• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ବିଛା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୧୮ ତାରିଖ ଶୁକ୍ରବାର ସ । ଚନ୍ଦ୍ର – ସିଂହ ନିଶାନ୍ତ ୦୫/୨୮ ଗତେ କନ୍ୟା ତିଥି- ୯ମୀ ଦିବା ୦୯/୩୩ ଗତେ ୧୦ମୀ ଘାତ ଚନ୍ଦ୍ର- କର୍କଟ, ମକର ନିଶାନ୍ତ ୦୫/୨୮ ଗତେ ବୃଷ ଘାତ ବାର – ବିଛା, ଧନୁ ଓ ମୀନ ପୁଷ୍କର ଦୋଷ – ରାତ୍ରି ୧୧/୦୬ ଗତେ ୧ ପାଦ- କୁଟୁମ୍ଭହାନି-ତିଳକାଞନ ଦାନ

ଶୁଭ ସମୟ:

ପ୍ରାତଃ ୦୬/୦୦ ରୁ ୦୬/୪୪

ପ୍ରାତଃ ୦୭/୨୮ ରୁ ୦୮/୪୬

ଦିବା ୧୧/୫୩ ରୁ ୦୨/୫୦

ସନ୍ଧ୍ୟା ୦୫/୫୪ ରୁ ୦୮/୧୭

ରାତ୍ରି ୧୧/୫୭ ରୁ ୦୧/୪୧

ରାତ୍ରି ୦୨/୩୩ ରୁ ୦୪/୧୭

ଅଧିକ ପଢ଼ନ୍ତୁ: ଆପଣଙ୍କ ଘରକୁ ଆସିପାରେ ବିପଦ...ମାନନ୍ତୁ ଏହି ବାସ୍ତୁ ନିୟମ...

ଅଶୁଭ ସମୟ:

ଋାହୁକାଳ - ଦିବା ୧୦/୦୮ ରୁ ୧୧/୩୧

କାଳବେଳା - ଦିବା ୧୦/୦୮ ରୁ ୧୧/୩୧

ବାରବେଳା –ଦିବା ୦୮/୪୬ ରୁ ୧୦/୦୮

କାଳରାତ୍ରି - ରାତ୍ରି ୦୮/୧୭ ରୁ ୦୯/୫୪