• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ବିଛା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୧୯ ତାରିଖ ଶନିବାର ଚନ୍ଦ୍ର – କନ୍ୟା ଅହୋରାତ୍ର ତିଥି- ୧୦ମୀ ଦିବା ୧୦/୩୦ ଗତେ ୧୧ଶୀ ଘାତ ଚନ୍ଦ୍ର- ବୃଷ ଅହୋରାତ୍ର ଘାତ ବାର – ବୃଷ, ସିଂହ ଓ କନ୍ୟା ପୁଷ୍କର ଦୋଷ – ୨ ପାଦ-କୃଷି ଓ ବଂଶହାନି-ଭୂମି ୧ ତିଳକାଞନ ଦାନ ରାତ୍ରି ୧୨/୧୨ ଗତେ ୧ ପାଦ

ଶୁଭ ସମୟ:

ପ୍ରାତଃ ୦୭/୨୯ ରୁ ୦୮/୪୬

ଦିବା ୧୧/୫୩ ରୁ ୧୨/୫୪

ଦିବା ୦୨/୧୭ ରୁ ୦୨/୫୦

ଦିବା ୦୩/୩୪ ରୁ ୦୩/୪୦

ରାତ୍ରି ୦୨/୩୩ ରୁ ୦୩/୨୫

ଅଶୁଭ ସମୟ:

ଋାହୁକାଳ - ଦିବା ୦୮/୪୬ ରୁ ୧୦/୦୯

କାଳବେଳା - ପ୍ରାତଃ ୦୬/୦୧ ରୁ ୦୭/୨୩ ଓ ଦିବା ୦୬/୪୦ ରୁ ୦୫/୦୨

ବାରବେଳା – ଦିବା ୧୨/୫୪ ରୁ ୦୨/୧୭

କାଳରାତ୍ରି – ସନ୍ଧ୍ୟା ୦୫/୦୨ ରୁ ୦୬/୪୦ ଓ ରାତ୍ରି ୦୪/୨୪ ରୁ ୦୬/୦୧

OTV is now on Whatsapp

Join and get latest news update delivered to you via whatsapp

Join Now