ମୁଁ ବିବାହ କରୁବାକୁ ଥିବା ଯୁବକ ଜଣକ ଏବେ ଚାକିରି ହରାଇଛନ୍ତି . .
ନାଶା ଅନୁସାରେ, ମଙ୍ଗଳ ଗ୍ରହରେ ଅବିକଳ ଏକ ଭାଲୁର ଚିତ୍ର ଦେଖିବାକୁ ମିଳିଛି ।
ଆଉ ନାହାନ୍ତି ଦିଗ୍ଗଜ ଗାୟିକା ବାଣୀ ଜୟରାମ। ୭୮ ବର୍ଷରେ ତାଙ୍କର ଦେହାନ୍ତ ହୋଇଛି। ଚଳିତ ବର୍ଷ ସେ ପଦ୍ମଭୂଷଣ ପାଇବା ନେଇ ଘୋଷଣା ହୋଇଥିଲା। ଓଡିଆ ଚଳଚ୍ଚିତ୍ର ଜଗତକୁ ତାଙ୍କ ଅବଦାନ ଅତୁଳନୀୟ।
ପରିଚୟ ବଦଳାଇ ଯୁବତୀଙ୍କ ସହ କଥା ହୋଇ ବନ୍ଧୁତା ସ୍ଥାପନ କରୁଥିଲେ। ପରେ ସେମାନଙ୍କୁ ହୋଟେଲ ଡକାଇ ଭେଟିବା ସହ ଆଇଟି ସେକ୍ଟରରେ ଚାକିରି ଦେବାର ଲୋଭ ଦେଖାଇ ମହିଳାଙ୍କୁ ଯୌନ ଶୋଷଣ କରୁଥିଲେ।
ନିଜକୁ ନିଜେ ଗୁଳି ମାରି ଟଳି ପଡ଼ିଲେ । ହେଲେ କାହିଁକି, କ’ଣ ଥିଲା କାରଣ ?
କାର୍ ବିକିଥିବା ମାଲିକ ଅରୁଣ ମୁନ୍ଦ୍ରା ଏନେଇ ସୂଚନା ଦେଲେ, ‘ଗତ ନଭେମ୍ବର ୨୫ରେ ଗୋପାଳ ୫୦ ହଜାର ଟଙ୍କା ଦେଇଥିଲା’
ନିମୋନିଆରେ ଆକ୍ରାନ୍ତ ୩ ମାସର ଶିଶୁକୁ ସୁସ୍ଥ ଲାଗି ଚିକିତ୍ସା ପରିବର୍ତ୍ତେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଶିଶୁର ପେଟରେ ଥରେ କି୨ ଥର ନୁହେଁ ୫୧ ଥର ଗରମ ଲୁହା ଚେଙ୍କ ଦିଆଯାଇଥିଲା।
ଡାକ୍ତରଖାନା ପକ୍ଷରୁ ପିଲାମାନଙ୍କୁ ଡାକ୍ତରଙ୍କ ନିକଟକୁ ପରାମର୍ଶ ନେବାକୁ ଯିବାପାଇଁ ଇଲେକ୍ଟ୍ରକ୍ କାର୍ର ବ୍ୟବସ୍ଥା କରାଯାଇଛି
ସାପକୁ ନିର୍ଯାତନା ଦେବା ଅଭିଯୋଗରେ ବ୍ୟକ୍ତି ଜଣଙ୍କୁ ଗିରଫ କରିଛି ପୋଲିସ । ବ୍ୟକ୍ତି ଜଣକ ଘରେ ପାଳନ କରିଥିବା ଏକ ଅଜଗର ସାପର ମୁଣ୍ଡକୁ କାମୁଡ଼ି ଦେଇଥିଲେ ।
ଆନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ଦେଖାଦେଇଛି । ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୩ କ୍ୟାରେଟ୍ ସୁନା ଦର ୫୬,୫୦୦ ଟଙ୍କା ରହିଛି ।
ମଝିରେ ମଝିରେ ସରକାର ଓ ପ୍ରଶାସନ ଉପରେ ରୋଚକ ମନ୍ତବ୍ୟ ଦେଇ ସରକାରଙ୍କୁ ଅଡୁଆରେ ପକାଉଥିବା ସୌମ୍ୟଙ୍କ ଆଜିର ଗୁଗଲି ବିଭିନ୍ନ ମହଲରେ ଚର୍ଚ୍ଚାର ବିଷୟ ହୋଇଛି।
ହାଇକୋର୍ଟ ନିର୍ଦ୍ଦେଶ ଦେବା ପରେ ଗୁରୁବାର ସନ୍ଧ୍ୟାରେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ବାନ୍ଧବୀ ସୋମାଲିକା ଦାଶ ତାଙ୍କ ଓକିଲଙ୍କ ସହିତ ଜଗତସିଂହପୁର ସଦର ଥାନାରେ ପହଞ୍ଚି ପୁଣିଥରେ ଏତଲା ଦେଇଛନ୍ତି
ଫ୍ୟାଶନ ଶୋ’ ଭେନ୍ୟୁରେ ଭୟଙ୍କର ବିସ୍ଫୋରଣ। ଏହି ଫ୍ୟାଶନ ଶୋ’ରେ ବଲିଉଡ୍ ଅଭିନେତ୍ରୀ ସନ୍ନି ଲିଓନୀ ଯୋଗ ଦେବାର କାର୍ଯ୍ୟକ୍ରମ ଥିଲା ବୋଲି ଜଣାପଡ଼ିଛି।
ଆଜି ବିଶ୍ୱ କର୍କଟ ଦିବସ । ଫେବୃଆରୀ ୪ ତାରିଖକୁ ବିଶ୍ୱ କର୍କଟ ଦିବସ ରୂପେ ପାଳନ କରାଯାଏ । କର୍କଟ ରୋଗର ଭୟାବହତା ଓ ଏହାକୁ ନେଇ ଲୋକଙ୍କୁ ସଚେତନ କରାଇବା ହେଉଛି ଏହି ଦିବସର ମୂଳ ଲକ୍ଷ୍ୟ ।
ଦୁର୍ଘଟଣାର ଚିତ୍ର ଏତେ ଭୟାନକ ଯେ ସେ ଦୃଶ୍ୟକୁ ଦେଖିଲେ ଆଖିରୁ ଗଡିପଡିବ ଲୁହ । ହେଲେ କାର୍କୁ ଦେଖିବା ପରେ ଆପଣ ବି କହିପାରିବେ କେତେ ଭୟଙ୍କର ଥିଲା ଦୁର୍ଘଟଣା? ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ହିଁ ଦୁଇ ସାଙ୍ଗଙ୍କ ଉଡିଯାଇଥିଲା ପ୍ରାଣ। ଦାରିଙ୍ଗବାଡି ଥାନା ୫୯ ନମ୍ବର ଡବେରି ଠାରେ ଗୁରୁବାର ସନ୍ଧ୍ୟାରେ ଘଟିଛି ଏହି ଭୟଙ୍କର ଦୁର୍ଘଟଣା।
ମା’ ବଦଳରେ ଯଦି ବାପା ଗର୍ଭରେ ପିଲା ବଢ଼େ ? ତା’ହେଲେ ଆପଣ କ’ଣ କହିବେ ? ଶୁଣିବାକୁ ଅଜବ ଲାଗୁଥିଲେ ମଧ୍ୟ କେରଳର କୋଝିକୋଡରେ ଏଭଳି ଅଭୂତପୂର୍ବ ଘଟଣା ଘଟିଛି।
ଭାରତରେ ପ୍ରସ୍ତୁତ ଆଖି ଡ୍ରପ୍ (Eye Drop)ଘାତକ ପ୍ରମାଣିତ ହୋଇଛି। ଏହା ସାମ୍ନାକୁ ଆସିବା ପରେ ଚେନ୍ନାଇର ଫାର୍ମା କମ୍ପାନୀ ଔଷଧ ପ୍ରସ୍ତୁତି ବନ୍ଦ କରିଛି।
ଏଣିକି ଭୁଲ କଲେ ପିଲାଙ୍କୁ ମିଳିବ ଦଣ୍ଡ । ଶିକ୍ଷକ ଶିକ୍ଷୟିତ୍ରୀ ପିଲାମାନଙ୍କୁ ଶାସନ କରିବା ସହ ଦଣ୍ଡ ଦେଇପାରିବେ ।
ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡର ଅଭିଯୁକ୍ତ ଗୋପାଳ ଦାସର ଡାଏରୀ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୋଲିସ୍ ଗୋପାଳର ସରକାରୀ କ୍ୱାର୍ଟର୍ସ ଯାଞ୍ଚ କରିଥିଲା।
ସୈାର ମକର ମାସ ମାଘ ଶୁକ୍ଲପକ୍ଷ । ଇଂରାଜୀରେ ୦୪ ତାରିଖ ଶନିବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ଆଦାନୀଙ୍କ କଂପାନୀରେ ଯେଉଁ କ୍ଷତି ହୋଇଛି ତାହା ପୂର୍ବରୁ କେବେ ଦେଖାଯାଇନଥିଲା। ତେଣୁ ହଠାତ୍ ଏତେ ବଡ କ୍ଷତି ହେବାରୁ ପୂରା ଚିନ୍ତାରେ କମ୍ପାନୀ। ବିଶେଷଜ୍ଞଙ୍କ କହିବାନୁସାରେ ଆଦାନୀ ଗ୍ରୁପରେ ଯେଉଁ ସ୍ଥିତି ରହିଛି ତାହା ସ୍ଥାୟୀ ନୁହେଁ । ହିଣ୍ଡନବର୍ଗ ରିପୋର୍ଟ ପାଇଁ ଏମିତି ସ୍ଥିତି ଦେଖାଯାଇଥିବା କୁହାଯାଉଛି। ତେବେ ଏହାକୁ ନେଇ ଆଦାନୀ ଗ୍ରୁପ କୌଣସି ସ୍ପଷ୍ଟତା ଆଣିନାହିଁ
ବାସ୍ତୁଶାସ୍ତ୍ର ଛଡ଼ା ଅନ୍ୟ କୌଣସି ଗ୍ରନ୍ଥ ନାହିଁ ଯାହା ଆମକୁ ଗୃହ ନିର୍ମାଣରେ ସାହାଯ୍ୟ କରିପାରିବ। ବାସ୍ତୁଶାସ୍ତ୍ର ଅନୁସାରେ ନିର୍ମାଣ ହୋଇଥିବା ଗୃହ ସମସ୍ତ ପ୍ରକାର ସୁଖଶାନ୍ତି ଏବଂ ସମ୍ପନ୍ନତା ପ୍ରଦାନ କରିଥାଏ ଏବଂ ୠଣମୁକ୍ତ କରାଇଥାଏ।
ନବ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଏ ନମସ୍କାର ମୁଦ୍ରାକୁ ନେଇ ବି ପ୍ରଶ୍ନ ଉଠାଇଛନ୍ତି।
କାର୍ଯ୍ୟକ୍ରମ ସରକାରୀ ଥିବାରୁ ଅନ୍ୟ ଅତିଥି ବୃନ୍ଦଙ୍କ ଭଳି ସ୍ଥାନୀୟ କଂଗ୍ରେସ ବିଧାୟକ ତାରା ବାହିନୀପତି ବି ଯୋଗ ଦେଇଥିଲେ।