• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

 Anganwadi workers Strike
'ସରକାରୀ କର୍ମଚାରୀର ମାନ୍ୟତା ଦିଅ, ମାସକୁ ୫ହଜାର ପେନସନ୍ ଦିଅ'

ଚାକିରିରୁ ବହିଷ୍କାର ପାଇଁ ଡର ନାହିଁ କହି ରାଜ୍ୟ ସରକାରଙ୍କୁ ବି ଦେଇଛନ୍ତି ଖୋଲା ଆହ୍ୱାନ।

Train Accident
ମୃତ୍ୟୁର କାଳ ଦଉଡ଼ିରେ ଚାପି ହୋଇଗଲେ ମାଆ-ଝିଅ; ବଞ୍ଚିଗଲା ଅଢ଼େଇ ମାସର ଶିଶୁ

ଚାହୁଁ ଚାହୁଁ ମୃତ୍ୟୁର ଡାକ ଦେଇ କାଳ ସାଜି ମାଡ଼ି ଆସିଥିଲା ଅମାନିଆ ଟ୍ରେନ୍‌ର କିଛି ବଗି । ଆଉ ତାରି ଭିତରେ ଚାପି ହୋଇଯାଇଥିଲେ ମାଆ- ଝିଅ ।

IIC Transfered
ମହଙ୍ଗା ପଡ଼ିଲା ବଟି; ଭିଡିଓ ଭାଇରାଲ ହେବାର ୩ଘଣ୍ଟା ମଧ୍ୟରେ ଡିସିପି ଅଫିସକୁ IICଙ୍କ ବଦଳି

କଟକରେ ବଟି ଆଦାୟ କରୁଛି କମିସନରେଟ ପୋଲିସ । ବାଲିଯାତ୍ରାରେ ଥିବା ବ୍ୟବସାୟୀଙ୍କ ଠାରୁ ଜୋର ଜବରଦସ୍ତ ବଟି ଆଦାୟ କରୁଛି କ୍ୟାଣ୍ଟନମେଣ୍ଟ ଥାନା ପୋଲିସ ।

Jajpur train mishap
ଜଣାପଡ଼ିଲା କୋରେଇ ଟ୍ରେନ୍ ଟ୍ରାଜେଡିର କାରଣ !

କେହି କିଛି ବୁଝିବା ଆଗରୁ ଷ୍ଟେସନ ଭିତରେ ଭୟଙ୍କର ଶବ୍ଦ କରି ମାଡ଼ି ଆସିଥିଲା ଲୌହ ଦାନବ। 

Viral Video
ଜନ୍ମରୁ ଗୋଡ଼ ନାହିଁ ହେଲେ ଏମିତି ଖେଳୁଛନ୍ତି ସମସ୍ତେ ତାଜୁବ

ଆମେ ଯେଉଁ ଖବର ବା ଯେଉଁ ପ୍ରେରଣାଦାୟୀ କାହାଣୀ ଆପଣଙ୍କୁ କହିବୁ ତାହା ଆପଣ ବୋଧ ହୁଏ କେବେ ଶୁଣିନଥିବେ ।

Zomato
କ୍ଷତି ସହୁଛି ଜୋମାଟୋ!! ବିଦା ହେବେ ଶହଶହ କର୍ମଚାରୀ

ପ୍ରଥମେ ଟ୍ୱିଟର,ଫେସବୁକ୍, ଆମାଜନ୍‌ ପରେ ଏବେ ଏହି ରେସ୍‌ରେ ସାମିଲ ହୋଇଯାଇଛି ଜୋମାଟୋ । ଅନଲାଇନରେ ଖାଦ୍ୟ ଡେଲିଭରି କରୁଥିବା ଜୋମାଟୋ ତାର ବିଭିନ୍ନ ବିଭାଗର କର୍ମଚାରୀଙ୍କୁ କମ୍ପାନୀ ଛାଡ଼ିବାକୁ ନୋଟିସ ଦେଇଛି।

Mannat
ନେମ୍‌ ପ୍ଲେଟ୍‌ ବଦଳାଇଲେ ଶାହରୁଖ ଖାନ୍‌, ଟ୍ରେଣ୍ଡିଂରେ ମନ୍ନତ

ଦୁଇଟି ପ୍ଲେଟ୍‌କୁ ଏବେ ଦେଖିଲେ ଲାଗୁଛି ଯେମିତି ଏଥିରେ ହୀରା ଖଞ୍ଜାଯାଇଛି । ତେବେ ଏହାକୁ ନେଇ ସୋସିଆଲ ମିଡିଆରେ ଏବେ ଖୁବ୍‌ ଚର୍ଚ୍ଚା ଚାଲିଛି । 

Indonesia
ଶକ୍ତିଶାଳୀ ଭୂମିକମ୍ପରେ ଦୋହଲିଲା ଇଣ୍ତୋନେସିଆ; ୪୪ ମୃତ, ୩୦୦ ଆହତ

ଭୂକମ୍ପରେ ଅତି କମରେ ୪୪ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୩୦୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି ।

Man Barking Viral Video
BDOଙ୍କ ପାଖରେ ଏମିତି କୁକୁରଙ୍କ ଭଳି ଭୁକିଲେ ଯେ, ଦିନକରେ କାମ କମ୍ପ୍ଲିଟ୍‌

ସରକାରୀ ସ୍ତରରୁ କାମ ହାସଲ କରିବାକୁ ହେଲେ କ’ଣ ଏଭଳି ପ୍ରତିବାଦ କରିବାକୁ ହେବ ?

ICU Viral Video
ICU ଭିତରେ ବିନ୍ଦାସ ବୁଲୁଛି ଗାଈ, ରୋକିବାକୁ କେହି ନାହିଁ ! ଦେଖନ୍ତୁ ଭିଡିଓ..

ICU ଭିତରେ ଗାଈ ବୁଲିବା ନିହାତି ଭାବେ ଆଶ୍ଚର୍ଯ୍ୟ ଏବଂ ଚିନ୍ତାର ବିଷୟ ।

 Train Accident
ମୃତ୍ୟୁ ସାଜି ଆସିଲା ମାଲଗାଡ଼ି ! ନେଇଗଲା ମା’ଝିଅଙ୍କ ଜୀବନ, ବର୍ତ୍ତିଗଲା ଅଢ଼େଇ ମାସର କୁନି ଝିଅ

ସକାଳୁ ସକାଳୁ କଟକ ବଡ଼ ମେଡିକାଲ ଯିବାକୁ ଘରୁ ଗୋଡ଼ କା‍ଢ଼ିଥିବା ମା’ ଝିଅ ଜାଣି ନ ଥିଲେ ଏପରି ଜୀବନ ଚାଲିଯିବ ।

Father Killed Daughter
ସତରେ କ’ଣ ବାପା ଏତେ ରାଗନ୍ତି ? ଝିଅ ନକହି ଘରୁ ବାହାରିଥିଲା, ଫେରିଲା ଗୁଳି ଖାଇଲା..

ଆୟୁଷି ନିଜ ପିତା ନିତେଶ ଯାଦବଙ୍କୁ ନକହି ଘରୁ ବାହାରିକି ବୁଲିବାକୁ ଚାଲିଯାଇଥିଲେ ।

murder
୧୦ ଲକ୍ଷର ବୀମା ଟଙ୍କା ପାଇବାକୁ ସୁପାରୀ ଦେଇ ବାପାଙ୍କୁ ମାରିଦେଲା ପୁଅ !

ହତ୍ୟାକୁ ଦୁର୍ଘଟଣାର ରୂପ ଦେବାକୁ ଷଡ଼ଯନ୍ତ୍ର । ତଥାପି ପୋଲିସ୍‌ ଆଖିରେ ଧୂଳି ଦେଇ ପାରିଲାନି ଅଭିଯୁକ୍ତ ।

Crime
ୟୁପିରେ ଦିଲ୍ଲୀ ଷ୍ଟାଇଲ୍‌ ମର୍ଡର, ପ୍ରେମିକାକୁ ୬ ଖଣ୍ଡ କରି କୂଅରେ ଫିଙ୍ଗିଲା ପ୍ରେମିକ

ଏଭଳି ଘଟଣା ଯଦି ବାରମ୍ବାର ଘଟେ ତେବେ ଏହା ସମାଜ ପାଇଁ ଏକ ଅଶୁଭ ସଙ୍କେତ କହିଲେ ଭୁଲ ହେବ ନାହିଁ ।

Rourkela
ରାଉରକେଲାରେ ହେବ ବିଶ୍ୱସ୍ତରୀୟ ହକି ମହାକୁମ୍ଭ ! ସହରର ସୌନ୍ଦର୍ଯ୍ୟକରଣ ବୃଦ୍ଧି ପାଇଁ ଚାଲିଛି ବିଭିନ୍ନ କାମ

ଏପଟେ ପ୍ରିପେଡ୍ ଅଟୋ ଚାଲିନଥିବାରୁ ସହରବାସୀଙ୍କ ଅସନ୍ତୋଷ,ଅଟୋ ଚାଳକ ଯାତ୍ରୀଙ୍କଠାରୁ ମନ ଇଚ୍ଛା ଦର ନେଉଥିବା ଅଭିଯୋଗ

Train Accident
ଯାଜପୁର କୋରେଇ ଟ୍ରେନ୍‌ ଦୁର୍ଘଟଣା: ୮ ଟ୍ରେନ୍‌ ବାତିଲ

ଲୋକେ ସକାଳୁ ଯାତ୍ରୀ ବିଶ୍ରାମଗାରାରେ ଶୋଇଥିଲେ, ଏହି ସମୟରେ ଘଟିଛି ଏହି ଅଘଟଣ ।

Panchang
Today Panchang 21st Nov 2022: ଜାଣନ୍ତୁ ଆଜିର ପଞ୍ଚାଙ୍ଗ, ଶୁଭ ମୁହୂର୍ତ୍ତ ଦେଖି ଘରେ କରନ୍ତୁ ପୂଜା

ସୈାର ବିଛା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୨୧ ତାରିଖ ସୋମବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Special story
ସରକାରୀ ବ୍ୟବସ୍ଥାକୁ ଅଟ୍ଟହାସ୍ୟ ! ଖୋଲା ଆକାଶ ତଳେ ଫୁଟପାଥକୁ ଶେଯ କରିଛନ୍ତି ନିରାଶ୍ରୟ

ନାଇଟ୍ ସେଲଟର ବ୍ୟବସ୍ଥା କାହା ପାଇଁ ବୋଲି ପ୍ରଶ୍ନ ଉଠୁଛି ।

accident
ଭାରସାମ୍ୟ ହରାଇ ଏକାଧିକ ଗାଡ଼ି ଉପରେ ଚଢ଼ିଗଲା ଟ୍ରକ୍‌ ! ୩୦ରୁ ଅଧିକ ଆହତ

ପୁଣେ-ବେଙ୍ଗଲୁରୁ ହାଇେଓ୍ୱରେ ଏହି ଦୁର୍ଘଟଣା ଘଟିଛି ।

accident
ଛାତ ଉପରୁ ଖସି ପଡ଼ିଲେ ମହିଳା ! ମୁଣ୍ଡରେ ଆର୍‌ ପାର୍‌ ହୋଇଗଲା ଲୁହା ରଡ୍‌

ଓଃ କି ଯନ୍ତ୍ରଣା । ଛାତ ଉପରୁ ଖସି ପଡ଼ିଲେ ମହିଳା, ପଶିଗଲା ଲୁହା ରଡ୍‌ । ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ।

Porn star Natalya nemchinova wont be in qatar
ପୁତିନଙ୍କ ଯୋଗୁଁ ଫଶିଗଲେ ୱାର୍ଲ୍ଡକପ୍ ହଟେଷ୍ଟ୍ ଫ୍ୟାନ୍; ଦେଖିବାକୁ ମିଳିବନି ତାଙ୍କ ଝଲକ

ଆଡଲ୍ଟ ତାରକା ନତାଲ୍ୟା ନେମଚିନୋଭାଙ୍କୁ କତାରରେ ଆୟୋଜିତ ବିଶ୍ୱକପ୍ରେ ଦେଖିବାକୁ ମିଳିବ ନାହିଁ। ପୁତିନଙ୍କ ଭୁଲ୍ ଯୋଗୁଁ ସେ ଫଶିଯାଇଛନ୍ତି। ଫଳରେ ପ୍ରଶଂସକମାନେ ନେମଚିନୋଭାଙ୍କ ଝଲକ ଦେଖିବାକୁ ସୁଯୋଗ ପାଇବେ ନାହିଁ।

Special story
ଯାତ୍ରୀ ବିଶ୍ରାମାଗାର ଭିତରକୁ ମାଡ଼ିଗଲା ମାଲବାହୀ ଟ୍ରେନ୍ : ଚାଲିଗଲା ୩ ଜୀବନ

ଯାଜପୁର କୋରେଇରେ ଟ୍ରେନ୍ ଦୁର୍ଘଟଣା, ୩ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ଅନେକ ଆହତ ହୋଇଛନ୍ତି ।

Special story
ଶୋଭାଯାତ୍ରା ଉପରେ ମାଡ଼ିଗଲା ଟ୍ରକ୍ : ୭ ଶିଶୁଙ୍କ ସମେତ ୧୨ ମୃତ

ବିହାର ବୈଶାଳୀରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ରାସ୍ତା କଡ଼ରେ ପୂଜାର୍ଚ୍ଚନା ବେଳେ ମାଡ଼ି ଆସିଲା ଟ୍ରକ୍‌

BJP Stages mega road show in South Delhi ahead of MCD polls
ବିଜେପିର ବିଜୟ ସଂକଳ୍ପ ଯାତ୍ରାରେ କଂପିଲା କ୍ୟାପିଟାଲ୍

ଦିଲ୍ଲୀ ନଗର ନିଗମ ନିର୍ବାଚନ ପାଇଁ ୧୪ ସ୍ଥାନରେ ମେଗା ରୋଡ୍ ସୋ