Advertisment

Today Panchang 1st Feb 2023: ଆଜିର ପଞ୍ଚାଙ୍ଗ,ଜାଣନ୍ତୁ କେଉଁ ମୁହୂର୍ତ୍ତ ହେବ ଶୁଭ

ସୈାର ମକର ମାସ ମାଘ ମାସ ଶୁକ୍ଲପକ୍ଷ । ଇଂରାଜୀରେ ୦୧ ତାରିଖ ବୁଧବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

author-image
Pallipuspa Samal
ଅଦ୍ୟତନ ହୋଇଛି
Today Panchang 1st Feb 2023

Today Panchang

ସୈାର ମକର ମାସ ମାଘ ମାସ ଶୁକ୍ଲପକ୍ଷ । ଇଂରାଜୀରେ ୦୧ ତାରିଖ ବୁଧବାର । ଚନ୍ଦ୍ର – ବୃଷ ଦିବା ୦୧.୫୯ ଗତେ ମିଥୁନ,ତିଥି – ୧୧ଶୀ ଦିବା ୦୨.୦୨ ଗତେ ୧୨ଶୀ,ଘାତ ଚନ୍ଦ୍ର – ବିଛା ଦିବା ୦୧.୫୯ ଗତେ କନ୍ୟା,ଘାତ ବାର- କର୍କଟ ,ପୁଷ୍କର ଦୋଷ – ଦିବା ୦୨.୦୨ ଗତେ ୧ ପାଦ- ପଶୁସମ୍ପଦ ନାଶ – ଅନ୍ନଦାନ ।

Advertisment

ଶୁଭ ସମୟ:

  • ପ୍ରାତଃ ୦୬.୨୫ ରୁ ୦୭.୫୪
  • ଦିବା ୧୦.୩୬ ରୁ ୧୧.୩୭
  • ଦିବା ୦୧.୫୧ ରୁ ୦୪.୫୦
  • ରାତ୍ରି ୦୨.୦୮ ରୁ ୦୩.୧୨

ଅଧିକ ପଢ଼ନ୍ତୁ: ସକାଳୁ ଉଠି ଦେଖନ୍ତୁ ନାହିଁ ଏହିସବୁ ଜିନିଷ, ଆସିପାରେ ବିପଦ

ଅଶୁଭ ସମୟ:

  • ଋାହୁକାଳ - ଦିବା ୧୨.୦୦ ରୁ ୦୧.୨୩
  • କାଳବେଳା – ଦିବା ୦୯.୧୨ ରୁ ୧୦.୩୬
  • ବାରବେଳା – ଦିବା ୧୨.୦୦ ରୁ ୦୧.୨୩
  • କାଳରାତ୍ରି – ରାତ୍ରି ୦୩.୧୨ ରୁ ୦୪.୪୯
Advertisment
Panchang
Advertisment
Advertisment