BSF କନ୍ଷ୍ଟେବଳ (ଟ୍ରେଡ୍ସମ୍ୟାନ୍) ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛି। ଏହି ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ମୋଟ ୧୪୧୦ଟି ପୋଷ୍ଟ୍ ପୂରଣ ହେବ। ଏଥିରେ ପୁରୁଷ ପ୍ରାର୍ଥୀଙ୍କ ପାଇଁ ୧୩୪୩ଟି ପଦବୀ ଥିବାବେଳେ ମହିଳା ପ୍ରାର୍ଥୀଙ୍କ ପାଇଁ ୬୭ଟି ପଦବୀ ଅଛି।
ନାନା ଚର୍ଚ୍ଚା ଭିତରେ ଆଜି ଗୋପାଳର ବ୍ରଜରାଜନଗର ସ୍ଥିତ କ୍ବାର୍ଟରରେ ଛାନଭିନ୍ କରିଛି।
ବଲିଉଡ୍ରେ ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ବିବାହ ପୂର୍ବରୁ ଗର୍ଭବତୀ ହୋଇଥିଲେ। ସେମାନଙ୍କ ମଧ୍ୟରୁ କେତେକ ସେମାନଙ୍କର ଗର୍ଭଧାରଣକୁ ଲୁଚାଇ ରଖିଥିଲେ, ଆଉ କେତେକ ଗର୍ଭଧାରଣ ବିଷୟରେ ଜାଣିବା ମାତ୍ରେ ଶୀଘ୍ର ବିବାହ କରିନେଇଥିଲେ। ତେବେ ଆସନ୍ତୁ ସେମିତି କିଛି ଅଭିନେତ୍ରୀମାନଙ୍କ ବିଷୟରେ ଜାଣିନେବା…
ଚିକିତ୍ସା ହେବା ସମୟରେ ତାଙ୍କର ଜାନୁଆରୀ ୫ ତାରିଖରେ ମୃତ୍ୟୁ ହୋଇଥିବା ନେଇ ଘୋଷଣା କରାଯାଇଥିଲା।
ବିଜେପି ଶାସିତ ରାଜ୍ୟରେ ମଦ୍ୟପାନକୁ ବିରୋଧ କରାଯାଇଥିଲା ।
ଶାହରୁଖ ଖାନଙ୍କ ଠାରୁ ସଲମାନ ଖାନ ପର୍ଯ୍ୟନ୍ତ ଆଜି କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି। ଏହି ତାରକାମାନଙ୍କ ପାଇଁ ଏହି ଯାତ୍ରା ଏତେ ସହଜ ନଥିଲା। ଏହି ସୁପର୍ଷ୍ଟାର୍ମାନଙ୍କର ପ୍ରଥମ ରୋଜଗାର ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ। କେହି କେହି ୭୦ ଟଙ୍କାରୁ ମଧ୍ୟ ରୋଜଗାର ଆରମ୍ଭ କରିଛନ୍ତି।
ରାଜ୍ୟ ସରକାର ମାଗିଥିଲେ ୮ ହଜାର ୪୦୦ କୋଟି, କେନ୍ଦ୍ର ସରକାର ଅଜାଡ଼ି ଦେଲେ ୧୦ ହଜାର ୧୨ କୋଟି ।
ସେ କହିଛନ୍ତି ଯେ ଆମର ସୌଭାଗ୍ୟ ଏଠାକୁ ମୁଖ୍ୟମନ୍ତ୍ରୀ ଆସିଛନ୍ତି।
ଜାତୀୟ ଗଣମାଧ୍ୟମରେ ଦିଆଯାଇଥିବା ସୂଚନା ଅନୁସାରେ ପୃଥିବୀର କକ୍ଷପଥ ବାହାରେ ୧୨ ନୂତନ ଚନ୍ଦ୍ର ଆବିଷ୍କାର କରାଯାଇଛି ।
ବୈଜ୍ଞାନିକ ମାନେ ସୁଇସାଇଡ୍ ପ୍ଲାଣ୍ଟକୁ ନେଇ ବଡ଼ ତଥ୍ୟ ମଧ୍ୟ ରଖିଛନ୍ତି ।
ମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ତଦନ୍ତ ନେଇ ଡିଜିପି ସୁନୀଲ ବଂଶଲ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ସମ୍ପୂର୍ଣ୍ଣ ସିଦ୍ଧାନ୍ତରେ ପହଞ୍ଚିବାକୁ ଟିକେ ସମୟ ଲାଗିବ।
ଯେଉଁ ଗ୍ରାହକ ୧ ଲିଟର କ୍ଷୀର କିଣିବେ ତାଙ୍କୁ ଆଜିଠାରୁ ୫୪ଟଙ୍କା ଦେବାକୁ ପଡ଼ିବ ।
ପୁଣି ଥରେ ହଂକଂ ସରକାର ପକ୍ଷରୁ ନିବେଶକ ତଥା ବଡ଼ ବଡ଼ ବ୍ୟବସାୟୀ ଏବଂ ପର୍ଯ୍ୟଟକଙ୍କୁ ଆମନ୍ତ୍ରଣ କରାଯାଇଛି ।
ଜନତାଙ୍କୁ ଆଶ୍ୱସ୍ତି ଦେବା ଲାଗି ପ୍ରତି କିଲୋ ଅଟାକୁ ୨୯ ଟଙ୍କା ୫୦ ପଇସାରେ ବିକ୍ରି କରିବା ଲାଗି ସରକାର ଘୋଷଣା କରିଛନ୍ତି।
ବିମାନରେ ଟିକେଟ କରିବାକୁ ପଡ଼ିବ ବୋଲି ନିଜ କୁନି ଛୁଆକୁ ବିମାନବନ୍ଦରରେ ଛାଡ଼ି ଚାଲିଗଲେ ।
ଟନେଲ ମାଧ୍ୟମରେ ସେମାନେ ଅଳଙ୍କାର ଦୋକାନ ଭିତରକୁ ଯାଇ ଚୋରି କରିବାର ପ୍ଲାନ୍ କରିଥିଲେ । ହେଲେ ସବୁ ପ୍ଲାନ୍ ଫ୍ଲପ୍ ହୋଇଗଲା ।
ଜଣେ ବନ୍ଧୁ ଅନ୍ୟ ଜଣେ ବନ୍ଧୁଙ୍କୁ ହତ୍ୟା କରିବା ପରେ ଅକାଳରେ ତାର ଜୀବନ ଯାଇଛି । ଏପରି ଏକ ଘଟଣା ଘଟିଛି ମହାରାଷ୍ଟ୍ର ସାବନ୍ତବାଡ଼ିରେ ।
ଆମେରିକାର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଉପରେ ଚୀନ ସ୍ପାଏ ବେଲୁନ୍ ଉଡାଇ ଗୁଇନ୍ଦାଗିରି କରୁଥିବା ଆମେରିକା ଅଭିଯୋଗ କରିଛି।
ବସ୍ରେ ଯାଉଥିବା ମହିଳା ହଠାତ୍ ଅସୁସ୍ଥ ଅନୁଭବ କରିବା ବସ୍ କର୍ମଚାରୀମାନେ ତାଙ୍କୁ ସାହାଯ୍ୟ କରିବା ପରିବର୍ତ୍ତେ ରାସ୍ତାରେ ଓହ୍ଲାଇ ଦେଇଥିଲେ। ଏହାର କିଛି ସମୟ ପରେ ସମ୍ପୃକ୍ତ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।
ଯୁବତୀଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଓଟିଭି କେୟାର୍ସ ପକ୍ଷରୁ ଆରମ୍ଭ ହୋଇଛି ଏକ ନୂଆ ପ୍ରୟାସ। ଯୁବତୀଙ୍କୁ ସିଲେଇ-ଡିଜାଇନିଂ-ବ୍ୟୁଟିସିଆନ୍, ହୋମ୍ ନର୍ସିଂ ଓ ଡାଟା ଏଣ୍ଟ୍ରି ଭଳି ଧନ୍ଦାମୂଳକ ଶିକ୍ଷାର ମାଗଣା ଟ୍ରେନିଂ ଦିଆଯିବ।
ଏହି ପୁରା ପରିବାର ଗାଁର ପ୍ରାୟ ଦୁଇ ଏକର ଜାଗାରେ ବସବାସ କରନ୍ତି ।
ଯାତ୍ରୀଙ୍କୁ ଧରି ୧,୦୦୦ ଫୁଟ ଉଚ୍ଚକୁ ବିମାନ ଉଡ଼ାଣ ଭରି ଥିବାବେଳେ ଏଥିରେ ନିଆଁ ଲାଗିଥିବା ଜଣାପଡ଼ିଥିଲା।
ଏହି ଫଟୋ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।
ଦ୍ରୁତ ଗତିରେ ଏକ କାର୍ ଆସି ରାସ୍ତାକଡ଼ରେ ରଖା ଯାଇଥିବା ବାଇକ୍କୁ ଧକ୍କା ଦେଇ ୩ କି.ମି.ରୁ ଅଧିକ ଦୂର ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିବା ଜଣାପଡ଼ିଛି। ଯଦିଓ ଏହି ଘଟଣାରେ ବାଇକ୍ ଚାଳକ ସୌଭାଗ୍ୟବଶତଃ ଅଳ୍ପକେ ବର୍ତ୍ତି ଯାଇଛନ୍ତି, ହେଲେ ବାଇକ୍ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି।