Advertisment

ପୁଣି ମହଙ୍ଗା ହେଲା ତେଲଦର

ସପ୍ତାହକ ମଧ୍ୟରେ ପେଟ୍ରୋଲ ଲିଟର ପିଛା ୪ଟଙ୍କା ୧୫ ପଇସା ବଢିଲାଣି

author-image
Chandan Shishu
Petrol, diesel prices hiked for 3rd time in 4 days; hike totals Rs 2.4 per litre. Check latest rates

Petrol, diesel prices hiked for 5th time in 6 days

ପୁଣି ମହଙ୍ଗା ହେଲା ତେଲଦର।  ଆଜି ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦାମ୍। ଗତ ୬ ଦିନ ମଧ୍ୟରେ ପେଟ୍ରୋଲ ଓ ଡିଜେଲ ଦର ପଂଚମଥର ପାଇଁ ବୃଦ୍ଧି ପାଇଛି। ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୫୩ ପଇସା ବଢି ୧୦୫ଟଙ୍କା ୯୩ ପଇସା ରହିଛି। ଅନ୍ୟପକ୍ଷରେ ଡିଜେଲ ୫୯ ପଇସା ବଢି ୯୫ଟଙ୍କା ୭୨ ପଇସା ହୋଇଛି। ସପ୍ତାହକ ମଧ୍ୟରେ ପେଟ୍ରୋଲ ଲିଟର ପିଛା ୪ଟଙ୍କା ୧୫ ପଇସା ବଢିଥିବା ବେଳେ ଡିଜେଲ ୪ ଟଙ୍କା ୧୦ ପଇସା ବଢିଛି।

Advertisment
Oil Price Hiked
Advertisment
Advertisment