ପ୍ରେମିକ ପାଇଁ ପର ହୋଇଗଲା ସିନ୍ଦୂର, ଆଉ ପର ହୋଇଗଲେ ଦୁଇ ଜନ୍ମକଲା ସନ୍ତାନ । ଅବୈଧ ସମ୍ପର୍କ ଧରାପଡ଼ିଯିବା ପରେ ସ୍ୱାମୀକୁ ମାରି ପକାଇଲା ସ୍ତ୍ରୀ ।
ଭୟଙ୍କର ଶବ୍ଦରେ ଥରିଲା ଓଡ଼ିଶାର ୩ ଜିଲ୍ଲା। ବଡ଼ ବୋମା ଭଳି ଭୟଙ୍କର ବିସ୍ଫୋରଣ ଶବ୍ଦରେ ଥରିଲା ସମଗ୍ର ଅଞ୍ଚଳ।
ମସାଜ ଭିଡିଓ ପରେ ସତ୍ୟେନ୍ଦ୍ର ଜୈନଙ୍କ ଆଉ ଏକ ଭିଡିଓ ରିଜିଲ୍ ହୋଇଛି ।
ଅର୍ଚ୍ଚନାଙ୍କ ଅନ୍ୟତମ ସହଯୋଗୀ ଶ୍ରଦ୍ଧାଞ୍ଜଳି ବେହେରା ଆଜି ଇଡିରେ ହାଜର ହୋଇଛନ୍ତି। ବିଭିନ୍ନ ଟ୍ରାଞ୍ଜାକ୍ସନ ଓ ବ୍ୟବସାୟ ନେଇ ତାଙ୍କୁ ପଚରାଉଚରା କରାଯାଉଛି।
ରଥଯାତ୍ରା ଓ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ରହିଛି ଗୁଢ଼ ସମ୍ପର୍କ । ୪୬ ବର୍ଷ ପୂର୍ବର କାହାଣୀ . . .
ପ୍ରଥମେ ଏହା ଆତ୍ମହତ୍ୟା ବୋଲି କୁହାଯାଉଥିବା ବେଳେ ପରେ ଏହା ହତ୍ୟା ବୋଲି ଜଣାପଡ଼ିଥିଲା। ମିଳିଥିବା ସୂଚନା ଅନୁସାରେ, ହତ୍ୟାକାରୀ ଆଉ କେହି ନୁହଁନ୍ତି ବରଂ ଘରର ପୁଅ।
ସୈାର ବିଛା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୨୩ ତାରିଖ ବୁଧବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ଟ୍ରଲିରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ବାନ୍ଧି ବୁହା ଯାଉଥିବା ଅଭାବନୀୟ ଦୃଶ୍ୟ ପୁରୀରେ ଦେଖିବାକୁ ମିଳିଛି। ଏଭଳି ଦୃଶ୍ୟ ଦେଖିବାକୁ ଯେତେ କଷ୍ଟଦାୟକ, ସେତିକି ସ୍ପଂର୍ଶକାତର ମଧ୍ୟ।
ଦଶମ ଛାତ୍ରଛାତ୍ରୀଙ୍କ ପାଇଁ ବେଶ୍ ଗୁରୁତ୍ୱବହନ କରୁଥିବା ଏ ପରୀକ୍ଷାକୁ ସୁରୁଖୁରୁରେ କରିବା ପାଇଁ ବୋର୍ଡ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।
ଆପଣ କୌଣସି ଏକ କମ୍ପାନୀରେ ଅଧସ୍ତନ କର୍ମଚାରୀ ଭାବେ କାମ କରୁଛନ୍ତି ଆଉ ବାରମ୍ବାର ବସ୍ଙ୍କ ଗାଳି ଶୁଣୁଛନ୍ତି କି? ମନେ ମନେ ବସ୍ ହେବାକୁ ଭାବୁଛନ୍ତି କି ? ତେବେ ଆପଣଙ୍କ ପାଇଁ କିଛି ଟିପ୍ସ।
ସମସ୍ତେ ଓଜନ ହ୍ରାସ କରିବାକୁ ଚାହାଁନ୍ତି । ଅଧିକ କ୍ୟାଲୋରୀର ଖାଦ୍ୟ ସେବନ ଓଜନ ବଢାଇବାର ମୁଖ୍ୟ କାରଣ ଅଟେ । ଯଦି ଆପଣ ନିଜର ଓଜନକୁ ନିୟନ୍ତ୍ରଣ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ଖାଦ୍ୟରେ ସାମିଲ କରନ୍ତୁ କଖାରୁ ମଞ୍ଜି ।
ଚାଷୀ ପ୍ରସଙ୍ଗକୁ ନେଇ ଉଠୁଛିପଡୁଛି ପଦ୍ମପୁର ରାଜନୀତି।
କୋରେଇ ଟ୍ରେନ୍ ଦୁର୍ଘଟଣାର ତଦନ୍ତ ଦାୟିତ୍ୱ କମିଶନର ଅଫ୍ ରେଲେଓ୍ବ ସେଫ୍ଟି- ସିଆର୍ଏସ୍ଙ୍କୁ ଦିଆଯାଇଛି।
ବ୍ୟବସାୟୀ ଅମିୟକାନ୍ତଙ୍କୁ ୧୦ ଲକ୍ଷର ତଥ୍ୟ ମାଗିଲା ଇଡି । ପ୍ରହ୍ୟୁସର ଅକ୍ଷୟ ପରିଜା ବି ହାଜର । ତେଣେ ଇଡ଼ିକୁ ଓଡ଼ିଶା ପୋଲିସର ଅସହଯୋଗକୁ ନେଇ ଉଠିଲା ପ୍ରଶ୍ନ ।
ଯୋରନ୍ଦା ଗାଦିରେ ବୁଲଡୋଜର ବୁଲିବା ଘଟଣା ବେଶ୍ ବ୍ୟଥିତ କରିଛି ମହିମା ଧର୍ମାବଲମ୍ବୀଙ୍କୁ ଓ ସ୍ଥାନୀୟ ବାସିନ୍ଦାଙ୍କୁ।
ରଖେ ହରି ତ ମାରେ କିଏ ! କୋରେଇ ଟ୍ରେନ୍ ଟ୍ରାଜେଡିରେ ନିଶ୍ଚିତ ମୃତ୍ୟୁରୁ ରକ୍ଷା ପାଇଥିବା ତିନି ମାସର ଶିଶୁକୁ ନେଇ ଚାରିଆଡ଼େ ଚର୍ଚ୍ଚା., ଏଣେ ଆତ୍ମୀୟଙ୍କୁ ହରାଇ ମ୍ରିୟମାଣ ରେଳ ଦୁର୍ଘଟଣାରେ ମୃତକଙ୍କ ପରିବାର ।
ବେସରକାରୀ କ୍ଷେତ୍ରର କର୍ମଚାରୀମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ସେମାନଙ୍କ ଭବିଷ୍ୟତ ବି ହୋଇପାରିବ ସୁରକ୍ଷିତ। ମାସକୁ ମାତ୍ର ୪,୦୦୦ଟଙ୍କା ବିନିଯୋଗ କଲେ ମାସକୁ ମିଳିବ ୩୫,୦୦୦ ଟଙ୍କା। କେମିତି ଏହା ସମ୍ଭବ ଜାଣନ୍ତୁ।
ଶ୍ରଦ୍ଧା ହତ୍ୟା ମାମଲା ସମସ୍ତଙ୍କୁ ବ୍ୟଥିତ ଓ ଆଶଙ୍କିତ କରିଛି। ମାନବିକତା ଓ ପ୍ରେମ ଉପରେ ଥିବା ବିଶ୍ୱାସକୁ ଦୋହଲାଇ ଦେଇଛି। ହେଲେ ଏହି ଘଟଣାଟି ଆଉ ଏକ ଘୃଣ୍ୟ ସତ୍ୟକୁ ଉଜାଗର କରିଛି। ଆସନ୍ତୁ ଜାଣିବା…
ଯୁକ୍ତ ୩ରେ ପାଠ ପଢୁଛନ୍ତି, ପୁଣି ଚା’ ଦୋକାନ କରିଛନ୍ତି। ବାପା ଦିନ ମଜୁରିଆ, ମାଆ ରୋଗୀ...ନିଜସ୍ୱ ରୋଜଗାରରେ ଆଇଏଏସ୍ ହେବାକୁ ଦେଖୁଛନ୍ତି ସ୍ୱପ୍ନ। ଶୁଭଲକ୍ଷ୍ମୀଙ୍କ ଟି-ଷ୍ଟଲରେ ଲାଗୁଛି ପ୍ରବଳ ଭିଡ
ନୂଆ ଟୋକ୍ନୋଲୋଜି ସହ ଏକାସାଙ୍ଗେ ୧୫ ମିଲିୟନ ଇ-ବାଇକ୍କୁ ବଜାରକୁ ଛାଡିବ ମାଟର୍ କମ୍ପାନୀ ।
ସେ ଥିଲେ ବଲିଉଡ୍ର ପ୍ରଥମ ଆଇଟମ ଡ୍ୟାନ୍ସର। ତାଙ୍କ ଦମଦାର ଡ୍ୟାନ୍ସ ଯୁବପିଢିଙ୍କ ହୃଦୟକୁ ରୋମାଞ୍ଚିତ କରିଦେଉଥିଲା। ତାଙ୍କ ପିଲାଦିନ କିନ୍ତୁ ଥିଲା ସଂଘର୍ଷମୟ। ପରିସ୍ଥିତି ଏମିତି ହୋଇଥିଲା ଯେ ତାଙ୍କ ଶରୀର କଙ୍କାଳ ହୋଇଯାଇଥିଲା। ଆସନ୍ତୁ ଜାଣିବା ତାଙ୍କ ସଂଘର୍ଷମୟ ଜୀବନ ବିଷୟରେ।
ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୧୯.୪ ଓଭରରେ ୧୬୦ ରନ କରି ଅଲଆଉଟ୍ ହୋଇଯାଇଥିଲା।
ରାଜଧାନୀ ଛାତିରେ ଗର୍ଜନ କରୁଛନ୍ତି ହଜାର ହଜାର ଅଙ୍ଗନଓ୍ୱାଡ଼ି କର୍ମୀ ।
ଚୁଆରୁ ପାଣି ଆଣିଲେ ଘରେ ଚୁଲି ଜଳିବ। ହେଲେ ବିନା ସାଙ୍ଗରେ ବଣକୁ ଯିବା ଅସମ୍ଭବ...ବାଟରେ ବାଘ, ଭାଲୁ ସହ ବୁଲୁଛି ହାତୀ...ଟିକିଏ ଅସାବଧାନ ହେଲେ ଜୀବନ ଯିବା ଥୟ
ପୁଣି ବଡ଼ ଉପହାର ଦେଲେ ପ୍ରଧାନମନ୍ତ୍ରୀ । ବେକାର ଯୁବକଯୁବତୀଙ୍କୁ ମିଳିବ ଚାକିରି ସୁଯୋଗ ।