନେଇ ଚଳାଇଥିବା ବିଜୟ ଶୋଭାଯାତ୍ରା ସମୟରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ ।
ବ୍ରହ୍ମପୁର ମହାନଗର ନିଗମର ନୂଆ ମେୟର । ତାଙ୍କର ବୟସ ୫୨ । ତାଙ୍କ ସ୍ୱାମୀଙ୍କ ନାଁ ଭୀମସେନ ଦଳେଇ । ତାଙ୍କ ସ୍ୱାମୀ ଜଣେ ଜେଲ୍ ସପ୍ଲାଇ କଣ୍ଟ୍ରାକ୍ଟ୍ରର । ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଟାଉନ୍ ଥାନା ଅଧିନ ବଡ଼ସାହିର ମୂଳବାସିନ୍ଦା ହେଉଛନ୍ତି ସଂଘମିତ୍ରା ।
କେନ୍ଦୁଝର ଜିଲ୍ଲା ଚମ୍ପୁଆର ଗାୟତ୍ରୀ ଶକ୍ତିପୀଠର ମୁଖ୍ୟ ପୃଷ୍ଠପୋଷିକା କନକଲତା ମିଶ୍ରଙ୍କର ଗତ ଗୁରୁବାର ସକାଳେ ପରଲୋକ ହୋଇଯାଇଛି । ସେ ତାଙ୍କର ସମସ୍ତ ସମ୍ପତ୍ତି ଶକ୍ତିପୀଠକୁ ଦାନ କରି ମହନୀୟତାର ପରିଚୟ ଦେଇଯାଇଛନ୍ତି ।
ଲୋକଙ୍କ ପାଇଁ ଯିଏ କାମ କରିବ ଲୋକେ ତାଙ୍କୁ ହିଁ ଜିତାଇବେ । ଲୋକଙ୍କୁ ସୁଖ ଦୁଃଖରେ ଯିଏ ସାମିଲ ହେବ ତାଙ୍କୁ ହିଁ ଲୋକେ ବାଛିବେ ।
ଓଡ଼ିଶାରେ ଭୂତଳ ତୈଳ ଓ ପ୍ରାକୃତିକ ଗ୍ୟାସର ସନ୍ଧାନ ମିଳିଛି । ପୁରୀ ଜିଲ୍ଲା ଗୋପ ବ୍ଲକର ଦୁଇଟି ସ୍ଥାନରୁ ତୈଳ ଓ ପ୍ରାକୃତିକ ଗ୍ୟାସର ସନ୍ଧାନ ମିଳିଥିବା ନେଇ ଅଏଲ ଇଣ୍ଡିଆ କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି ।
ଢେଙ୍କାନାଳ ମ୍ୟୁନିସିପାଲିଟିରେ ବିଜେପିର ଜୟନ୍ତୀ ପାତ୍ର ଅଧ୍ୟକ୍ଷା ଭାବେ ବିଜୟୀ ହୋଇଛନ୍ତି । ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କୁ ୪୧୪୫ ଭୋଟ୍ରେ ପରାଜିତ କରିଛନ୍ତି ।
ସକାଳ ୮ଟାରେ ସାରା ରାଜ୍ୟରେ ଗଣତି ଆରମ୍ଭ ହୋଇଥିବା ବେଳେ ଭୁବନେଶ୍ୱର ବିଜେବି କଲେଜରେ ୧୦ଟାରେ ଆରମ୍ଭ ହୋଇଛି ଗଣତି ।
ରାଜ୍ୟ ସରକାର ଓ ରାଜ୍ୟ ସରକାରଙ୍କ ପୋଲିସ ବିଭାଗକୁ ସୋସିଆଲ ମିଡିଆ ୟୁଜର କଡ଼ା ସମାଲୋଚନା କରୁଛନ୍ତି । ଅନ୍ୟପଟେ ବିଜେପି ମଧ୍ୟ ଏହାକୁ ତୀବ୍ର ନିନ୍ଦା କରିବା ସହ ଫଳଫଳ ବଦଳିବା ଆଶଙ୍କା କରିଛି ।
ସାରା ରାଜ୍ୟରେ ସକାଳ ୧୦ଟା ସୁଦ୍ଧା ଯାହା ଟ୍ରେଣ୍ଡ ରହିଛି ସେଥିରେ ବିଜେଡି ଆଗରେ ରହିଥିବା ବେଳେ ବିଜେପି ଦ୍ୱିତୀୟ ସ୍ଥାନରେ ରହିଛି ।
ଯେଉଁ ସରକାରୀ ସଂସ୍ଥାରେ ୫୦ କିମ୍ବା ତା ଠୁ ଅଧିକ ମହିଳା କର୍ମଚାରୀ ଥିବେ, ସେଠାରେ କ୍ରେଚ୍ ବ୍ୟବସ୍ଥା କରାଯିବ । ମହିଳା କର୍ମଚାରୀମାନେ ନିଜ ଶିଶୁଙ୍କ ଯତ୍ନ ନେବା ଲାଗି ଏହି କ୍ରେଚ ବ୍ୟବସ୍ଥା କରିବାକୁ ରାଜ୍ୟ ମାନବାଧିକାର କମିଶନ, ରାଜ୍ୟ ସରକାରଙ୍କୁ ସୁପାରିଶ କରିଛନ୍ତି ।
ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦାବି ପ୍ରସଙ୍ଗରେ ଜି. କିଶନ ରେଡ୍ଡୀ କହିଛନ୍ତି, ପାଇକ ବିଦ୍ରୋହକୁ ରେକର୍ଡରୁ ବାହାର କରି ପାଇକ ସ୍ୱତନ୍ତ୍ର ସେନାନୀ ବୋଲି କହିବାର ଆବଶ୍ୟକତା ରହିଛି ।